ସନ୍ତୋଷ କୁମାର ସାହୁ: ଭାରତୀୟ ରାଜନୀତିଜ୍ଞ

ସନ୍ତୋଷ କୁମାର ସାହୁ (୧୯୩୫ - ୨୦୦୬) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ମୁଖ୍ୟତଃ ଭାରତୀୟ ଜାତୀୟ କଂଗ୍ରେସ ସହ ରାଜନୀତିରେ ସକ୍ରିୟ ଥିଲେ । ସନ୍ତୋଷ ପ୍ରଥମେ ୦୩ ଅପ୍ରେଲ ୧୯୭୬ରେ କଂଗ୍ରେସର ପ୍ରତିନିଧି ଭାବର ଓଡ଼ିଶାରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହାପରେ ସେ ଲଗାତାର ୧୯୮୨ ଓ ୧୯୮୮ରେ ଆଉ ଦୁଇଥର ରାଜ୍ୟ ସଭାକୁ ଯାଇଥିଲେ । ସେ ୧୯୭୬ରୁ ୧୯୯୪ଯାଏଁ ରାଜ୍ୟ ସଭାର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ ।

ସନ୍ତୋଷ କୁମାର ସାହୁ
ସଦସ୍ୟ: ରାଜ୍ୟ ସଭା
କାର୍ଯ୍ୟକାଳ
୧୯୭୬-୧୯୯୪
ନିର୍ବାଚନ ମଣ୍ଡଳୀଓଡ଼ିଶା
ବିଧାୟିକା: ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୭୧
ନିର୍ବାଚନ ମଣ୍ଡଳୀବାରିପଦା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1935-12-15)୧୫ ଡିସେମ୍ବର ୧୯୩୫
ମୃତ୍ୟୁ୨୦୦୬
ରାଜନୀତିକ ଦଳକଂଗ୍ରେସ
ଜୀବନ ସାଥୀବାସନ୍ତି କୁମାରୀ ସାହୁ
ସନ୍ତାନ୩ ପୁଅ, ୧ ଝିଅ

ସନ୍ତୋଷ ରାଜ୍ୟ ସଭାକୁ ଯିବା ପୂର୍ବରୁ ଓଡ଼ିଶାର ରାଜନୀତିରେ ସକ୍ରିୟ ଥିଲେ ଏବଂ ସେ ୧୯୬୧ ଓ ୧୯୫୭ ମସିହାରେ ଓଡ଼ିଶାର ବିଧାନ ସଭାକୁ ୧୯୬୧ ଓ ୧୯୬୭ରେ ବାରିପଦା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।

ଆଧାର

ବାହାର ଆଧାର

Tags:

ଭାରତୀୟ ଜାତୀୟ କଂଗ୍ରେସରାଜ୍ୟ ସଭା

🔥 Trending searches on Wiki ଓଡ଼ିଆ:

ଶିରିଡ଼ିମନୋଜ ଦାସଭାରତୀୟ ଦଣ୍ଡବିଧି ସଂହିତା ଦଫା ୩୦୯ଭାରତୀୟ ମହାକାଶ ଗବେଷଣା ସଂସ୍ଥାଅବକାଶ ବେଶଅସହଯୋଗ ଆନ୍ଦୋଳନଧର୍ମମୂଷାକାନୀଆଜ୍‌ମାଯଶୋଧାରା ମିଶ୍ରନିଓୱାଇଜ ଧୂମକେତୁଫନୀ ମହାନ୍ତିରୋମାନିଆଆଫଗାନିସ୍ତାନସ୍ତନଓଡ଼ିଆ ରାମାୟଣବଦ୍ରୀନାଥ ମନ୍ଦିର୧୭ ଫେବୃଆରୀଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିକଲରାପତରିଆ ବାଘଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟନଟବର ଶତପଥୀତେଲୁଗୁ ଭାଷାନନ୍ଦ କିଶୋର ବଳଚତୁର୍ଭୁଜମହାଭାରତଜବାହରଲାଲ ନେହେରୁବଡ଼ଦିନ ଗଛଉମେଶଚନ୍ଦ୍ର ସରକାରଜନ ଗଣ ମନବରଗଛବଉଳଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଶଶିଭୂଷଣ ରାୟପଣସଶ୍ରୀନିବାସ ଉଦ୍‌ଗାତାଚରକଅନୁବ୍ରତ ବସୁମଘା (ନକ୍ଷତ୍ର)କୃଷ୍ଣଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଲଘିଷ୍ଠ ସାଧାରଣ ଗୁଣିତକଜନ ବୀମସରେବତୀ (କ୍ଷୁଦ୍ରଗଳ୍ପ)ଯକୃତଦ୍ରୌପଦୀ ମୁର୍ମୁସଚ୍ଚିଦାନନ୍ଦ ରାଉତରାୟଧନ ନନ୍ଦTurtle୮୦୮ଉଇକିପିଡ଼ିଆହୃଷୀକେଶ ପଣ୍ଡାଶିବମୌଳିକ ସଂଖ୍ୟାଚୈତନ୍ୟଚାନ୍ଦବାଲିରାଶି ଓ ନକ୍ଷତ୍ର୨୦୨୨ ରୁଷର ୟୁକ୍ରେନ ଉପରେ ଆକ୍ରମଣହେମନ୍ତ ଦାସଗଇଁଠାଶାନ୍ତନୁ କୁମାର ଆଚାର୍ଯ୍ୟରାମେଶ୍ୱର ମନ୍ଦିରମହାତ୍ମା ଗାନ୍ଧୀକଳାପାହାଡ଼ତାମିଲନାଡୁ୧୯ ମାର୍ଚ୍ଚଅଦା🡆 More