ଧରଣୀଧର ପାଣିଗ୍ରାହୀ: ଓଡ଼ିଆ ଅନୁବାଦକ

ଧରଣୀଧର ପାଣିଗ୍ରାହୀ (୨ ଜାନୁଆରୀ ୧୯୩୬ - ୧୭ ନଭେମ୍ବର ୨୦୨୦) ଜଣେ ଓଡ଼ିଆ ସାହିତ୍ୟିକ ଓ ଶିକ୍ଷାବିତ ଥିଲେ । ସେ ଅର୍ଥନୀତି, ସମାଜତତ୍ତ୍ୱ, ସଂସ୍କୃତି ସମ୍ପର୍କିତ ନାନା ପ୍ରବନ୍ଧ ଅନୁବାଦ କରିବା ସହିତ ଅର୍ଥନୀତି ବିଷୟରେ ଉଭୟ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଅନେକ ପୁସ୍ତକ ରଚନା କରିଥିଲେ । ସେ ଉଭୟ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।

ଧରଣୀଧର ପାଣିଗ୍ରାହୀ
ଜନ୍ମ(1936-01-02)୨ ଜାନୁଆରୀ ୧୯୩୬
ମୃତ୍ୟୁ୧୭ ନଭେମ୍ବର ୨୦୨୦(2020-11-17) (ବୟସ ୮୪)
ନୂଆପଲ୍ଲୀ, ଭୁବନେଶ୍ୱର
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ସମ୍ମାନ ୨୦୦୯

ରଚନାବଳୀ

ମୌଳିକ ରଚନା

  • ଅର୍ଥନୀତି ପ୍ରବେଶ
  • ଅର୍ଥନୀତି ପରିଚୟ
  • ମୁଦ୍ରାବ୍ୟାଙ୍କ ଓ ସରକାରୀ ବିତ୍ତ ବ୍ୟବସ୍ଥା
  • ସରକାରୀ ବିତ୍ତ
  • ଗ୍ରାମ୍ୟ ଶିଳ୍ପାୟନ
  • ଭାରତୀୟ ଅର୍ଥନୀତି
  • ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ଅର୍ଥନୈତିକ ବିକାଶ
  • ରାଜନୀତିଜ୍ଞଙ୍କ ଭାରତବର୍ଷ
  • ଅର୍ଥନୀତିକ ଭାରତ
  • ମହାଭାରତ ପରେ
  • ଅଞ୍ଜନେୟ
  • ଶ୍ରୀମୟୀ ବୈଷ୍ଣୋ ଦେବୀ
  • ଲୌହମାନବ
  • ଭାରତ ବିକାଶ ପରିକ୍ରମା
  • ରାଷ୍ଟ୍ରୀୟ ବିତ୍ତ

ଅନୁବାଦ

  • କରଣ ସିଂହ: ଆତ୍ମଜୀବନୀ
  • ସନ୍ଥ ବିଭୂତି
  • ମୃତ୍ୟୁ ପରେ
  • ଜୀବନ ଓ ମୃତ୍ୟୁ ଦର୍ଶନ
  • ବ୍ରହ୍ମବାଦ ଦର୍ଶନ

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର - ୨୦୦୯ (କରଣ ସିଂହ: ଆତ୍ମଜୀବନୀ)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଜୀବନୀ ଓ ଭ୍ରମଣ ସାହିତ୍ୟ) - ୨୦୧୫ (ଲୌହମାନବ)

ବ୍ୟକ୍ତିଗତ ଜୀବନ

ଧରଣୀଧର ୧୯୩୬ ମସିହା ଜାନୁଆରୀ ୨ ତାରିଖରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଅନ୍ତର୍ଗତ ବେରୁଆଁପାଳଠାରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା, ବିଜେବି ଓ ରାଜଧାନୀ ମହାବିଦ୍ୟାଳୟ ଆଦିରେ ଅଧ୍ୟାପନା କରି ୧୯୯୪ ମସିହାରେ ଅବସର ଗ୍ରହଣ କରିଥିଲେ ।

୨୦୨୦ ମସିହା ନଭେମ୍ବର ୧୭ ତାରିଖରେ ଭୁବନେଶ୍ୱରର ନୂଆପଲ୍ଲୀସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ଘଟିଥିଲା ।

ଆଧାର


Tags:

ଧରଣୀଧର ପାଣିଗ୍ରାହୀ ରଚନାବଳୀଧରଣୀଧର ପାଣିଗ୍ରାହୀ ସମ୍ମାନ ଓ ପୁରସ୍କାରଧରଣୀଧର ପାଣିଗ୍ରାହୀ ବ୍ୟକ୍ତିଗତ ଜୀବନଧରଣୀଧର ପାଣିଗ୍ରାହୀ ଆଧାରଧରଣୀଧର ପାଣିଗ୍ରାହୀଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରସାହିତ୍ୟ ଏକାଡେମୀ

🔥 Trending searches on Wiki ଓଡ଼ିଆ:

ପରିବେଶଶ୍ରୀନିବାସ ରାମାନୁଜନମାଲେସିଆଭାରତୀୟ ଜନତା ପାର୍ଟିସରସ୍ୱତୀ ସମ୍ମାନଟୋକିଓବିଜୟ ମିଶ୍ରରଥଯାତ୍ରାମାଗୁଣିର ଶଗଡ଼ଭଗବତ ଗୀତାଇଂଲଣ୍ଡବିଶ୍ୱନାଥ କରଆନ୍ତର୍ଜାତିକ ମହିଳା ଦିବସକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଚୁଡ଼ାଓଡ଼ିଶାର ସଂସ୍କୃତି୧୯୦୫ଭୀମ ପୃଷ୍ଟିଭଦଭଦଳିଆଓମ'ଙ୍କ ନିୟମମେହମୁଦ ହୁସେନମଙ୍ଗଳା ମନ୍ଦିରନୀଳକଣ୍ଠ ଦାସସୀତାକାନ୍ତ ମହାପାତ୍ରକାଗଜଚିତ୍ତରଞ୍ଜନ ତ୍ରିପାଠୀଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରଅମାବାସ୍ୟାର ଚନ୍ଦ୍ରଓଡ଼ିଆ ନାଟକଓଡ଼ିଶାର ଲୋକନୃତ୍ୟବିଦ୍ୟାଳୟକାଳିନ୍ଦୀ ଚରଣ ପାଣିଗ୍ରାହୀବାମାଚରଣ ମିତ୍ରପଠାଣି ସାମନ୍ତରାଧାନାଥ ରଥଚାଣକ୍ୟଦଗ୍ଧଗିରିଜା କୁମାର ବଳୀୟାରସିଂହକାଳିଚରଣ ପଟ୍ଟନାୟକପାଇକ ଆଖଡ଼ାତୃପ୍ତି ଦାସଭୁବନେଶ୍ୱରଧର୍ମେନ୍ଦ୍ର ପ୍ରଧାନମହାପ୍ରସାଦସାମାଜିକ ଆନ୍ଦୋଳନଭ୍ୟାକୁମ୍ କ୍ଲିନର୍ଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶ୍ରୀରାଧାଉଇକିଅଭିଧାନଗିରିଧର ଗମାଙ୍ଗ୧୮ ଅକ୍ଟୋବରବିଜୁ ପଟ୍ଟନାୟକଡାଲମାଧନୁ (ରାଶି)ଛାୟାପଥସତ୍ୟେନ୍ଦ୍ର ନାଥ ବୋଷଆଲୋକଗୌରହରି ଦାସନବକଳେବରରାଜକିଶୋର ପଟ୍ଟନାୟକକୃଷ୍ଣଯକୃତବିଶ୍ୱତାପନଜିମି ୱେଲ୍ସକୁତାମ ଚଣ୍ଡୀ ମନ୍ଦିରନଇ ଆରପାରିବର୍ଷା୧୭୪୬ସମ୍ବଲପୁର ଜିଲ୍ଲାବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରଖଡ଼ଗପୁରଉଦ୍ଭିଦ🡆 More