ଚାଣକ୍ୟ: ପୁରାତନ ଭାରତୀୟ ରାଜଗୁରୁ ଓ ଦାର୍ଶନିକ

{{Infobox person | name = ଚାଣକ୍ୟ | image = Chanakya.jpg | image_size = | alt = | caption = An artist's imagination of Chanakya | birth_date = c.

370 BCE | birth_place =ଜନ୍ମ ସ୍ଥାନ ବିବାଦୀୟ , କେତେକଙ୍କ ମତରେ ପାଟଳୀପୁତ୍ର, ତକ୍ଷଶିଳା ଏବଂ ଦକ୍ଷିଣ ଭାରତ | death_date = c. 283 BCE | death_place = ପାଟଳୀପୁତ୍ର | other_names = କୈଟିଲ୍ୟ, ବିଷ୍ଣୁଗୁପ୍ତ | alma_mater = ତକ୍ଷଶିଳା | occupation = Professor and royal advisor | known_for = Foundation of the ମୌର୍ଯ୍ୟ ସାମ୍ରାଜ୍ୟ | notable_works = ଅର୍ଥଶାସ୍ତ୍ର (authorship disputed), ଚାଣକ୍ୟ ନୀତି | influences = | influenced = | footnotes = କୌଟିଲ୍ୟ (ଖ୍ରୀ.ପୂ. 370- ଖ୍ରୀ.ପୂ.2831) ଜଣେ ଭାରତୀୟ ଶିକ୍ଷକ, ଦାର୍ଶନିକ ଏବଂ ରାଜଗୁରୁ ଥିଲେ ।

ପ୍ରକୃତରେ ସେ ପୂରାତନ ତକ୍ଷଶିଳା ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ର ଓ ରାଜନିତୀ ବିଜ୍ଞାନର ଜଣେ ପ୍ରାଧ୍ୟାପକ ଥିଲେ । ଚାଣକ୍ୟ ମୌର୍ଯ୍ୟ ସାମ୍ରାଜ୍ୟ ସ୍ଥାପନରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ସାମ୍ରାଜ୍ୟ ଇତିହାସର ପ୍ରଥମ ସାମ୍ରାଜ୍ୟ ଭାବେ ଭାରତବର୍ଷର ଅନେକ ଅଂଶ ଦଖଲ କରିଥିଲା । ସେ ପ୍ରଥମ ମୌର୍ଯ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ଏବଂ ତାଙ୍କ ପୁତ୍ର ବିନ୍ଦୁସାରଙ୍କ ମୁଖ୍ୟ ପରାମର୍ଶଦାତା ଥିଲେ ।

ଚାଣକ୍ୟ ମଧ୍ୟ କୌଟିଲ୍ୟ ଓ ବିଷ୍ଣୁ ଗୁପ୍ତ ନାମରେ ପରିଚିତ ଥିଲେ, ଯେକି ଅର୍ଥଶାସ୍ତ୍ର ନାମକ ପୂରାତନ ଭାରତର ରାଜନିତୀ ଉପରେ ଆଧାରିତ ପୁସ୍ତକର ରଚନା କରିଥିଲେ ।

ଜନ୍ମ

କୃତିତ୍ତ୍ୱ

ଆଧାର

ବାହାର ତଥ୍ୟ

  • [୧] Chanakya (Kautilya): Arthashastra, Chanakya Niti, Chanakya Sutras: Full text Sanskrit, and translations

Tags:

ଚାଣକ୍ୟ ଜନ୍ମଚାଣକ୍ୟ କୃତିତ୍ତ୍ୱଚାଣକ୍ୟ ଆଧାରଚାଣକ୍ୟ ବାହାର ତଥ୍ୟଚାଣକ୍ୟଅର୍ଥଶାସ୍ତ୍ରପାଟଳୀପୁତ୍ରଭାରତ

🔥 Trending searches on Wiki ଓଡ଼ିଆ:

ଦିଲ୍ଲୀପ ଦାସଯାଜପୁରବରଗଛମ୍ୟାଲେରିଆରାମପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜଦାଶ ବେନହୁରଜ୍ଞାନପୀଠ ପୁରସ୍କାରକୃଷ୍ଣ ଜନ୍ମାଷ୍ଟମୀପଣା ସଂକ୍ରାନ୍ତିକ୍ଲାଉଡ଼ ଟେକ୍ନୋଲୋଜିରେବତୀ (କ୍ଷୁଦ୍ରଗଳ୍ପ)ମଠତପ୍ତପାଣିପ୍ରାଣବନ୍ଧୁ କରବ୍ରଜନାଥ ବଡ଼ଜେନା୬୦୩ସୁକନ୍ୟା ସମୃଦ୍ଧି ଯୋଜନାଉଇକିମିଡ଼ିଆ ଫାଉଣ୍ଡେସନଡୁସେନ ମସ୍କୁଲାର ଡିସ୍ଟ୍ରୋଫିମନୋଜ ଦାସଭୋଜପୁରୀ ଭାଷାଦାଣ୍ଡ ଯାତ୍ରାଗାନ୍ଧୀ ମଣିଷନାଗ ଐରିଗୌରହରି ଦାସଲକ୍ଷ୍ମୀ ପୁରାଣରଥଯାତ୍ରାପଥ ଓ ପୃଥିବୀ୧ମ ଲୋକ ସଭାଯକ୍ଷ୍ମାଦାମୋଦର ରାଉତହରିଶୟନ ଏକାଦଶୀwiki.phtmlଗୋପାଳ ଛୋଟରାୟଆଲୋଚନା୨୮ ମଇଶରତ କୁମାର ମହାନ୍ତିଅନାଦି ଚରଣ ସାହୁଚକ୍ଷୁ ପ୍ରତିସରଣ ଦୋଷଔଷଧୀୟ ଗଛଲତାମାନଙ୍କର ତାଲିକା୮ ଫେବୃଆରୀଆସିକାବାଇଶି ପାହାଚଦେବସ୍ନାନ ପୂର୍ଣ୍ଣିମାଦାଶଦେବଦଳନମାଗୁଣିର ଶଗଡ଼ଦ୍ରୁପଦଓଡ଼ିଶାର ମାପ ବ୍ୟବସ୍ଥାନାଟୋପୁରୀ ଜିଲ୍ଲାଶ୍ୱେତସାରଓଡ଼ିଆ ଭାଗବତବିଶ୍ୱତାପନକୋଷ୍ଠକାଠିନ୍ୟହେମନ୍ତ ଦାସବିଦ୍ୟୁତ୍ ଶକ୍ତିଚିଲିକା (କବିତା)ଶ୍ରୀ ପଳାତକନଗର କୀର୍ତ୍ତନ୫୩୩ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିମାଟିର ମଣିଷ (ଉପନ୍ୟାସ)ଜିମି ୱେଲ୍ସଯୌଥ ପରିବାର🡆 More