କ୍ଷେତ୍ରବାସୀ ନାଏକ: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

କ୍ଷେତ୍ରବାସୀ ନାୟକ (ଜନ୍ମ: ୧୦ ଜୁନ ୧୯୮୦), ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ ଓଡ଼ିଆ ସାହିତ୍ୟିକ । ନିଜ ଗଳ୍ପ ପୁସ୍ତକ ଦାଦନ ପାଇଁ ସେ ୨୦୧୩ ମସିହାରେ ଏହି ପୁରସ୍କାର ଲାଭ କରିଥିଲେ । ସେ ସମ୍ବାଦରେ କାର୍ଯ୍ୟ କରନ୍ତି ଓ କଥା ପତ୍ରିକାର ସହ-ସମ୍ପାଦକ ଭାବରେ କାର୍ଯ୍ୟରତ ।

କ୍ଷେତ୍ରବାସୀ ନାୟକ
ଜନ୍ମ (1980-06-10) ୧୦ ଜୁନ ୧୯୮୦ (ବୟସ ୪୩)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ବିଜ୍ଞାନ), ବିଏଡ଼
ବୃତ୍ତିସାମ୍ବାଦିକ
ଚାକିରିକ୍ଷେତ୍ରସମ୍ବାଦ
ପିତାମାତା(s)କାଳିଆ ନାୟକ, ଲଳିତା ନାୟକ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୧୩

କ୍ଷେତ୍ରବାସୀ ୧୯୮୦ ମସିହାରେ ବଲାଙ୍ଗୀର ଜିଲ୍ଲାଲୋଇସିଂହା ଅନ୍ତର୍ଗତ ସାନଟିକାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ କାଳିଆ ନାୟକ ଓ ମାତାଙ୍କ ନାମ ଲଳିତା । ସେ ପଦ୍ମପୁର ଆଞ୍ଚଳିକ ମହାବିଦ୍ୟାଳୟରୁ ସ୍ନାତକ ଓ ରାଜେନ୍ଦ୍ର କଲେଜ, ବଲାଙ୍ଗୀରରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ୨୦୦୮ରୁ ସେ "ସୃଜନ ସଳିତା ନବନୀତା" ନାମକ ସାହିତ୍ୟ ପତ୍ରିକାର ସମ୍ପାଦନା ମଧ୍ୟ କରିଆସୁଛନ୍ତି । ତାଙ୍କ ଗପ ଓ କବିତା ବିଭିନ୍ନ ଓଡ଼ିଆ ପତ୍ରପତ୍ରିକା ଓ ସମ୍ବାଦପତ୍ରମାନଙ୍କରେ ପ୍ରକାଶ ପାଇସାରିଛି । ସେ ଆକାଶବାଣୀର ଯୁବବାଣୀ କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ ୨୦୦୩ରୁ ୨୦୦୭ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି ।

ରଚନାବଳୀ

  • ଦାଦନ - ୨୦୧୧

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର - ୨୦୧୩

ଆଧାର

Tags:

କଥା (ପତ୍ରିକା)ସମ୍ବାଦ (ଖବରକାଗଜ)

🔥 Trending searches on Wiki ଓଡ଼ିଆ:

ବର୍ଷା ପ୍ରିୟଦର୍ଶିନୀଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଲକ୍ଷ୍ମୀକାନ୍ତ ମହାପାତ୍ରମଇ ଦିବସରଥଯାତ୍ରାପଖାଳଗୋଲୋକ ବିହାରୀ ଧଳବରଗଛଗୋଦାବରୀଶ ମହାପାତ୍ରପର୍ଫେନାଜାଇନଓଡ଼ିଆନେପଚୁନ୧ (ସଂଖ୍ୟା)କୃଷ୍ଣଚନ୍ଦ୍ର ପାଣିଗ୍ରାହୀବାରବାଟି ଦୁର୍ଗପ୍ଲୁଟୋଆଜାଦ ହିନ୍ଦ୍ ଫୌଜଇଣ୍ଡୋନେସିଆପୁରୀଛାନ୍ଦବିରଳା ମନ୍ଦିର, କୋଲକାତାସୁଭାଷ ଚନ୍ଦ୍ର ବୋଷତାଳଧ୍ୱଜରାଧାମୋହନ ଗଡ଼ନାୟକଗୌରହରି ଦାସଗୋଦର ରୋଗନାରୀବାଦଯକୃତହମିଦା ବାନୁ ବେଗମଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ଉଦ୍ଭିଦ ବିଜ୍ଞାନଅଚ୍ୟୁତ ଗୋକୁଳ ନାୟକଆନ୍ଧ୍ର ପ୍ରଦେଶଅଲାରନାଥ ମନ୍ଦିରବିଶ୍ୱ ଏଡ୍‌ସ ଦିବସ୨୧କଳାପାହାଡ଼ମୟୂରମଟର ସାଇକେଲନନ୍ଦନକାନନ ଜୀବ ଉଦ୍ୟାନଘରପୁଥୁପ୍ପାଲ୍ଲୀ, କୋଟ୍ଟାୟାମସମୟ (କାଳ)ଦାମୋଦର ରାଉତଗୋବିନ୍ଦ ତ୍ରିପାଠୀଶିଶୁ ଅନନ୍ତ ଦାସସାମାଜିକ ଆନ୍ଦୋଳନଶୀତଳ ଷଷ୍ଠୀ ଯାତ୍ରା୧୭୪୬ଭୂଗୋଳ୨୮ ଫେବୃଆରୀବୃହସ୍ପତିପଠାଣି ସାମନ୍ତପାକ୍ରିଟିନିବଆଉରଙ୍ଗଜେବବ୍ରୁସେଲୋସିସନରେନ୍ଦ୍ର ମୋଦୀଛାରପୋକଦାସିଆ ବାଉରୀଓ ଅନ୍ଧଗଳିସ୍ତନ୍ୟପାୟୀଶରତ କୁମାର ମହାନ୍ତିଅଣସରଓଡ଼ିଆ କାବ୍ୟ କବିତାକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଭିମନ୍ୟୁ ସାମନ୍ତସିଂହାରହୀରାକୁଦ ବନ୍ଧମ୍ୟାଲେରିଆପୁରୁଷୋତ୍ତମ ଦେବବର୍ଷାଖାଦ୍ୟପ୍ରତିଭା ଶତପଥୀବନ୍ଦେ ଉତ୍କଳ ଜନନୀ🡆 More