ଆୟାଖା ମେଲିଥାଫା: ପର୍ଯ୍ୟାବରଣ କର୍ମୀ

]

ଆୟାଖା ମେଲିଥାଫା (ଇଂରାଜୀ ଭାଷାରେ Ayakha Melithafa) ଜଣେ ସତର ବର୍ଷ ବୟସ୍କ ପର୍ଯ୍ୟାବରଣ କର୍ମୀ ଯିଏ ଦକ୍ଷିଣ ଆଫ୍ରିକାର (South African) ଏରେସ୍ଟେ ରିଭର, ପଶ୍ଚିମ କେପ (Eerste River| in the Western Cape) ଅଞ୍ଚଳର ବାସିନ୍ଦା ।

ଶିକ୍ଷା

ଖାୟେଲିତ୍ସାର (Khayelitsha) ସେଣ୍ଟ୍ର ଅଫ ସାଇନ୍ସ ଆଣ୍ଡ ଟେକନୋଲୋଜି ସଂସ୍ଥାର ମେଲିଥାଫା‌ ଏକ ଛାତ୍ର ।

ଜଳବାୟୁ କାର୍ଯ୍ୟକ୍ରମ

ମେଲିଥାଫା ତାଙ୍କର ୧୬ ଜଣ ଭାଇ ଭଉଣୀଙ୍କ ମଧ୍ୟରୁ ଗ୍ରେଟା ଥନବର୍ଗ, ଆଲେକଜାଣ୍ଡ୍ରିଆ ଭିଲାସେନର, କାର୍ଲ ସ୍ମିଥ ଓ କାଟାରିନ ଲୋରେଞ୍ଜୋ ସ‌ହିତ ମିଳିତ ଭାବରେ ଶିଶୁ ଅଧିକାର, ମିଳିତ ଜାତିସଂଘ କମିଟିକୁ (United Nations' Committee on the Rights of the Child) ଏକ ଅଭିଯୋଗରେ ଜଳବାୟୁ ସଙ୍କଟ (climate crisis) ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉନଥିବା ଉଲ୍ଲେଖ କରିଥିଲେ ।

ସନ ୨୦୧୦ ସୁଦ୍ଧା କାର୍ବନ ପରିମାଣ ୯୦% କମ୍ କରିବାକୁ ଲକ୍ଷ ରଖିଥିବା ଏକ ଦକ୍ଷିଣ ଆଫ୍ରିକୀୟ ସଂଗଠନ 'ୟୁଲିଡ'ରେ ରିକ୍ରୁଟମେଣ୍ଟ ଅଫିସିଆଲ ଫର ଦି ଆଫ୍ରିକାନ କ୍ଲାଇମେଟ ଆଲିଆନ୍ସ ସଂସ୍ଥାରେ କାମ କରନ୍ତି ।

ବିଶେଷତଃ ଜଳବାୟୁ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱରକୁ ସମ୍ମିଳିତ କରିବାକୁ ମେଲିଥାଫା ସମର୍ଥନ କରନ୍ତି:

"ଦରିଦ୍ର ଜନତା ଓ କଳା ଲୋକମାନେ ଏହି ବିରୋଧାତ୍ମକ ଯାତ୍ରାରେ ଭାଗ ନେବା ନିତାନ୍ତ ଆବଶ୍ୟକ କାରଣ ସେମାନେ ଜଳବାୟୁର ପରିବର୍ତ୍ତନର ଭୟାବ‌ହତା ଅନୁଭବ କରୁଛନ୍ତି । ସେମାନେ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ ଓ ଦାବୀ କରି ଶୁଣିବା ପର୍ଯ୍ୟନ୍ତ କ‌ହିବା ଆବଶ୍ୟକ । --- ଆୟାଖା ମେଲିଥାଫା‌

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଆଚାର୍ଯ୍ୟ ହରିହର୧୨ ଫେବୃଆରୀସୁଦଶା ବ୍ରତଓଡ଼ିଆ କାବ୍ୟ କବିତାଶିବଲିଙ୍ଗଗଇଁଠାଉମେଶଚନ୍ଦ୍ର ସରକାରପୁରିଅନୁବ୍ରତ ବସୁଟାହିଆକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାମହାତ୍ମା ଗାନ୍ଧୀରାମଚନ୍ଦ୍ର ବେହେରାବୀଣାପାଣି ମହାନ୍ତିବାଲେଶ୍ୱର ଜିଲ୍ଲାଶ୍ରୀମନୋଜ ଦାସଙ୍କ କଥା ଓ କାହାଣୀପୂଜାଓ ଅନ୍ଧଗଳିସମାଜ (ଖବରକାଗଜ)ଉଇକିକଥାବୌଦ୍ଧଗଡ଼ପ୍ରଶାନ୍ତ ନନ୍ଦଜଗନ୍ନାଥ ଦାସଲାଲ ରଞ୍ଜିତ ସିଂହ ବରିହାସୁଧାଂଶୁବାଳା ହାଜରାଚନ୍ଦ୍ରଭାନୁ ସିଂହ ଦେଓରୋମାନିଆସତ୍ୟଭାମାଭାରତୀୟ ମହାକାଶ ଗବେଷଣା ସଂସ୍ଥାଦୀପ୍ତିରେଖା ପାଢ଼ୀଟଗର୨୦୨୨ ରୁଷର ୟୁକ୍ରେନ ଉପରେ ଆକ୍ରମଣରାଧାନାଥ ରାୟସ୍ୱାମୀ ବିବେକାନନ୍ଦବୀରକିଶୋର ଦାସରାମ୍ବୁଟାନ୍ଗୌତମ ବୁଦ୍ଧଉତ୍କଳ ରତ୍ନ ସମ୍ମାନଜ୍ୟୋତ୍ସ୍ନା ଦାସଅବକାଶ ବେଶଅମାଲୁଠିଆକିଆ ବେଶଭାସ୍କୋ ଡା ଗାମାମଇ ଦିବସତତେ ଭଲ ପାଉଛି ବୋଲିଗାୟତ୍ରୀବାଳା ପଣ୍ଡାଜଗନମୋହ‌ନ ଲାଲକାନାବିନଏଡ ହାଇପରେମେସିସ ସିଣ୍ଡ୍ରୋମଅକାନବିନ୍ଧିମଧୁସୂଦନ ରାଓହନୁମାନ ଚାଳିଶାମୂଷାକାନୀହରିଶଙ୍କର ମନ୍ଦିରୟୁକ୍ଲିଡ୍ଜଗନ୍ନାଥଙ୍କ ସେବକବ୍ରହ୍ମେଶ୍ୱର ମନ୍ଦିର, ଭୁବନେଶ୍ୱରରାମଶଙ୍କର ରାୟନବମୀକଲରାପତରିଆ ବାଘକୁଞ୍ଜବିହାରୀ ତ୍ରିପାଠୀହେମନ୍ତ ଦାସଖାଦ୍ୟସାହାଣମେଲାପଞ୍ଚସଖାବିଶ୍ୱନାଥ କରଫାଶୀପ୍ରଧାନ ପୃଷ୍ଠା🡆 More