ନଦିଆବସୀ ବିଶ୍ୱାସ: ଓଡ଼ିଆ ରାଜନୀତିଜ୍ଞ

ନଦିଆବସୀ ବିଶ୍ୱାସ (୩ ଜୁଲାଇ ୧୯୩୩ - ୧୬ ମାର୍ଚ୍ଚ ୧୯୯୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମାଲକାନଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ନଦିଆବସୀ ବିଶ୍ୱାସ
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୦
ପୂର୍ବ ଅଧିକାରୀନାକା ଲଛମାୟା
ପର ଅଧିକାରୀନାକା କନ୍ୟା
ନିର୍ବାଚନ ମଣ୍ଡଳୀମାଲକାନଗିରି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1933-07-03)୩ ଜୁଲାଇ ୧୯୩୩
ମୃତ୍ୟୁ୧୬ ମାର୍ଚ୍ଚ ୧୯୯୧(1991-03-16) (ବୟସ ୫୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱାଧୀନ
ଜୀବନ ସାଥୀଶାନ୍ତିଲତା ବିଶ୍ୱାସ
ସନ୍ତାନ
ବାପା/ବୋଉଉମା ଚରଣ ବିଶ୍ୱାସ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ନଦିଆବସୀ ବିଶ୍ୱାସ ୧୯୩୩ ମସିହାରେ ଜୁଲାଇ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଉମା ଚରଣ ବିଶ୍ୱାସ ଓ ପତ୍ନୀଙ୍କ ନାମ ଶାନ୍ତିଲତା ବିଶ୍ୱାସ ।

ରାଜନୈତିକ ଜୀବନ

ନଦିଆବସୀ ବିଶ୍ୱାସ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ନଦିଆବସୀ ବିଶ୍ୱାସ ୧୯୯୧ ମସିହାର ମାର୍ଚ୍ଚ ୧୬ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।

ଆଧାର

Tags:

ନଦିଆବସୀ ବିଶ୍ୱାସ ଜନ୍ମ, ପରିବାର ଓ ଶିକ୍ଷାନଦିଆବସୀ ବିଶ୍ୱାସ ରାଜନୈତିକ ଜୀବନନଦିଆବସୀ ବିଶ୍ୱାସ ମୃତ୍ୟୁନଦିଆବସୀ ବିଶ୍ୱାସ ଆଧାରନଦିଆବସୀ ବିଶ୍ୱାସଓଡ଼ିଆ ଲୋକଓଡ଼ିଶା ବିଧାନ ସଭାମାଲକାନଗିରି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

🔥 Trending searches on Wiki ଓଡ଼ିଆ:

ନଅଙ୍କ ଦୁର୍ଭିକ୍ଷଓଡ଼ିଆ ନବବର୍ଷମହାଦେଶଶ୍ରୀତମ ଦାସଭି. କାର୍ତ୍ତିକେୟ ପାଣ୍ଡିଆନଅରୁଣା ମହାନ୍ତିଅଚ୍ୟୁତ ସାମନ୍ତଭାରତୀୟ ଜନତା ପାର୍ଟିସୁଗ୍ରୀବବୀର ସୁରେନ୍ଦ୍ର ସାଏଗୋଲୋକ ବିହାରୀ ଧଳଧରଣୀଧର ଭୂୟାଁରାଜା ରାମମୋହନ ରାୟ୩ (ସଂଖ୍ୟା)୨୬ ଅପ୍ରେଲପ୍ରଦୂଷଣଆଣ୍ଟିସାଇକୋଟିକସିପାହୀ ବିଦ୍ରୋହଧୃତରାଷ୍ଟ୍ର (ମହାଭାରତ)କାମଦା ଏକାଦଶୀନକ୍ଷତ୍ରଗିରିଜା କୁମାର ବଳୀୟାରସିଂହଚୈତ୍ର ପୂର୍ଣ୍ଣିମାଭାରତୀୟ ଡାକ ସେବାକାଞ୍ଚନ ଅବସ୍ତିଜାପାନବରଗଛବିବାହମାଣବସା ଗୁରୁବାରରାଧାନାଥ ରାୟପୁରୀ ଜିଲ୍ଲାବ୍ରହ୍ମୋତ୍ରୀ ମହାନ୍ତିଜାତୀୟ ସାହସିକତା ପୁରସ୍କାରସ୍ୱାସ୍ଥ୍ୟବଳରାମ ଦାସନମିତା ଅଗ୍ରୱାଲଭକ୍ତ ଚରଣ ଦାସଦଶରଥଦି ଟାଇମସ୍ ଅଫ୍ ଇଣ୍ଡିଆତୁଳସୀ ଗଛଲଳିତ ମାନସିଂହହାଡ଼ଫୁଟିଲକ୍ଷ୍ମୀନାରାୟଣ ସାହୁସୁରେନ୍ଦ୍ର ମହାନ୍ତିଚାଣକ୍ୟମଧୁସୂଦନ ରାଓବେଣୁଧର ରାଉତ୭ ଅପ୍ରେଲବୈଷ୍ଣବ ପାଣିବନମାଳୀ ଦାସଦେବସ୍ନାନ ପୂର୍ଣ୍ଣିମାଜୈନ ଧର୍ମସୌଭାଗ୍ୟ କୁମାର ମିଶ୍ରସୌର ଜଗତଚୈତନ୍ୟପୃଥିବୀଗୋଦାବରୀଶ ମହାପାତ୍ରଲୋକ ସଭାଗୁରୁ ପ୍ରସାଦ ମହାନ୍ତିନରେନ୍ଦ୍ର ମୋଦୀରାଜକିଶୋର ପଟ୍ଟନାୟକକୃଷ୍ଣଚନ୍ଦ୍ର ପାଣିଗ୍ରାହୀଧାତୁରାଖାଲ ମହାନ୍ତିହିନ୍ଦୁବ୍ରାଉଜରଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଆତ୍ମହତ୍ୟା🡆 More