୨: ବର୍ଷ

୨ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

ଶତାବ୍ଦୀ: ଖ୍ରୀ.ପୂ 1st ଶତାବ୍ଦୀ – 1st ଶତାବ୍ଦୀ – 2nd ଶତାବ୍ଦୀ
ଦଶନ୍ଧି: ଖ୍ରୀ.ପୂ ୨୦ ଦଶକ  ଖ୍ରୀ.ପୂ ୧୦ ଦଶକ  ଖ୍ରୀ.ପୂ ୦ ଦଶକ  – ୦ ଦଶକ –  ୧୦ ଦଶକ  ୨୦ ଦଶକ  ୩୦ ଦଶକ
ବର୍ଷ:   ଖ୍ରୀ.ପୂ ୨  ଖ୍ରୀ.ପୂ ୧  ଖ୍ରୀ. ୧ – ଖ୍ରୀ. ୨ –  ଖ୍ରୀ. ୩  ଖ୍ରୀ. ୪  ଖ୍ରୀ. ୫

ସାଂଖ୍ୟିକ ସାର୍ଥକତା

୨: ସାଂଖ୍ୟିକ ସାର୍ଥକତା, ଘଟଣା, ଅଜ୍ଞାତ ତିଥି ଘଟଣା 
The twos of all four suits in playing cards


ପୃଥିବୀର ଅନ୍ୟାନ୍ୟ ଭାଷା ଭଳି, ଭାରତର ପୁରାତନ ସଂସ୍କୃତ ଭାଷାରେ ଯେ କେବଳ ସଂଖ୍ୟା ଓ ବିଶେଷ୍ୟ ପଦର ବହୁବଚନ ଥିଲା ତାହା ନୁହେଁ, ବରଂ ୨ର ସାର୍ଥକତା ପାଇଁ ସମସ୍ତ ବିଶେଷ୍ୟ ପଦର ଏକବଚନ (୧) ରୂପ, ଦ୍ୱିବଚନ (୨) ରୂପ, ଓ ବହୁବଚନ (୨ରୁ ଅଧିକ) ରୂପ ମଧ୍ୟ ଅଛି । ୨ର ସାର୍ଥକତା (୨ଟି ଗୋଡ଼, ୨ଟି ନାକପୁଡ଼ା, ୨ଟି ଆଖି, ୨ଟି ହାତ, ପ୍ରଭୃତି) ହେତୁ ଏହାକୁ ଗୁରୁତ୍ୱପୂର୍ଣ ଭାବେ ଦେଖାଯାଏ ।

ଦୁଇ (, èr) ଚାଇନା ସଂସ୍କୃତିରେ ଏକ ଭଲ ସଂଖ୍ୟି । ଏକ ଚାଇନା କଥା ଅନୁଯାୟୀ, "ଭଲ ଜିନିଷ ହଳ' ଯୋଡାରେ ଆସେ" । ଏକ ଉତ୍ପାଦନରେ ଦୁଇଟି ପ୍ରତୀକ ବ୍ୟବହାର କରିବା ସାଧାରଣ ହୋଇଗଲାଣି, ଉଦାହରଣ ସ୍ୱରୂପ ଦୁଇଟି ଖୁସୀ, ଦୁଇଟି ମୁଦ୍ରା, ଦୁଇଟି ହାତୀ, ପ୍ରଭୃତି । କାଣ୍ଟୋନିଜ ଲୋକମାନେ ୨ ସଂଖ୍ୟାକୁ ପସନ୍ଦ କରନତି, କାରଣ କାଣ୍ଟୋନିଜରେ ଏହା, "ସହଜ" () ଶବ୍ଦ ପରି ଶୁଣାଯାଏ ।

ଫିନଲ୍ୟାଣ୍ଡରେ, ସ୍ୱାଧୀନତା ଦିବସରେ ଦୁଇଟି ମହମବତୀ ଜଳାଯାଏ । ୧୯୭୨ ମସିହା ପୂର୍ବ ଇଣ୍ଡୋନେସିଆ ଓ ମାଳୟର ବନାନରେ, କୁ ଓରାଂ "ମଣିଷ,ଓରାଂ-ଓରାଂ କିମ୍ବା ଓରାଂ୨ "ଲୋକମାନେ" ପ୍ରଭୃତି ହିସାବରେ ବ୍ୟବହାର କରାଯାଉଥିଲା ।

ଜ୍ୟୋତିଷ ଶାସ୍ତ୍ରରେ ବୃଷ ହେଉଛି ଦ୍ୱିତୀୟ ରାଶି ।

ଘଟଣା

ଜାନୁଆରୀ-ମାର୍ଚ୍ଚ

ଅପ୍ରେଲ-ଜୁନ

ଜୁଲାଇ-ସେପ୍ଟେମ୍ବର

ଅକ୍ଟୋବର-ଡିସେମ୍ବର

ଅଜ୍ଞାତ ତିଥି ଘଟଣା

ଜନ୍ମ

ଜାନୁଆରୀ-ମାର୍ଚ୍ଚ

ଅପ୍ରେଲ-ଜୁନ

ଜୁଲାଇ-ସେପ୍ଟେମ୍ବର

ଅକ୍ଟୋବର-ଡିସେମ୍ବର

ମୃତ୍ୟୁ

ଜାନୁଆରୀ-ମାର୍ଚ୍ଚ

ଅପ୍ରେଲ-ଜୁନ

ଜୁଲାଇ-ସେପ୍ଟେମ୍ବର

ଅକ୍ଟୋବର-ଡିସେମ୍ବର

ଆଧାର

Tags:

୨ ସାଂଖ୍ୟିକ ସାର୍ଥକତା୨ ଘଟଣା୨ ଅଜ୍ଞାତ ତିଥି ଘଟଣା୨ ଜନ୍ମ୨ ମୃତ୍ୟୁ୨ ଆଧାରଗ୍ରେଗୋରି ପାଞ୍ଜି

🔥 Trending searches on Wiki ଓଡ଼ିଆ:

ବାଜି ରାଉତଓଡ଼ିଆ ସାହିତ୍ୟଜଳବିରିମଙ୍ଗଳା ମନ୍ଦିରବୁନ୍ଦିଆ ଖିରିଭୀମ ଭୋଇବୃହସ୍ପତିଯୁକ୍ତରାଷ୍ଟ୍ର ଆମେରିକାସ୍ତନହୃଷୀକେଶ ପଣ୍ଡାମାୟାଧର ମାନସିଂହ୧୨ ଡିସେମ୍ବରଖାଦ୍ୟରଜଜୀଜାଜୀ ଛତ୍ ପର୍ ହେଁକେଶବ କୋଇଲିଗଣେଶ୍ୱର ବେହେରାସମ୍ବାଦ (ଖବରକାଗଜ)ଉଦୟନାଥ ଷଡ଼ଙ୍ଗୀଦାସକାଠିଆଉତ୍କଳ ଦିବସରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଋଷିଆଇଲେକ୍ଟ୍ରୋନିକ କମର୍ସରାଜା ରାମମୋହନ ରାୟପ୍ରଥମ ବିଶ୍ୱଯୁଦ୍ଧଅପରେଟିଙ୍ଗ ସିଷ୍ଟମପଖାଳପାଲାଗୁରୁବାରଶ୍ରୀରାଧାସୁଭାଷ ଚନ୍ଦ୍ର ବୋଷବିଜୟ ମିଶ୍ରଭାରତର ରାଷ୍ଟ୍ରପତିଆଖୁଉଇକିମିଡ଼ିଆ ଫାଉଣ୍ଡେସନଅର୍ଜୁନ ଗଛଦୁର୍ଗାରାଣୀ ଲକ୍ଷ୍ମୀବାଈଚୈତ୍ରମଧୁସୂଦନ ରାଓମାଟିର ମଣିଷଶିମିଳିପାଳ ଜାତୀୟ ଉଦ୍ୟାନଭକ୍ତ ଚରଣ ଦାସଯୋଗଅଖିଳ ମୋହନ ପଟ୍ଟନାୟକସଞ୍ଜୁ ଆଉ ସଞ୍ଜନାଜ୍ଞାନକୋଷଇଣ୍ଡୋନେସିଆଓଡ଼ିଆ ସାହିତ୍ୟର ଇତିହାସରଣା ସାପ୬୩୩ମ୍ୟାଲେରିଆଆନନ୍ଦପୁରବନ୍ଧୁ ମହାନ୍ତିପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷପ୍ରେମଶ୍ରୀରାମ ପଣ୍ଡାଚନ୍ଦ୍ରଗୁପ୍ତ🡆 More