ତବଲା

ତବଲା ଏକ ପ୍ରକାର ବାଦ୍ୟଯନ୍ତ୍ର, ଯେଉଁଥିରେ ଦୁଇଟି ବାଜା ଅନ୍ତର୍ଗତ । ଏହା ଭାରତୀୟ ପାରମ୍ପରିକ ସଙ୍ଗୀତ ଏବଂ ଲୋକସଂଗୀତ ପରିବେଷଣ ସମୟରେ ବ୍ୟବହୃତ ହୋଇଥାଏ । ଅଷ୍ଟାଦଶ ଶତାବ୍ଦୀରୁ ମୁଖ୍ୟତଃ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣରେ ଏହାର ବହୁଳ ବ୍ୟବହାର ଦେଖାଯାଏ ।

ତବଲା
ତବଲା
ଶ୍ରେଣୀବିଭାଗ

ଭାରତୀୟ ବାଦନଯନ୍ତ୍ର

ପଶୁଚର୍ମରେ ତିଆରି ସ୍ୟାହି
ସମ୍ବନ୍ଧୀୟ ଅନ୍ୟ ବାଦ୍ୟଯନ୍ତ୍ର
ପଖଉଜ, ମୃଦଙ୍ଗ, ଖୋଳ, ଢ଼ୋଲ, ନାଗଡ଼ା
ତବଲା
ଖ୍ରୀଷ୍ଟପୂର୍ବ ୨୦୦ ବର୍ଷ ତଳର ଭଜେ ଗୁମ୍ଫାରେ ଜଣେ ମହିଳା ତବଲା ବାଦନ କରିବାର ପ୍ରସ୍ତର କଳାକୃତି

ସୃଷ୍ଟି

ତବଲାର ଇତିହାସ ଯଦିଓ ସ୍ପଷ୍ଟ ନୁହେଁ ଏହା ଉପରେ ଅନେକ ଧାରଣା ରହିଆସିଛି । ଦୁଇଟି ମୁଖ୍ୟ ଧାରଣା ମଧ୍ୟରୁ ଗୋଟିକରେ କୁହାଯାଏ, ମୁସଲିମ ଏବଂ ମୋଗଲ ଆକ୍ରମଣକାରୀମାନଙ୍କଦ୍ୱାରା ତବଲା ଭାରତୀୟ ଉପମହାଦେଶକୁ ଆସିଥିଲା । ମାତ୍ର ତବଲାର ଭାରତୀୟ ସମ୍ପୃକ୍ତି ସମ୍ପର୍କରେ ଭଜେ ଗୁମ୍ଫାରୁ ଧାରଣା ମିଳେ ।

ଗଠନ

ତବଲା ଦୁଇଟି ବାଜାରୁ ନେଇ ଗଠିତ ଅପେକ୍ଷାକୃତ ସାନ ବାଜାଟିକୁ ଡାୟାଁ, ଡାହିନା, ସିଦ୍ଧ ବା ଚଟୁ କୁହାଯାଏ ଏବଂ ବଡ଼ ବାଜାକୁ ବାୟାଁ, ଦୁଗୀ ବା ଧମ (ଡଗ)କୁହାଯାଏ । ଡାୟାଁ ମୁଖ୍ୟତଃ ଛୋଟ କାଠଗଡ଼ରୁ ତିଆରି ହୋଇଥିବା ବେଳେ ବାୟାଁ ନିକେଲ, ତମ୍ବା ଏବଂ ବ୍ରୋଞ୍ଚ ଆଦି ଧାତୁର ମିଶ୍ରଣରୁ ତିଆରି ହୋଇଥାଏ । ପ୍ରତ୍ୟେକ ବାଜାର ଉପର ଭାଗଟି ଚମଡ଼ାରେ ତିଆରି ହୋଇଥାଏ, ତା' ମଧ୍ୟଭାଗଟିକୁ ସ୍ୟାହି କୁହାଯାଏ । ବିଭିନ୍ନ ପ୍ରକାର କଳା ରଙ୍ଗ ସହ ଚାଉଳ କିମ୍ବା ଗହମ ମଣ୍ଡ ମିଶାଇ ଏହି ବହୁପରଳ ବିଶିଷ୍ଟ ଭାଗଟି ତିଆରି ହୋଇଥାଏ । ବାଦ୍ୟଯନ୍ତ୍ର ବାଦନ ସମୟରେ ତବଲାକୁ ସ୍ଥିର ରଖିବା ତା' ତଳେ ନିମିତ୍ତ କପଡ଼ାରେ ଗୁଡେଇହୋଇଥିବା ଉଦ୍ଭିଦଜ ତନ୍ତୁ ଏବଂ ନମନୀୟ ଧାତବ ତାର ରଖାଯାଏ । ପ୍ରତ୍ୟେକ ବାଜାର ଉପର ଭାଗଟି ଚମଡ଼ାରେ ତିଆରି ହୋଇଥାଏ, ତା' ମଧ୍ୟଭାଗଟିକୁର ଯାହାକୁ ସ୍ୟାହି କୁହାଯାଏ । ବାଦନ ସମୟରେ ତବଲାକୁ ସ୍ଥିରତା ପ୍ରଦାନ କରିବା ପାଇଁ ତା' ତଳେ କନାରେ ଗୁଡେଇ ହୋଇଥିବା ଉଦ୍ଭିଦଜ ତନ୍ତୁ ଏବଂ ନମନୀୟ ତାର ଆଦି ରଖାଯାଇଥାଏ । ଏହାକୁ ଚୁଟ୍ଟା ବା ଗୁଡ୍ଡି କୁହାଯାଏ ।

ଫାଇଲ:Harmonium ,Tabla playing.jpg

ଆଧାର

ଆହୁରି ଦେଖିପାରିବେ

Tags:

ତବଲା ସୃଷ୍ଟିତବଲା ଗଠନତବଲା ଆଧାରତବଲା ଆହୁରି ଦେଖିପାରିବେତବଲା

🔥 Trending searches on Wiki ଓଡ଼ିଆ:

ନାରୀବାଦମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାକଳାପାହାଡ଼୧୭ ଫେବୃଆରୀଦେବୁ ବୋଷନଅଙ୍କ ଦୁର୍ଭିକ୍ଷସଂକ୍ରାନ୍ତିଓଡ଼ିଶାର ଭୂଗୋଳନଅତୁଣ୍ଡୀଚରକମାଲେସିଆଶ୍ରୀତମ ଦାସପୁରୀବିଶ୍ୱତାପନଭଦ୍ରକ ଜିଲ୍ଲାଓଡ଼ିଶା ସରକାରବାଘପୋଟଳ ରସାରାସେଶ୍ୱରୀ ପାଣିଗ୍ରାହୀଗୋଲୋକ ବିହାରୀ ଧଳବି. ଆର. ଆମ୍ବେଦକରଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଇତିହାସପ୍ରତିଭା ରାୟଓଡ଼ିଆଶୀତଳ ଷଷ୍ଠୀ ଯାତ୍ରାମହାପାତ୍ର ନୀଳମଣି ସାହୁପାଇକ ବିଦ୍ରୋହନବୀନ ପଟ୍ଟନାୟକଓଡ଼ିଆ ଭାଷାମନୋଜ ଦାସଜନ୍ମ ନିରୋଧଶିବଭ୍ୟାକୁମ୍ କ୍ଲିନର୍ଭାରତୀୟ ମହାକାଶ ଗବେଷଣା ସଂସ୍ଥାପ୍ରଧାନ ପୃଷ୍ଠାପ୍ରସନ୍ନ କୁମାର ପଣ୍ଡାପ୍ରଥମ ବିଶ୍ୱଯୁଦ୍ଧବଣଭୋଜି ବେଶଭୂମିକମ୍ପଦାଶରଥି ଦାସଧାତୁନୋବେଲ ପୁରସ୍କାରଗୌରହରି ଦାସବ୍ରାଉଜରରଥଭୁବନେଶ୍ୱର ବେହେରାଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପସାଇକେଲଭକ୍ତ ଚରଣ ଦାସ (ରାଜନେତା)ପଥ ଓ ପୃଥିବୀଏମିସ ଲୋକକାଞ୍ଚି ଅଭିଯାନକାଶୀ ବିଶ୍ୱନାଥ ମନ୍ଦିରସୌଭାଗ୍ୟ କୁମାର ମିଶ୍ରରାମକୃଷ୍ଣ ପରମହଂସବ୍ରଜନାଥ ରଥସମ୍ବଲପୁର ଜିଲ୍ଲାରାଧାନାଥ ରଥମାଗୁଣିର ଶଗଡ଼ (କଥାଚିତ୍ର)ଚିନ୍ତାମଣି ବେହେରାଇନ୍ଦିରା ଗାନ୍ଧୀଉଇକିପିଡ଼ିଆବୀର ସୁରେନ୍ଦ୍ର ସାଏ୭ (ସଂଖ୍ୟା)ହରେକୃଷ୍ଣ ମହତାବମୁକ୍ତିକାନ୍ତ ମଣ୍ଡଳଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଇଣ୍ଟରନେଟବାଙ୍କୀ🡆 More