ପଞ୍ଚମୀ

'ପଞ୍ଚମୀ' ଚନ୍ଦ୍ରପକ୍ଷର ପଞ୍ଚମ ଦିବସ - ଚନ୍ଦ୍ରର ପଞ୍ଚମ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି । ଚତୁର୍ଥୀର ପରବର୍ତ୍ତୀ ଓ ଷଷ୍ଠୀର ପୂର୍ବବର୍ତ୍ତୀ ତିଥି । କୃଷ୍ଣ ପକ୍ଷର ପଞ୍ଚମୀକୁ କୃଷ୍ଣା ପଞ୍ଚମୀ ଓ ଶୁକ୍ଳ ପକ୍ଷର ପଞ୍ଚମୀକୁ ଶୁକ୍ଳା ପଞ୍ଚମୀ କୁହାଯାଇଥାଏ ।

ପର୍ବପର୍ବାଣି

  • ଜ୍ୟୈଷ୍ଠ ଶୁକ୍ଳ ପଞ୍ଚମୀ: ଶିବଙ୍କ ବିବାହ ।
  • ଆଷାଢ଼ ଶୁକ୍ଳ ପଞ୍ଚମୀ: ହେରାପଞ୍ଚମୀ
  • ଶ୍ରାବଣ କୃଷ୍ଣ ପଞ୍ଚମୀ: ନାଗ ପଞ୍ଚମୀ/ ମନସା ପଞ୍ଚମୀ – ନାଗପୂଜା ।
  • ଶ୍ରାବଣ ଶୁକ୍ଳ ପଞ୍ଚମୀ: ଜାଗ୍ରଦ୍‌ଗୌରୀ ପଞ୍ଚମୀ – ଗ୍ରାମଦେବତୀ ପୂଜା ।
  • ଭାଦ୍ରବ କୃଷ୍ଣ ପଞ୍ଚମୀ: ରକ୍ଷା ପଞ୍ଚମୀ / ରେଖା ପଞ୍ଚମୀ- ଜଗନ୍ନାଥଙ୍କ ରେଖା ଲାଗି । କବାଟରେ ଚିତ୍ରିତ ଘଣ୍ଟାକର୍ଣ୍ଣ ଓ ଭୈରବପୂଜା ।
  • ଭାଦ୍ରବ ଶୁକ୍ଳ ପଞ୍ଚମୀ: ଋଷି ପଞ୍ଚମୀ/ ଗୁରୁପଞ୍ଚମୀ- ନୂଆଖାଇ, ଏହା ଗୁରୁବାର ଦିନ ପଡ଼ିଲେ ଲକ୍ଷ୍ମୀ ପୂଜା ।
  • ଆଶ୍ୱିନ କୃଷ୍ଣ ପଞ୍ଚମୀ: ଅଶ୍ୱପଞ୍ଚମୀ / ନାହାଣ ପଞ୍ଚମୀ – ଅଶ୍ୱପୂଜା
  • ଆଶ୍ୱିନ ଶୁକ୍ଳ ପଞ୍ଚମୀ: ନତପଞ୍ଚମୀ – ଦୁର୍ଗାପୂଜାରମ୍ଭ (ପଞ୍ଚମୀଠାରୁ ନବମୀପର୍ଯ୍ୟନ୍ତ)
  • ମାର୍ଗଶିର ଶୁକ୍ଳ ପଞ୍ଚମୀ: ବିବାହ ପଞ୍ଚମୀ: ରାମ ଓ ସୀତାଙ୍କ ବିବାହୋତ୍ସବ ଦିନ
  • ପୌଷ ଶୁକ୍ଳ ପଞ୍ଚମୀ: କୁରାଳ ପଞ୍ଚମୀ (କୁମ୍ଭକାରଙ୍କର ପର୍ବ): ଏହି ଦିନ ପ୍ରତ୍ୟେକ କୁମ୍ଭକାର ସମ୍ପ୍ରଦାୟଙ୍କ ବିଲୁପ୍ତପ୍ରାୟ ସ୍ମୃତି ଶାଳଗୃହ, ଚକ, ପିଣ୍ଡ, ପିଟଣା ଆଦିକୁ ପୂଜାଅର୍ଚ୍ଚନା କରାଯାଇଥାଏ । କୁରାଳ ପୁରାଣପାଠ କରାଯାଏ ।
  • ମାଘ ଶୁକ୍ଳପଞ୍ଚମୀ: ବସନ୍ତପଞ୍ଚମୀ / ଶ୍ରୀପଞ୍ଚମୀ – ସରସ୍ୱତୀ ପୂଜା, ଜଗନ୍ନାଥ ମହାପ୍ରଭୁଙ୍କ ପଞ୍ଚପଲ୍ଲବ ଲାଗି ।

ଆଧାର

Tags:

ଚତୁର୍ଥୀତିଥିଷଷ୍ଠୀ

🔥 Trending searches on Wiki ଓଡ଼ିଆ:

ସଞ୍ଜୁ ଆଉ ସଞ୍ଜନାବିଦ୍ୟୁତଚୈତନ୍ୟକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଲସ ଏଞ୍ଜଲେସ ଲେକର୍ସଅକ୍ଷୟ ତୃତୀୟାନେମାଳଛ ମାଣ ଆଠ ଗୁଣ୍ଠତାଳଚେରହିଙ୍ଗୁଳା ମନ୍ଦିରସଞ୍ଜୀବ କୁମାର ମଲ୍ଲିକସମୁଦ୍ରଜଳ ପ୍ରଦୂଷଣଚନ୍ଦ୍ରଶେଖର ଆଜାଦସାଦୃଶ୍ୟମାଟିର ମଣିଷକାନାଡ଼ାଦେଓମାଳୀଭାରତର ସଂସ୍କୃତିପୁରୁଷୋତ୍ତମ ଦେବୱିଲିଅମ ସେକ୍ସପିଅରଗୋଦାବରୀଶ ମହାପାତ୍ରକେନ୍ଦୁଝର ଗଡ଼ଜାତ ରାଜ୍ୟଓଡ଼ିଆ ବାହାଘରବୀର ସୁରେନ୍ଦ୍ର ସାଏ୨୫ ମାର୍ଚ୍ଚଅକ୍ଷି ତୃତୀୟାପରିସଂଖ୍ୟାନଓଡ଼ିଶାର ମାପ ବ୍ୟବସ୍ଥାଓଡ଼ିଆ ସାହିତ୍ୟରାଜକିଶୋର ରାୟଉଇକିମିଡ଼ିଆ ଫାଉଣ୍ଡେସନମାଇକ୍ରୋସଫ୍ଟଭଗବତ ଗୀତାପ୍ରଥମାଷ୍ଟମୀବିଜ୍ଞାନଜଗନ୍ନାଥଙ୍କ ବେଶଜୀବସାର ଖଧର୍ମେନ୍ଦ୍ର ପ୍ରଧାନଡାଲିଦୀନକୃଷ୍ଣ ଦାସସୁଭାଷ ଚନ୍ଦ୍ର ବୋଷମାୟାଧର ମାନସିଂହଓଡ଼ିଆ ଯୁବକ ପାଠାଗାରତରୁଣକାନ୍ତି ମିଶ୍ର୧୯୨୦ପରଶୁରାମଅଜନ୍ତା ଗୁମ୍ଫାବନ୍ଧୁ ମହାନ୍ତିଗୌତମ ବୁଦ୍ଧଯଶୋବନ୍ତ ଦାସଏ. ପି. ଜେ. ଅବଦୁଲ କଲାମମହା ଶିବରାତ୍ରିଲଣ୍ଡନପୂର୍ଣ୍ଣାନନ୍ଦ ଦାନୀଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାକାଜୁଅଖିଳ ମୋହନ ପଟ୍ଟନାୟକମୁସଲମାନଉତ୍କଳ ବ୍ରାହ୍ମଣଭାରତୀୟ ଜନତା ପାର୍ଟିରାମାୟଣଜୟ ଜଗନ୍ନାଥଶ୍ରୀରାଧାପ୍ରଦୀପ କୁମାର ପାଣିଗ୍ରାହୀମକର (ରାଶି)ଅପରାଜିତା ଷଡ଼ଙ୍ଗୀ🡆 More