ଇସ୍ପାତ

'ଇସ୍ପାତ (ଇଂରାଜୀ ଭାଷାରେ Steel) ଏକ ମିଶ୍ର ଧାତୁ (alloy) ଯାହା ଲୁହା ଓ କାର୍ବନ, ବେଳେ ବେଳେ ଅନ୍ୟାନ୍ୟ ଧାତୁମାନଙ୍କ ମିଶ୍ରଣ କରି ତିଆରି କରାଯାଏ । ପ୍ରସାରଣ ଶକ୍ତି ଓ ସ୍ୱଳ୍ପ ମୂଲ୍ୟ ସକାଶେ ଏହାକୁ କୋଠାଘର, ଜାହାଜ, ରେଲଗାଡ଼ି, ମେସିନ, ପରିବ‌ହନ ଗାଡ଼ି, ଘରୋଇ ଉପକରଣ ଓ ବିଭିନ୍ନ ଆବଶ୍ୟକୀୟ ଉପକରଣମାନ ତିଆରି କରାଯାଏ । ମୂଳ ଧାତୁ (base metal) ଲୁହାକୁ ବ୍ୟବ‌ହାର କରି ଇସ୍ପାତ ତିଆରି ହୁଏ ।

ଇସ୍ପାତ
The steel cable of a colliery winding tower

ବିଶୁଦ୍ଧ ଲୁହାରେ ଥିବା କ୍ରସ୍ଟାଲ ଗଠନରେ ଲୌହ ଉପାଦାନର ପ୍ରତିରୋଧ ଶକ୍ତି ଅତି କମ୍ ଥିବା ଯୋଗୁ ଅତି ନମନୀୟ ହୋଇଥାଏ ଯାହାଦ୍ୱାରା ନରମ ରହେ । ବିଶୁଦ୍ଧ ଲୁହାର କ୍ରିସ୍ଟାଲ ଗଠନରେ (crystal structure ) ପ୍ରତିରୋଧ ଶକ୍ତି ଅତି କମ୍ ଥିବା ଯୋଗୁ ଲୁହା ଅଣୁ ଗୋଟାକ ଉପରେ ଗୋଟାଏ ଖସିଯାଏ । ତେଣୁ ଏହାକୁ ଶକ୍ତ କରିବା ପାଇଁ ସ୍ୱଳ୍ପ ପରିମାଣର ଅନ୍ୟ ଧାତୁ ମିଶାଯାଏ ।

ହଜାର ହଜାର ବର୍ଷ ପୂର୍ବେ ବ୍ଲୁମେରି (bloomery) ଫର୍ନେସରେ ଇସ୍ପାତ ତିଆରି ହେଉଥିଲା କିନ୍ତୁ ଏହାର ପ୍ରସ୍ତୁତି ସପ୍ତଦଶ ଶତାବ୍ଦୀରେ ବ୍ଲାସ୍ଟ ଫର୍ନେସ ଉପ‌ଯୋଗ ହେବା ପରେ ଏହାର ଦକ୍ଷ ଉପାୟ ପ୍ରୟୋଗ ଯୋଗୁ କାରଖାନାରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା ଓ କ୍ରସିବ୍ଲ ଇସ୍ପାତ (en:crucible steel) ତିଆରି ହେଲା । ଊନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଇଂଲଣ୍ଡରେ ଓପନ ହାର୍ଥ ଫର୍ନେସ (open-hearth furnace) ଓ ତା'ପରେ ବେସେମର ପ୍ରକ୍ରିୟାରେ (Bessemer process) ଇସ୍ପାତ ତିଆରି ଆରମ୍ଭ ହୋଇଥିଲା । ବେସେମର ପ୍ରକ୍ରିୟା ଉଦ୍‌ଭାବନ ହେବା ପରେ ବିପୁଳ ପରିମାଣର (mass-produced) ଇସ୍ପାତ ତିଆରି ଯୁଗ ଆରମ୍ଭ ହୋଇଥିଲା । ରଟ ଲୁହା (wrought iron) ବଦଳରେ ସାମାନ୍ୟ ଇସ୍ପାତ ବ୍ୟବ‌ହାର ଆରମ୍ଭ ହେଲା ।

ସଂଜ୍ଞା ଓ ସମ୍ପର୍କୀୟ ଉପକରଣ

ଇସ୍ପାତ ଏକ ବିଶେଷ୍ୟ ପଦ ଯାହା ଏକ ପ୍ରୋଟୋଜର୍ମାନିକ ବିଶଷଣ ସ୍ଟାହଲିଜା ବା ସ୍ଟାଖଲିଜାନ (stahliją or stakhlijan) ଶବ୍ଦମାନଙ୍କରୁ ଉତ୍ପନ୍ନ ହୋଇଛି ଯାହାର ଅର୍ଥ ଶକ୍ତ ଭାବରେ ଠିଆ ।

ସାଧାରଣ ଲୁହା-କାର୍ବନ ଆଲୟ ଇସ୍ପାତରେ ଓଜନର ପ୍ରାୟ ୦.୦୦୨% ଓ ୨.୧୪% ପରିମାଣର କାର୍ବନ ଥାଏ । ମିଶ୍ର ଧାତୁମାନଙ୍କର ଅନୁପାତ ପରିମାଣ ଏହାର ଉପାଦନ ଉପରେ ନିର୍ଭର କରେ ଯେପରି ମାଙ୍ଗାନିଜ, କ୍ରୋମିଅମ, ନିକେଲ, ଟଙ୍ଗସ୍ଟେନ ଇତ୍ୟାଦି । ଇଉଟେକ୍ଟିକ ପ୍ରତିକ୍ରିୟାରେ କ୍ୟାସ୍ଟ ଲୁହା ତିଆରି ହୁଏ । ଅତି କମ୍ ପରିମାଣର ଲୁହା ଦେଲେ ଇସ୍ପାତ ନରମ, ଦୁର୍ବଳ ଓ ନମନୀୟ ରହେ । ଅଧିକ କାର୍ବନ ରହିଲେ ଭଙ୍ଗୁର ହୁଏ ଯେପରି ପିଗ ଲୁହା (pig iron) । କେବଳ ଲୁହା ସ‌ହ କାର୍ବନ ମିଶିଲେ କାର୍ବନ ଇସ୍ପାତ କୁହାଯାଏ ଓ ଅନ୍ୟାନ୍ୟ ଉପଦାନ ମିଶେଇଲେ ଆଲୟ ଇସ୍ପାତ କୁହାଯାଏ । ସାଧାରଣ ଆଲୟ ଉପାଦାନ ଭାବରେ ମାଙ୍ଗାନିଜ, ନିକେଲ, କୋବାଲ୍ଟ, ଟଙ୍ଗସ୍ଟେନ, କ୍ରୋମିଅମ, ମୋଲିବଡେନମ, ବୋରୋନ, ଟାଇଟାନିଅମ, ଭାନାଡିଅମ ଓ ନିଓବିଅମ ଥାଏ । ଅଧିକ କେତେକ ଦ୍ରବ୍ୟ ଅନାବଶ୍ୟକ ବିବେଚନା କରାଯାଉଥିଲେ ମଧ୍ୟ ସେଗୁଡ଼ିକ ବ‌ହୁତ ଆବଶ୍ୟକ ଯେପରିକି ଫସଫରସ, ସଲଫର, ସିଲିକନ ଓ ଅତି ସ୍ୱଳ୍ପ ପରିମାଣର ଅମ୍ଳଜାନଯବକ୍ଷାରଜାନ

ଆଧାର

Tags:

en:alloyen:base metalଇଂରାଜୀ ଭାଷାକାର୍ବନଲୁହା

🔥 Trending searches on Wiki ଓଡ଼ିଆ:

ଜଗନ୍ନାଥ ମନ୍ଦିରଶୀତଳ ଷଷ୍ଠୀ ଯାତ୍ରାମଦର ଟେରେସାଇନ୍ଦିରା ଗାନ୍ଧୀକାହ୍ନୁଚରଣ ମହାନ୍ତିଉତ୍କଳ ବିଶ୍ୱବିଦ୍ୟାଳୟଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଅସହଯୋଗ ଆନ୍ଦୋଳନଗୋଦାବରୀଶ ମହାପାତ୍ରବିସ୍ଥାପିତ କାନ୍ଧ ଗଣ୍ଠିବିରଳା ମନ୍ଦିର, ହାଇଦ୍ରାବାଦନଟବର ସାମନ୍ତରାୟମାର୍ଚ୍ଚ ୨୧vji40ପୁରୁଷୋତ୍ତମ ଦେବ୨୯ ମାର୍ଚ୍ଚଢଗ ଢମାଳିଶ୍ରୀ ଅରବିନ୍ଦବେଣୁଧର ରାଉତଶ୍ରବଣ ( ରାମାୟଣ ର ଚରିତ୍ର )୨୦ ଅଗଷ୍ଟପାରମିତା ଶତପଥୀତାରିଣୀ ମନ୍ଦିର, ଘଟଗାଁଯୌନ ସମ୍ଭୋଗଦ୍ୱିତୀୟ ବିଶ୍ୱଯୁଦ୍ଧଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ଶେୟାର ବଜାରଜନ୍ମ ନିରୋଧଶରତ କୁମାର ମହାନ୍ତିପରୀକ୍ଷାପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ବନ୍ୟାଓଡ଼ିଆକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାସୂର୍ଯ୍ୟବଂଶୀ ସୂରଜଓଡ଼ିଶାର ଭୂଗୋଳଏ. ପି. ଜେ. ଅବଦୁଲ କଲାମରାୟଗଡ଼ା ଜିଲ୍ଲାଦାମୋଦର ରାଉତଅନନ୍ତ ପଟ୍ଟନାୟକଆଜାଦ ହିନ୍ଦ୍ ଫୌଜଭାରତୀୟ ଡାକ ସେବାଏଣ୍ଡୋମେଟ୍ରିଓସିସହୃଷୀକେଶ ପଣ୍ଡାମାର୍ଚ୍ଚ୨୧ଗୋଲୋକ ବିହାରୀ ଧଳମଟର ସାଇକେଲନିତ୍ୟାନନ୍ଦ ଶତପଥୀବିରଳା ମନ୍ଦିର, କୋଲକାତାବିଜୟ ଶଙ୍କର ଦାସମହିଳା ଯୌନାଙ୍ଗ ଛେଦନରେଶମ ପଥଆପେଣ୍ଡିସାଇଟିସଜୟ ଜଗନ୍ନାଥମେହମୁଦ ହୁସେନମନୋଜ ଦାସଙ୍କ କଥା ଓ କାହାଣୀଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଗୁଗଲନାରାୟଣ ସାହୁଶେର ଶାହ ସୁରୀଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରଗାଲୁଆକୋଚିଲାଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)🡆 More