ଦୂରଦୂରାନ୍ତର

ଦୂର-ଦୂରାନ୍ତର ମନୋଜ ଦାସଙ୍କଦ୍ୱାରା ରଚିତ ଏକ ଭ୍ରମଣ କାହାଣୀ । କଣ୍ଡୁରୀ ଚରଣ ଦାସ ଓ ବିଭୂତି ପଟ୍ଟନାୟକଙ୍କ ପ୍ରସ୍ତାବ କ୍ରମେ ମନୋଜ ଦାସ ଏହି ଲେଖାର ଆରମ୍ଭ କରିଥିଲେ । ଏଥିରେ ଲେଖକଙ୍କର ବିଦେଶ ଭ୍ରମଣ ଅନୁଭୂତି ସହ ପ୍ରାଚ୍ୟ-ପାଶ୍ଚାତ୍ୟ ସଭ୍ୟତାର ଏକ ତୁଳନାତ୍ମକ ଚିତ୍ର ଦିଆଯାଇଛି । ଲେଖକ ଯେତେବେଳେ ଶ୍ରୀମା-ଶ୍ରୀ ଅରବିନ୍ଦଙ୍କ ଉପରେ ଗବେଷଣା ପାଇଁ ଇଂଲଣ୍ଡ ଯାଇଥିଲେ, ସେତେବେଳେ ସେଠାର ଚଳଣିରେ ହୋଇଥବା ପରିବର୍ତ୍ତନ ଓ ଇଂଲଣ୍ଡର କିଛି ଅଭିଶପ୍ତ ଇତିହାସର ବି ସମ୍ୟକ ବର୍ଣ୍ଣନା ରହିଛି । ଏହାସହ ଆୟରଲ୍ୟାଣ୍ଡ, ଜର୍ମାନୀ, ପ୍ୟାରିସ, ରୋମ ଓ କାଇରୋରେ ଲେଖକଙ୍କ ଅନୁଭୂତି ଓ ସେଠାକାର ସାଧାରଣ ଲୋକଙ୍କର ଚଳଣି ସମ୍ପର୍କରେ ଲେଖାଯାଇଛି ।

ଦୂର-ଦୂରାନ୍ତର  
ଲେଖକମନୋଜ ଦାସ
ଦେଶଭାରତ
ଭାଷାଓଡ଼ିଆ
ବିଭାଗଭ୍ରମଣ କାହାଣୀ
ପ୍ରକାଶକଗ୍ରନ୍ଥମନ୍ଦିର, ବିନୋଦବିହାରୀ, କଟକ-୨
ପ୍ରକାଶ ତାରିଖ୧୯୭୭, ୧୯୭୮, ୧୯୭୯,
୧୯୮୧, ୧୯୮୭, ୧୯୯୦,
୧୯୯୬, ୨୦୦୨, ୨୦୦୮
ପୃଷ୍ଠା୧୩୩ (ନବମ ସଂସ୍କରଣ-୨୦୦୮)
ISBN୮୧-୭୪୦୩ ୦୧୩-୧

'ଦୂରଦୂରାନ୍ତର' ଜାନୁୟାରୀ ୧୯୭୩ରୁ ଡିସେମ୍ବର ୧୯୭୪ ଯାଏ ଧାରାବାହିକ ମାସିକ ନବରବିରେ ପ୍ରକାଶ ପାଇଥିଲା । ଏହା ଇଂରାଜୀରେ Far and Beyond ନାମରେ ଅନୁବାଦିତ ହୋଇ ୧୯୭୬ ମସିହାରେ ପ୍ରକାଶିତ ହୋଇଥିଲା ।

ଆଧାର

ବାହାର ଆଧାର

  • ଦୂର-ଦୁରାନ୍ତର, ମନୋଜ ଦାସ, ନବମ ସଂସ୍କରଣ-୨୦୦୯, "ସ୍ୱୀକୃତି ଭାଗ"

Tags:

ଆୟରଲ୍ୟାଣ୍ଡଇଂଲଣ୍ଡକଣ୍ଡୁରୀ ଚରଣ ଦାସଜର୍ମାନୀପ୍ୟାରିସବିଭୂତି ପଟ୍ଟନାୟକମନୋଜ ଦାସରୋମଶ୍ରୀ ଅରବିନ୍ଦଶ୍ରୀମା

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ଖାଦ୍ୟସୌଭାଗ୍ୟ କୁମାର ମିଶ୍ରବାଳୀଚୌଧୁରୀ ବିକାଶ ଦାସମନମୋହନ ସାମଲଅହଲ୍ୟା (ଓଡ଼ିଆ କଥାଚିତ୍ର)ପିତ୍ତକୋଷଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଜାପାନଗୌରୀଶଙ୍କର ରାୟଚାନ୍ଦବାଲିବିନୋଦ ଚନ୍ଦ୍ର ନାୟକପଠାଣି ସାମନ୍ତମ୍ୟାଲେରିଆଧଉଳିଖୋର୍ଦ୍ଧାଉଇକିପିଡ଼ିଆଓଡ଼ିଶାର କଳାନଦୀରମାଦେବୀ ଚୌଧୁରୀଦରବାର (କବିତା)ଚୈତ୍ରଓଡ଼ିଶାର ଭୂଗୋଳନବକଳେବରବୁଧବାରଶୈଳବାଳା ଦାସକାଳିନ୍ଦୀ ଚରଣ ପାଣିଗ୍ରାହୀଉତ୍କଳ ବ୍ରାହ୍ମଣସପ୍ତମାତୃକା ମନ୍ଦିର, ଯାଜପୁରଅଶୋକାଷ୍ଟମୀ୧୪ ଅପ୍ରେଲଓଡ଼ିଆ ଭାଗବତ୧୭ ଅପ୍ରେଲବିଜୟ ପ୍ରସାଦ ମହାପାତ୍ରଇତିହାସଚମ୍ପୂବିଭୂତି ପଟ୍ଟନାୟକଗାଈଚନ୍ଦ୍ରଶେଖର ରଥ୬୧୬କିରଣ ବେଦୀବନମାଳୀ ଦାସବିଶ୍ୱତାପନପକ୍ଷୀରାଜେନ୍ଦ୍ର କିଶୋର ପଣ୍ଡାନବୀନ ପଟ୍ଟନାୟକଅହିଂସାକୃଷ୍ଣପ୍ରସାଦ ମିଶ୍ରକିଶୋରୀ ଚରଣ ଦାସଶେର ଶାହ ସୁରୀଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିତୁଷାରକାନ୍ତି ବେହେରାଚିତ୍ରା (ନକ୍ଷତ୍ର)ବଡ଼ଦିନରଜିୟା ସୁଲତାନଇରା ମହାନ୍ତିନବକୃଷ୍ଣ ଚୌଧୁରୀ୩୦ ଅପ୍ରେଲନୃସିଂହନାଥ ଖୁଣ୍ଟିଆଅଟିଜିମ୍‌ଇଂରାଜୀ ଭାଷାଛବିଳ ମଧୁ ବର୍ଣ୍ଣବୋଧଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାପ୍ରଦୂଷଣବଡ଼ଓଷାଜନ ବୀମସନରେନ୍ଦ୍ର ମୋଦୀରାମାୟଣ🡆 More