ସୁବାସ ଦାସ: ଓଡ଼ିଆ ଗାୟକ

ସୁବାସ ଦାଶ (୧୯ ମଇ ୧୯୬୦) , ଜଣେ ଓଡ଼ିଆ ଗାୟକ ଓ ସଙ୍ଗୀତକାର । ସେ ୧୪୬ଟି ଓଡ଼ିଆ ଚଳଚ୍ଚିତ୍ର, ୨ଟି ବଙ୍ଗଳା ଓ ୨ଟି ଭୋଜପୁରୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି ।

ସୁବାସ ଦାସ
ସୁବାସ ଦାସ: ବ୍ୟକ୍ତିଗତ ଜୀବନ, କର୍ମଜୀବନ, କଥାଚିତ୍ରରେ ଭୂମିକା
ଜନ୍ମ (1960-05-19) ୧୯ ମଇ ୧୯୬୦ (ବୟସ ୬୩)
ଗୌଡ଼ୁଣୀପୋଖରୀ, ମଉସୁଧା, ଚାନ୍ଦବାଲି, ଭଦ୍ରକ, ଓଡ଼ିଶା
ଜାତୀୟତାସୁବାସ ଦାସ: ବ୍ୟକ୍ତିଗତ ଜୀବନ, କର୍ମଜୀବନ, କଥାଚିତ୍ରରେ ଭୂମିକା ଭାରତୀୟ
ଶିକ୍ଷାନୁଷ୍ଠାନଦାଖା ହାଇସ୍କୁଲ, ଭଦ୍ରକ ମହାବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ
ପ୍ରସିଦ୍ଧିଓଡ଼ିଆ ଗାୟକ ଓ ସଙ୍ଗୀତକାର
ବୈବାହିକ-ସାଥୀଶୁଭଲକ୍ଷ୍ମୀ ଦାଶ
ସନ୍ତାନବିଶାଳ ସାୟମଜିତ, ଶିବରଞ୍ଜନି
ପିତାମାତାଆଦିକନ୍ଦ ଦାଶ
ଜୟମଣୀ ଦାଶ
ପୁରସ୍କାରଶ୍ରେଷ୍ଠ ପଚ୍ଚଦପଟ୍ଟ ଗାୟକ (ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର)

ବ୍ୟକ୍ତିଗତ ଜୀବନ

ସୁବାସ ଦାଶ ୧୯୬୦ ମସିହା ମଇ ମାସ ୧୯ ତାରିଖରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅନ୍ତର୍ଗତ ମଉସୁଧା ମୌଜାର ଗୌଡ଼ୁଣୀପୋଖରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଆଦିକନ୍ଦ ଦାଶ ଓ ମାତାଙ୍କ ନାମ ଜୟମଣୀ ଦାଶ । ସେ ଦାଖା ହାଇସ୍କୁଲ, ଭଦ୍ରକ ମହାବିଦ୍ୟାଳୟ ଓ ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଥିଲେ । ବାଲ୍ୟକାଳରୁ ସେ ମୁରଲୀଧର ଗିରି, ଦିପକ ବାସୁ ଏବଂ ଜେ.ଭି.ଏସ. ରାଓଙ୍କଠାରୁ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ । ତାଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଦାଶ ମଧ୍ୟ ଜଣେ କଣ୍ଠଶିଳ୍ପୀ । ତାଙ୍କ ପୁତ୍ରଙ୍କ ନାମ ବିଶାଳ ସାୟମଜିତ ଓ କନ୍ୟାଙ୍କ ନାମ ଶିବରଞ୍ଜନୀ ।

କର୍ମଜୀବନ

ସୁବାସ ଦାଶ ୧୯୭୭ ମସିହାରେ ପ୍ରଥମେ ଆକାଶବାଣୀରେ ଏବଂ ୧୯୮୧ ମସିହାରେ ଦୂରଦର୍ଶନରେ ସଙ୍ଗୀତ ପରିବେଷଣ କରିବାର ସୁଯୋଗ ପାଇଥିଲେ । ୧୯୮୦ ମସିହାରେ ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ମାନସୀ କଥାଚିତ୍ରରେ ପ୍ରଥମକରି କଣ୍ଠଦାନ କରିବାର ସୁଯୋଗ ପାଇଥିଲେ । ଓଡ଼ିଆ ବ୍ୟତିତ ସେ ବଙ୍ଗଳା, ଭୋଜପୁରୀ ଓ କନ୍ନଡ଼ ସିନେମାରେ ମଧ୍ୟ କଣ୍ଠଦାନ କରିଛନ୍ତି । ସେ ପ୍ରାୟ ୫୦୦ରୁ ଅଧିକ ଆଲବମରେ ମଧ୍ୟ କଣ୍ଠଦାନ କରିଛନ୍ତି । ଦେଶ, ବିଦେଶରେ ବହୁବାର ସଙ୍ଗୀତ ପରିବେଷଣ କରିଛନ୍ତି ।

କଥାଚିତ୍ରରେ ଭୂମିକା

ସମ୍ମାନ ଓ ପୁରସ୍କାର

  • ଅକ୍ଷୟ ସ୍ମୃତି ସମ୍ମାନ - ୨୦୧୫
  • ୨୦୧୨ - ପ୍ରଣବ ପରମ୍ପରା ସମ୍ମାନ
  • ୧୯୯୯ - ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ( ଶ୍ରେଷ୍ଠ ପ୍ରଛଦପଟ ଗାୟକ- ମନ ରହିଗଲା ତୁମରି ଠାରେ )
  • ୧୯୯୦ - ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ( ଶ୍ରେଷ୍ଠ ପ୍ରଛଦପଟ ଗାୟକ-ଦଇବ ଦଉଡ଼ି )

ଆଧାର

ବାହାର ଆଧାର

Tags:

ସୁବାସ ଦାସ ବ୍ୟକ୍ତିଗତ ଜୀବନସୁବାସ ଦାସ କର୍ମଜୀବନସୁବାସ ଦାସ କଥାଚିତ୍ରରେ ଭୂମିକାସୁବାସ ଦାସ ସମ୍ମାନ ଓ ପୁରସ୍କାରସୁବାସ ଦାସ ଆଧାରସୁବାସ ଦାସ ବାହାର ଆଧାରସୁବାସ ଦାସଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ଜଳବିଦ୍ୟୁତ୍କବିଗୋଲୋକ ବିହାରୀ ଧଳସରଳା ଦେବୀରାଜ୍ୟ ସଭାକାଳୀଚରଣ ପଟ୍ଟନାୟକ୪ ଜାନୁଆରୀକୃଷ୍ଣଚନ୍ଦ୍ର ପାଣିଗ୍ରାହୀଉଇକିମିଡ଼ିଆ ଫାଉଣ୍ଡେସନ୧୧ରାଧାରାଣୀ ପଣ୍ଡାବୈଷୟିକ ବିଜ୍ଞାନସରସ୍ୱତୀଫିଫା ବିଶ୍ୱକପଦୁଃଖୀରାମ ସ୍ୱାଇଁବିଭୂତି ପଟ୍ଟନାୟକକ୍ଲାଉଡ଼ ଟେକ୍ନୋଲୋଜିପଣାଓଡ଼ିଶାର ଦୋଳଯାତ୍ରାବଲାଙ୍ଗୀରଏମିତି ଭାଇ ଜଗତେ ନାହିଁବିଦ୍ୟାଳୟଉଦ୍‌ବେଗଜଗନ୍ନାଥ ଦାସଭଦଭଦଳିଆଝୁଲଣ ଯାତ୍ରାଆସନମହିମା ଧର୍ମବିଜୁ ପଟ୍ଟନାୟକମହୁମାଛିନକ୍ସଲବାଦଚଇତି ଘୋଡ଼ା ନାଚଗଣ୍ଡାପ୍ରଧାନ ପୃଷ୍ଠାନମିତା ଅଗ୍ରୱାଲରଥରିକେଟଉତ୍କଳ ବ୍ରାହ୍ମଣବି. ଆର. ଆମ୍ବେଦକରଚିତ୍ତରଞ୍ଜନ ଦାସମନମୋହନ ସାମଲଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଅପରେଟିଙ୍ଗ ସିଷ୍ଟମଜାଭା (ପ୍ରୋଗ୍ରାମିଂ ଭାଷା)ସାତକଡ଼ି ହୋତାଫତୁରାନନ୍ଦତ୍ରିକୋଣମିତିଭାରତୀୟ ମୁଦ୍ରାଦ୍ରାଘିମାଗୋପୀନାଥ ନନ୍ଦବାୟୋନ୍ ମନ୍ଦିରରେଭେନ୍‌ସା କଲିଜିଏଟ ସ୍କୁଲପୁରୀଦେବ୍ରାଜ ଲେଙ୍କାବେଣୁଧର ରାଉତହୀରାକୁଦ ବନ୍ଧମୟୂରଭଞ୍ଜ ଜିଲ୍ଲାଅରବିନ୍ଦ କେଜରିୱାଲଉପେନ୍ଦ୍ର ଭଞ୍ଜବିଦ୍ୟୁତଚକ୍ଷୁଗୋଲକ ଫାଟଅନୁଗୋଳ ଜିଲ୍ଲାଓଡ଼ିଆବାଞ୍ଛାନିଧି ମହାନ୍ତିଓଡ଼ିଆ ନାଟକମହମ୍ମଦବର୍ଷା ପ୍ରିୟଦର୍ଶିନୀଶକ୍ତି ପୀଠଓଡ଼ିଶାର ଭୂଗୋଳ🡆 More