ତେଜରାଜ ମାଝି: ଓଡ଼ିଆ ରାଜନୀତିଜ୍ଞ

ତେଜରାଜ ମାଝି (୨୬ ଅଗଷ୍ଟ ୧୯୪୭ - ୧୬ ମଇ ୨୦୦୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୭୭ ଓ ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନର୍ଲା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ ଓ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ତେଜରାଜ ମାଝି
ତେଜରାଜ ମାଝି: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ମୃତ୍ୟୁ
ବିଧାୟକ: ୭ମ, ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୫
ପୂର୍ବ ଅଧିକାରୀଧନେଶ୍ୱର ମାଝି
ପର ଅଧିକାରୀକୁମରମଣି ଶବର
ନିର୍ବାଚନ ମଣ୍ଡଳୀନର୍ଲା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1947-08-26)୨୬ ଅଗଷ୍ଟ ୧୯୪୭
ମୃତ୍ୟୁ୧୬ ମଇ ୨୦୦୯(2009-05-16) (ବୟସ ୬୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରେସ (ଇ)
ଜୀବନ ସାଥୀରୁକୁଣୀ ମାଝି
ବାପା/ବୋଉରଘୁମଣି ମାଝି (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ତେଜରାଜ ମାଝି ୧୯୪୭ ମସିହାର ଅଗଷ୍ଟ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରଘୁମଣି ମାଝି ଓ ପତ୍ନୀଙ୍କ ନାମ ରୁକୁଣୀ ମାଝି ।

ରାଜନୈତିକ ଜୀବନ

ତେଜରାଜ ମାଝି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ତେଜରାଜ ମାଝି ୨୦୦୯ ମସିହାର ମଇ ୧୬ ତାରିଖରେ ୬୧ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

ଆଧାର

Tags:

ତେଜରାଜ ମାଝି ଜନ୍ମ, ପରିବାର ଓ ଶିକ୍ଷାତେଜରାଜ ମାଝି ରାଜନୈତିକ ଜୀବନତେଜରାଜ ମାଝି ମୃତ୍ୟୁତେଜରାଜ ମାଝି ଆଧାରତେଜରାଜ ମାଝିଓଡ଼ିଆ ଲୋକଓଡ଼ିଶା ବିଧାନ ସଭାନର୍ଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

🔥 Trending searches on Wiki ଓଡ଼ିଆ:

ବୈଷ୍ଣବ ଚରଣ ସାମଲରାଣୀ ଲକ୍ଷ୍ମୀବାଈନେତୃତ୍ୱସ୍ୱର ବର୍ଣ୍ଣକବିସୂର୍ଯ୍ୟ ବଳଦେବ ରଥପ୍ରଥମ ବିଶ୍ୱଯୁଦ୍ଧହୃଷୀକେଶ ପଣ୍ଡାଶ୍ରବଣ ( ରାମାୟଣ ର ଚରିତ୍ର )ପ୍ଲୀହାରାକ୍ଷୀ ପୂର୍ଣ୍ଣିମାଓଡ଼ିଆ ସାହିତ୍ୟର ଇତିହାସଭଣ୍ଡ ଗଣେଶଉପେନ୍ଦ୍ର ଭଞ୍ଜଚିତ୍ତରଞ୍ଜନ ଦାସଓଡ଼ିଶାର ସଂସ୍କୃତିରଥଦେବସ୍ନାନ ପୂର୍ଣ୍ଣିମା୩୦ ଅପ୍ରେଲନଅତୁଣ୍ଡୀକମ୍ପ୍ୟୁଟରସମ୍ବଲପୁରପୋଟଳ ରସାଜମ୍ମୁ ତୱି ରେଳ ଷ୍ଟେସନଦ୍ଵାରକାଧୀଶ ମନ୍ଦିରଚୁଡ଼ାକୋଳିବଳଦେବଜୀଉ ମନ୍ଦିରକାଗଜମାଲେସିଆଭଗବତୀ ଚରଣ ପାଣିଗ୍ରାହୀସେଇ ଝିଅଟିକାଶୀ ବିଶ୍ୱନାଥ ମନ୍ଦିରଓଡ଼ିଶାର ଇତିହାସସତ୍ୟେନ୍ଦ୍ର ନାଥ ବୋଷଦୁର୍ଗା ପୂଜାମ୍ୟାଲେରିଆମାର୍ଚ୍ଚ ୨୧ତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟରାଜନୀତି ବିଜ୍ଞାନ୨୫ ଅପ୍ରେଲଜୟ ଜଗନ୍ନାଥଏ. ପି. ଜେ. ଅବଦୁଲ କଲାମ୨୦୧୨ବିଜ୍ଞାନଅସହଯୋଗ ଆନ୍ଦୋଳନଓଡ଼ିଶାନେଲସନ ମଣ୍ଡେଲାଚଇତି ଘୋଡ଼ା ନାଚଡାଲମାଆରିଷ୍ଟୋଟଲଜଗନ୍ନାଥଙ୍କ ଧୂପବିଶ୍ୱ ଏଡ୍‌ସ ଦିବସଫତୁରାନନ୍ଦନେପଚୁନବିଭୂତି ପଟ୍ଟନାୟକଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଉଇକିଅଭିଧାନଇରା ମହାନ୍ତିଯୁକ୍ତରାଜ୍ୟଢଗ ଢମାଳିରାମକୃଷ୍ଣ ପରମହଂସଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରବରଗଛଦ୍ୱିତୀୟ ବିଶ୍ୱଯୁଦ୍ଧଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିରାବଣଲିମାହେମନ୍ତ କୁମାର ଦାସଜାଭା (ପ୍ରୋଗ୍ରାମିଂ ଭାଷା)🡆 More