ପଦ୍ମନାଭ ନାରାୟଣ ଦେବ: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଗଜପତି ପଦ୍ମନାଭ ନାରାୟଣ ଦେବ (୧୮୭୨-୧୯୦୪) ପାରଳାଖେମୁଣ୍ଡିର ପୂର୍ବତନ ପାଟଦେଓ(ରାଜ ଭ୍ରାତା) ଥିଲେ । ସମ୍ବନ୍ଧରେ ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ଦାଦା ଥିଲେ । ସେ ଜଣେ ସିଦ୍ଧହସ୍ତ ନାଟ୍ୟକାର ହେବା ସଙ୍ଗେ ସଙ୍ଗେ ଅନେକ ଚଉପଦୀ ଓ ଜଣାଣ ମଧ୍ୟ ରଚନା କରିଥିଲେ । ଓଡ଼ିଆ, ହିନ୍ଦୀ, ଇଂରାଜୀ ଓ ତେଲୁଗୁ ଏହି ଚାରୋଟି ଭାଷାରେ ପାରଙ୍ଗମ ଥିଲେ । ଗୀତ ସ୍ତବକ, ରାଧାଗୋବିନ୍ଦ ଜଣାଣ ନାମକ ଗ୍ରନ୍ଥଗୁଡ଼ିକର ଲେଖକ । ତାଙ୍କରି ଯୋଗୁଁ ପାରଳାର ଗଜପତି ପ୍ରେସ ଓ ପଦ୍ମନାଭ ରଙ୍ଗାଳୟ (ପରେ ଗୌରଚନ୍ଦ୍ରଙ୍କ ଦେବଙ୍କଦ୍ୱାରା ପଦ୍ମନାଭଙ୍କ ସ୍ମୃତିରେ) ସ୍ଥାପିତ ହୋଇଥିଲା । ପାରଳାଖେମୁଣ୍ଡିରେ ଓଡ଼ିଶୀ ସଙ୍ଗୀତର ଉନ୍ନତି ପାଇଁ ଏହାଙ୍କର ଅନେକ ଅବଦାନ ରହିଛି ।

ଗଜପତି

ପଦ୍ମନାଭ ନାରାୟଣ ଦେବ
ପଦ୍ମନାଭ ନାରାୟଣ ଦେବ: ଭାରତୀୟ ଓଡ଼ିଆ-ଭାଷୀ ଲେଖକ
ଜନ୍ମ୧୮୭୨
ପାରଳାଖେମୁଣ୍ଡି
ମୃତ୍ୟୁ୧୯୦୪
ପାରଳାଖେମୁଣ୍ଡି
ଜାତୀୟତାଭାରତ
ଅନ୍ୟ ନାମଚନ୍ଦ୍ର ରାଜା
ବୃତ୍ତିପାଟଦେଓ
ପ୍ରସିଦ୍ଧିସେକେଣ୍ଡ ପ୍ରିନ୍ସ,ରାଜ କବି
ଉଲ୍ଲେଖନୀୟ କୃତିସଙ୍ଗୀତ ପ୍ରହ୍ଲାଦ ନାଟକ
ସନ୍ତାନକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ

ପଦ୍ମନାଭ ଦେବ ଜଳନ୍ତର ରାଜା ରାମକୃଷ୍ଣ ଛୋଟରାୟଙ୍କ ରଚନା ଅନୁକରଣରେ ନିଜେ ଏକ ପ୍ରହ୍ଲାଦ ନାଟକ ଲେଖିଥିଲେ । ଏହି ଗ୍ରନ୍ଥ ସଙ୍ଗୀତବହୁଳ ଥିବାରୁ ତାକୁ 'ଶ୍ରୀ ସଙ୍ଗୀତ ପ୍ରହ୍ଲାଦ ନାଟକ' ଭାବେ ନାମିତ କରିଥିଲେ ।

ପଦ୍ମନାଭଙ୍କ ରଚିତ ତାଳ ସର୍ବସାର ସଙ୍ଗ୍ରହ ବହିର ମୁଖବନ୍ଧରେ ଏହାଙ୍କଦ୍ୱାରା ଲେଖାଯାଇଥିବା ଏକ ମନ୍ତବ୍ୟକୁ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଅନେକ ନିନ୍ଦା କରିଛନ୍ତି ।

ଆଧାର

Tags:

ଓଡ଼ିଶୀ ସଙ୍ଗୀତପାରଳାଖେମୁଣ୍ଡି

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ଲିପିଜଳ ପ୍ରଦୂଷଣନାରାୟଣ ସାହୁ (୧୯୨୮ ଜନ୍ମ)ପଞ୍ଚକନ୍ୟାରଙ୍ଗବତୀବାଞ୍ଛାନିଧି ମହାନ୍ତିଜୈନ ଧର୍ମଝୁମରକାଳିନ୍ଦୀ ଚରଣ ପାଣିଗ୍ରାହୀରାଜା ରାମମୋହନ ରାୟବରଗଛଜଗନ୍ନାଥ ଦାସବିଶ୍ୱନାଥ କରବିଜ୍ଞାନଗଣିତଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନସରଳା ଦେବୀବୀଜାଣୁଯୁକ୍ତରାଜ୍ୟଟାଟା ମୋଟରସବିଶ୍ୱନାଥ ଦାସବ୍ୟଞ୍ଜନ ବର୍ଣ୍ଣଇଲନ ମସ୍କପଣାହୋଲିଫକୀର ମୋହନ ସେନାପତିଦାସକାଠିଆଧାମରାଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଦଶରଥବ୍ରାହ୍ମଣଜାତୀୟ ବିଜ୍ଞାନ ଦିବସରାସେଶ୍ୱରୀ ପାଣିଗ୍ରାହୀସଚିନ ତେନ୍ଦୁଲକରବେଣୁଧର ରାଉତଅୟେନ୍ଦ୍ରୀ ଲୱନିୟା ରାୟବିଶ୍ୱ ମ୍ୟାଲେରିଆ ଦିବସବିଜୁ ଜନତା ଦଳଦିବାକର ପରିଡ଼ାବିବାହଓଡ଼ିଶୀମହାପାତ୍ର ନୀଳମଣି ସାହୁଲକ୍ଷ୍ମୀ ପୁରାଣଅଭିମନ୍ୟୁ ସାମନ୍ତସିଂହାରପର୍ଫେନାଜାଇନଆଖିମନୋଜ ଦାସଙ୍କ କଥା ଓ କାହାଣୀଚଇତି ଘୋଡ଼ା ନାଚରାଜେନ୍ଦ୍ର କିଶୋର ପଣ୍ଡାଚନ୍ଦନଲାଗି ବେଶକେଳୁଚରଣ ମହାପାତ୍ରଉପେନ୍ଦ୍ର କିଶୋର ଦାସନଟବର ସାମନ୍ତରାୟବସନ୍ତ କୁମାରୀ ପଟ୍ଟନାୟକମାଣବସା ଗୁରୁବାରହେମୋଫିଲିଆଇଣ୍ଡୋନେସିଆଭାରତଜୟୀରାମ ସାମଲ୧୯୯୯ ଓଡ଼ିଶା ମହାବାତ୍ୟା🡆 More