ନାକା କାନାୟା: ଓଡ଼ିଆ ରାଜନୀତିଜ୍ଞ

ନାକା କାନାୟା (୫ ଅପ୍ରେଲ ୧୯୫୦ - ୨ ଅପ୍ରେଲ ୧୯୯୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୭୪, ୧୯୭୭ ଓ ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମାଲକାନଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ, ୭ମ ଓ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ନାକା କାନାୟା
ନାକା କାନାୟା: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ମୃତ୍ୟୁ
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୨ ଅପ୍ରେଲ ୧୯୯୨
ପୂର୍ବ ଅଧିକାରୀନଦିଆବସୀ ବିଶ୍ୱାସ
ପର ଅଧିକାରୀଅରବିନ୍ଦ ଢାଲି
ନିର୍ବାଚନ ମଣ୍ଡଳୀମାଲକାନଗିରି
ବିଧାୟକ: ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୮୦
ପୂର୍ବ ଅଧିକାରୀଗଙ୍ଗାଧର ମାଢ଼ୀ
ପର ଅଧିକାରୀନାକା ଲକ୍ଷ୍ମୟା
ନିର୍ବାଚନ ମଣ୍ଡଳୀମାଲକାନଗିରି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1950-04-05)୫ ଅପ୍ରେଲ ୧୯୫୦
ମୃତ୍ୟୁ୨ ଅପ୍ରେଲ ୧୯୯୨(1992-04-02) (ବୟସ ୪୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଉତ୍କଳ କଂଗ୍ରେସ, ଜନତା ପାର୍ଟି
ଜୀବନ ସାଥୀବିନ୍ଧା ମାମା
ସନ୍ତାନ
ବାପା/ବୋଉନାକା ରମାୟା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ନାକା କାନାୟା ୧୯୫୦ ମସିହାରେ ଅପ୍ରେଲ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନାକା ରମାୟା ଓ ପତ୍ନୀଙ୍କ ନାମ ବିନ୍ଧା ମାମା ।

ରାଜନୈତିକ ଜୀବନ

ନାକା କାନାୟା ଓଡ଼ିଶା ରାଜନୀତିରେ ପ୍ରଥମେ ଉତ୍କଳ କଂଗ୍ରେସରେ ଏବଂ ପରେ ଜନତା ପାର୍ଟି ଓ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ମାଲକାନଗିରି ଉତ୍କଳ କଂଗ୍ରେସ
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା ମାଲକାନଗିରି ଜନତା ପାର୍ଟି
୧୯୯୦ ୨ ଅପ୍ରେଲ ୧୯୯୨ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ମାଲକାନଗିରି ଜନତା ଦଳ

ମୃତ୍ୟୁ

ନାକା କାନାୟା ୧୯୯୨ ମସିହାର ଅପ୍ରେଲ ୨ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା ।

ଆଧାର

Tags:

ନାକା କାନାୟା ଜନ୍ମ, ପରିବାର ଓ ଶିକ୍ଷାନାକା କାନାୟା ରାଜନୈତିକ ଜୀବନନାକା କାନାୟା ମୃତ୍ୟୁନାକା କାନାୟା ଆଧାରନାକା କାନାୟାଓଡ଼ିଆ ଲୋକଓଡ଼ିଶା ବିଧାନ ସଭାମାଲକାନଗିରି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

🔥 Trending searches on Wiki ଓଡ଼ିଆ:

ଅଭିମନ୍ୟୁ ସାମନ୍ତସିଂହାରଜାପାନଜଗନ୍ନାଥ ମନ୍ଦିରରମାକାନ୍ତ ପଣ୍ଡାକୃଷ୍ଣପ୍ରସାଦ ମିଶ୍ରଶିମିଳିପାଳ ଜାତୀୟ ଉଦ୍ୟାନ୨ ଅପ୍ରେଲଧାତୁସୁଦଶା ବ୍ରତରାଜା ରାମମୋହନ ରାୟତୁଳସୀ ଦାସଭାରତୀୟ ସ୍ୱାଧୀନତା ଆନ୍ଦୋଳନଭଗବତ ଗୀତାଅଂଶୁଘାତଯୁକ୍ତରାଷ୍ଟ୍ର ଆମେରିକାକଟକ ଜିଲ୍ଲାପାରାଦ୍ୱୀପନଟବର ସାମନ୍ତରାୟରାଜେନ୍ଦ୍ର ନାରାୟଣ ସିଂହଦେଓନୃସିଂହ ଚରଣ ପଣ୍ଡାଅଗ୍ନ୍ୟାଶୟ ଅକ୍ଷମତାଶିଶୁ ଅନନ୍ତ ଦାସଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରରାଜ୍ୟ ସଭାକବି ପ୍ରସାଦ ମିଶ୍ରଭୁବନେଶ୍ୱରମହାବୀର ଜୈନନମିତା ଅଗ୍ରୱାଲଓଡ଼ିଆ କବି ମାନଙ୍କର ତାଲିକାବିଧାନ ସଭା ସଭ୍ୟପଣା ସଂକ୍ରାନ୍ତିଲିଙ୍ଗରାଜ ମନ୍ଦିରପ୍ରଶାନ୍ତ ନନ୍ଦକାଞ୍ଚନ ଅବସ୍ତିଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ପଠାଣି ସାମନ୍ତପ୍ରତିଭା ରାୟବୀରକିଶୋର ଦାସଜୟଦେବ ଜେନାକାଞ୍ଚନ ଅୱସ୍ତିବସନ୍ତ କୁମାରୀ ପଟ୍ଟନାୟକସୌଭାଗ୍ୟ କୁମାର ମିଶ୍ରସୀତାକାନ୍ତ ମହାପାତ୍ରଗୋଲୋକ ବିହାରୀ ଧଳଗିରିଧର ଗମାଙ୍ଗଶ୍ରୀ ଅରବିନ୍ଦଶଶି ଭୂଷଣ ରଥସମ୍ବଲପୁର ଜିଲ୍ଲାଉଇକିପିଡ଼ିଆନଟବର ଶତପଥୀଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଦଶାବତାରଅନ୍ନପୂର୍ଣ୍ଣା ମହାରଣାପ୍ରସନ୍ନ କୁମାର ମିଶ୍ରପ୍ରଦୀପ କୁମାର ପାଣିଗ୍ରାହୀଦ୍ୱିତୀୟ ବିଶ୍ୱଯୁଦ୍ଧମୌଳିକ ସଂଖ୍ୟା୧୯୩୪ଓଡ଼ିଆ ଭାଷାରାମ ନବମୀଗଙ୍ଗାଧର ମେହେରଚିତ୍ତରଞ୍ଜନ ଦାସବାଘରାଜେନ୍ଦ୍ର କିଶୋର ପଣ୍ଡାଜଗନମୋହ‌ନ ଲାଲଅର୍ଥଶାସ୍ତ୍ରକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ🡆 More