ତୁଙ୍ଗନାଥ ମନ୍ଦିର: ଭାରତରେ ଗ୍ରାମ

ତୁଙ୍ଗନାଥ ,   ପୃଥିବୀର ଉଛତମ ଶିବ ମନ୍ଦିର । ଏହା ଭାରତୀୟ ରାଜ୍ୟ ଉତ୍ତରଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଥିବା ରଙ୍ଗନାଥ ପର୍ବତମାଳାର  ପାଞ୍ଚ କେଦାର ମନ୍ଦିର ଭିତରୁ ଅନ୍ୟତମ ।ତୁଙ୍ଗନାଥ ପର୍ବତମାଳା ମନ୍ଦାକିନୀ ନଦୀ ଓ ଅଳକାନନ୍ଦା ନଦୀର ଉପତ୍ୟକା ଅଞ୍ଚଳ ସୃଷ୍ଟି କରିଥାଏ । ତୁଙ୍ଗନାଥ ମନ୍ଦିର ସମୁଦ୍ରପତ୍ତାନଠାରୁ 12,073 ଫୁଟ ଉପରେ ଚନ୍ଦ୍ରଶିଳାର ଶିଖରର ନିକଟରେ ରହିଛି । ଏହା ହିନ୍ଦୁ ଦେବତା ଶିବଙ୍କ ଉପାସନା ପିଠ । ମଦିର 1000 ବର୍ଷ ଆଗରୁ ନିର୍ମିତ ହେଇଥିବାର କୁହାଯାଇଥାଏ ଓ ଏହା ପାଞ୍ଚ କେଦାର ମନ୍ଦିର ମାଳରେ ତୃତୀୟ ମନ୍ଦିର । ଏହାକୁ ତୃତୀୟ କେଦାର ମଧ୍ୟ କୁହାଯାଏ । କିମ୍ବଦନ୍ତୀ ଅନୁସାରେ ଏହା ମହାଭାରତର ପାଣ୍ଡବମାନଙ୍କ ସହ ସଂଶ୍ଳିଷ୍ଟ । 

Tungnath
ତୁଙ୍ଗନାଥ ମନ୍ଦିର: କିମ୍ବଦନ୍ତୀ , ଆରାଧନା , ଭୌଗୋଳିକ ଅବସ୍ଥିତି 
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
StateUttarakhand
CountryIndia
Architecture
TypeNorth Indian architecture
Pandavas
Elevation3,680 m (12,073 ft)

କିମ୍ବଦନ୍ତୀ 

ହିନ୍ଦୁ ପୁରାଣ ଅନୁସାରେ ଭଗବାନ ଶିବ ଓ ତାଙ୍କ ପତ୍ନୀ ପାର୍ବତୀ ହିମାଳୟରେ ରହୁଥିଲେ । ଭଗବାନ ଶିବ କୈଲାଶ ପର୍ବତରେ ଅବସ୍ଥାନ କରୁଥିଲେ ଓ ପାର୍ବତୀଙ୍କୁ ଶୈଳ ପୁତ୍ରୀ କୁହାଯାଇଥାଏ ।  

 କିମ୍ବଦନ୍ତୀ ଅନୁସାରେ ପାଞ୍ଚ ପାଣ୍ଡବ ଏଠାରେ ପାଞ୍ଚଟି କେଦାର ମନ୍ଦିର ନିର୍ମାଣ କରିଥିଲେ ।ବ୍ଯାସ ଋଷି ପାଣ୍ଡବମାନଙ୍କୁ ଉପଦେଶ ଦେଇଥିଲେ ଯେ ଯେହେତୁ ସେମାନେ ତାଙ୍କର ସମ୍ପର୍କିତ କୌରବ ମାନଙ୍କୁ ଯୁଦ୍ଧ କରି ନିପାତ କରି ଥିଲେ  ସେଇଥିପାଇଁ ଆଗରୁ ଭଗବାନ ଶିବଙ୍କ ସନ୍ତୁଷ୍ଟି ପାଇଁ ଆଗରୁ ସେମାନେ ପାଞ୍ଚ କେଦାର ମନ୍ଦିର ସ୍ଥାପନା ପୂର୍ବକ ଶିବଙ୍କୁ ସନ୍ତୁଷ୍ଟ କରିବା ଊପାସନାର ବ୍ୟବସ୍ଥା କରିବା ଭଲ ହେବ । ସେହି ଅନୁସାରେ ପାଣ୍ଡବମାନେ ଭଗବାନ ଶିବଙ୍କ ଆବାସ ହିମାଲୟ ପର୍ବତମାଳାରେ ପାଞ୍ଚ କେଦାର ମନ୍ଦିର ନିର୍ମାଣ କରିଥିଲେ ।ଯେତେବେଳେ ପାଣ୍ଡବମାନେ ଶିବଙ୍କୁ ଖୋଜିଲେ ଭଗବାନ ଶିବ ତାଙ୍କୁ  ସେମାନେ ନିଜ ବଂଶଜଙ୍କୁ ହଟା ଅପରାଧ କରିଥିବାରୁ ଦେଖା ନ ଦେଇ ଶଣ୍ଢରୂପ ଧାରଣ କରି ଗୁପ୍ତକାଶୀ ସ୍ଥାନରେ ଆତ୍ମଗୋପନ କରିଥିଲେ ।ପାଣ୍ଡବମାନେ ଶଣ୍ଢର ପାଞ୍ଚଟି ଅଙ୍ଗକୁ ବୁଝାଉଥିବା ଅପଞ୍ଚତି କେଦାର ମନ୍ଦିର ନିର୍ମାଣ କରିଥିଲେ ।ସେହି ଅନୁସାରେ ତୁଙ୍ଗନାଥ ମନ୍ଦିର ବାହୁକୁ ପ୍ରତିନିଧିତ୍ୱ କରିଥାଏ ।ମସ୍ତକ ରୂପେ ରୁଦ୍ରନାଥ , କୁଜ ର୍ଯପେ କେଦାରନାଥ ଜଟା ରୂପେ କଳ୍ପେଶ୍ୱର ରହିଥିଲା । ମଧ୍ୟ ଅଂଶକୁ ମାଧ୍ୟମେଶ୍ୱର ମନ୍ଦିର ବୋଲି କୁହାଯାଇଥାଏ । 

ପ୍ରବାଦ ଅନୁସାରେ ରାମାୟଣ ସମୟରେ ଭଗବାନ ରାମ ଚନ୍ଦ୍ରଶିଳାଠାରେ ତପସ୍ୟା କରିବାକୁ ଯାଇଥିଲେ । ଏହି ଚନ୍ଦ୍ରଶିଳା ତୁଙ୍ଗନାଥର ନିକଟରେ ରହିଛି । କଥିତ ଅଛି ରବଣ ମଧ୍ୟ ଶିବଙ୍କୁ ଉପାସନା କରିବାକୁ ଏଠାକୁ ଆସିଥିଲେ । .

ଆରାଧନା 

ଅଷ୍ଟମ ଶତାବ୍ଦୀଠାରୁ ହିନ୍ଦୁ ମୁଖ୍ୟ ଗୁରୁ ଶଙ୍କାରାଚାର୍ଜ୍ୟଙ୍କ ଆଦେଶ ଅନୁସାରେ ସମସ୍ତ ମନ୍ଦିରକୁ ମାଇଠାଣି ବ୍ରାହ୍ମଣ ପୂଜକ ଦକ୍ଷିଣ ଭାରତରୁ ଆସି ରହିଥାନ୍ତି । କେବଳ ତୁଙ୍ଗନାଥ ମନ୍ଦିର ପାଇଁ ସ୍ଥାନୀୟ ମକୁମମଠ ଗ୍ରାମରୁ ବ୍ରାହ୍ମଣ ପୂଜକ ରହନ୍ତି ।ମନ୍ଦିରର ଦୈନିକ ରୀତି ସକାଳୁ ଆରଭ ହେଇ ଥାଏ । ଶୀତ କାଳରେ ମନ୍ଦିର ବନ୍ଧ ରହେ ଓ ଏଠାରୁ 19 କିଲୋମିଟର ଦୂର ମକୁମମଠକୁ ଅସ୍ଥାୟୀ ଭାବରେ ମୂର୍ତି ରଖି ପୂଜା କରାଯାଇଥାଏ ।  

ଭୌଗୋଳିକ ଅବସ୍ଥିତି 

ତୁଙ୍ଗନାଥ ମନ୍ଦିର: କିମ୍ବଦନ୍ତୀ , ଆରାଧନା , ଭୌଗୋଳିକ ଅବସ୍ଥିତି  
View of Himalayas from Tungnath

ମନ୍ଦାକିନୀ ନଦୀ ଓ ଅଳକାନନ୍ଦା ନଦୀର ଜଳକୁ ବିଭାଜନ କରୁଥିବା ପର୍ବତର ଶିଖରରେ ତୁଙ୍ଗନାଥ ମନ୍ଦିର ଅବସ୍ଥିତ । ତୁଙ୍ଗ ନାଥର ତୁଙ୍ଗଠାରୁ 3ଟି ଝରଣା ବାହାରି ସେଥିରୁ ଆକାଶକାମିନୀ ନଦୀ  ସୃଷ୍ଟି ହେଇଥାଏ । ଏହି ଶ୍ରୁଙ୍ଗ ଚନ୍ଦ୍ରଶିଳା ଶ୍ରୁଙ୍ଗଠାରୁ 2 କିଲୋମିଟର ଦୂର । ଏଠାରେ ଟ୍ରେକିଙ୍ଗ ସ୍ଥଳ ଥିବା ବେଳେ ନିକଟରେ କେଦାରନାଥ ବନ୍ୟ ପ୍ରାଣୀ ଅଭୟାରଣ୍ୟ ରହିଛି । ଏଠାରୁ ନନ୍ଦା ଦେବୀ , କେଦାରନାଥ ଆଦି ନରଫାବୃତ ଶ୍ରୁଙ୍ଗ ସବୁ ଦୃଷ୍ଟି ଗୋଚର ହେଇ ସନ୍ଧ୍ଯା ସମୟରେ ସୂର୍ଯ୍ୟର ଆଲୋକ ପଡି ଚମତ୍କାର ରାଗ ଦେଖାଯାଇଥାଏ । 

ଟ୍ରେକିଙ୍ଗ ଓ ଗମନାଗମନ 

ଛାଞ୍ଚ:Panch Kedar

ତୁଙ୍ଗନାଥ ମନ୍ଦିର: କିମ୍ବଦନ୍ତୀ , ଆରାଧନା , ଭୌଗୋଳିକ ଅବସ୍ଥିତି  
Tungnath Trail in Uttarakhand

ହିନ୍ଦୁ ଧର୍ମ ପାଇଁ ଏହା ଏକ ଅତୀବ ମହତ୍ୱପୂର୍ଣ ସ୍ଥଳୀ ହେବା ସହ ପର୍ଯ୍ୟଟକ ମାନଙ୍କ ପାଇଁ ଏହା ଖୁବ ଆକର୍ଷକ । ପ୍ରକୃତି ଏଠାରେ ତାର ସମସ୍ତ ସଂଭର ଅଜାଡି ଦେଇଥିବା ବେଳେ ଦେଶ ଓ ବିଦେଶରୁ ଅନେକ  ପର୍ଯ୍ୟଟକମାନେ ଏଠାରେ ଖୁସିରେ ଟ୍ରେକିଂ କରିବାକୁ ଆସିଥାନ୍ତି । ରୁଦ୍ରପ୍ରୟାଗରୁ 63 କିଲୋମିଟର ରାସ୍ତା ଜାତୀୟ ରାଜପଥ 58ରେ ଆସି ଚୋପତାରେ ପହଞ୍ଚିଲେ ସେଠାରୁ ଏହି ସ୍ଥାନ 4 କିଲୋମିଟର । 

 ଶୀତ କାଳ  ଛଡା ଅନ୍ୟ ଦିନ ଏଠାକୁ ଆସି 2 କିଲୋମିଟର ଟ୍ରେକିଙ୍ଗ କରି ଚନ୍ଦ୍ର ଶିଳା ବା ନୀଳକଣ୍ଠ ଓ କେଦାରନାଥ ଶ୍ରୁଗକୁ ଯାଇ ହୁଏ । 

ଗ୍ୟାଲେରି 

ଆଧାର 

ବାହାର ଲିଙ୍କ 

Tags:

ତୁଙ୍ଗନାଥ ମନ୍ଦିର କିମ୍ବଦନ୍ତୀ ତୁଙ୍ଗନାଥ ମନ୍ଦିର ଆରାଧନା ତୁଙ୍ଗନାଥ ମନ୍ଦିର ଭୌଗୋଳିକ ଅବସ୍ଥିତି ତୁଙ୍ଗନାଥ ମନ୍ଦିର ଟ୍ରେକିଙ୍ଗ ଓ ଗମନାଗମନ ତୁଙ୍ଗନାଥ ମନ୍ଦିର ଗ୍ୟାଲେରି ତୁଙ୍ଗନାଥ ମନ୍ଦିର ଆଧାର ତୁଙ୍ଗନାଥ ମନ୍ଦିର ବାହାର ଲିଙ୍କ ତୁଙ୍ଗନାଥ ମନ୍ଦିର

🔥 Trending searches on Wiki ଓଡ଼ିଆ:

ଉଇକିପିଡ଼ିଆ ସମୂହର ତାଲିକାସୌଭାଗ୍ୟ କୁମାର ମିଶ୍ରଜଗନ୍ନାଥଉତ୍କଳ ବିଶ୍ୱବିଦ୍ୟାଳୟଲିଙ୍ଗରାଜ ମନ୍ଦିରମଇ ଦିବସ୧୮ ଅକ୍ଟୋବରଗୋଦାବରୀଶ ମହାପାତ୍ରୟୁକ୍ରେନବେଲଓଡ଼ିଶାର ସଂସ୍କୃତିପଖାଳଆର୍ଯ୍ୟଭଟ୍ଟଆଇଡେଲାଲିସିବଭଦଭଦଳିଆଖାରବେଳଜାହାଙ୍ଗୀରନବୀନ ପଟ୍ଟନାୟକଖାଦ୍ୟଭାଷା୨୫ ଅପ୍ରେଲତରୁଣକାନ୍ତି ମିଶ୍ରବିଦ୍ୟୁତପ୍ରଭା ଦେବୀଭଣ୍ଡ ଗଣେଶଲଣ୍ଡନଗୋପବନ୍ଧୁ ଚୌଧୁରୀଦାଶରଥି ଦାସପାଇକ ଆଖଡ଼ାସମ୍ବଲପୁର ଜିଲ୍ଲାପ୍ରଧାନ ପୃଷ୍ଠାଦାସିଆ ବାଉରୀକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଧାତୁଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରାସନ କାର୍ଡ଼ (ଭାରତ)ଧନୁ (ରାଶି)ପ୍ରଥମ ବିଶ୍ୱଯୁଦ୍ଧରାସାୟନିକ ମୌଳିକଉଦୟନାଥ ଷଡ଼ଙ୍ଗୀଜୟଦେବବୈକୁଣ୍ଠନାଥ ପଟ୍ଟନାୟକଯଦୁମଣି ମହାପାତ୍ରଅମାବାସ୍ୟାର ଚନ୍ଦ୍ରବିରିୟାନୀପକୋଡ଼ାବିରଳା ମନ୍ଦିର, କୋଲକାତାରତ୍ନାକର ଚଇନିଶ୍ରୀ ଅରବିନ୍ଦବିଜୟ ଶଙ୍କର ଦାସରାମାବତାରମ୍ବଉଳ୭ (ସଂଖ୍ୟା)ରାଜା ରାମମୋହନ ରାୟଆନ୍ଧ୍ର ପ୍ରଦେଶଅପରେଟିଙ୍ଗ ସିଷ୍ଟମକଣ୍ଡୋମଓଡ଼ିଆ ସାହିତ୍ୟର ଇତିହାସଚନ୍ଦ୍ରଶେଖର ରଥଭାରତର ଜାତୀୟ ପତାକାଓଡ଼ିଆ କାବ୍ୟ କବିତାବନ୍ଦେ ଉତ୍କଳ ଜନନୀଏଣ୍ଡୋମେଟ୍ରିଓସିସଧରିତ୍ରୀ (ଖବରକାଗଜ)ଓଡ଼ିଆ ଭାଗବତସଚ୍ଚିଦାନନ୍ଦ ରାଉତରାୟରାଜକିଶୋର ରାୟଉତ୍କଳ ଦିବସଓଡ଼ିଆ ରାନ୍ଧଣାହୃତ୍‌ପିଣ୍ଡରାଉରକେଲାଯୌନ ଉତ୍ପୀଡ଼ନଜଗନ୍ନାଥ ମନ୍ଦିରଦ୍ୱିତୀୟ ବିଶ୍ୱଯୁଦ୍ଧଓଡ଼ିଶା ବିଧାନ ସଭା🡆 More