ଗଢ଼ି ଜାଣିଲେ ଘର ସୁନ୍ଦର: ୧୯୯୪ର ଓଡ଼ିଆ କଥାଚିତ୍ର

ଗଢ଼ି ଜାଣିଲେ ଘର ସୁନ୍ଦର, ୧୯୯୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରଣଜିତ ରାଉତ । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ସଚିନ । ବିଜୟ ମିଶ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ବସନ୍ତ ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଗଢ଼ି ଜାଣିଲେ ଘର ସୁନ୍ଦର
ନିର୍ଦ୍ଦେଶକବସନ୍ତ ସାହୁ
ପ୍ରଯୋଜକରଣଜିତ ରାଉତ
ସଂଳାପବିଜୟ ମିଶ୍ର
ଚିତ୍ରନାଟ୍ୟବସନ୍ତ ସାହୁ
କାହାଣୀସଚିନ
କଳାକାରଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
ଅନିତା ଦାସ
ମିହିର ଦାସ
ଦେବୁ ବୋଷ
ରୁନୁ ପରିଜା
ସରୋଜ ଦାସ
ସଙ୍ଗୀତବିଜୁ ସ୍ୱାଇଁ
ଚିତ୍ରଗ୍ରହଣଦିଲ୍ଲୀପ ରାୟ
ସମ୍ପାଦକଦେବେନ ମିଶ୍ର
ମୁକ୍ତିଲାଭ ତାରିଖ
୨ ଜାନୁଆରୀ ୧୯୯୪
ଦେଶଗଢ଼ି ଜାଣିଲେ ଘର ସୁନ୍ଦର: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଅନିତା ଦାସ, ମିହିର ଦାସ, ଦେବୁ ବୋଷ, ରୁନୁ ପରିଜା, ସରୋଜ ଦାସ, ସସ୍ମିତା ପ୍ରଧାନ, ନିହାରିକା ସାହୁ, ସୁମନ, ବିବେକ, ନମ୍ରତା ଦାସ, ନିତ୍ୟାନନ୍ଦ ମିଶ୍ର, ସୁଧାରାଣୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଜୁ ସ୍ୱାଇଁ । ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ନିଜାମ୍ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଗୀତା ଦାଶ, ସୁବାଷ ଦାସ, ଅନୁପମା ଦେଶପାଣ୍ଡା, ଜୟଶ୍ରୀ, ସୁରେଶ ୱାଡ଼େକର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ

ଆଧାର

ବାହାର ଆଧାର

Tags:

ଗଢ଼ି ଜାଣିଲେ ଘର ସୁନ୍ଦର ଅଭିନୟଗଢ଼ି ଜାଣିଲେ ଘର ସୁନ୍ଦର କାହାଣୀଗଢ଼ି ଜାଣିଲେ ଘର ସୁନ୍ଦର ଗୀତ ଏବଂ ସଙ୍ଗୀତଗଢ଼ି ଜାଣିଲେ ଘର ସୁନ୍ଦର ଆଧାରଗଢ଼ି ଜାଣିଲେ ଘର ସୁନ୍ଦର ବାହାର ଆଧାରଗଢ଼ି ଜାଣିଲେ ଘର ସୁନ୍ଦର

🔥 Trending searches on Wiki ଓଡ଼ିଆ:

କୋଚିଲାବସନ୍ତ କୁମାର ଶତପଥୀଚନ୍ଦ୍ରଶେଖର ରଥବେଦ୧୯୮୪ଶଙ୍କରାଚାର୍ଯ୍ୟରାଶି ଓ ନକ୍ଷତ୍ରଓଡ଼ିଆକମ୍ପ୍ୟୁଟରଆପେଣ୍ଡିସାଇଟିସବଡ଼ ଏରାବେଣୁଧର ରାଉତହେମୋଫିଲିଆଶାରଳା ପୁରସ୍କାରଦାମୋଦର ରାଉତଶ୍ରାଦ୍ଧଓଡ଼ିଶାର ଇତିହାସପ୍ରଧାନ ପୃଷ୍ଠାଲସିବିଷମ କଟକ୧୮ ଅକ୍ଟୋବରହରିପ୍ରସାଦ ଚୌରାଶିଆନନ୍ଦିଘୋଷଉପନିଷଦରାମକୃଷ୍ଣ ପରମହଂସନେପଚୁନଗୋବିନ୍ଦ ତ୍ରିପାଠୀଭୂମିକମ୍ପସରଳା ଦେବୀ୧୦୫୪ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଓଡ଼ିଆ କବି ମାନଙ୍କର ତାଲିକାସୋନାଲ ମାନସିଂହବ୍ୟାଙ୍କସୁରେନ୍ଦ୍ର ମହାନ୍ତିବିଶ୍ୱ ମ୍ୟାଲେରିଆ ଦିବସଓଡ଼ିଆ ଭାଗବତପ୍ରତିଭା ରାୟଛାନ୍ଦସାରଳା ଦାସତମନ୍ନା ବ୍ୟାସକାଗଜଗଣ୍ଡାରତ୍ନାକର ଚଇନିଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଇତିହାସଦେବୁ ବୋଷଆଉରଙ୍ଗଜେବସୂର୍ଯ୍ୟବଂଶୀ ସୂରଜଧର୍ମେନ୍ଦ୍ର ପ୍ରଧାନଧାତୁଚିଲିକା ହ୍ରଦବୈକୁଣ୍ଠନାଥ ପଟ୍ଟନାୟକଓପନ-ସୋର୍ସ ସଫ୍ଟୱେରପୁଷ୍ଟିସାରଢଗ ଢମାଳିଆଖିଜଗନ୍ନାଥଙ୍କ ଧୂପକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋପବନ୍ଧୁ ଦାସଓଡ଼ିଶାର କଳାଶ୍ରୀରାଧାଓଡ଼ିଆ ଭ୍ରମଣ ସାହିତ୍ୟଆନ୍ତର୍ଜାତିକ ମହିଳା ଦିବସସମ୍ବଲପୁର ଜିଲ୍ଲାପାରମିତା ଶତପଥୀଶବ୍ଦ (ପଦ)୨୯ ମାର୍ଚ୍ଚwiki.phtmlହେପାଟାଇଟିସଗୋଦାବରୀଶ ମିଶ୍ର🡆 More