କାଶିପୁର, ରାୟଗଡ଼ା: ଭାରତରେ ଗ୍ରାମ

]

କାଶିପୁର
ଗ୍ରାମ
ଦେଶକାଶିପୁର, ରାୟଗଡ଼ା: ଭୂଗୋଳ, ବିଶିଷ୍ଟ ବ୍ୟକ୍ତି, ପର୍ଯ୍ୟଟନ India
ରାଜ୍ୟଓଡ଼ିଶା
ଜିଲ୍ଲାରାୟଗଡ଼ା
Population
 (2011)
 • Total୧୧୮୦୯
ଭାଷା
 • ସରକାରୀଓଡ଼ିଆ
Time zoneUTC+5:30 (IST)

କାଶିପୁର ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ଗ୍ରାମ । ଉତ୍କଳ ଆଲୁମିନାର ପ୍ରସ୍ତାବିତ କାରଖାନାକୁ ବିରୋଧପୂର୍ବକ ଏଠାରେ ୨୦୦୪ ଡେସେମ୍ବର ୧ରେ ହୋଇଥିବା ଗଣ ଆନ୍ଦୋଳନ ପାଇଁ ଏହା ସେତେବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ଭୂଗୋଳ

କାଶିପୁରର ଭୌଗୋଳିକ ଅବସ୍ଥାନ ହେଉଛି latd = ୧୯.୨୨, longd = ୮୩.୦୮ । ଜିଲ଼୍ଲା ମୁଖ୍ୟାଳୟ ରାୟଗଡ଼ାଠାରୁ ପଶ୍ଚିମ ଦିଗକୁ ଏହା ୭୫ କିଲୋମିଟର ଦୂରରେ ରହିଛି । ୨୦୧୧ ଜନଗଣନା ଅନୁଯାୟୀ କାଶିପୁରର ଜନସଂଖ୍ୟା ୧୧,୮୦୯ । ଭାଲୁମସ୍କା ରେଳ ଷ୍ଟେସନ ଏହାର ନିକଟତମ ରେଳଷ୍ଟେସନ ଭାବେ ଏଠାରେ ରେଳ ଯୋଗାଯୋଗ ରହିଛି । ଏହାର ନିକଟତମ ବିମାନ ବନ୍ଦର ହେଉଛି ଜୟପୁର । ଏଠାକାର ପ୍ରଚଳିତ ଭାଷା ହେଉଛି ଓଡ଼ିଆ ଏବଂ ତେଲୁଗୁ । ରାୟଗଡ଼ା ଜିଲ୍ଲାର ତହସିଲମାନଙ୍କ ମଧ୍ୟରେ କାଶିପୁର ଅନ୍ୟତମ ।

ବିଶିଷ୍ଟ ବ୍ୟକ୍ତି

ସୁମନୀ ଝୋଡ଼ିଆ

ପର୍ଯ୍ୟଟନ

ବଣ, ଜଙ୍ଗଲ ଏବଂ ଝରଣାରେ ପରିପୂର୍ଣ ଏହାର ପ୍ରାକୃତିକ ଶୋଭା ମନମୁଗ୍ଧକର ଅଟେ ।

ଆଧାର

ବାହାର ତଥ୍ୟ

Tags:

କାଶିପୁର, ରାୟଗଡ଼ା ଭୂଗୋଳକାଶିପୁର, ରାୟଗଡ଼ା ବିଶିଷ୍ଟ ବ୍ୟକ୍ତିକାଶିପୁର, ରାୟଗଡ଼ା ପର୍ଯ୍ୟଟନକାଶିପୁର, ରାୟଗଡ଼ା ଆଧାରକାଶିପୁର, ରାୟଗଡ଼ା ବାହାର ତଥ୍ୟକାଶିପୁର, ରାୟଗଡ଼ା

🔥 Trending searches on Wiki ଓଡ଼ିଆ:

ପଞ୍ଚସଖାସଞ୍ଜୁ ସାମସନଟୋଲକାପୋନକଦଳୀଗଛବାବୁଶାନ୍ସ୍ୱାଧୀନତା ଦିବସ‌ (ଭାରତ)ଉତ୍କଳ ସମ୍ମିଳନୀଦେଓମାଳୀଭୀମ ପୃଷ୍ଟିଜବାହରଲାଲ ନେହେରୁକଲମ୍ବିଆଅଦାଲସ ଏଞ୍ଜଲେସ ଲେକର୍ସଦାମୋଦର ରାଉତଭୁବନେଶ୍ୱରକେଶବ କୋଇଲିସଙ୍କୀର୍ତ୍ତନବିଜୟ ମିଶ୍ରଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ତାରାତାରିଣୀ ମନ୍ଦିରଓଡ଼ିଆ ଭାଗବତପ୍ରତିଭା ରାୟପଠାଣି ସାମନ୍ତଗୋଦାବରୀଶ ମିଶ୍ରଏଚଆଇଭି/ଏଡସଅଶୋକାଷ୍ଟମୀବିବାହନବକଳେବରକୁନ୍ତଳା କୁମାରୀ ସାବତପ୍ରଥମ ବିଶ୍ୱଯୁଦ୍ଧଅକ୍ଷୟ ତୃତୀୟାମି ଠୁ (ହ୍ୟାସଟ୍ୟାଗ)ଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଯୋଗଓଡ଼ିଆ ଭ୍ରମଣ ସାହିତ୍ୟମ୍ୟାଲେରିଆମହିମା ଧର୍ମବିଅରଭୂମିକମ୍ପରାମଚନ୍ଦ୍ର ବେହେରାସୁବର୍ଣ୍ଣରେଖା ନଦୀକଳିଙ୍ଗ ଯୁଦ୍ଧରାଧାମୋହନ ଗଡ଼ନାୟକଧର୍ମଅଣସରଓଡ଼ିଆ ବାହାଘରମାଟିର ମଣିଷ (ଉପନ୍ୟାସ)ଗୋପବନ୍ଧୁ ଦାସଦଶାବତାରଗୁରୁବାରମହାତ୍ମା ଗାନ୍ଧୀଙ୍କ ପରିବାରଆମ୍ବଭୂମିକା ଦାଶବି. ଆର. ଆମ୍ବେଦକରରସୁଣରଣା ସାପସ୍ତନଭାରତୀୟ ଦଣ୍ଡ ସଂହିତା, ୧୮୬୦ଜଳ ପ୍ରଦୂଷଣଛବିଳ ମଧୁ ବର୍ଣ୍ଣବୋଧକାଜୁରତ୍ନାକର ଚଇନି୧୦ ଅଗଷ୍ଟବାଜି ରାଉତଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଇଲେକ୍ଟ୍ରୋନିକ କମର୍ସଓଡ଼ିଶାର ଇତିହାସଜହ୍ନଭଗବତ ଗୀତା🡆 More