ବିଧାନ ସଭା ନିର୍ବାଚନ ମଣ୍ଡଳୀ ଖଡ଼ିଆଳ

ଖଡ଼ିଆଳ (କ୍ରମିକ ସଂଖ୍ୟା: ୭୨) ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଖଡ଼ିଆଳ (ବି), ଖଡ଼ିଆଳ ବ୍ଳକ, ବୋଡ଼େନ ବ୍ଳକ ଓ ସିନାପାଲି ବ୍ଳକ ।

ଖଡ଼ିଆଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୧୯,୨୫୬
ଜିଲ୍ଲା: ନୂଆପଡ଼ା
ଲୋକ ସଭା ନିର୍ବାଚନ ମଣ୍ଡଳୀ: କଳାହାଣ୍ଡି
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦୁର୍ଯ୍ୟୋଧନ ମାଝୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀଙ୍କଠାରୁ ୭୧୨୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତି, ବିଜୁ ଜନତା ଦଳ ପ୍ରାର୍ଥୀ ଦୁର୍ଯ୍ୟୋଧନ ମାଝିଙ୍କଠାରୁ ୧୧,୩୬୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଖଡ଼ିଆଳ
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ଭାଜପା ହିତେଶ କୁମାର ବଗର୍ତ୍ତି ୫୩,୨୩୮ ୩୭.୦୭ -
ବିଜଦ ଦୁର୍ଯ୍ୟୋଧନ ମାଝି ୪୧,୮୭୨ ୨୯.୧୫ -
କଂଗ୍ରେସ ବୈଶମ୍ପାୟନ ମେହେର ୨୯,୦୮୦ ୨୦.୨୫ -
ସମୃଦ୍ଧ ଓଡ଼ିଶା ଦେବ ଦେବପ୍ରସାଦ ସିଂହ ଦେଓ ୮,୨୪୮ ୫.୭୪ -
ସ୍ୱାଧୀନ ଭୀଷ୍ମ ଶୁନନୀ ୨,୬୫୮ ୧.୮୫ -
ଆରପିଆଇ (ଆ) କିଶୋର କୁମାର ବାଗ ୨,୨୨୮ ୧.୫୫ -
ବସପା କିର୍ତ୍ତନ ବାଗ ୨,୧୪୦ ୧.୪୯ -
ସ୍ୱାଧୀନ ମକୁନ୍ଦ ଖରସେଲ ୧,୮୪୧ ୧.୨୮ -
ସ୍ୱଧୀନ ଚୁଳମଣୀ ଭୋଇ ୧,୪୪୫ ୧.୦୧ -
କଳିଙ୍ଗ ସେନା ରାମନାଥ ପଣ୍ଡା ୮୭୪ ୦.୬୧ -
ଭୋଟ ବ୍ୟବଧାନ ୧୧,୩୬୬ ୭.୯୧* -
ମତଦାନ ହାର ୧,୪୩,୭୦୯ ୬୭.୩୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୬୧ରୁ ୨୦୧୪ ମଧ୍ୟରେ ମୋଟ ୧୩ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

  • ୨୦୧୯: ଅଧିରାଜ ମୋହନ ପାଣିଗ୍ରାହୀ (କଂଗ୍ରେସ)
  • ୨୦୧୪: ଦୁର୍ଯ୍ୟୋଧନ ମାଝି (ଭାଜପା)
  • ୨୦୦୯: (୭୨): ହିତେଶ କୁମାର ବଗର୍ତ୍ତି (ଭାଜପା)
  • ୨୦୦୪: (୯୫): ଦୁର୍ଯ୍ୟୋଧନ ମାଝି (ବିଜଦ)
  • ୨୦୦୦: (୯୫): ଦୁର୍ଯ୍ୟୋଧନ ମାଝି (ବିଜଦ)
  • ୧୯୯୫: (୯୫): ଦୁର୍ଯ୍ୟୋଧନ ମାଝି (ଜନତା ଦଳ)
  • ୧୯୯୦: (୯୫): ଦୁର୍ଯ୍ୟୋଧନ ମାଝି (ଜନତା ଦଳ)
  • ୧୯୮୫: (୯୫): ଅନୁପ ସିଂହ ଦେଓ (କଂଗ୍ରେସ)
  • ୧୯୮୦: (୯୫): ଅନୁପ ସିଂହ ଦେଓ (ସ୍ୱାଧୀନ)
  • ୧୯୭୭: (୯୫): କପିଳ ନାରାୟଣ ତିୱାରୀ (ସ୍ୱାଧୀନ)
  • ୧୯୭୪: (୯୫): ଅନୁପ ସିଂହ ଦେଓ (ଉତ୍କଳ କଂଗ୍ରେସ)
  • ୧୯୭୧: (୮୯): ଅନୁପ ସିଂହ ଦେଓ (କଂଗ୍ରେସ-ଏନଆଇ )
  • ୧୯୬୭: (୮୯): ଅନୁପ ସିଂହ ଦେଓ (କଂଗ୍ରେସ)
  • ୧୯୬୧: (୩୯): ଅନୁପ ସିଂହ ଦେଓ (କଂଗ୍ରେସ)

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାନୂଆପଡ଼ା ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶାର ଲୋକନୃତ୍ୟଭୀମ ଭୋଇରାଜକିଶୋର ପଟ୍ଟନାୟକଦାଶରଥି ଦାସଟୋକିଓଓଡ଼ିଆ ସାହିତ୍ୟଦୀପକ ମିଶ୍ରଭାରତର ସଂସଦମହମ୍ମଦ ମୋକିମ୍ଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଜ୍ଞାନକୋଷ୨୦୦୬ଲସିଓଡ଼ିଶା ପ୍ରିମିଅର ଲିଗବିସ୍ଥାପିତ କାନ୍ଧ ଗଣ୍ଠିରେବତୀ (କ୍ଷୁଦ୍ରଗଳ୍ପ)ଟାହିଆଲାଗି ବେଶଗୋପବନ୍ଧୁ ଚୌଧୁରୀଆଖିରେଶମ ପଥଓଡ଼ିଆ ରାମାୟଣରସଗୋଲାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଭୁବନେଶ୍ୱର ବେହେରାଓଡ଼ିଆ ସାହିତ୍ୟର ଇତିହାସଗୋଦର ରୋଗ୧୭୪୬ଫାଇଲେରିଆରାଜନୀତି ବିଜ୍ଞାନଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସମୀର ରଞ୍ଜନ ଦାଶଶ୍ରାଦ୍ଧଜଗନ୍ନାଥଗିରିଧର ଗମାଙ୍ଗବେଣୁଧର ରାଉତପ୍ରତିଭା ରାୟପଙ୍କଜ ଉଧାସଟୁକୁନି ସାହୁଯୌନ ସମ୍ଭୋଗରମାକାନ୍ତ ରଥଓଡ଼ିଶାର ଇତିହାସମଧୁସୂଦନ ରାଓଉତ୍କଳ ଦିବସଓ ଅନ୍ଧଗଳିସମ୍ବଲପୁରଗୋଲୋକ ବିହାରୀ ଧଳବିଜୟ ମିଶ୍ରଉପନିଷଦକାହ୍ନୁଚରଣ ମହାନ୍ତିଅଣ୍ଡାମସ୍କୋଉତ୍କଳ ସମ୍ମିଳନୀହମିଦା ବାନୁ ବେଗମଜିମି ୱେଲ୍ସଆଇଡେଲାଲିସିବଲକ୍ଷ୍ମୀନାରାୟଣ ସାହୁପ୍ରାଣୀ୨୬ ଅପ୍ରେଲଓଡ଼ିଆ କବି ମାନଙ୍କର ତାଲିକାଲଣ୍ଡନରକ୍ତଗଣ୍ଡାଅଖିଳ ମୋହନ ପଟ୍ଟନାୟକଜର୍ମାନୀନେମାଳତାଳଧ୍ୱଜସୀତାକାନ୍ତ ମହାପାତ୍ରଜଗନ୍ନାଥଙ୍କ ଧୂପ🡆 More