ସଂସଦୀୟ ଗଣତନ୍ତ୍ର

ସଂସଦୀୟ ପ୍ରଜାତନ୍ତ୍ର ହେଉଛି ପ୍ରଜାତନ୍ତ୍ରର ଏକ ସ୍ୱରୂପ ଯେଉଁଥିରେ କାର୍ଯ୍ୟପାଳିକା ନିଜର ସମସ୍ତ ସାମର୍ଥ୍ଯ ତଥା ଅଧିକାର ଏହାର ବ୍ଯବସ୍ଥାପିକାଠାରୁ ପ୍ରାପ୍ତ କରିଥାଏ । ଏଥିପାଇଁ କାର୍ଯ୍ୟପାଳିକା କିମ୍ବା କାର୍ଯ୍ୟପାଳ ସବୁବେଳ ବ୍ଯବସ୍ଥାପିକାଠାରେ ଉତ୍ତରଦାୟୀ ହୋଇ ରହେ । ସଂସଦୀୟ ତନ୍ତ୍ରରେ ସାଧାରଣତଃ ରାଷ୍ଟ୍ରମୁଖ୍ୟ, ଶାସନମୁଖ୍ଯଙ୍କଠାରୁ ଅଲଗା ଥାଆନ୍ତି । ଅପରପକ୍ଷେ କାର୍ଯ୍ୟପାଳିକା ତନ୍ତ୍ରରେ କାର୍ଯ୍ୟପାଳ ବହୁସମୟରେ ଦେଶର ମୁଖ୍ଯ ଥାଆନ୍ତି ଏବଂ ନିଜର ଅଧିକାର ପାଇଁ ବ୍ଯବସ୍ଥାପିକା ଉପରେ ନିର୍ଭର କରନ୍ତି ନାହିଁ ।

ସଂସଦୀୟ ପ୍ରଜାତାନ୍ତ୍ରିକ ରାଷ୍ଟ୍ରମାନେ ସାମ୍ବିଧାନିକ ଏକତନ୍ତ୍ର; ଯେପରିକି - ଯୁକ୍ତରାଜ୍ୟ ଯେଉଁଥିରେ ରାଷ୍ଟ୍ରମୁଖ୍ୟ ଏକତନ୍ତ୍ରୀ କିନ୍ତୁ ଶାସନମୁଖ୍ୟ ସର୍ବଦା ଏକ ସଂସଦୀୟ ସଦସ୍ଯ ହୋଇଥାନ୍ତି କିମ୍ବା ସଂସଦୀୟ ଲୋକତନ୍ତ୍ର; ଯେପରିକି - ଭାରତ ଯେଉଁଠାରେ ରାଷ୍ଟ୍ରମୁଖ୍ୟ ସଂସଦଦ୍ୱାରା ନିର୍ବାଚିତ ହୁଅନ୍ତି ହୋଇପାରନ୍ତି ।

ଆଧାର

Tags:

ପ୍ରଜାତନ୍ତ୍ରରାଷ୍ଟ୍ରମୁଖ୍ୟ

🔥 Trending searches on Wiki ଓଡ଼ିଆ:

କାଜାଖସ୍ତାନଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଚ୍ୟୁତ ଗୋକୁଳ ନାୟକନୋବେଲ ପୁରସ୍କାରଜଣ୍ଡିସ୍ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଇରା ମହାନ୍ତିସୀତାକାନ୍ତ ମହାପାତ୍ରଜନ୍ମ ନିରୋଧଚଇତି ଘୋଡ଼ା ନାଚଶତ୍ରୁଘ୍ନ ପାଣ୍ଡବରବର୍ଟ ହିଲ୍ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଗୋପୀନାଥ ମହାନ୍ତିଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଗର୍ଭାଶୟ ଅନ୍ତଃସ୍ତର କର୍କଟଗୁରୁ ପ୍ରସାଦ ମହାନ୍ତିଓପନ-ସୋର୍ସ ସଫ୍ଟୱେରସାରଳା ଦାସଜଗନ୍ନାଥଙ୍କ ବେଶଭାରତୀୟ ସଂଖ୍ୟା ପ୍ରଣାଳିଗ୍ରହରକ୍ତ୪ ଇଡିଅଟସ୍ବୁଧଦଣ୍ଡ ନାଟ୧୯୮୪ଦୀପକ ମିଶ୍ରମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାଶାସ୍ତିସବ୍ୟସାଚୀ ମିଶ୍ରଭାଷାବିଶ୍ୱ ଏଡ୍‌ସ ଦିବସରାଜ୍ୟ ସଭାରାଶି ଓ ନକ୍ଷତ୍ରପୁରୁଷୋତ୍ତମ ଦେବଏମିସ ଲୋକମାସ୦ (ସଂଖ୍ୟା)ସତୀ (ହିନ୍ଦୁ ଦେବୀ)ଅଷ୍ଟ୍ରେଲିଆ୫ ନଭେମ୍ବରଗଙ୍ଗାଧର ମେହେରc3bn4ଆଜାଦ ହିନ୍ଦ୍ ଫୌଜକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାବେଣୁଧର ରାଉତପଖିଆଶେୟାର ବଜାରଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସ୍ତନ୍ୟପାୟୀରାମଚନ୍ଦ୍ର ମିଶ୍ରଓଡ଼ିଆ ରାନ୍ଧଣାନନ୍ଦିନୀ ଶତପଥୀବୈଷ୍ଣବ ଚରଣ ସାମଲଗର୍ଭାବସ୍ଥାପ୍ରତୀକ୍ଷାମୁକୁନ୍ଦ ଦେବବିଭୂତି ପଟ୍ଟନାୟକଭାରତୀୟ ଜାତୀୟ କଂଗ୍ରେସଚାଟ୍ ଜିପିଟିଓଡ଼ିଆ ସାହିତ୍ୟ୭୦୧ରାବଣଖିଲିପାନଚିତ୍ତରଞ୍ଜନ ତ୍ରିପାଠୀପ୍ରଧାନ ପୃଷ୍ଠା୨୦ ଅଗଷ୍ଟଭଦ୍ରକହରେକୃଷ୍ଣ ମହତାବ🡆 More