ଅଭିନେତ୍ରୀ ଅଞ୍ଜୁ

ଅଞ୍ଜୁ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ମାଲାୟାଲମ ଓ ତାମିଲ ଭାଷାର କଥାଚିତ୍ର ଓ ଦୂରଦର୍ଶନରେ କାମ କରନ୍ତି । ୧୯୭୯ ମସିହାରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିବା ପରେ ସେ ନାୟିକା, ପାର୍ଶ୍ୱ ଅଭିନେତ୍ରୀ ଭାବରେ ମାଲାୟାଲମ, ତାମିଲ, ତେଲୁଗୁ ଓ କନ୍ନଡ଼ ଭାଷାର କଥାଚିତ୍ରରେ କାମ କରିଛନ୍ତି ।

ଅଞ୍ଜୁ
ଜନ୍ମ
ଜାତୀୟତାଭାରତୀୟ
ଅନ୍ୟ ନାମବେବି ଅଞ୍ଜୁ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୭୯ – ଏବେଯାଏଁ
ବୈବାହିକ-ସାଥୀଟାଇଗର ପ୍ରଭାକର (୧୯୯୬ - ୧୯୯୭; ଛାଡ଼ପତ୍ର)
ସନ୍ତାନଅର୍ଜୁନ ପ୍ରଭାକର (ଜନ୍ମ: ୧୯୯୭)

ଜୀବନୀ

ଅଞ୍ଜୁ ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିଲେ । ଦୁଇ ବର୍ଷ ବୟସରୁ ସେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ପ୍ରଥମେ ତାମିଲ କଥାଚିତ୍ର ଉତିରିପୂକ୍କାଲରେ ୧୯୭୯ ମସିହାରେ କାମ କରିଥିଲେ । ଏହାପରେ ସେ କନ୍ନଡ଼ ଓ ତେଲୁଗୁ କଥାଚିତ୍ର ଜଗତରେ ମଧ୍ୟ କାମ କରିଥିଲେ । ୧୯୮୮ ମସିହାରେ ସେ ରୁକ୍ମିଣୀ ପାଇଁ କେରଳ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ କେ. ପି. କୁମାରନ । ଶିଶୁକଳାକାର ଭାବରେ କାମ କରିବାବେଳେ ସେ ବେବି ଅଞ୍ଜୁ ନାମରେ ଜଣାଶୁଣା ଥିଲେ ।

ଅଭିନୀତ କଥାଚିତ୍ର

ମାଲାୟାଲମ

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୧୯୮୨ ଓରମାକ୍କାୟି ଚକ୍କି
ଗାନମ୍
ଆ ରାତ୍ରି ମିନିକୁଟ୍ଟି
କାଟ୍ଟିଲେ ପାଟ୍ଟୁ ସାନ ପ୍ରିୟା
ଓଲାଙ୍ଗଲ
୧୯୮୩ ଉମାନା ଥିଙ୍କାଲ ଇନ୍ଦୁମୋଲ
ପାଲମ ବିନ୍ଦୁ
ଆନା ଆୟିଶା
ସାଗରାମ ସନ୍ତାମ ସାନ ଶ୍ରୀଦେବୀ
ଆଶ୍ଚର୍ଯ୍ୟମ୍ ମିନିମୋଲ ଥୋମାସ
କଟ୍ଟାତେ କିଲିକ୍କୁଡ଼ୁ ଇନ୍ଦୁ
୧୯୮୪ ପରାନ୍ନୁ ପରାନ୍ନୁ ପରାନ୍ନୁ ଜେସି/ଶ୍ରୀକୁଟ୍ଟି
କୋଡାତି ମିନିମୋଲ
ରାକ୍ଷସ୍ସୁ ଶାଲିନୀ
୧୯୮୫ ୟାତ୍ରା ବସ୍‌ରେ ଥିବା ଝିଅ
ଧୈବାତେୟୋରତୁ ସାନ ନାନି
ଓଜିବୁକାଲମ
ଜାନକୀୟା କୋଡ଼ାତି ଗୋପିର ଝିଅ
୧୯୮୬ ଅଭୟମ୍ ତେଡ଼ି ଆଶାକୁଟ୍ଟି
୧୯୮୭ ବମ୍ବାନ କାଳାର ଝିଅ
୧୯୮୯ ରୁଗମିନି (ରୁକ୍ମଣୀ) ରୁଗମିନି
୧୯୯୦ କଟ୍ଟୁକୁଟୀର ଚାରୁଲତା
ତାଜାବରମ ରାଜି
କମାଣ୍ଡର ଲକ୍ଷ୍ମୀ
୧୯୯୧ ନୀଳଗିରି ଉଷା
୧୯୯୨ କିଜାକ୍କାନ ପତ୍ରୋଜ୍ କୁଞ୍ଜୁମୋଲ
କୌରବର ସୁଜା
ଉଟ୍ଟିପ୍ପାଟ୍ଟନାମ ସେତୁଲକ୍ଷ୍ମୀ
ପାଣ୍ଡୁ ପାଣ୍ଡୋରୁ ରାଜକୁମାରୀ ଦେବୁ
ଇଜାରା ପୋନ୍ନାନା ରେଣୁ
୧୯୯୩ ତାଲାମୁରୁ ଶ୍ରୀଲକ୍ଷ୍ମୀ
୧୯୯୪ ବାରାପାଲମ ଗୀତା
କେବିନେଟ୍ ନନ୍ଦନା
ମିନ୍ନାରମ ଟୀନା
କାଦାଲ ଫୌସି
୧୯୯୫ କାକ୍କାକୁମ ପୂଚକ୍କୁମ କଲ୍ୟାଣମ୍ ଭାଗ୍ୟଲକ୍ଷ୍ମୀ
ଷ୍ଟ୍ରିଟ୍ ଅନିତା
ଆରବିକାଡାଲୋରାମ କ୍ଲାରା
ହାଇଜାକ୍ ଗାୟତ୍ରୀ
୧୯୯୬ ସ୍ୱନ୍ତମ ମାକାଲକ୍କୁ ସ୍ନେହପୂର୍ବଂ
୧୯୯୭ ରେଞ୍ଜର୍ ରେମାୟା
ପୂମାରାତାନାଲିଲ୍ ଇନ୍ଦୁ
୧୯୯୮ ଆମ୍ମା ଆମ୍ମାୟିୟାମ୍ମା ସୁଲୋଚନା
୧୯୯୯ ଇନ୍ଦୁଲେଖା
୨୦୦୧ ନିମିଶଙ୍ଗଲ ଏଲିନା
ନାରିମନ ଅମ୍ମିନୀ
ଇ ରାବଲି
ଜ୍ୱଳନମ୍ ମ୍ୟାଗି
୨୦୦୩ ଜାନକୀୟମ୍ ଉଷା
୨୦୦୪ ନିରାପ୍ପାକିଟ୍ଟୁ ବସୁନ୍ଧରା
୨୦୦୫ ଇଝାରା ତେବରର ସ୍ତ୍ରୀ

ତାମିଲ

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୧୯୭୯ ଉତିରିପୂକ୍କାଲ ଭବାନୀ ଶିଶୁ କଳାକାର
୧୯୮୦ ଉଲ୍ଲାସ ପାରାବୈଗାଲ ସାନ ନିର୍ମଳା
୧୯୮୧ ଚିନ୍ନା ମୁଲ ପେଇଅ ମୁଲ ଡଲି
ମୀନ୍ଦୁମ କୋକିଲା
ଗର୍ଜନାଇ ଆଶା
୧୯୮୨ ବାଦିବଙ୍ଗଲ ବିନି
ଅଝାଗିୟେ କନ୍ନେ କସ୍ତୁରୀ
୧୯୮୩ ବିଲ୍ଲିୟନୁର ମଠ ଲଳିତା
୧୯୮୯ ମୁନ୍ଧାନାଇ ସାବତମ୍ ନାୟିକା
୧୯୯୦ କେଲଦି କନମନି ଅନୁ
ଇଙ୍ଗଲ ସ୍ୱାମୀ ଅୟପ୍ପାନ ଲକ୍ଷ୍ମୀ
ଆରଙ୍ଗେଟ୍ରା ବେଲାଇ ସୁନ୍ଦରୀ
ସୀତା ଗୀତା ଗୀତା
୧୯୯୧ ଅଧିକାରୀ ଅନୁ
ନାନ ପୋଗୁମ ପାଢ଼ାଇ ଲକ୍ଷ୍ମୀ
୧୯୯୨ ଅଗ୍ନି ପାରବି ଶାନ୍ତି
ଅଭିରାମି ରାଜେଶ୍ୱରୀ
୧୯୯୩ ଆଦିତ୍ୟାନ୍ ଦୈବନାଇ
ପ୍ରତାପ ପ୍ରିୟା
ପୁରୁଷ ଲକ୍ଷଣଂ ଅଞ୍ଜୁ
କାଟ୍ଟାଲାଇ
୧୯୯୫ ଲାୱାରିସ୍
୧୯୯୬ ଗୋପାଲା ଗୋପାଲା ଫାତିମା
୧୯୯୯ ପୂମାଗାଲ ଉର୍ବାଲମ
ଉନାକ୍କାଗା ଏଲ୍ଲାମ ଉନାକ୍କାଗା ସାବିତ୍ରୀ
୨୦୦୦ କୁବେରାନ ଥଙ୍ଗମ
୨୦୦୩ ପପ୍‌କର୍ଣ୍ଣ ବାଲ୍ଲି
ଉନ୍ନାଇ ଚରଣଦାଇନ୍ଧେନ ତେଜାର ମାଆ
ମିଲିଟାରୀ ବେଲୁ ନାୟକର ସ୍ତ୍ରୀ
୨୦୦୭ ବୀରାପୁ କୋଡ଼ି
ପୋଲ୍ଲାଧାବନ ସେଲଭମର ସ୍ତ୍ରୀ
୨୦୦୯ ଇନ୍ଦିରା ବିଜା ଇନ୍ଦିରା
୨୦୧୦ ନୀୟୁମ ନାନୁମ ସୁନିତା
୨୦୧୧ ମିନସାରାମ ମନ୍ତ୍ରୀ
୨୦୧୩ ମାଧ ୟାନି କୁଟ୍ଟମ ଦୀପା

ତେଲୁଗୁ

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୧୯୮୧ ବାଲା ନାଗମ୍ମା
ଅଗ୍ନି ପୂଲ୍ଲୁ
୧୯୮୪ କୋଡ଼େ ତ୍ରଚୁ ବାବୁ
୧୯୮୬ ନୀରିକ୍ଷଣ ବସ୍‌ରେ ଥିବା ଝିଅ
୨୦୦୨ ସେଶୁ ପଦ୍ମା

କନ୍ନଡ଼ା

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୧୯୯୬ ରେଞ୍ଜର -
୧୯୯୮ କିଙ୍ଗ୍ ସୁନ୍ଦରୀ
ମାଇଁ ଡିଅର୍ ଟାଇଗର N/A ପ୍ରଯୋଜିକା
୨୦୦୧ ପ୍ରେମ ରାଜ୍ୟ ସୋନି

ଅଭିନୀତ ଧାରାବାହିକ/ଦୂରଦର୍ଶନ କାର୍ଯ୍ୟକ୍ରମ

ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଚ୍ୟାନେଲ ଭୂମିକା ଭାଷା
ଲେଡିଜ୍ ହଷ୍ଟେଲ୍ ଡିଡି ମାଲାୟାଲମ ମାଲାୟାଲମ
ପାୟାନ କଥାକଳ
୧୯୯୯–୨୦୦୧ ଚିଠି ସନ୍ ଟିଭି ବୈଦେଗୀ ତାମିଲ
୨୦୦୦–୨୦୦୧ କ୍ରିଷ୍ଣାଦାସୀ ଅଧ୍ୟାପିକା କଲ୍ୟାଣୀ
୨୦୦୧ ସୂଲମ୍
୨୦୦୨-୨୦୦୩ ଅଗଲ ବିଲ୍ଲାକୁଗଲ
ଜନନୀ
ଗାୟତ୍ରୀ ଜେମିନି ଟିଭି ପ୍ରିୟା ତେଲୁଗୁ
୨୦୦୪ ମାନସୀ ଡିଡି ମାଲାୟାଲମ ମାଲାୟାଲମ
କଦମାଟ୍ଟତୁ କଥାନର ଏସିଆନେଟ୍ ଭାନୁମତି
୨୦୦୫–୨୦୦୬ ସିଲ୍ଭି ସନ୍ ଟିଭି ମୁରତ୍ତୁ ପାଣ୍ଡିଆନଙ୍କ ସ୍ତ୍ରୀ ତାମିଲ
୨୦୦୭ ଆର୍ଷୀ
୨୦୦୭–୨୦୦୮ ଅକ୍କା ଥଙ୍ଗାଇ କଲିଙ୍ଗର ଟିଭି
୨୦୦୭ ସ୍ୱାମୀ ଅୟପ୍ପାନ ଏସିଆନେଟ୍ ମାଲାୟାଲମ
୨୦୦୯ ଦେବୀ ମାହାତ୍ମ୍ୟମ୍ ପଙ୍କଜକ୍ଷୀ
୨୦୧୬–୨୦୧୮ ସତ୍ୟମ ଶିବମ ସୁନ୍ଦରମ୍ ଅମୃତା ଟିଭି ଭୈରବୀ
୨୦୨୦–୨୦୨୧ ମଗରାଶୀ ସନ୍ ଟିଭି ଚାମୁଣ୍ଡେଶ୍ୱରୀ ତାମିଲ
ଈରାମନା ରୋଜାବେ ଷ୍ଟାର୍ ବିଜୟ ଅଞ୍ଜୁଗମ
୨୦୨୦ ଭନକ୍କମ୍ ତମିଝା ସନ୍ ଟିଭି ନିଜେ
୨୦୨୧ ଇଧାୟାଥାଇ ତ୍ରିରୁଦାତେ କଲର୍ସ ତାମିଲ ଅତିଥି କଳାକାର
୨୦୨୧–୨୦୨୨ ଗୀତାଞ୍ଜଳୀ ରାଜ ଟିଭି
୨୦୨୨–୨୦୨୩ ବିଦ୍ୟା ନଂ. ୧ ଜୀ ତାମିଲ ସୁନ୍ଦରୀ
୨୦୦ ରେଡ୍ କାର୍ପେଟ୍ ଅମୃତା ଟିଭି ନିଜେ ମାଲାୟାଲମ
୨୦୨୩–ଏବେଯାଏଁ ଅମ୍ମେ ଭଗବତୀ ଫ୍ଲାୱାର୍ସ ଟିଭି ମଙ୍ଗଳତମ୍ମା
୨୦୨୩–ଏବେଯାଏଁ ସିଙ୍ଗାପେନ୍ନାଏ ସନ୍ ଟିଭି ଲଳିତା ତାମିଲ
୨୦୨୪–ଏବେଯାଏଁ ଗୌରୀ କଳିଙ୍ଗର ଟିଭି ଅକିଲା

ପୁରସ୍କାର

  • ୧୯୮୮: କେରଳ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (ରୁକ୍ମିଣୀ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର)

ଆଧାର

ବାହାର ଲିଙ୍କ୍

Tags:

ଅଭିନେତ୍ରୀ ଅଞ୍ଜୁ ଜୀବନୀଅଭିନେତ୍ରୀ ଅଞ୍ଜୁ ଅଭିନୀତ କଥାଚିତ୍ରଅଭିନେତ୍ରୀ ଅଞ୍ଜୁ ଅଭିନୀତ ଧାରାବାହିକଦୂରଦର୍ଶନ କାର୍ଯ୍ୟକ୍ରମଅଭିନେତ୍ରୀ ଅଞ୍ଜୁ ପୁରସ୍କାରଅଭିନେତ୍ରୀ ଅଞ୍ଜୁ ଆଧାରଅଭିନେତ୍ରୀ ଅଞ୍ଜୁ ବାହାର ଲିଙ୍କ୍ଅଭିନେତ୍ରୀ ଅଞ୍ଜୁକନ୍ନଡ଼ ଭାଷାତାମିଲ ଭାଷାତେଲୁଗୁ ଭାଷା

🔥 Trending searches on Wiki ଓଡ଼ିଆ:

ଲେସଲି କ୍ଲାଉଡିଅସଇରା ମହାନ୍ତିଗାର୍ଗୀ ମହାନ୍ତିସୌଭାଗ୍ୟ କୁମାର ମିଶ୍ରଜୟୀ ରାଜଗୁରୁଥିଓଟେପାଜୟଦ୍ରଥ ସୁନାସ୍ୱର ବର୍ଣ୍ଣପ୍ରଧାନ ପୃଷ୍ଠାଧାତୁଭୂମି ପେଦନେକରଯାଜପୁରଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରବିବାହବିଭୂତି ପଟ୍ଟନାୟକଓଡ଼ିଆ ରାମାୟଣଟାଇଫଏଡ ଜ୍ଵରଭଗବତୀ ଦେଉଳଗାନ୍ଧାରୀ (ମହାଭାରତ)ନନ୍ଦ କିଶୋର ବଳସପ୍ତର୍ଷିବିରଞ୍ଚିନାରାୟଣ ମନ୍ଦିର, ପାଳିଆଧନୁଯାତ୍ରାପ୍ରୀତିରଞ୍ଜନ ଘଡ଼ାଇଜଗତସିଂହପୁର ଜିଲ୍ଲାଚିନ୍ତାମଣି ମହାନ୍ତିକରଣ (ଜାତି)ଜଗନ୍ନାଥ ମନ୍ଦିରରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଶ୍ରୀରାଧାହାତୀମାଦଳା ପାଞ୍ଜିକୁଞ୍ଜବିହାରୀ ଦାଶଓଡ଼ିଆମହାନଦୀଏକ୍ସକ୍ୟୁଜ ମିବୃହସ୍ପତିବିଜୟ ମିଶ୍ରବୀର ସୁରେନ୍ଦ୍ର ସାଏInternational Dance Dayୟୁନିଫର୍ମ ରିସୋର୍ସ ଲୋକେଟରବିଜୁ ଜନତା ଦଳଓଡ଼ିଆ କଥାଚିତ୍ର ଜଗତଲାଲ ବାହାଦୁର ଶାସ୍ତ୍ରୀକୋରାପୁଟରଞ୍ଜିତା ନାୟକଜହ୍ନି ଚୋପା ଚଟଣୀ୨୧କୋରାଖଇଗଜପତି ଜିଲ୍ଲାହର ପଟ୍ଟନାୟକସତ୍ୟବାଦୀ ବନ ବିଦ୍ୟାଳୟଆନ୍ତର୍ଜାତିକ ମହିଳା ଦିବସଚବିଶ ଗୁରୁପ୍ରଶାନ୍ତ କୁମାର ମୁଦୁଲିଭାରତ ଲୀଳାଓଡ଼ିଶାର ପଞ୍ଚାୟତ ସମିତି ତାଲିକାସୂଚନା ଅଧିକାର ଆଇନ ୨୦୦୫ଅଚିହ୍ନା ବାସଭୂମିମଣିଷମନୋରଞ୍ଜନ ସେଠୀଚନ୍ଦ୍ରଗୁପ୍ତସୂର୍ଯ୍ୟସୁଦାମ ମାରାଣ୍ଡିଓଡ଼ିଆ ଭାଗବତଲବଣ ସତ୍ୟାଗ୍ରହDharanidhar Bhuyan🡆 More