ବଙ୍ଗଳା ଉଇକିପିଡ଼ିଆ

ବଙ୍ଗଳା ଉଇକିପିଡ଼ିଆ ବା ବାଂଲା ଉଇକିପିଡ଼ିଆ (ବଙ୍ଗଳା: বাংলা উইকিপিডিয়া) ହେଉଛି ଉଇକିମିଡ଼ିଆ ଫାଉଣ୍ଡେସନ ପରିଚାଳିତ ଉଇକିପିଡ଼ିଆର ବଙ୍ଗଳା ଭାଷା ସଂସ୍କରଣ, ଯାହାକି ଏକ ମାଗଣା ଅନଲାଇନ୍ ଏନ୍‌ସାଇକ୍ଲୋପିଡ଼ିଆ । ଜାନୁଆରୀ ୨୭, ୨୦୦୪ରେ ଆରମ୍ଭ ହୋଇଥିବା ଏହି ଉଇକିପିଡ଼ିଆ ଅକ୍ଟୋବର ୨୦୦୬ରେ ୧୦,୦୦୦ ପ୍ରସଙ୍ଗ ଅତିକ୍ରମ କରି ଦ୍ୱିତୀୟ ଦକ୍ଷିଣ-ଏସୀୟ ଭାଷୀ ଉଇକିପିଡ଼ିଆ ହୋଇଥିଲା । ୨୫ ଡିସେମ୍ବର, ୨୦୨୦ରେ ଏହି ଉଇକିପିଡ଼ିଆରେ ୧ ଲକ୍ଷରୁ ଅଧିକ ପ୍ରସଙ୍ଗ ଅଧିକ ଲେଖାଯାଇଥିଲା । ୨୦୧୮ ମସିହାରେ, ବଙ୍ଗାଳୀ ଉଇକିପିଡ଼ିଆକୁ ବିଶ୍ୱସ୍ତରୀରେ ୧ କୋଟି ୯୦ ଲକ୍ଷରୁ ଅଧିକ ଥର ଖୋଲାଯାଇଥିବା ଖୋଲାଯାଇଥିଲା । ହାରାହାରି, ଏହି ସାଇଟ୍ ଦିନକୁ ୫ଲକ୍ଷରୁ ଅଧିକ ଥର ଦେଖାଯାଉଥିଲା ।

Favicon of Wiki ବଙ୍ଗଳା ଉଇକିପିଡ଼ିଆ Bengali Wikipedia
ବଙ୍ଗଳା ଉଇକିପିଡ଼ିଆ
Screenshot
ବଙ୍ଗଳା ଉଇକିପିଡ଼ିଆ
The homepage of the Bengali Wiki ଓଡ଼ିଆ.
ୟୁ.ଆର.ଏଲbn.wikipedia.org
ବ୍ୟବସାୟିକନାହିଁ
ସାଇଟର ପ୍ରକାରଇଣ୍ଟରେନେଟରେ ଥିବା ଜ୍ଞାନକୋଷ
ମିଳୁଥିବା ଭାଷାବଙ୍ଗଳା
ମାଲିକଉଇକିମିଡ଼ିଆ ଫାଉଣ୍ଡେସନ
ଏବେକାର ସ୍ଥିତିଅନ୍‌ଲାଇନ୍

ଜୁନ୍ ୨୦୨୦ ସୁଦ୍ଧା, ବଙ୍ଗାଳୀ ଉଇକିପିଡ଼ିଆ ହେଉଛି ଏକମାତ୍ର ଅନଲାଇନ୍ ମାଗଣା ଏନସାଇକ୍ଲୋପିଡ଼ିଆ ଯାହାକି ବଙ୍ଗଳା ଭାଷାରେ ଲେଖାଯାଇଛି । ଏହା ମଧ୍ୟ ଇଣ୍ଟରନେଟରେ ସବୁଠାରୁ ବଡ଼ ବଙ୍ଗୀୟ ବିଷୟବସ୍ତୁ ସମ୍ବନ୍ଧୀୟ ସାଇଟ ମଧ୍ୟରୁ ଅନ୍ୟତମ । ବଙ୍ଗାଳୀ ଉଇକିପିଡ଼ିଆର ମୋବାଇଲ୍ ସଂସ୍କରଣ ୨୦୧୦ ମସିହାରେ ଉନ୍ମୋଚନ ହୋଇଥିଲା ।

ଏହି ଉଇକିପିଡ଼ିଆରେ ବଙ୍ଗାଳୀ ସ୍କ୍ରିପ୍ଟ ଟୁଲ୍ ପାଇଁ ଏକ ଫୋନେଟିକ୍ ଲାଟିନ୍ କି-ବୋର୍ଡ଼ ଅଛି, ଯାହାଦ୍ୱାରା କୌଣସି ସଫ୍ଟୱେର୍ ଡାଉନଲୋଡ୍ ନକରି ଲାଟିନ୍ ବର୍ଣ୍ଣମାଳାର କି-ପ୍ୟାଡ୍ ବ୍ୟବହାର କରି ସିଧାସଳଖ ବଙ୍ଗଳା ଟାଇପ୍ କରାଯାଇପାରିବ । ଏହି ଉଇକିପିଡ଼ିଆ ଗୋଷ୍ଠୀଦ୍ୱାରା ଉଇକିବାର୍ତ୍ତା ନାମକ ଏକ ସମ୍ବାଦ ପ୍ରକାଶ ପାଉଛି ।

ଆଧାର

ଅଧିକ ଆଧାର

Tags:

ଉଇକିପିଡ଼ିଆଉଇକିମିଡ଼ିଆ ଫାଉଣ୍ଡେସନବଙ୍ଗଳା ଭାଷା

🔥 Trending searches on Wiki ଓଡ଼ିଆ:

ଶିବହଳଧର ନାଗନହୁଷରୋହିଙ୍ଗିଆ ଗଣହତ୍ୟାଅଷ୍ଟ୍ରେଲିଆ (ମହାଦେଶ)ସାର୍ବଭୌମ ସ୍ୱାଧୀନ ଦେଶମାନଙ୍କର ତାଲିକାଏଷ୍ଟୋନିଆମନମୋହନ ସାମଲମହାପ୍ରସାଦବ୍ରୋଙ୍କିଓଲାଇଟିସମେଡ଼େଲିଭିଅମମାୟାଧର ମାନସିଂହନାଉରୁଭାରତ ରତ୍ନଆମ୍ବମିଳିତ ଜାତିସଂଘଜୟ ଜଗନ୍ନାଥରବର୍ଟ ମୂଗ୧୯୬୨ମଙ୍ଗଳା ମନ୍ଦିରଇଣ୍ଡୋନେସିଆଡେଭିଡ କାମେରନମାଙ୍ଗାଲୋରେଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଅଟିଜିମ୍ ସ୍ପେକ୍ଟ୍ରମଭାରତୀୟ ଜାତୀୟ କଂଗ୍ରେସଚୀନୀ କଲରାପତରିଆ ବାଘଗଞ୍ଜାମ ଜିଲ୍ଲାକାଳିନ୍ଦୀ ଚରଣ ପାଣିଗ୍ରାହୀ୧୯ ମାର୍ଚ୍ଚଫାରୋ ଦ୍ଵୀପପୁଞ୍ଜବ୍ୟଞ୍ଜନ ବର୍ଣ୍ଣସିଲଡେନାଫିଲହନୁମାନ ଚାଳିଶାଲକ୍ଷ୍ମଣ ନାୟକହେପାଟାଇଟିସନବଗୁଞ୍ଜରକିଲୋଗ୍ରାମଦମୟନ୍ତୀ ବେଶ୍ରାଚବିଶ ଗୁରୁଗୋଦାବରୀଶ ମିଶ୍ରଉମାଶଙ୍କର ମିଶ୍ରରାଜନୀତି ବିଜ୍ଞାନବୁଦାପେଷ୍ଟଥାଲାସେମିଆଦ୍ରୌପଦୀ ମୁର୍ମୁବୈଦେହୀଶ ବିଳାସ୧୨୭୪ଜଗନ୍ନାଥଙ୍କ ବେଶଇମେଲଭୁବନେଶ୍ୱର ବେହେରାଇଲେକ୍‌ଟ୍ରୋନଇଣ୍ଟରନେଟପ୍ରଦୀପ କୁମାର ଅମାତଆମାଜନ ନ‌ଦୀଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟରମଣ ମହର୍ଷି୫୬୪ଭକ୍ତ ଚରଣ ଦାସଚାଚେରୀ ବେଶନନ୍ଦ କିଶୋର ବଳଅଲାରନାଥ ମନ୍ଦିରଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାପାରାସେଟାମୋଲହାଇଦ୍ରାବାଦଆଦିବାସୀମଧୁମେହ୨୯ ମାର୍ଚ୍ଚ୧୭୫୨ଇନଷ୍ଟାଗ୍ରାମସେସିଲିଆ ପେଇନ-ଗାପୋସ୍ଚକିନକାର୍ଲ ମାର୍କସ🡆 More