ଧନେଶ୍ୱର ସାହୁ

ପ୍ରଫେସରଧନେଶ୍ୱର ସାହୁ (ଜନ୍ମ ୩୦ ସେପ୍ଟେମ୍ବର ୧୯୪୯) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ହେତୁବାଦୀ ଚିନ୍ତକ, ଶିକ୍ଷାବିତ ଓ ଲେଖକ ୤ ସେ ଢେଙ୍କାନାଳ ଜିଲ୍ଲାର ଭୁବନଗ୍ରାମରେ ଜନ୍ମଗ୍ରହଣ କରିଥିଲେ୤ ଭୁବନ ଉଚ୍ଚବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିବା ପରେ ରେଭେନ୍ସା ମହାବିଦ୍ୟାଳୟରୁ ୧୯୭୧ ମସିହାରେ ଦର୍ଶନ ସମ୍ମାନରେ ସ୍ନାତକ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ୧୯୭୩ ମସିହାରେ ଦର୍ଶନରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ୤ ସମସ୍ତ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ଓ ସ୍ନାତକୋତ୍ତର ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣପଦକ ଲାଭ କରିଥିଲେ ୤ ୧୯୭୪ରେ ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରି ୨୦୦୭ରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଭାଗୀୟ ମୁଖ୍ୟ ଭାବେ ଅବସର ଗ୍ରହଣ କରିଛନ୍ତି ୤

ପ୍ରଫେସର

ଧନେଶ୍ୱର ସାହୁ
ଜନ୍ମ ଓ ଜନ୍ମସ୍ଥାନ (1949-09-30) ୩୦ ସେପ୍ଟେମ୍ବର ୧୯୪୯ (ବୟସ ୭୪)
ଭୁବନ, ଢେଙ୍କାନାଳ ଜିଲ୍ଲା
ବୃତ୍ତିଶିକ୍ଷାବିତ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତ୍ତକୋତ୍ତର (ଦର୍ଶନ)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ଉତ୍କଳ ବିଶ୍ୱବିଦ୍ୟାଳୟ
ବିଷୟହେତୁବାଦ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର,
ଡ. କେ ବୀରମଣି ଆୱାର୍ଡ ଫର ସୋସିଆଲ ଜଷ୍ଟିସ

ରଚନାବଳୀ

  • ଗୋରାଙ୍କ ଦୃଷ୍ଟିରେ ଗାନ୍ଧୀ ଓ ନିରୀଶ୍ୱରବାଦ, (ଅନୁବାଦ), ୧୯୯୬
  • ଆବ୍ରାହମ କୋଭୁର, ୧୯୯୮
  • Strawsan’s Concept of Descriptive Metaphysics, 1998
  • ଭାରତରେ ଜାତିପ୍ରଥା ଓ ତାହାର ବିଲୋପ (ଅନୁବାଦ), ୧୯୯୮
  • ଧର୍ମର ଉର୍ଦ୍ଧ୍ୱରେ, ୨୦୦୦
  • ଧର୍ମ, ଦର୍ଶନ ଓ ସମାଜ, ୨୦୦୨
  • ଭାରତୀୟ ଦର୍ଶନରେ ନିରୀଶ୍ୱରବାଦ, ୨୦୦୯
  • ସଂସ୍କୃତି ଓ ସର୍ବୋଦୟ, ୨୦୦୯
  • ଗାନ୍ଧୀ, ବିଜ୍ଞାନ ଓ ମାନବବାଦ, ୨୦୧୩
  • ପେରିୟାରଙ୍କ ରଚନା (ଅନୁବାଦ), ୨୦୧୩
  • ଜୀବନ ଜିଜ୍ଞାସା, ୨୦୧୫
  • Philosophy, Society and Culture, 2015
  • ଜୀବନ ଅନ୍ୱେଷା, ୨୦୧୬
  • ବିନୋଦ କାନୁନଗୋ, ୨୦୧୬
  • ଜୀବନର ମୂଲ୍ୟ ଓ ହେତୁବାଦ, ୨୦୧୬

ପୁରସ୍କାର ଓ ସମ୍ମାନ

ସଂସ୍କୃତି ଓ ସର୍ବୋଦୟ ପୁସ୍ତକ ନିମନ୍ତେ ସେ ୨୦୧୦ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ୤ ୨୦୧୪ରେ ପ୍ରଥମ ଓଡ଼ିଆ ଭାବେ ପେରିୟାର ଇଣ୍ଟରନ୍ୟାସନାଲଦ୍ୱାରା ‘ଡ. କେ ବୀରମଣି ଆୱାର୍ଡ ଫର ସୋସିଆଲ ଜଷ୍ଟିସ’ ସମ୍ମାନ ପାଇଥିଲେ୤

ଆଧାର

Tags:

ଉତ୍କଳ ବିଶ୍ୱବିଦ୍ୟାଳୟରେଭେନ୍ସା ମହାବିଦ୍ୟାଳୟ

🔥 Trending searches on Wiki ଓଡ଼ିଆ:

ପୋଟଳ ରସାମୋନିକା ସେଲ୍ସବାରବାଟି ଦୁର୍ଗଡାଲମା୨୦୦୬wiki.phtmlଗୁରୁ ପ୍ରସାଦ ମହାନ୍ତିଦ୍ୱିତୀୟ ଭାସ୍କରରବୀନ୍ଦ୍ରନାଥ ଠାକୁରମୟୂରଭଞ୍ଜ ଜିଲ୍ଲାବ୍ରୁସେଲୋସିସଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଓଡ଼ିଆ ଉଇକିପିଡ଼ିଆମେହମୁଦ ହୁସେନନଟବର ସାମନ୍ତରାୟବାମାଚରଣ ମିତ୍ରଆପେଣ୍ଡିସାଇଟିସକଖାରୁ ଫୁଲ ଭଜାଖଡ଼ଗପୁରସୁଇଜରଲ୍ୟାଣ୍ଡଓପନ-ସୋର୍ସ ସଫ୍ଟୱେରସରଳା ଦେବୀଅଗ୍ନ୍ୟାଶୟ ଅକ୍ଷମତାନବଗୁଞ୍ଜରଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦ୍ଵାରକାଧୀଶ ମନ୍ଦିରନବଯୌବନ ବେଶରାମ ନବମୀଶବ୍ଦ (ପଦ)ଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ୟୁ ଟ୍ୟୁବକାଞ୍ଚି ଅଭିଯାନଦେବସ୍ନାନ ପୂର୍ଣ୍ଣିମାବ୍ୟାସଦେବରେବତୀ (କ୍ଷୁଦ୍ରଗଳ୍ପ)ଗଣନ ସଂଖ୍ୟା୪ ଇଡିଅଟସ୍୨୧ବିଜ୍ଞାନପାଇକ ବିଦ୍ରୋହକୁଜିବର ପ‌ତ୍ରବୈଷ୍ଣବ ଚରଣ ସାମଲ୨୭ ଜୁନଓଡ଼ିଶାର ମାପ ବ୍ୟବସ୍ଥାଫତୁରାନନ୍ଦଯକୃତଲିମାଅକ୍ଷୟ ତୃତୀୟାଓଡ଼ିଶାର ଇତିହାସବଳରାମ ଦାସଦଗ୍ଧବୈଷ୍ଣବ ପାଣିମାୟାଧର ମାନସିଂହଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଇନ୍ଦିରା ଗାନ୍ଧୀଗଙ୍ଗାଧର ମେହେରଅଚ୍ୟୁତାନନ୍ଦ ଦାସକୃଷ୍ଣରାସେଶ୍ୱରୀ ପାଣିଗ୍ରାହୀକୋଣାର୍କମଙ୍ଗଳା ମନ୍ଦିରଛାୟାପଥମୁକ୍ତିକାନ୍ତ ମଣ୍ଡଳନାରାୟଣ ସାହୁବିଶ୍ୱନାଥ କରନଇ ଆରପାରିଢଗ ଢମାଳିକଳସା ଚଉତିଶାପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ🡆 More