ଦ୍ୱିତୀୟ ବିଶ୍ୱଯୁଦ୍ଧ

ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତିମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋ‍ଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତିକୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲୋକାଉଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା ଓ ଏଥିରେ ୫ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ । =end

ଦ୍ୱିତୀୟ ବିଶ୍ୱଯୁଦ୍ଧ
ଦ୍ୱିତୀୟ ବିଶ୍ୱଯୁଦ୍ଧ
ଉପର ବାଁ ପଟୁ ଦକ୍ଷିଣାବର୍ତ୍ତ ଭାବେ: ୱାଞ୍ଜ୍ୟାଲାଂ ଲଢେଇରେ ଚୀନୀ ବଳ, ଏଲ ଆଲାମେନର ପ୍ରଥମ ଲଢେଇରେ ଅଷ୍ଟ୍ରେଲୀୟ ୨୫-ପାଉଣ୍ଡର ବନ୍ଧୁକ, ଜର୍ମାନ୍ ସ୍ତୁକା dive bombers on the Eastern Front in December 1943, a U.S. naval force in the Lingayen Gulf, Wilhelm Keitel signing the German Instrument of Surrender, Soviet troops in the Battle of Stalingrad
ତିଥି ୧ ସେପ୍ଟେମ୍ବର ୧୯୩୯ - ୨ ସେପ୍ଟେମ୍ବର ୧୯୪୫ (୬ ବର୍ଷ ୧ ଦିନ)
ସ୍ଥାନ ଇଉରୋପ, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ ମହାସାଗର, ଦକ୍ଷିଣ-ପୂର୍ବ ଏସିଆ, ଚୀନ, ମଧ୍ୟପ୍ରାଚ୍ୟ, ଭୂମଧ୍ୟସାଗର, ଉତ୍ତର ଆଫ୍ରିକା, ପୂର୍ବ ଆଫ୍ରିକା (ଆଫ୍ରିକାର ଶିଙ୍ଗ), (ଅଳ୍ପ କାଳ ପାଇଁ) ଉତ୍ତର ଓ ଦକ୍ଷିଣ ଆମେରିକା
Result ମିତ୍ରଶକ୍ତିଙ୍କ ବିଜୟ
  • ନାଜି ଜର୍ମାନୀର ପତନ
  • ଜାପାନୀ ଓ ଇଟାଲୀୟ ସାମ୍ରାଜ୍ୟର ପତନ
  • ଜାତିସଙ୍ଘର ସୃଷ୍ଟି
  • ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ ଋଷିଆର ବୃହତ୍ ଶକ୍ତି ରୂପେ ଅଭ୍ୟୁଦୟ
  • ଶୀତଳ ଯୁଦ୍ଧର ପ୍ରାରମ୍ଭ
ପକ୍ଷ
ମିତ୍ରଶକ୍ତି କେନ୍ଦ୍ରଶକ୍ତି
Commanders and leaders
ପ୍ରମୁଖ ମିତ୍ରଶକ୍ତି ନେତା
Soviet Union ଜୋସେଫ ଷ୍ଟାଲିନ
United States ଫ୍ରାଙ୍କଲିନ ଡ଼ି ରୁଜଭେଲ୍ଟ
United Kingdom ୱିନଷ୍ଟନ ଚର୍ଚ୍ଚିଲ
ଛାଞ୍ଚ:Country data Republic of China (1912–1949) ଚିଆଙ୍ଗ କାଇ-ଶେକ
ପ୍ରମୁଖ କେନ୍ଦ୍ରଶକ୍ତି ନେତା
Nazi Germany ଆଡ଼ୋଲ୍ଫ ହିଟଲର
Empire of Japan ହିରୋହିତୋ
Kingdom of Italy ବେନିତୋ ମୁସୋଲିନୀ
କ୍ଷୟକ୍ଷତି
ସାମରିକ ମୃତ୍ୟୁ:
୧୬,୦୦୦,୦୦୦ରୁ ଊର୍ଦ୍ଧ୍ୱ
ନାଗରିକ ମୃତ୍ୟୁ:
୪୫,୦୦୦,୦୦୦ରୁ ଊର୍ଦ୍ଧ୍ୱ
ମୋଟ ମୃତ୍ୟୁ:
୬୧,୦୦୦,୦୦୦ରୁ ଊର୍ଦ୍ଧ୍ୱ (୧୯୩୭–୪୫)
...ଅଧିକ ତଥ୍ୟ
ସାମରିକ ମୃତ୍ୟୁ:
୮,୦୦୦,୦୦୦ରୁ ଊର୍ଦ୍ଧ୍ୱ
ନାଗରିକ ମୃତ୍ୟୁ:
୪,୦୦୦,୦୦୦ରୁ ଊର୍ଦ୍ଧ୍ୱ
ମୋଟ ମୃତ୍ୟୁ:
୧୨,୦୦୦,୦୦୦ରୁ ଊର୍ଦ୍ଧ୍ୱ (୧୯୩୭–୪୫)
...ଅଧିକ ତଥ୍ୟ

ଦ୍ୱିତୀୟ ବିଶ୍ୱଯୁଦ୍ଧ

ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତିମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋ‍ଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତିକୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲୋକାଉଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା ଓ ଏଥିରେ ୫ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ । =end

ପୃଷ୍ଠଭୂମି

ଯୁଦ୍ଧ ପୂର୍ବର ଘଟଣା

ଆଧାର

ବାହାର ତଥ୍ୟ

Tags:

ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳକ୍ରମ=ଦ୍ୱିତୀୟ ବିଶ୍ୱଯୁଦ୍ଧ

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାପଦାର୍ଥକବୀରରଥଯାତ୍ରାପ୍ରଣବ ପ୍ରକାଶ ଦାସ୨୧ ଅପ୍ରେଲଧର୍ମଭାରତର ପ୍ରଧାନମନ୍ତ୍ରୀଚନ୍ଦନଲାଗି ବେଶଦୁର୍ଗାଷ୍ଟମୀହିନ୍ଦୁଉଇକିପିଡ଼ିଆମିନତି ମିଶ୍ରଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଗଜେନ୍ଦ୍ର ପ୍ରସାଦ ସାହୁଦିବାକର ପରିଡ଼ାଫକୀର ମୋହନ ସେନାପତିଯଶୋଧାରା ମିଶ୍ରରମାକାନ୍ତ ପଣ୍ଡାଋଷିଆବିବାହହିନ୍ଦୁ ଧର୍ମଅମୃତ ଫଳଲାଲ ବାହାଦୁର ଶାସ୍ତ୍ରୀ୧ ମାର୍ଚ୍ଚଭାନୁଜୀ ରାଓପ୍ରାଣବନ୍ଧୁ କରତମନ୍ନା ବ୍ୟାସ୧୭ ଅପ୍ରେଲଜ୍ଞାନପୀଠ ପୁରସ୍କାରବସନ୍ତ କୁମାରୀ ପଟ୍ଟନାୟକରାବଣଶିବାଜୀନୂଆ ଦିଲ୍ଲୀକରଞ୍ଜଅଳତାଭଦଭଦଳିଆଶିବ ସେନାଭାରତୀୟ ସମ୍ବିଧାନବିଦ୍ୟାଳୟଆମ୍ବଧାତୁ୧୯ ମାର୍ଚ୍ଚକାହ୍ନୁଚରଣ ମହାନ୍ତିମୟୂରସମାଜ (ଖବରକାଗଜ)ପଞ୍ଚସଖାଛେନା ମୁଡୁକିନରେନ୍ଦ୍ର ମୋଦୀଦଶାବତାରଲଳିତ ମାନସିଂହଦଗ୍ଧଓଡ଼ିଆ ଭାଷାଗ୍ରହଟୀକା ଗୋବିନ୍ଦ ଚନ୍ଦ୍ରରାୟଗଡ଼ା ରେଳ ଷ୍ଟେସନଜୟଦ୍ରଥ୧୯୯୯ ଓଡ଼ିଶା ମହାବାତ୍ୟାଭୁବନେଶ୍ୱର ବେହେରାଗୋବିନ୍ଦ ତ୍ରିପାଠୀହନୁମାନବୈଷ୍ଣବ ପାଣିବିଜୁ ଜନତା ଦଳଦହି ହାଣ୍ଡିଭାରତୀୟ ଜନଗଣନାଜନ ବୀମସସରଳା ଦେବୀ୨୬ ଅପ୍ରେଲବୁଧେଇ ଓଷା🡆 More