ନବରବି: ଓଡ଼ିଆ ପତ୍ରିକା

ନବରବି ୧୯୭୦ ଦଶକରେ କଲିକତାରୁ ପ୍ରକାଶିତ ହେଉଥିବା ଏକ ମାସିକ ଓଡ଼ିଆ ପତ୍ରିକା । ପାତିରାମ ପରିଜା, ଏହି ପତ୍ରିକାର ପ୍ରତିଷ୍ଠାତା ଥିଲେ । ଏହି ପତ୍ରିକାଟି ୧୯୭୦ ମସିହାରୁ ରବୀନ୍ଦ୍ର କୁମାର ପରିଜାଙ୍କ ସମ୍ପାଦନାରେ ଆରମ୍ଭ ହୋଇ ୧୯୭୬ ମସିହା ପର୍ଯ୍ୟନ୍ତ ନିୟମିତ ପ୍ରକାଶିତ ହେଉଥିଲା । ୧୯୭୬ ମସିହାରେ ପାତିରାମ ପରିଜାଙ୍କ ପରଲୋକ ପରେ ଏହି ପତ୍ରିକାର ପ୍ରକାଶନ ବନ୍ଦ ହୋଇଥିଲା । ୧୯୯୬ ମସିହାରେ ପୁଣି ଭୁବନେଶ୍ୱରଠାରେ ଏହି ପତ୍ରିକା ସର୍ବେଶ୍ୱର ମହାନ୍ତି ଓ ସନ୍ଧ୍ୟା ମହାନ୍ତିଙ୍କଦ୍ୱାରା ପ୍ରକାଶନ ଆରମ୍ଭ କରାଯାଇଥିଲା । ଏହି ପତ୍ରିକାଟି ବର୍ତ୍ତମାନ ଅନିୟମିତ ଭାବରେ ପ୍ରକାଶିତ ହେଉଛି ।

ନବରବି
ପ୍ରତିଷ୍ଠାତାପାତିରାମ ପରିଜା
ସମ୍ପାଦକସନ୍ଧ୍ୟା ମହାନ୍ତି
ଭାଷାଓଡ଼ିଆ
ମୁଖ୍ୟାଳୟଭୁବନେଶ୍ୱର, ଓଡ଼ିଶା
ୱେବସାଇଟwww.nabarabi.com/

ଆଧାର

ବାହାର ଆଧାର

ନବରବି ୱେବସାଇଟ

Tags:

ଓଡ଼ିଆ ଭାଷାକଲିକତାଭୁବନେଶ୍ୱର

🔥 Trending searches on Wiki ଓଡ଼ିଆ:

ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଓଡ଼ିଶାର ସଂସ୍କୃତିସିଦ୍ଧାନ୍ତ ମହାପାତ୍ରଗୋପାଳ କୃଷ୍ଣ ରଥପ୍ରଥମ ବିଶ୍ୱଯୁଦ୍ଧ୧୬୬୫ମୁମ୍ବାଇଓଡ଼ିଶାର ଇତିହାସଓଡ଼ିଶାର କଳାଛାରପୋକଓଡ଼ିଶାର ଭୂଗୋଳଜର୍ମାନୀଫରିନା ଆଜାଦକାଳିଚରଣ ପଟ୍ଟନାୟକଓଡ଼ିଆ ଉଇକିପିଡ଼ିଆପ୍ରାଣକୃଷ୍ଣ ପରିଜାକୋଣାର୍କଭୁବନେଶ୍ୱର ବେହେରାମୌଳିକ ସଂଖ୍ୟାକିଶୋରୀ ଚରଣ ଦାସସମୀର ରଞ୍ଜନ ଦାଶବ୍ୟାସଦେବଶିଶୁ ଅନନ୍ତ ଦାସପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷବିସ୍ଥାପିତ କାନ୍ଧ ଗଣ୍ଠିଭଦଭଦଳିଆପଲଉକଖାରୁ ଫୁଲ ଭଜାବୈକୁଣ୍ଠନାଥ ପଟ୍ଟନାୟକହେମନ୍ତ କୁମାର ଦାସରାସେଶ୍ୱରୀ ପାଣିଗ୍ରାହୀରାଜକିଶୋର ପଟ୍ଟନାୟକ୨୫ ଅପ୍ରେଲରାଜ୍ୟ ସଭାଶାସ୍ତିପାଇକ ଆଖଡ଼ାସରୋଜିନୀ ନାଇଡୁସରୋଜିନୀ ସାହୁବାରବାଟି ଦୁର୍ଗଯକୃତକଣ୍ଡୋମଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଦ୍ୱିତୀୟ ବିଶ୍ୱଯୁଦ୍ଧଉଦ୍ଭିଦ ବିଜ୍ଞାନଓ ଅନ୍ଧଗଳିଅଚ୍ୟୁତ ନାୟକନେତୃତ୍ୱଢଗ ଢମାଳିଭ୍ୟାକୁମ୍ କ୍ଲିନର୍ଆପେଣ୍ଡିସାଇଟିସବଉଳଲସିସତୀ (ହିନ୍ଦୁ ଦେବୀ)ଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୋନାଲ ମାନସିଂହଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରଆକବରପ୍ରଧାନ ପୃଷ୍ଠାଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଲିମାସାରଳା ଦାସଜୟୀରାମ ସାମଲଏଣ୍ଡୋମେଟ୍ରିଓସିସଖଞ୍ଜଣିପୁରୀ ଜିଲ୍ଲାନନ୍ଦନକାନନ ଜୀବ ଉଦ୍ୟାନଜ୍ଞାନପୀଠ ପୁରସ୍କାରସଚ୍ଚିଦାନନ୍ଦ ରାଉତରାୟହେପାଟାଇଟିସବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରେଶମ ପଥ🡆 More