କୃଷ୍ଣ ସୁଦାମା: ୧୯୭୬ର ଓଡ଼ିଆ କଥାଚିତ୍ର

କୃଷ୍ଣ ସୁଦାମା ୧୯୭୬ ମସିହାରେ ମୁକ୍ତିଲାଭ କରିଥିବା ଏକ 'କଳାଧଳା' ଓଡ଼ିଆ କଥାଚିତ୍ର । ନିତାଇ ପାଲିତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି କଥାଚିତ୍ରକୁ ଗୋବିନ୍ଦ ତେଜ ପ୍ରଯୋଜନା କରିବା ସହ ସୁଦାମା ଭୂମିକାରେ ଅଭିନୟ କରିଥିଲେ । ଅତିବଡ଼ୀ ଜଗନ୍ନାଥ ଦାସଙ୍କ 'ଭାଗବତ'ର ଦ୍ୱାରକା ଲୀଳା ଆଧାରରେ ଋଷି ସାନ୍ଦିପନୀଙ୍କ ଆଶ୍ରମରେ ଶ୍ରୀକୃଷ୍ଣଙ୍କ ସହପାଠୀ ସୁଦାମା ଚରିତ୍ରକୁ ନେଇ ଏହାର କାହାଣୀ ଗତିଶୀଳ ହୋଇଛି ।

କୃଷ୍ଣ ସୁଦାମା
ନିର୍ଦ୍ଦେଶକନିତାଇ ପାଲିତ
ପ୍ରଯୋଜକଗୋବିନ୍ଦ ତେଜ
କଳାକାରଶାନ୍ତି ସ୍ୱରୂପ ମିଶ୍ର, ଗୋବିନ୍ଦ ତେଜ, ତ୍ରିପୁରା ମିଶ୍ର, ଅନିତା ଦାସ, ଧୀର ବିଶ୍ୱାଳ
ସଙ୍ଗୀତପ୍ରଫୁଲ୍ଲ କର
ଚିତ୍ରଗ୍ରହଣଦୀପକ ଦାସ
ମୁକ୍ତିଲାଭ ତାରିଖ
୧୩ ମ‌ଇ ୧୯୭୬
ଦେଶଭାରତ
ଭାଷାଓଡ଼ିଆ

ଅଭିନୟରେ

ଓଡ଼ିଆ କଥାଚିତ୍ର ‘କୃଷ୍ଣ ସୁଦାମା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର

ଅଧିକ ତଥ୍ୟ

Tags:

ଓଡ଼ିଆ ଭାଗବତଜଗନ୍ନାଥ ଦାସନିତାଇ ପାଲିତ

🔥 Trending searches on Wiki ଓଡ଼ିଆ:

ମେଷ (ରାଶି)୭ ମାର୍ଚ୍ଚଚେକ୍ ଗଣରାଜ୍ୟବିଜ୍ଞାନରେଭେନ୍ସା ବିଶ୍ୱବିଦ୍ୟାଳୟସୁନାବିବାହସୀସାଭାରତୀୟ ମୁଦ୍ରାମୁକୁନ୍ଦ ଦେବମୋଗଲ ସାମ୍ରାଜ୍ୟଅଷ୍ଟ୍ରେଲିଆ ଆଦିମ ଅଧିବାସୀବିଶ୍ୱତାପନଜୋଆନ ଅଫ ଆର୍କ୧୧ ମାର୍ଚ୍ଚଚୈତ୍ର ମଙ୍ଗଳବାର ଓଷାଓଡ଼ିଆ ଉଇକିପିଡ଼ିଆଯମେଶ୍ୱର ମିଶ୍ରଯକ୍ଷ୍ମାଲିଓନେଲ୍ ମେସିଗଞ୍ଜା ଲଢ଼େଇଧଣିଆସାଲବେଗଝାଲ ମୁଢ଼ିଲବଣ ସତ୍ୟାଗ୍ରହରୀତା ସାହୁକାଳୀଚରଣ ପଟ୍ଟନାୟକଇସ୍ରାଏଲ୨୯ ମାର୍ଚ୍ଚରତ୍ନାକର ଚଇନିରମାକାନ୍ତ ରଥଜହ୍ନିଓଷାରାମଚନ୍ଦ୍ର ବେହେରାଓଡ଼ିଶାର ଦୋଳଯାତ୍ରାଆନୋରେକସିଆ ନର୍ଭୋସାମଧୁସୂଦନ ଦାସବ୍ରାହ୍ମଣୀ ନଦୀରଥଯାତ୍ରାବୀଣାପାଣି ମହାନ୍ତିଭାଷାପୁରୀତରୁଣକାନ୍ତି ମିଶ୍ରwiki.phtmlଶୁଚିତ୍ୱଜୟନ୍ତ ମହାପାତ୍ରଓଡ଼ିଆ ଭାଷା ଆନ୍ଦୋଳନଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରକୟାଁ ଜନଜାତିଉଇକିମିଡ଼ିଆ ମୁଭମେଣ୍ଟସ୍ୱିଡେନଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନାରୁତୋରାଧାନାଥ ରାୟ୧୪୯୬ରବି ସିଂହ ମାଝିପ୍ରାଚୀନ ମିଶରଉଇକିବିଦ୍ୟାଳୟମହାତ୍ମା ଗାନ୍ଧୀପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷବ୍ୟଞ୍ଜନ ବର୍ଣ୍ଣ୧୯୬୬ପ୍ରେମଦ୍ରୌପଦୀ ମୁର୍ମୁରାଜକନିକାରାଧା୨ ଡିସେମ୍ବରଦୀପାବଳୀ🡆 More