ଗୁରୁଦିବସ

ଗୁରୁଦିବସ ବା ଶିକ୍ଷକ ଦିବସ ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଏକ ବିଶେଷ ଦିବସ । ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବା ସମ୍ପ୍ରଦାୟରେ ସେମାନଙ୍କର ବିଶେଷ ଅବଦାନ ନିମନ୍ତେ ସମ୍ମାନ ଦେବା ପାଇଁ ଏହି ଉତ୍ସବ ଆୟୋଜନ କରାଯାଇଥାଏ ।

ଗୁରୁଦିବସ
ଗୁରୁଦିବସ
ପାଳନକାରୀଛାତ୍ରଛାତ୍ରୀ ଗଣ
ବିଶେଷତାଗୁରୁଙ୍କୁ ସମ୍ମାନ ପ୍ରଦାନ
ତାରିଖ୧୦ ସେପ୍ଟେମ୍ବର, ୧୧ ସେପ୍ଟେମ୍ବର, ୫ ଅକ୍ଟୋବର, ୨୪ ନଭେମ୍ବର, first Sunday in October, ୨୮ ଫେବୃଆରୀ, last Friday in October, ୭ ମାର୍ଚ୍ଚ, ୧୫ ଅକ୍ଟୋବର, ୨୦ ନଭେମ୍ବର, ୩୦ ଜାନୁଆରୀ, ୫ ସେପ୍ଟେମ୍ବର, ୨୫ ନଭେମ୍ବର, ୨ ମଇ, 12 Ordibehesht, ୨୭ ନଭେମ୍ବର, ୧୦ ସେପ୍ଟେମ୍ବର, ୨୮ ସେପ୍ଟେମ୍ବର, ୧୫ ମଇ, ୧୫ ମଇ, ୨୪ ଫେବୃଆରୀ, ୧୪ ଅକ୍ଟୋବର, first Friday in September, ୨୮ ମାର୍ଚ୍ଚ, ୧୬ ଜାନୁଆରୀ, ୧ ଅକ୍ଟୋବର, ୧୬ ମଇଛାଞ୍ଚ:Infobox holiday/wd
୨୦୨୪ ତାରିଖ୦୫ ସେପ୍ଟେମ୍ବର

ଉନବିଂଶ ଶତାବ୍ଦୀରେ ଅନେକ ଦେଶରେ ଶିକ୍ଷକ ଦିବସ ପାଳନ କରିବାର ଧାରଣା ଆରମ୍ଭ ହୋଇଥିଲା । ଅଧିକାଂଶ କ୍ଷେତ୍ରରେ ଜଣେ ସ୍ଥାନୀୟ ଶିକ୍ଷାବିତ୍ କିମ୍ବା ଶିକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଥିବା ବ୍ୟକ୍ତିଙ୍କ ଅବଦାନକୁ ପାଳନ କରାଯାଇଥାଏ । ଏହି ପ୍ରାଥମିକ କାରଣରୁ ବିଭିନ୍ନ ଦେଶ ଏହି ଦିନକୁ ବିଭିନ୍ନ ତାରିଖରେ ପାଳନ କରିଥାନ୍ତି । ଉଦାହରଣ ସ୍ୱରୂପ, ଭାରତରେ ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ (ସେପ୍ଟେମ୍ବର ୫) ଜନ୍ମଦିନ ୧୯୬୨ ପରଠାରୁ ଗୁରୁ ଦିବସ ଭାବେ ପାଳନ କରାଯାଏ । ପାରମ୍ପାରିକ ଭାବରେ ହିନ୍ଦୁମାନଙ୍କଦ୍ୱାରା ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଗୁରୁ ପୂର୍ଣ୍ଣିମା ମଧ୍ୟ ପାଳନ କରାଯାଏ । ଆର୍ଜେଣ୍ଟିନା ୧୯୧୫ ମସିହାରୁ ସେପ୍ଟେମ୍ବର ୧୧ରେ ଡୋମିଙ୍ଗୋ ଫାଉଷ୍ଟିନୋ ସାର୍ମିଏଣ୍ଟୋଙ୍କ ମୃତ୍ୟୁ ଦିବସକୁ ଶିକ୍ଷକ ଦିବସ ଭାବରେ ପାଳନ କରିଆସୁଛି ।

୧୯୯୪ରେ ୟୁନେସ୍କୋଦ୍ୱାରା ସ୍ଥାପିତ ବିଶ୍ୱ ଶିକ୍ଷକ ଦିବସ ସହିତ ମିଳିତ ଭାବରେ ଅନେକ ଦେଶ ଅକ୍ଟୋବର ୫ ତାରିଖରେ ସେମାନଙ୍କର ଶିକ୍ଷକ ଦିବସ ପାଳନ କରନ୍ତି ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ବରଗଛଭାରତର ନଦୀ ସମୂହର ତାଲିକାପଖାଳଗୋପାଳ ଚନ୍ଦ୍ର ପ୍ରହରାଜମହୁକୁନ୍ତଳା କୁମାରୀ ସାବତକୁଜିବର ପ‌ତ୍ରଚିତ୍ତରଞ୍ଜନ ଦାସଧରିତ୍ରୀ (ଖବରକାଗଜ)ଭଦ୍ରକମଦର ଟେରେସାଶବ୍ଦ (ପଦ)ରାମାବତାରମ୍ଚିନ୍ତାମଣି ବେହେରାଗୋପବନ୍ଧୁ ଦାସଫୋସିନୋପ୍ରିଲସରଳା ଦେବୀନେତୃତ୍ୱରାମାୟଣଜଗନ୍ନାଥ ଦାସପ୍ରବୀଣ ଚନ୍ଦ୍ର ଭଞ୍ଜଦେଓସାଇକେଲଉତ୍କଳ ସଙ୍ଗୀତ ମହାବିଦ୍ୟାଳୟପ୍ରଧାନ ପୃଷ୍ଠାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବରେଶମ ପଥସରୋଜିନୀ ନାଇଡୁନାରୀବାଦବୈଷ୍ଣବ ଚରଣ ସାମଲମସ୍କୋଆଲୋକରାଶି ଓ ନକ୍ଷତ୍ରକବାଟଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରାଣବନ୍ଧୁ କରବନ୍ୟାଧର୍ମେନ୍ଦ୍ର ପ୍ରଧାନକାଳିନ୍ଦୀ ଚରଣ ପାଣିଗ୍ରାହୀଜିନା ସାମଲଫରିନା ଆଜାଦରବୀନ୍ଦ୍ରନାଥ ଠାକୁରଓପନ-ସୋର୍ସ ସଫ୍ଟୱେରହରିପ୍ରସାଦ ଚୌରାଶିଆଗୁରୁପ୍ରସାଦ ମହାନ୍ତିଆଣ୍ଡାମାନ ସାଗରଏଞ୍ଜେଲା ମେର୍କେଲ୍ଭଣ୍ଡ ଗଣେଶବଳକବିସୂର୍ଯ୍ୟ ବଳଦେବ ରଥଅସହଯୋଗ ଆନ୍ଦୋଳନଗଣନ ସଂଖ୍ୟାଜୟୀରାମ ସାମଲନିର୍ମଳା (ଉପନ୍ୟାସ)ଗୋବିନ୍ଦ ତ୍ରିପାଠୀପ୍ରଯୁକ୍ତି ବିଦ୍ୟାନନ୍ଦନକାନନ ଜୀବ ଉଦ୍ୟାନଚିତ୍ତରଞ୍ଜନ ତ୍ରିପାଠୀବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୈକୁଣ୍ଠନାଥ ପଟ୍ଟନାୟକଭାରତ ସରକାରଶ୍ରୀନିବାସ ରାମାନୁଜନନନ୍ଦିଘୋଷଚନ୍ଦ୍ରଶେଖର ନନ୍ଦଓଡ଼ିଶାର ମାପ ବ୍ୟବସ୍ଥାଦ୍ଵାରକାଧୀଶ ମନ୍ଦିରଅଚ୍ୟୁତାନନ୍ଦ ଦାସପଖିଆମାଛସତୀ ଅନୁସୂୟାନନ୍ଦିନୀ ଶତପଥୀରାମଚନ୍ଦ୍ର ବେହେରାଓଡ଼ିଆ ସାହିତ୍ୟ🡆 More