ଶୁଭ୍ରାଂଶୁ ନାୟକ: ଓଡ଼ିଆ ଅଭିନେତା

ଶୁଭ୍ରାଂଶୁ ନାୟକ ଜଣେ ଓଡ଼ିଆ ଅଭିନେତା, ଯିଏକି ମୁଖ୍ୟତଃ ଓଡ଼ିଆ ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ର ଆଦିରେ ଅଭିନୟ କରନ୍ତି । ୧୯୯୯ ମସିହାରେ ସେ ଡିଡି ଓଡ଼ିଆର ଧାରାବାହିକ ସଂସ୍କାର ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ୨୦୦୧ ମସିହାର ଧାରାବାହିକ ଦୁହିତାରେ ପ୍ରଥମ ଥର ପାଇଁ ନାୟକ ଭାବରେ କାମ କରିଥିଲେ । ପରବର୍ତ୍ତୀ ସମୟରେ ସେ କାହାର ହେବି ମୁଁ କଣ୍ଢେଇ, ମହାଯଜ୍ଞ, ଦୁହିତା, କହିଲେ ତୋ କୂଳ କୁଟୁମ୍ବକୁ ଲାଜ, ସଂସ୍କାର ବଡ଼ ଘର ବଡ଼ ଗୁମର କଥା, ଅବୁଝା ଏ ମନ, ବେବି, ଜୀବନ ସାଥୀ ଆଦି ଧାରାବାହିକରେ ନାୟକ, ଖଳନାୟକ ଓ ସହ-ଅଭିନେତା ଭାବରେ କାମ କରିଛନ୍ତି । ଧାରାବାହିକ ବ୍ୟତୀତ ସେ ଓଡ଼ିଆ କଥାଚିତ୍ର ଜଗତରେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି । ଚୁପ୍ କିଏ ଆସୁଛି, ଲଭ୍ ଷ୍ଟେସନ୍, ମୁଁ କ'ଣ ଏତେ ଖରାପ, ସୁନ୍ଦରଗଡ଼ର ସଲମାନ୍ ଖାନ୍, ସିଷ୍ଟର ଶ୍ରୀଦେବୀ, ଗୁଣ୍ଡା, ବିଜୁ ବାବୁ ଆଦି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।

ଶୁଭ୍ରାଂଶୁ ନାୟକ
ଶୁଭ୍ରାଂଶୁ ନାୟକ: ଅଭିନୟ ଜୀବନ, ଆଧାର, ବାହାର ଆଧାର
୨ୟ ଓଡ଼ିଶା ରାଜ୍ୟ ଟେଲିଭିଜନ୍ ପୁରସ୍କାର ଉତ୍ସବରେ ପିତା ପ୍ରପିତା ପିତାମହ ଧାରାବାହିକ ପାଇଁ ଶୁଭ୍ରାଂଶୁ ପୁରସ୍କାର ଗ୍ରହଣ କରୁଛନ୍ତି ।
ବୃତ୍ତିଅଭିନେତା (ଓଡ଼ିଆ)
ସକ୍ରିୟ ବର୍ଷ୧୯୯୯ – ଏବେଯାଏଁ

ଅଭିନୟ ଜୀବନ

ଶୁଭ୍ରାଂଶୁ ୧୯୯୪ ମସିହାରେ ଦୁଇଟି ଲକ୍ଷ୍ୟ ନେଇ କାମକ୍ଷାନଗରରୁ ଭୁବନେଶ୍ୱର ଆସିଥିଲେ; ଡାକ୍ତରୀ ପଢ଼ିବେ କିମ୍ବା ଅଭିନୟ କରିବେ । ମାତ୍ର ସେ ଏମ୍‌ବିଏ କରିଥିଲେ ଏବଂ ଚାକିରୀ କରିବା ପରେ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୯୯ ମସିହାରେ ଅଭିନୟ ଦୁନିଆରେ କାମ କରିବା ଆରମ୍ଭ କରିଥିଲେ । ଡିଡି ଓଡ଼ିଆରେ ପ୍ରସାରିତ ହେଉଥିବା ଧାରାବାହିକ ସଂସ୍କାରରେ ସେ ୧୦ରୁ ୧୨ଟି ଅଧ୍ୟାୟରେ କାମ କରିଥିଲେ ।

୨୦୦୧ ମସିହାରେ ସେ ଡିଡି ଓଡ଼ିଆରେ ପ୍ରସାରିତ ଅନ୍ୟତମ ଧାରାବାହିକ ଦୁହିତାରେ ମୁଖ୍ୟ ନାୟକ ଭାବରେ କାମ କରିଥିଲେ । ଏହାପରେ ଇଟିଭି ଓଡ଼ିଆ, ତରଙ୍ଗ ଟିଭି, ସାର୍ଥକ ଟିଭି, ଜୀ ସାର୍ଥକ ଆଦିରେ ବିଭିନ୍ନ ଧାରାବାହିକରେ ଅଭିନୟ କରିଥିଲେ ।

୨୦୦୯ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଚୁପ୍ କିଏ ଆସୁଛି । ଏହାପରେ ସେ ଅନେକ କଥାଚିତ୍ରରେ ଚରିତ୍ର ଅଭିନେତା, ହାସ୍ୟ ଅଭିନତା ଓ ଖଳନାୟକ ଆଦି ଭୂମିକାରେ ଅଭିନୟ କରିଛନ୍ତି ।

ଅଭିନୀତ ଧାରାବାହିକ

ଧାରାବାହିକ ଚେନାଲ୍ ଭୂମିକା ମନ୍ତବ୍ୟ
ସଂସ୍କାର ଡିଡି ଓଡ଼ିଆ
ଦୁହିତା ମୁଖ୍ୟ ନାୟକ
କାହାର ହେବି ମୁଁ କଣ୍ଢେଇ
ମହାଯଜ୍ଞ
ଦୁହିତା
କହିଲେ ତୋ କୂଳ କୁଟୁମ୍ବକୁ ଲାଜ
ସୁନା କଳସ
ସଂସ୍କାର ଇଟିଭି ଓଡ଼ିଆ
ବଡ଼ ଘର ବଡ଼ ଗୁମର କଥା
ଅବୁଝା ଏ ମନ ତରଙ୍ଗ ଟିଭି
ବେବି
ଜୀବନ ସାଥି ଜୀ ସାର୍ଥକ
ଫୁଲ୍ ଗଡ଼ବଡ଼ ତରଙ୍ଗ ଟିଭି
ଜ୍ୱାଇଁ ନଂ ୱାନ ସାର୍ଥକ ଟିଭି
ସବୁ ଠିକ୍ ଠାକ୍ ଇଟିଭି ଓଡ଼ିଆ
ପିତା ପ୍ରପିତା ପିତାମହ

ଅଭିନୀତ କଥାଚିତ୍ର

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୦୯ ଚୁପ୍ କିଏ ଆସୁଛି ଅଭିନୀତ ପ୍ରଥମ କଥାଚିତ୍ର
୨୦୧୦ ମୁଁ କ'ଣ ଏତେ ଖରାପ
୨୦୧୬ ଲଭ୍ ଷ୍ଟେସନ୍ ସଞ୍ଜୁର ବଡ଼ ଭାଇ
ଗୁଣ୍ଡା
୨୦୧୭ ସିଷ୍ଟର ଶ୍ରୀଦେବୀ
୨୦୧୮ ସୁନ୍ଦରଗଡ଼ର ସଲମାନ୍ ଖାନ୍
ଶ୍ରୀମାନ୍ ସୁର୍‌ଦାସ
୨୦୧୯ ବିଜୁ ବାବୁ
ଗୋଲ୍ ମାଲ୍ ଲଭ୍
୨୦୨୧ ବାପା ଆଇସିୟୁରେ ଅଛନ୍ତି
୨୦୨୨ ବାଳୀ - ଦ ସେଭିଅର୍
ହାଏ କୃଷ୍ଣ ଅନୁର ବାପା
୨୦୨୩ ନିୟତି
ବନ୍ଦିନୀ
ବାପା ସୁପର୍‌ମ୍ୟାନ୍ ଚନ୍ଦ୍ରକାନ୍ତ ସାବତ

ଆଧାର

ବାହାର ଆଧାର

Tags:

ଶୁଭ୍ରାଂଶୁ ନାୟକ ଅଭିନୟ ଜୀବନଶୁଭ୍ରାଂଶୁ ନାୟକ ଆଧାରଶୁଭ୍ରାଂଶୁ ନାୟକ ବାହାର ଆଧାରଶୁଭ୍ରାଂଶୁ ନାୟକଓଡ଼ିଆ କଥାଚିତ୍ର ଜଗତଗୁଣ୍ଡାଚୁପ୍ କିଏ ଆସୁଛିଡିଡି ଓଡ଼ିଆବିଜୁ ବାବୁ (ଓଡ଼ିଆ କଥାଚିତ୍ର)ମୁଁ କ'ଣ ଏତେ ଖରାପଲଭ୍ ଷ୍ଟେସନ୍ସିଷ୍ଟର ଶ୍ରୀଦେବୀସୁନ୍ଦରଗଡ଼ର ସଲମାନ୍ ଖାନ୍

🔥 Trending searches on Wiki ଓଡ଼ିଆ:

୩ ଫେବୃଆରୀଖୋର୍ଦ୍ଧାକ୍ଷୁଦ୍ରକଣ ବିଜ୍ଞାନର ଆଦର୍ଶ ମାନଦଣ୍ଡଭାରତର ନଦୀ ସମୂହର ତାଲିକାଧ୍ରୁବୀୟ ଜ୍ୟୋତିନାରୀବାଦଓଡ଼ିଆ ଭାଗବତଜାଭାସ୍କ୍ରିପ୍ଟଭିମାବରମମନୋରଞ୍ଜନ ଦାସଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରମୁକ୍ତେଶ୍ୱର ଦେଉଳଲକ୍ଷ୍ମୀଫୁସଫୁସଗୋଲୋକ ବିହାରୀ ଧଳରାଣୀ ଲକ୍ଷ୍ମୀବାଈଜଣ୍ଡିସ୍ଓଡ଼ିଶାର ଲୋକନୃତ୍ୟପଶ୍ଚିମ ଓଡ଼ିଶାଦୀପାବଳୀଚେକ ରିପବ୍ଲିକସୁଇଜରଲ୍ୟାଣ୍ଡହୋମାଟ୍ରୋପିନଦମୟନ୍ତୀ ବେଶ୍ରାଶବ୍ଦ (ପଦ)କ୍ରିକେଟ୨୦୨୨ ରୁଷର ୟୁକ୍ରେନ ଉପରେ ଆକ୍ରମଣବିଜାଣ୍ଟିନୀୟ ସାମ୍ରାଜ୍ଯଭର୍ତ୍ତୃହରି ମହତାବଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଭିଏତନାମରମଜାନଭାରତର ଜାତୀୟ ପତାକାବଙ୍ଗଳାଦେଶଗୋପାଳବଲ୍ଲଭ ଦାସମାନବ ମସ୍ତିଷ୍କଅଶୋକ (ସମ୍ରାଟ)ଓଡ଼ିଶାର ଦୋଳଯାତ୍ରାଜେରୁସାଲେମଦୁର୍ଗାନୃସିଂହ୨୦ ମାର୍ଚ୍ଚସେସିଲିଆ ପେଇନ-ଗାପୋସ୍ଚକିନଭୀମ ଭୋଇଚୈତନ୍ୟଡମ୍ବରୁ ଶିଶାଲକ୍ଷ୍ମଣ ନାୟକଏଷ୍ଟୋନିଆଲକ୍ଷ୍ମୀକାନ୍ତ ମହାପାତ୍ରଗୋପାଳ କୃଷ୍ଣ ରଥଓଡ଼ିଆ ଲିପିମି ଠୁ (ହ୍ୟାସଟ୍ୟାଗ)କାଳିଜାଈଉଇକିବିଦ୍ୟାଳୟବିଜୟ ମିଶ୍ରହାକିମ ବାବୁସାଇକେଲବିଶ୍ୱତାପନକୁଞ୍ଜବିହାରୀ ଦାଶଫିନଲ୍ୟାଣ୍ଡରାୟଗଡ଼ାକେନ୍ଦୁଝରଅଚ୍ୟୁତାନନ୍ଦ ଦାସହସ୍ତମୈଥୁନମାଟିବିରାଡ଼ି ସାପନିମୋନିଆଲସ ଏଞ୍ଜଲେସ ଲେକର୍ସମନମୋହନ ସାମଲଭାରତୀୟ ଜନତା ପାର୍ଟିହିନା ରବାନି ଖରମାଟ୍ରିକ୍ସଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଜ୍ୱରଆନ୍ତର୍ଜାତିକ ମହିଳା ଦିବସ🡆 More