ଅତାବିରା

]

ଅତାବିରା
ସହର
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାବରଗଡ଼
ବିଧାନ ସଭା ନିର୍ବାଚନ ମଣ୍ଡଳୀଅତାବିରା
ଉନ୍ନୟନ ବ୍ଳକଅତାବିରା
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୬୮ ୦୨୭
Area code+୦୬୬୮୨
ଯାନବାହାନ ପଞ୍ଚୀକରଣOR/17
ଅତାବିରା
ସବୁଜ ଶସ୍ୟ ଶ୍ୟାମଳା ଅତାବିରା

ଅତାବିରା ବରଗଡ଼ ଜିଲ୍ଲାର ଏକ ପ୍ରମୁଖ ସହର ।

ଅତାବିରା ସହର ବରଗଡ଼ ଜିଲ୍ଲା ସଦର ମହକୁମାଠାରୁ ଅଠର କିଲୋମିଟର ଦୂରରେ ଜାତୀୟ ରାଜପଥ ନ.୬ କଡ଼ରେ ସମ୍ବଲପୁରବରଗଡ଼ ସହର ମଧ୍ୟରେ ଅବସ୍ଥିତ । ଅତାବିରା ଓଡ଼ିଶା ସରକାରଙ୍କଦ୍ୱାରା ନୂତନ ଭାବେ ସ୍ୱିକୃତି ପ୍ରାପ୍ତ ବିଧାନ ସଭା ନିର୍ବାଚନ ମଣ୍ଡଳୀମାନଙ୍କ ମଧ୍ୟରୁ ଅନ୍ୟତମ । ଏହା ଏକ ବିଜ୍ଞାପିତ ପରିଷଦ ଅଞ୍ଚଳ ଭାବେ ନୂତନ ରୂପେ ପରିଗଣିତ ।

ଏସିଆର ଦୀର୍ଘତମ ନଦୀବନ୍ଧ ଯୋଜନା ହୀରାକୁଦ ଜଳଭଣ୍ଡାରଠାରୁ ଏହା ମାତ୍ର କୋଡ଼ିଏ କିଲୋମିଟର ଦୂରରେ ଅବସ୍ଥିତ ଏବଂ ମୁଖ୍ୟ ଜଳ ପ୍ରକଳ୍ପଠାରୁ ତିରିଶ କିଲୋମିଟର ଦୂରରେ ଅବସ୍ଥିତ । ହୀରାକୁଦ ଜଳଭଣ୍ଡାରଦ୍ୱାରା ଏହାର ଚାଷ ଜମିଗୁଡ଼ିକ ବହୁଳ ଭାବରେ ଉପକୃତ ଏବଂ ଏହା ପ୍ରକଳ୍ପର ମୁଖ୍ୟ ଜଳସେଚିତ ଅଞ୍ଚଳମାନଙ୍କ ମଧ୍ୟରୁ ଅନ୍ୟତମ । ଅତାବିରାର ଶତକଡା ଶହେ ଭାଗ ଚାଷଜମି ଜଳସେଚିତ ହେଉଥିବାରୁ ଏହା ଏକ ମୁଖ୍ୟ କୃଷିପ୍ରଧାନ ଅଞ୍ଚଳ ରୂପେ ପରିଗଣିତ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ପ୍ଲୀହାଶୁଚିତ୍ୱବ୍ରହ୍ମପୁରରଘୁନାଥ ମୁର୍ମୁଲକ୍ଷ୍ନୌପଖାଳଖମ୍ଭାତକ୍ଲାଉଡ଼ ଟେକ୍ନୋଲୋଜିବ୍ରହ୍ମେଶ୍ୱର ମନ୍ଦିର, ଭୁବନେଶ୍ୱରହରଣ (ଗଣିତ)ଦିବ୍ୟସିଂହ ଦେବଭକ୍ତ ଚରଣ ଦାସଓଡ଼ିଶାବାଲ୍ୟବିବାହପଲଉକୋଣାର୍କତନ୍ଦୁର୍ରାଜ୍ୟକାନାବିନଏଡ ହାଇପରେମେସିସ ସିଣ୍ଡ୍ରୋମସାରଳା ମହାଭାରତଓଡ଼ିଶାର ଲୋକନୃତ୍ୟନନ୍ଦିନୀ ଶତପଥୀଓଡ଼ିଆ ନାଟକନବଯୌବନ ବେଶକଳସା ଚଉତିଶାମାୟାଧର ଜେନାପ୍ରତାପ କେଶରୀ ଦେବହିପୋପୋଟାମସମହାଭାରତପୁରୁଷୋତ୍ତମ ଦେବମହୁଦୁର୍ଗାଚନ୍ଦନଲାଗି ବେଶପବନେଶ୍ୱର ମନ୍ଦିରରାଜ୍ୟ ସଭାଗଣିତକୃଷ୍ଣଜଗନ୍ନାଥ ମନ୍ଦିରନନ୍ଦିଘୋଷନମିତା ଅଗ୍ରୱାଲବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)Turtleମନୋରଞ୍ଜନ ଦାସହନୁମାନବୃହସ୍ପତି (ଜ୍ୟୋତିଷ)କୋଚିଲାତପସ୍ୱିନୀବିବାହଏ. ପି. ଜେ. ଅବଦୁଲ କଲାମସ୍ତନସୀତାକାନ୍ତ ମହାପାତ୍ରମିଳିମିଳାଅଚ୍ୟୁତାନନ୍ଦ ଦାସହାତୀଖଜାନିତ୍ୟାନନ୍ଦ ମହାପାତ୍ରଗନରିଆବିନୋବା ଭାବେwiki.phtmlରାମଚନ୍ଦ୍ର ଖୁଣ୍ଟିଆଆଦି ଶଙ୍କରାଚାର୍ଯ୍ୟରେବତୀ (କ୍ଷୁଦ୍ରଗଳ୍ପ)ରାମ ପ୍ରସାଦ ସିଂହସତ୍ୟଭାମାସଜନାଶିବଲିଙ୍ଗଅସହଯୋଗ ଆନ୍ଦୋଳନଅଶ୍ୱିନୀ କୁମାର ଘୋଷଓଡ଼ିଆ ସାହିତ୍ୟଯୋଗ🡆 More