ଇଂରାଜୀ ବଜାର

]

Malda
মালদা
English Bazar
City / Urban Agglomeration
The historical entry gate to Gaur
The historical entry gate to Gaur
Nickname: 
Mango City
ଦେଶଇଂରାଜୀ ବଜାର ଭାରତ
ରାଜ୍ୟWest Bengal
ଜିଲ୍ଲାMalda
Elevation
17 m (56 ft)
Population
 (2011)
 • City / Urban Agglomeration୨,୧୬,୦୮୩
 • Metro
୩,୨୪,୨୩୭
ଭାଷା
 • ସରକାରୀBengali, English
Time zoneUTC+5:30 (IST)
PIN
73210x
ଟେଲିଫୋନ କୋଡ଼91-3512-2xxxxx
ଯାନବାହାନ ପଞ୍ଚୀକରଣWB-65/WB-66
Lok Sabha constituencyMaldaha Dakshin
Vidhan Sabha constituencyEnglish Bazar
Websitewww.englishbazarmunicipality.com
1The coordinates given here are metric and based upon the Microsoft Encarta Reference Library Map Center 2005 2

ଇଂରାଜୀ ବଜାର ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହାକୁ ମାଲଦା ବି କୁହାଯାଏ । 'ଆମ୍ବ ସହର' ଭାବେ ଏହା ଜଣାଶୁଣା । ମାଲଦା, ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଅବସ୍ଥିତ ।

ଭୋଗୋଳିକ ଅବସ୍ଥିତି

ମାଲଦାର ଅବସ୍ଥିତି 25°00′N 88°09′E / 25.00°N 88.15°E / 25.00; 88.15ରେ ଅଟେ । ସମୁଦ୍ର ପତନଠାରୁ ଏହାର ଉଚ୍ଚତା ପ୍ରାୟତଃ ୧୭ ମିଟର (୫୬ ଫୁଟ) ଅଟେ । ମହାନନ୍ଦ ନଦୀର ପଶ୍ଚିମ ପାର୍ଶ୍ୱରେ ଏହି ସହରଟିସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଇଂରାଜୀ ବଜାର ସହରର ମୋଟ ଜନସଂଖ୍ୟା ୧୬୧୪୪୮ ଅଟେ । ସେଥି ମଧ୍ୟରୁ ୫୧.୩୭% ଜଣ ପରୁଷ ହୋଇଥିବା ବେଳେ ୪୮.୬୩% ଜଣ ନାରୀ ଅଟନ୍ତି । ଇଂରାଜୀ ବଜାରର ସାକ୍ଷରତା ହାର ୭୪.୫୮% ଅଟେ । ଏହା ଜାତୀୟ ହାରଠାରୁ ୯.୭୪% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୦.୨୧% ପ୍ରତିଶତ ପୁରୁଷ ଓ ୩୪.୩୭% ନାରୀ ଅଟନ୍ତି । ୧୦.୨୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।

ଭାଷା

ବଙ୍ଗାଳୀ ଇଂରାଜୀ ବଜାରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

ଆଧାର

ବାହାର ଲିଙ୍କ

Tags:

ଇଂରାଜୀ ବଜାର ଭୋଗୋଳିକ ଅବସ୍ଥିତିଇଂରାଜୀ ବଜାର ଜନସଂଖ୍ୟା ଓ ସାକ୍ଷରତାଇଂରାଜୀ ବଜାର ଭାଷାଇଂରାଜୀ ବଜାର ଆହୁରି ପଢନ୍ତୁଇଂରାଜୀ ବଜାର ଆଧାରଇଂରାଜୀ ବଜାର ବାହାର ଲିଙ୍କଇଂରାଜୀ ବଜାର

🔥 Trending searches on Wiki ଓଡ଼ିଆ:

ପଲଉସାହାଣମେଲାନୀଳକଣ୍ଠ ଦାସଗରୁଡ଼ହାଡ଼ଫୁଟିକଳାମଣ୍ଡଳମ ରାଧିକା୯୨୪ବନ୍ଦେ ଉତ୍କଳ ଜନନୀଗୋପବନ୍ଧୁ ଚୌଧୁରୀମଧୁସୂଦନ ଦାସନିତ୍ୟାନନ୍ଦ ମହାପାତ୍ରରଜନୀଗନ୍ଧା (ଫୁଲ)ଭାରତର ସଂସ୍କୃତିବରଗଛମହାଦେଶରାମ ପ୍ରସାଦ ସିଂହଦେବସ୍ନାନ ପୂର୍ଣ୍ଣିମାମଇ୧୭ ଫେବୃଆରୀ୯୨୯ପାନମହାଭାରତହନୁମାନଓଡ଼ିଶାର ସଂସ୍କୃତିରମାକାନ୍ତ ରଥଆଦି ଶଙ୍କରାଚାର୍ଯ୍ୟଲକ୍ଷ୍ମଣ ନାୟକଧନ ନନ୍ଦବିନୋବା ଭାବେଓଡ଼ିଆ ଭାଗବତ୨୦୦୬ଉଦୟନାଥ ଷଡ଼ଙ୍ଗୀଓଡ଼ିଶାର ଇତିହାସପଠାଣି ପଟ୍ଟନାୟକସମାଜ (ଖବରକାଗଜ)ଖାଦ୍ୟଉପେନ୍ଦ୍ର ଭଞ୍ଜଭାସ୍କୋ ଡା ଗାମାସୌର ଜଗତଅକ୍ଷୟ ତୃତୀୟାଶ୍ରୀନିବାସ ଉଦ୍‌ଗାତାସକାଳ ଧୂପଉତ୍କଳ ସାହିତ୍ୟ ସମାଜନୀଳାଦ୍ରି ଭୂଷଣ ହରିଚନ୍ଦନଫୁଲହୋ ଜନ‌ଜାତିଏ. ପି. ଜେ. ଅବଦୁଲ କଲାମଗ୍ରହତୁଳସୀସୁଖ ସଂସାରରାମାୟଣହେମନ୍ତ ଦାସପରେଶ କୁମାର ପଟ୍ଟନାୟକଖମ୍ଭାତଅନନ୍ତ ପଟ୍ଟନାୟକମାୟାଧର ଜେନାସିଦ୍ଧାନ୍ତ ମହାପାତ୍ରରେବତୀ (କ୍ଷୁଦ୍ରଗଳ୍ପ)ସଂସ୍କୃତରାମଚନ୍ଦ୍ର ବେହେରାୟୁକ୍ଲିଡ୍ଗଙ୍ଗାଧର ମେହେର୧୭୨୫ଶାନ୍ତନୁବିଶ୍ୱ ପଶୁ ଦିବସଉତ୍କଳ ରତ୍ନ ସମ୍ମାନଦିବ୍ୟସିଂହ ଦେବଅମୃତ ଫଳପୁରୁଷୋତ୍ତମ ଦେବମହାନଦୀପରଜା🡆 More