ଦି ହିନ୍ଦୁ

ଦି ହିନ୍ଦୁ ହେଉଛି ଭାରତରେ ପ୍ରକାଶିତ ଇଂରାଜୀ ଭାଷାର ଏକ ଦୈନିକ ସମ୍ବାଦପତ୍ର । ଏହାର ମୁଖ୍ୟ କାର୍ଯ୍ୟାଳୟ ଚେନ୍ନାଇଛାରେ ଅବସ୍ଥିତ । ୧୮୭୮ ମସିହାରେ ଆରମ୍ଭ ହେବାବେଳେ ଏହା ଏକ ସାପ୍ତାହିକୀ ଥିଲା ଓ ପରେ ଏହା ୧୮୮୯ଠାରୁ ଦୈନିକ ଭାବେ ପ୍ରକାଶିତ ହେଲା । ଏହା ଦୁଇଟି ଭାରତୀୟ ସମ୍ବାଦପତ୍ର ରେକର୍ଡ ମଧ୍ଧରୁ ଗୋଟିଏ । ଓ ଦି ଟାଇମ୍ସ ଅଫ୍ ଇଣ୍ଡିଆ ପରେ ଦ୍ୱିତୀୟ ସର୍ବବୃହତ ଖବରକାଗଜ ।

ଦି ହିନ୍ଦୁ
ଫାଇଲ:The Hindu logo.gif
ଫାଇଲ:NewsPaperTheHindu.png
୧୬ ମାର୍ଚ ୨୦୦୫ରେ ଦି ହିନ୍ଦୁର ମୁଖ୍ୟ ପୃଷ୍ଠା ।
ପ୍ରକାରଦୈନିକ ସମ୍ବାଦପତ୍ର
FormatBroadsheet
ମାଲିକଦି ହିନ୍ଦୁ ଗ୍ରୁପ, ଓ
କସ୍ତୁରୀ ଏଣ୍ଡ୍ ସନ୍ସ୍ ଲିମିଟେଡ୍
ପ୍ରତିଷ୍ଠାତାଜି ସୁବ୍ରମଣ୍ୟ ଆୟାର୍
ପ୍ରକାଶକଏନ୍ ରାମ
ସମ୍ପାଦକମୁକୁନ୍ଦ ପଦ୍ମନାଭନ୍
ପ୍ରତିଷ୍ଠିତ20 ସେପ୍ଟେମ୍ବର 1878 (1878-09-20)
ଭାଷାଇଂରାଜୀ
ମୁଖ୍ୟାଳୟଚେନ୍ନାଇ
Circulation୧,୪୫୮,୩୯୮ ପ୍ରତିଦିନ (as of ଜାନୁଆରୀ–ଜୁନ୍ ୨୦୧୬)
ISSN0971-751X
ଓ. ସି. ଏଲ. ସି. ନମ୍ବର13119119
ୱେବସାଇଟwww.thehindu.com

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଜହ୍ନସୁନାସୁବର୍ଣ୍ଣରେଖା ନଦୀକୃଷ୍ଣଗୌତମ ବୁଦ୍ଧରାକ୍ଷୀ ବାନ୍ଧିଲି ମୋ ରଖିବ ମାନଗୋଦାବରୀଶ ମିଶ୍ରପ୍ରଦୀପ କୁମାର ପଣ୍ଡାକାଳିନ୍ଦୀ ଚରଣ ପାଣିଗ୍ରାହୀଓଡ଼ିଶୀଅଷ୍ଟ୍ରେଲିଆଲୋକ ସଭାରାଜା ରାମମୋହନ ରାୟଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟପ୍ରୀତି ପାଣିଗ୍ରାହୀଡାଲିଜଳଧର୍ମଚିଲିକା ହ୍ରଦଉପେନ୍ଦ୍ର କିଶୋର ଦାସପ୍ଲୀହାହାଡ଼ଫୁଟିଧର୍ମେନ୍ଦ୍ର ପ୍ରଧାନ୨୯ ଅପ୍ରେଲପୃଥିବୀଘର ବାହୁଡ଼ାବିବାହବକ୍ସି ଜଗବନ୍ଧୁଭଗବତ ଗୀତା୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନସୌଭାଗ୍ୟ କୁମାର ମିଶ୍ରପଞ୍ଚସଖାଗୋଲୋକ ବିହାରୀ ଧଳଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୱାଟରଲୁ ଯୁଦ୍ଧଭୁବନେଶ୍ୱର ବେହେରାମାଟିର ମଣିଷ (ଉପନ୍ୟାସ)ଦୁର୍ଗାଅଭିରାମ ପରମହଂସwiki.phtmlବିଶ୍ୱତାପନରବୀନ୍ଦ୍ରନାଥ ଠାକୁରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପଦ୍ମଚରଣ ପଟ୍ଟନାୟକକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଭାନୁଜୀ ରାଓଟୋଲକାପୋନସଞ୍ଜୁ ସାମସନଇରା ମହାନ୍ତିବିଷ୍ଣୁହେମନ୍ତ ଦାସଓକିଲ ଦିବସଚୈତ୍ରସୋରିଷ୨୬ ଅପ୍ରେଲ୨୪ ଅପ୍ରେଲଆମ୍ବମନୋଜ ଦାସମଟର ସାଇକେଲଭୁବନେଶ୍ୱର🡆 More