ଅଭିଶପ୍ତ ଗନ୍ଧର୍ବ

ଅଭିଶପ୍ତ ଗନ୍ଧର୍ବ ମହାପାତ୍ର ନୀଳମଣି ସାହୁଙ୍କ ରଚିତ ଏକ ଗପ ସଙ୍କଳନ । ଏହା ୧୯୮୧ମସିହାରେ ପ୍ରକାଶ ପାଇଥିଲା ଓ କଥାକାର ମହାପାତ୍ର ନୀଳମଣି ସାହୁଙ୍କୁ ଏଥି ପାଇଁ ୧୯୮୪ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ପୁସ୍ତକଟି ଅନ୍ୟ ଭାରତୀୟ ଭାଷା ଓ ଇଂରାଜୀକୁ ମଧ୍ୟ ଅନୁବାଦିତ ହୋଇଛି ।

ଅଭିଶପ୍ତ ଗନ୍ଧର୍ବ  
ଲେଖକମହାପାତ୍ର ନୀଳମଣି ସାହୁ
ଦେଶଅଭିଶପ୍ତ ଗନ୍ଧର୍ବ ଭାରତ
ଭାଷାଓଡ଼ିଆ
ବିଭାଗଗପ ସଙ୍କଳନ
ପ୍ରକାଶ ତାରିଖ୧୯୮୧
ପୃଷ୍ଠା୨୯୨

ପୁସ୍ତକଟିରେ ୯ଟି ଗଳ୍ପ ସହିତ, ଲେଖକଙ୍କର ଆତ୍ମକଥାତ୍ମକ ଲେଖାଟିଏ ସ୍ଥାନ ପାଇଥିଲା । ସମସ୍ତଗପରେ ଲେଖକଙ୍କ ହିଁ ମୁଖ୍ୟ ଚରିତ୍ର ଭାବରେ ରହିଥିଲେ ।

ଆଧାର

ଆହୁରି ଦେଖନ୍ତୁ

Tags:

ମହାପାତ୍ର ନୀଳମଣି ସାହୁ

🔥 Trending searches on Wiki ଓଡ଼ିଆ:

କଳିଙ୍ଗ ଲିପିଉଇକିମିଡ଼ିଆ ଫାଉଣ୍ଡେସନକାପୋସିସ ସାର୍କୋମା୧୮୦୬ସୂର୍ଯ୍ୟନାରୀବାଦଶଙ୍ଖ କ୍ଷେତ୍ରରାମଚନ୍ଦ୍ର ମିଶ୍ରଉଇକିବିଦ୍ୟାଳୟଜେରୁସାଲେମରତ୍ନାକର ଚଇନିଗଙ୍ଗାଧର ମେହେରକଟକ ଜିଲ୍ଲାହିନ୍ଦୁ ଧର୍ମବିଲ୍ ଗେଟ୍ସ୍ହ୍ୱାଟ୍ସଆପମିଳିମିଳା୧୧୫୨ସୁଇଜରଲ୍ୟାଣ୍ଡଉମେଶଚନ୍ଦ୍ର ସରକାରକଲେରାଓଡ଼ିଆ ସାହିତ୍ୟକାଉଁରୀ କନ୍ୟାସୁଡୋଏଫେଡ୍ରିନବିଶ୍ୱ ଏଡ୍‌ସ ଦିବସସମ୍ବଲପୁରମୁକ୍ତେଶ୍ୱର ଦେଉଳପ୍ରତାପରୁଦ୍ର ଦେବଭୁବନେଶ୍ୱରନମିତା ଅଗ୍ରୱାଲଯୋଗ୧୨୭୪ଅମୃତାୟନଆବୁଲ କଲାମ ଆଜାଦରୋମାନିଆକମ୍ପ୍ୟୁଟରଓଜସ୍ୱୀ ଅରୋଡ଼ାଉତ୍କଳ ସମ୍ମିଳନୀଜ୍ଞାନକୋଷମିରା ଅଲଫାସାସର୍ବପଲ୍ଲୀ ରାଧାକୃଷ୍ଣନ୧୫୬୨୧୬ଶ ଲୋକ ସଭାରବର୍ଟ ମୂଗଫାରୋ ଦ୍ୱୀପପୁଞ୍ଜସାରଳା ଦାସପଶ୍ଚିମ ଓଡ଼ିଶାଦୀପାବଳୀମହୁଲହାଡ଼କମ୍ପ୍ୟୁଟର ବିଜ୍ଞାନଭାରତୀୟ ଜନତା ପାର୍ଟିହେପାଟାଇଟିସଶାନ୍ତନୁ କୁମାର ଆଚାର୍ଯ୍ୟ୨୮ ମାର୍ଚ୍ଚଜଗନମୋହ‌ନ ଲାଲଏର୍ଗୋକ୍ୟାଲସିଫେରଲଇମେଲ୧୯୨୭ଓଡ଼ିଶାର ସଂସ୍କୃତିଓଡ଼ିଆ ଭାଷା ଆନ୍ଦୋଳନଇଉରୋପଥାଇଲାଣ୍ଡଓଡ଼ିଆ ଭାଗବତଓଡ଼ିଆ ଖବରକାଗଜ ତାଲିକାଗୋଦାବରୀଶ ମହାପାତ୍ର🡆 More