କ୍ଲୋରାଲ ହାଇଡ୍ରେଟ

କ୍ଲୋରାଲ ହାଇଡ୍ରେଟ ଏକ ଔଷଧ ଯାହା ନିଦ୍ରାହୀନତା ଏବଂ ପ୍ରକ୍ରିୟାକରଣରେ ଭାବରେ ବ୍ୟବହୃତ ହୁଏ । ଯେତେବେଳେ ନିରାପଦ ଔଷଧ ଉପଯୁକ୍ତ ନୁହେଁ ସେତେବେଳେ ଏହାର ବ୍ୟବହାର କରାଯାଏ | ଏହାକୁ ପାଟିରେ ଦିଆଯାଇପାରେ କିମ୍ବା ମଳ ଦ୍ୱାରବାଟରେ ବ୍ୟବହାର କରାଯାଇପାରେ । ପ୍ରଭାବ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୁଏ ଏବଂ ଆଠ ଘଣ୍ଟା ପର୍ଯ୍ୟନ୍ତ ରହିପାରେ । ଫଙ୍ଗଲ୍ ସ୍ପୋରସ୍ ପାଇଁ ଏକ ସ୍ଟେନର ଅଂଶ ଭାବରେ ବ୍ୟବହାର କରାଯାଏ ।

କ୍ଲୋରାଲ ହାଇଡ୍ରେଟ
କ୍ଲୋରାଲ ହାଇଡ୍ରେଟ
କ୍ଲୋରାଲ ହାଇଡ୍ରେଟ
Clinical data
Trade namesAquachloral, Novo-Chlorhydrate, Somnos, others
SynonymsTrichloroacetaldehyde monohydrate
AHFS/Drugs.commonograph
Pregnancy
category
  • US: C (Risk not ruled out)
Routes of
administration
By mouth, rectal suppository
Legal status
Legal status
  • CA: Unscheduled
  • US: Schedule IV
Pharmacokinetic data
BioavailabilityWell absorbed
MetabolismLiver and kidney (converted to trichloroethanol)
Elimination half-life8–10 hours
ExcretionBile, feces, urine (various metabolites not unchanged)
Identifiers
IUPAC name
  • 2,2,2-Trichloroethane-1,1-diol
ECHA InfoCard100.005.562 Edit this at Wikidata
Chemical and physical data
FormulaC2H3Cl3O2
Molar mass୧୬୫.୩୯ g·mol−1
3D model (JSmol)
Density1.9081 g/cm3 g/cm3
Melting point57 °C (135 °F)
Boiling point98 °C (208 °F)
Solubility in water660 g/100 ml mg/mL (20 °C)
SMILES
  • ClC(Cl)(Cl)C(O)O
InChI
  • InChI=1S/C2H3Cl3O2/c3-2(4,5)1(6)7/h1,6-7H
  • Key:RNFNDJAIBTYOQL-UHFFFAOYSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ସମନ୍ୱୟ ଅସୁବିଧା ଏବଂ ତରଳ ଝାଡ଼ା ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିଶାଗ୍ରସ୍ତ, ହଠାତ୍ ବନ୍ଦ ହୋଇଗଲେ କମ୍ପୋନ୍ମାଦ ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର ସୁପାରିଶ କରାଯାଏ ନାହିଁ । ଅତ୍ୟଧିକ ମାତ୍ରାରେ ଗ୍ରହଣ କଲେ ଶ୍ୱାସକ୍ରିୟା କମିଯାଏ କିମ୍ବା କୋମା ହୋଇପାରେ । ଏହା କିପରି କାର୍ଯ୍ୟ କରେ ତାହା ସଂପୂର୍ଣ୍ଣ ଅସ୍ପଷ୍ଟ ଅଛି ।

କ୍ଲୋରାଲ୍ ହାଇଡ୍ରେଟ୍ ୧୮୩୨ ମସିହାରେ ଜଷ୍ଟସ୍ ଭନ୍ ଲିବିଗଙ୍କଦ୍ୱାରା ଆବିଷ୍କୃତ ହୋଇଥିଲା ଏବଂ ୧୮୬୦ ଦଶକରେ ଡାକ୍ତରୀ ବ୍ୟବହାରରେ ଆସିଥିଲା । ଯୁକ୍ତରାଜ୍ୟରେ ଏହା ଏକ ବିନା ପ୍ରେସ‌କ୍ରିପସନ ଭାବରେ ଉପଲବ୍ଧ ଅଛି ଓ ୨୦୨୦ ସୁଦ୍ଧା ୩୦ଟି ଟାବଲେଟ୍ ମୂଲ୍ୟ ପ୍ରାୟ ୧୪୦ ପାଉଣ୍ଡ ଥିଲା। ଯୁକ୍ତରାଷ୍ଟ୍ରରେ କୌଣସି ଚିକିତ୍ସା ବ୍ୟବହାର ପାଇଁ ଏହା ଅନୁମୋଦିତ ନୁହେଁ, ଯଦିଓ ଏହା ବେଳେବେଳେ ବ୍ୟବହୃତ ହୁଏ । ଏହା ସାଧାରଣତ ୟୁରୋପରେ ନିଓନାଟାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ବ୍ୟବହୃତ ହୁଏ । ଐତିହାସିକ ଭାବେ ଏହା ଉତ୍ତେଜନାକୁ ପରିଚାଳନା କରିବା ପାଇଁ ମାନସିକ ଆଶ୍ରୟସ୍ଥଳୀରେ ବ୍ୟବହୃତ ହେଉଥିଲା ଏବଂ ମିକେ ଫିନ୍ ନାମରେ ପରିଚିତ "ନକ୍ଆଉଟ୍ ଡ୍ରପ୍" ସୃଷ୍ଟି ପାଇଁ ଆଲକୋହୋଲ ସ‌ହିତ ମିଶ୍ରିତ ହେଉଥିଲା ।

ଆଧାର

Tags:

ନିଦ୍ରାହୀନତା

🔥 Trending searches on Wiki ଓଡ଼ିଆ:

ଶାରଳା ପୁରସ୍କାରପ୍ରମିଳା ମଲ୍ଲିକକନ୍ନଗୀବୈକୁଣ୍ଠନାଥ ପଟ୍ଟନାୟକପୁରିଜଗନ୍ନାଥଙ୍କ ସେବକହୃଷୀକେଶ ପଣ୍ଡାଅଞ୍ଜଳି (କବିତା ସଙ୍କଳନ)ମେଘନାଦ ପ୍ରାଚୀରଲକ୍ଷ୍ମଣ ନାୟକମିଶ୍ରଧାତୁମଲ୍ଲିକା ସରାଭାଇରୋମାନିଆଅବସରଓଡ଼ିଶାର ଲୋକ ସଭା ନିର୍ବାଚନ ମଣ୍ଡଳୀ ତାଲିକାହୋ ଜନ‌ଜାତିଫନୀ ମହାନ୍ତିତୃପ୍ତି ଦାସପ୍ରତାପ କେଶରୀ ଦେଓଦୁର୍ଗାରାମେଶ୍ୱର ମନ୍ଦିରଓଡ଼ିଆ ରାମାୟଣଅମରପୋଇମେଘପାଞ୍ଜିବିଶ୍ୱ ପଶୁ ଦିବସବସନ୍ତ କୁମାର ଶତପଥୀରାଧାନାଥ ରାୟପଖାଳପାର୍କିନ୍‌ସନ୍ ରୋଗ୪ ଡିସେମ୍ବରଅନୁବ୍ରତ ବସୁଦାଶରଥୀ ଜେନାଗୀତଗୋବିନ୍ଦପଞ୍ଚସଖାଛବିଳ ମଧୁ ବର୍ଣ୍ଣବୋଧସଜନାଜାତୀୟ ଆଇନ ସେବା ଦିବସନନ୍ଦିଘୋଷରାମଚନ୍ଦ୍ର ବେହେରାଜଳାତଙ୍କ୮ ଫେବୃଆରୀଭୁବନେଶ୍ୱର ବେହେରାପ୍ରଭାତ ରଞ୍ଜନ ବିଶ୍ୱାଳକାଙ୍ଗାଳି ଚରଣ ପଣ୍ଡାଶିବ ଚତୁର୍ଦ୍ଦଶୀପଲଉସାରଳା ମହାଭାରତପଠାଣି ସାମନ୍ତରଜନୀଗନ୍ଧା (ଫୁଲ)ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିପଣା ସଂକ୍ରାନ୍ତିନବରାତ୍ରୀକଳସା ଚଉତିଶାଭାରତର ସଂସ୍କୃତିସଚ୍ଚିଦାନନ୍ଦ ରାଉତରାୟଜର୍ଜ କ୍ୟାଣ୍ଟରରଚିତା ମିସ୍ତ୍ରୀ୧୮୮୨କଟକବିଶ୍ୱଜିତ ଦାସକୁପୋଷଣସ୍ତନବୌଦ୍ଧଗଡ଼ତିର୍ତ୍ତୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋଦାବରୀଶ ମିଶ୍ରଉଦୟନାଥ ଷଡ଼ଙ୍ଗୀବଡ଼ ଓଡ଼ିଆ ମଠଦିବ୍ୟସିଂହ ଦେବଓଡ଼ିଶାର ସଂସ୍କୃତିମଙ୍ଗଳମୟୂରଭଞ୍ଜ ଜିଲ୍ଲାଜଗନ୍ନାଥ ମନ୍ଦିର🡆 More