ପୋଲାଟୁଜୁମାବ ଭେଡୋଟିନ

ପୋଲାଟୁଜୁମାବ ଭେଡୋଟିନ (ଇଂରାଜୀ ଭାଷାରେ Polatuzumab vedotin), ପଲିଭି ଏହାର ଏକ ବିକ୍ରୟ ନାମ ହେଉଛି ଏକ ଔଷଧ ଯାହା ବେଣ୍ଡାମଷ୍ଟିନ ଏବଂ ରିଟକ୍ସିମାବ୍ ସହିତ ମିଶ୍ରିତ ହୋଇ ବଡ଼ ବି-ସେଲ୍ ଲିମ୍ଫୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଯେତେବେଳେ ଅନ୍ୟ କୌଣସି ଚିକିତ୍ସା କାମ ନ କରେ, ସେତେବେଳ ଏହା ବ୍ୟବହୃତ ହୁଏ । ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।

ପୋଲାଟୁଜୁମାବ ଭେଡୋଟିନ
Monoclonal antibody
TypeWhole antibody
SourceHumanized (from mouse)
TargetCD79B
Clinical data
Trade namesPolivy
SynonymsDCDS4501A, RG7596, polatuzumab vedotin-piiq
AHFS/Drugs.commonograph
MedlinePlusa619039
data
Pregnancy
category
  • AU: D
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx-only
  • ℞ (Prescription only)
Chemical and physical data
FormulaC6670H10317N1745O2087S40
Molar mass୧,୪୯,୬୨୭.୪୩ g·mol−1

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଲାଲ ରକ୍ତ କଣିକା, କମ୍ ପ୍ଲାଟୈଲେଟ୍, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ତରଳ ଝାଡ଼ା, ଅଇ, ଏବଂ ଜ୍ୱର ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପେରିଫେରାଲ୍ ନିଉରୋପାଥି, ଇନଫ୍ୟୁଜନ୍ ପ୍ରତିକ୍ରିୟା, ଟ୍ୟୁମର ଲାଇସିସ୍ ସିଣ୍ଡ୍ରୋମ, ଯକୃତ ସମସ୍ୟା ଏବଂ ସଂକ୍ରମଣ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ମୋନୋମିଥାଇଲ ଅରିଷ୍ଟାଟିନ ଇ (MMAE) ସହିତ ଯୋଡ଼ି ହୋଇ ସିଡି୭୯ବି (CD79b) ସହିତ ସଂଯୁକ୍ତ ହୋଇଥାଏ ।

୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ 2୨୦୨୦ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ପୋଲାଟୁଜୁମାବ ଭେଡୋଟିନ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ମୂଲ୍ୟ ପ୍ରାୟ ୧୧୦୦୦ ଡଲାର ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୫,୭୦୦ ଡଲାର ଅଟେ ।

ଆଧାର

Tags:

ଇଂରାଜୀ ଭାଷାବେଣ୍ଡାମସ୍ଟିନରିଟକ୍ସିମାବ

🔥 Trending searches on Wiki ଓଡ଼ିଆ:

ବିର୍ସା ମୁଣ୍ଡାମଇ ଦିବସଶ୍ରୀତମ ଦାସବଡ଼ ଏରାରେଶମ ପଥସାଲଭାଡୋର ଡାଲିବରଗଛଶାସ୍ତି (ଓଡ଼ିଆ କଥାଚିତ୍ର)ଗୋପୀନାଥ ମହାନ୍ତିରାମକୃଷ୍ଣ ପରମହଂସଶନିବାରଜାଭା (ପ୍ରୋଗ୍ରାମିଂ ଭାଷା)ଓଡ଼ିଶା ପ୍ରିମିଅର ଲିଗ୨୯ ମାର୍ଚ୍ଚଫକୀର ମୋହନ ସେନାପତିସଂକ୍ରାନ୍ତିମହାତ୍ମା ଗାନ୍ଧୀପ୍ରାଣବନ୍ଧୁ କରନମିତା ଅଗ୍ରୱାଲପୂର୍ଣ୍ଣଚ୍ଛେଦନଇ ଆରପାରିକାଜାଖସ୍ତାନଅନନ୍ତ ପଟ୍ଟନାୟକଜହ୍ନଓଡ଼ିଆ ଉଇକିପିଡ଼ିଆ୨୧ନିର୍ମଳା (ଉପନ୍ୟାସ)ଉତ୍କଳ ଦିବସଇଣ୍ଡୋନେସିଆପ୍ରଥମ ବିଶ୍ୱଯୁଦ୍ଧଲକ୍ଷ୍ମୀକାନ୍ତ ମହାପାତ୍ରଶ୍ରୀବଣଭୋଜି ବେଶଭାରତର ସଂସ୍କୃତିକୃଷ୍ଣଜୟୀ ରାଜଗୁରୁବୈଷ୍ଣବ ଚରଣ ସାମଲୟୁ ଟ୍ୟୁବପ୍ଲୁଟୋଅଖିଳ ମୋହନ ପଟ୍ଟନାୟକଫାଇଲେରିଆପ୍ରାଣକୃଷ୍ଣ ପରିଜାରାସେଶ୍ୱରୀ ପାଣିଗ୍ରାହୀଅକ୍ଷୟ ତୃତୀୟାପ୍ରତିଭା ଶତପଥୀପଖାଳଆରିଷ୍ଟୋଟଲଗୋଦର ରୋଗଲକ୍ଷ୍ମୀପାରମିତା ଶତପଥୀମନୋଜ ଦାସଙ୍କ କଥା ଓ କାହାଣୀଓଡ଼ିଆ ଖବରକାଗଜ ତାଲିକାପ୍ରତାପରୁଦ୍ର ଦେବତୃପ୍ତି ଦାସବିଜୟ ମିଶ୍ରକଟକଶ୍ରବଣା (ନକ୍ଷତ୍ର)ଜିନା ସାମଲପୂରଣବାଚକ ସଂଖ୍ୟା୧୯୦୫ବୈଶାଖଧାତୁଦଣ୍ଡ ନାଟଜଗନ୍ନାଥବୀର ସୁରେନ୍ଦ୍ର ସାଏମହାପାତ୍ର ନୀଳମଣି ସାହୁପ୍ରଧାନ ପୃଷ୍ଠାଭକ୍ତ ଚରଣ ଦାସ୧୭୪୬ଅମାବାସ୍ୟାର ଚନ୍ଦ୍ରମହମ୍ମଦ ମୋକିମ୍ନବକଳେବର🡆 More