ପଦ୍ମପୁର, ରାୟଗଡ଼ା: ଭାରତର ଏକ ଗ୍ରାମ

]

ପଦ୍ମପୁର
(Padmapur)
ଗ୍ରାମ
Countryପଦ୍ମପୁର, ରାୟଗଡ଼ା: ଇତିହାସ, ଭୂଗୋଳ, ଜନସଂଖ୍ୟା India
StateOdisha
DistrictRayagada
Government
 • TypeDemocratic
Elevation
82 m (269 ft)
Population
 (2011)
 • Total୬,୬୫୪
Languages
 • Officialଓଡ଼ିଆ
Time zoneUTC+5:30 (IST)
PIN
765025
Telephone code916857

ପଦ୍ମପୁର, ରାୟଗଡ଼ା ଜିଲ୍ଲାର ଏକ ପ୍ରମୁଖ ଏବଂ ସର୍ବାଧିକ ଜନସଂଖ୍ୟାବହୂଳ ଗ୍ରାମ ଅଟେ । କମୁନିଷ୍ଟ୍ ନେତା କମ୍ରେଡ୍ ନାଗଭୂଷଣ ପଟ୍ଟନାୟକ ପଦ୍ମପୁରରେ ଜନ୍ନଲାଭ କରିଥିଲେ । ଏହା ଓଡ଼ିଶା ସରକାରଙ୍କ ଏକ ଚିହ୍ନିତ ପର୍ଯ୍ୟଟନସ୍ଥଳୀ ଅଟେ

ଇତିହାସ

ସହର ସଂଲଗ୍ନ ପାହାଡରେ ୭ମ ଶତାବ୍ଦୀର ଏକ ମନ୍ଦିର ରହିଛି । ଏକଦା ବୌଦ୍ଧ ଦାର୍ଶନିକ ଧର୍ମକୀର୍ତ୍ତି ଏଠାରେ ରହିବାର ଅନୁମାନ କରାଯାଏ । ମନ୍ଦିରସ୍ଥ ପଥରରେ ଖୋଦିତ ପାଲି ଭାଷାରେ ଲିଖିତ ଶୀଳାଲିପିରୁ ଏହି ପ୍ରମାଣ ମିଳେ । ପଦ୍ମପୁର ତଥା ଏହାର ଆଖପାଖରେ ଜନ୍ମିତ ବିଶିଷ୍ଟ ବ୍ୟକ୍ତିମାନେ ହେଲେ -

୧) କମୁନିଷ୍ଟ୍ ନେତା କମ୍ରେଡ୍ ନାଗଭୂଷଣ ପଟ୍ଟନାୟକ,

୨) ସଦଗୁରୁ ଶ୍ରୀ ଶ୍ରୀ ଅ଼ଜ୍ଜୁନ ଗମାଙ୍ଗ,

୩) ପଣ୍ଡିତ ଶବର ମଙ୍ଗେଇ ଗମାଙ୍ଗ ଓ

୪) ଡଃ ଗିରିଧର ଗମାଙ୍ଗ ।

ପଦ୍ମପୁର ନିକଟରେ ଗୋଡିଆବନ୍ଧ ଗ଼୍ରାମରେ ଅର୍ଜୁନ ଗମାଙ୍ଗ ଜନ଼୍ମଗ୍ରହଣ କରିଥିଲେ । ପଣ୍ଡିତ ଶବର ମଙ୍ଗେଇ ଗମାଙ୍ଗଙ୍କ ଜନ୍ମ ପଦ୍ମପୁର ନିକଟସ୍ଥ ମରିଚଗୁଡା ଗ୍ରାମରେ । ସେ ସୌରାଲିପିର ଉଦ୍ଭାବକ । ଡଃ ଗିରିଧର ଗମାଙ୍ଗ (ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ)ଙ୍କ ଜନ୍ମ ପଦ୍ମପୁର ନିକଟସ୍ଥ ଡିବିରିସିଂ ଗ୍ରାମରେ ।

ଭୂଗୋଳ

ପଦ୍ମପୁରର ଭୌଗୋଳିକ ଅବସ୍ଥିତି ହେଉଛି ଦ୍ରାଘିମା ୧୯° ୧୪′ ୩୪″ ଉ: ଏବଂ ଅକ୍ଷାଂଶ ୮୩° ୪୯′ ୦୫″ ପୂ: । ସହରର ଉତ୍ତର ଦିଗରେ ଏକ ଛୋଟ ପାହାଡ ରହିଛି ।

ଜନସଂଖ୍ୟା

୨୦୦୧ ଜନଗଣନା ଅନୁଯାୟୀ ଏଠାକାର ମୋଟ ଜନସଂଖ୍ୟା ୬୫୩୦ । ତେବେ, ୨୦୧୧ ଜନଗଣନାରେ ପଦ୍ମପୁରର ମୋଟ ଜନସଂଖ୍ୟା ୬୬୫୪ରୁ ପୁରୁଷ ୩୪୧୧ ଏବଂ ମହିଳା ୩୨୪୩ ।

ଦର୍ଶନୀୟ ସ୍ଥାନ

ପଦ୍ମପୁର, ରାୟଗଡ଼ା: ଇତିହାସ, ଭୂଗୋଳ, ଜନସଂଖ୍ୟା 
Radhakrushna Temple
ପଦ୍ମପୁର, ରାୟଗଡ଼ା: ଇତିହାସ, ଭୂଗୋଳ, ଜନସଂଖ୍ୟା 
Nilakantheswar temple

ପଦ୍ମପୁରର ନୀଳକଣ୍ଠେଶ୍ୱର ଶିବ ମନ୍ଦିର ଏକ ଦର୍ଶନୀୟ ସ୍ଥାନ ଅଟେ । ଏତଦ୍ ବ୍ୟତୀତ ଏହି ଶିବ ମନ୍ଦିର ନିକଟରେ ଜଗମୁଣ୍ଡା ପାହାଡରେ ମଲ୍ଲୀକେଶ୍ୱର, ପୁଡୁଗେଶ୍ୱର, ଧବଳେଶ୍ୱର ଏବଂ ଆହୁରି ଅନେକ ମନ୍ଦିର ରହିଛି । ନିକଟସ୍ଥ ଗୋଡିଆବନ୍ଧ ଗ଼୍ରାମରେ ସଦଗୁରୁ ଅର୍ଜ୍ଜୁନଙ୍କ ଆଶ୍ରମ ରହିଛି । ଏଠାକାର ରାଧାକୃଷ୍ଣ ମନ୍ଦିରଟି ଅର୍ଦ୍ଧଶତାବ୍ଦୀରୁ ଅଧିକ ପୁରାତନ ।

ଆଧାର

ବାହାର ଲିଙ୍କ

Tags:

ପଦ୍ମପୁର, ରାୟଗଡ଼ା ଇତିହାସପଦ୍ମପୁର, ରାୟଗଡ଼ା ଭୂଗୋଳପଦ୍ମପୁର, ରାୟଗଡ଼ା ଜନସଂଖ୍ୟାପଦ୍ମପୁର, ରାୟଗଡ଼ା ଦର୍ଶନୀୟ ସ୍ଥାନପଦ୍ମପୁର, ରାୟଗଡ଼ା ଆଧାରପଦ୍ମପୁର, ରାୟଗଡ଼ା ବାହାର ଲିଙ୍କପଦ୍ମପୁର, ରାୟଗଡ଼ା

🔥 Trending searches on Wiki ଓଡ଼ିଆ:

ରମାଦେବୀ ଚୌଧୁରୀସୁଭାଷ ଚନ୍ଦ୍ର ବୋଷଓଡ଼ିଶା ସରକାରନକ୍ଷତ୍ରସଖୀ କଣ୍ଢେଇ ନାଚବିଜୁ ଜନତା ଦଳରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଉପେନ୍ଦ୍ର କିଶୋର ଦାସଶିମିଳିପାଳ ଜାତୀୟ ଉଦ୍ୟାନଦିଗମ୍ବର ଜୈନ ମନ୍ଦିର, ଖଣ୍ଡଗିରିଚଇତି ଘୋଡ଼ା ନାଚଓଡ଼ିଶାର କଳାନବାଙ୍କ ବେଶକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାବ୍ରହ୍ମପୁତ୍ର ନଦୀଅକ୍ଷାଂଶଅଶୋକାଷ୍ଟମୀଅଚ୍ୟୁତାନନ୍ଦ ଦାସଓଡ଼ିଶାର ଦୋଳଯାତ୍ରାରାଜେନ୍ଦ୍ର କିଶୋର ପଣ୍ଡାକୃଷ୍ଣଚନ୍ଦ୍ର ପାଣିଗ୍ରାହୀ୧୨୦୦ସବ୍ୟସାଚୀ ମିଶ୍ରପ୍ରସନ୍ନ କୁମାର ପାଟ୍ଟଶାଣୀଭାରତ ସରକାରବରଗଛଭୁବନେଶ୍ୱର ବେହେରାଓଡ଼ିଆ ନବବର୍ଷଅସହଯୋଗ ଆନ୍ଦୋଳନ୫ ଡିସେମ୍ବରଜଗନ୍ନାଥଙ୍କ ଧୂପଉଇକିପିଡ଼ିଆ ସମୂହର ତାଲିକାଦଅଣାରବି ପଟ୍ଟନାୟକପୃଥିବୀକୁଞ୍ଜବିହାରୀ ଦାଶରାମକୃଷ୍ଣ ନନ୍ଦସୁରେଶ କୁମାର ରାଉତରାୟଭାରତ ଲୀଳାଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନମ୍ୟାଲେରିଆଗୋଲୋକ ବିହାରୀ ଧଳ୨୭ ଅପ୍ରେଲସଂଘମିତ୍ରା ମିଶ୍ରଚୈତ୍ର ମଙ୍ଗଳବାର ଓଷାକମ୍ପ୍ୟୁଟରଫାଇବ୍ରୋସିସ୍ଟିକ ସ୍ତନ ପରିବର୍ତ୍ତନଗଙ୍ଗାଧର ମେହେରଓଡ଼ିଶାର ସଂସ୍କୃତିନିମାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋପାଳ ଚନ୍ଦ୍ର ପ୍ରହରାଜଆଲବର୍ଟ ଆଇନଷ୍ଟାଇନଉଦ୍ଭିଦନୀଳଚକ୍ରଅନୁଗୋଳ ଜିଲ୍ଲା୨୨ ଅକ୍ଟୋବରରମାକାନ୍ତ ରଥଅନଙ୍ଗ ତ୍ରୟୋଦଶୀପଠାଣି ସାମନ୍ତ୨ (ସଂଖ୍ୟା)ପରଜା ଜନଜାତିଦଣ୍ଡ ନାଟଫେବୃଆରୀଭଗବତୀ ଚରଣ ପାଣିଗ୍ରାହୀହିନ୍ଦୁ ସମୟ ଗଣନାପଞ୍ଚତନ୍ତ୍ରହୀରାକୁଦ ବନ୍ଧଯକ୍ଷ୍ମାବିଦ୍ୟାଳୟସରୋଜିନୀ ନାଇଡୁନବକୃଷ୍ଣ ଚୌଧୁରୀ🡆 More