ତୁ ମୋର ସାଥିରେ: ୨୦୨୦ ଓଡ଼ିଆ କଥାଚିତ୍ର

ତୁ ମୋ ସାଥିରେ, ୨୦୨୦ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରିଙ୍କୁରିନୁ ଜେନା ଓ ଦୀପକ କୁମାର ଜେନା । ରାଜା ଦାଶ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅସଦ ନିଜାମ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ତୁ ମୋର ସାଥିରେ
ନିର୍ଦ୍ଦେଶକରାଜା ଦାଶ
ପ୍ରଯୋଜକରିଙ୍କୁରିନୁ ଜେନା
ଦୀପକ କୁମାର ଜେନା
କଳାକାରଶୈଳେନ୍ଦ୍ର ସାମନ୍ତରାୟ
ଦିବ୍ୟା ମହାନ୍ତି
ଅଶ୍ରୁମୋଚନ ମହାନ୍ତି
ସଙ୍ଗୀତଅସଦ ନିଜାମ
ଚିତ୍ରଗ୍ରହଣଅକ୍ଷୟ କୁମାର ନାୟକ
ସମ୍ପାଦକମାନସ କୁମାର ସାହୁ
ମୁକ୍ତିଲାଭ ତାରିଖ
୨୭ ଡିସେମ୍ବର ୨୦୨୦
ଦେଶତୁ ମୋର ସାଥିରେ: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶୈଳେନ୍ଦ୍ର ସାମନ୍ତରାୟ ଓ ଦିବ୍ୟା ମହାନ୍ତି । ଅଶ୍ରୁମୋଚନ ମହାନ୍ତି, ବଣ୍ଟି ଆର୍ ସାମଲ, ବାପି, ଅନନ୍ୟା ଆଦ୍ୟାଶା, ତୃପ୍ତି ସିହ୍ନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୦୨୦ ମସିହାର ଡିସେମ୍ବର ୨୭ ତାରିଖରେ ଏହି କଥାଚିତ୍ରଟି ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା । ୧୭ ଦିନ ମଧ୍ୟରେ ଏହି କଥାଚିତ୍ରଟିର ନିର୍ମାଣ କରାଯାଇଥିଲା ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅସଦ ନିଜାମ । ଗୀତିକାର ତପୁ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁଳଦୀପ ପଟ୍ଟନାୟକ, ଅସୀମା ପଣ୍ଡା, ଅବିନାଶ, ଆର୍.ଏସ୍. କୁମାର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତଗାୟକସମୟ
1."ତୁ ମୋର ସାଥିରେ"ଅବିନାଶ ଡିଣ୍ଡା, ଅସୀମା ପଣ୍ଡା 
2."ଓ ଛମକ ଛମକ ଛଲ୍ଲୋ"ଆର୍. ଏସ୍. କୁମାର 
3."ଆଲୋ ମୋ ସୁନା ଇଲିସି"କୁଳଦୀପ ପଟ୍ଟନାୟକ 

ଆଧାର

ବାହାର ଆଧାର

Tags:

ତୁ ମୋର ସାଥିରେ ଅଭିନୟତୁ ମୋର ସାଥିରେ କାହାଣୀତୁ ମୋର ସାଥିରେ ଗୀତ ଏବଂ ସଙ୍ଗୀତତୁ ମୋର ସାଥିରେ ଆଧାରତୁ ମୋର ସାଥିରେ ବାହାର ଆଧାରତୁ ମୋର ସାଥିରେ

🔥 Trending searches on Wiki ଓଡ଼ିଆ:

ନବୀନ ପଟ୍ଟନାୟକଶୈଳବାଳା ଦାସପୋଟଳ ରସାଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିବିଦ୍ୟାଳୟଜଗନମୋହ‌ନ ଲାଲପୁରୁଷୋତ୍ତମ ଦେବଭକ୍ତ ଚରଣ ଦାସ (ରାଜନେତା)ଗର୍ଭାଶୟ ଅନ୍ତଃସ୍ତର କର୍କଟ୧୯୦୫ମନୋରଞ୍ଜନ ଦାସଶୀତଳ ଷଷ୍ଠୀ ଯାତ୍ରାବିନୋଦ ଚନ୍ଦ୍ର ନାୟକକୋଣାର୍କ ସୂର୍ଯ୍ୟ ମନ୍ଦିରପ୍ରବୀଣ ଚନ୍ଦ୍ର ଭଞ୍ଜଦେଓସୂଚନା ପ୍ରଯୁକ୍ତିବିଦ୍ୟାମାଲେସିଆପଣା ସଂକ୍ରାନ୍ତିବିଜୁ ପଟ୍ଟନାୟକମଧୁସୂଦନ ରାଓସେଇ ଝିଅଟିବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜମ୍ମୁ ତୱି ରେଳ ଷ୍ଟେସନଶିଶୁ ଅନନ୍ତ ଦାସମୁକୁନ୍ଦ ଦେବ୧୯୬୧ଧର୍ମକାହ୍ନୁଚରଣ ମହାନ୍ତିକୃଷ୍ଣପ୍ରସାଦ ମିଶ୍ରଓପନ-ସୋର୍ସ ସଫ୍ଟୱେରହନୁମାନ ବାଟିକାଶତ୍ରୁଘ୍ନ ପାଣ୍ଡବଛବିଳ ମଧୁ ବର୍ଣ୍ଣବୋଧକାଳିନ୍ଦୀ ଚରଣ ପାଣିଗ୍ରାହୀ୨୪ ଅପ୍ରେଲପଙ୍କଜ ଉଧାସଅଣ୍ଡାଆପେଣ୍ଡିସାଇଟିସଏମିସ ଲୋକତ୍ରିଭୁଜବିରଳା ମନ୍ଦିର, ହାଇଦ୍ରାବାଦସଚ୍ଚିଦାନନ୍ଦ ରାଉତରାୟଉଦ୍ଭିଦସତ୍ୟନାରାୟଣ ରାଜଗୁରୁହେପାଟାଇଟିସଭାରତର ସଂସ୍କୃତିପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଖାଦ୍ୟଭଦ୍ରକ ଜିଲ୍ଲାରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଗଣ୍ଡାଯାଜପୁର ଜିଲ୍ଲାପୁଷ୍ଟିସାରଭାରତୀୟ ସଂଖ୍ୟା ପ୍ରଣାଳିଖିଲିପାନଭାରତୀୟ ଜାତୀୟ କଂଗ୍ରେସଇତିହାସଭଦ୍ରକଅଲାରନାଥ ମନ୍ଦିରଥାଲକୁଡ଼ିଦେବସ୍ନାନ ପୂର୍ଣ୍ଣିମାଓଡ଼ିଆ ସାହିତ୍ୟକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଅକ୍ଷୟ ତୃତୀୟାପ୍ରଥମ ଭାସ୍କରଉପେନ୍ଦ୍ର ଭଞ୍ଜସରୋଜିନୀ ନାଇଡୁବର୍ଷାବୈଷ୍ଣବ ଚରଣ ସାମଲଓଡ଼ିଆ ଭାଷାରାମଶଙ୍କର ରାୟରାମଚନ୍ଦ୍ର ମିଶ୍ରସମୟ (କାଳ)🡆 More