ଟୋରାସେମାଇଡ: ଯୌଗିକ ରାସାୟନିକ ପଦାର୍ଥ

ଟୋରାସେମାଇଡ (ଇଂରାଜୀ ଭାଷାରେ Torasemide, ଅନ୍ୟ ନାମ ଟର୍ସେମାଇଡ/ torsemide) ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ହୃଦ୍‌ପାତ ଯୋଗୁ ହେଉଥିବା ହାଇପରଭଲେମିଆ (fluid overload), ବୃକ୍‌କ ରୋଗ (kidney disease) ଓ ଯକୃତ ରୋଗ (liver disease) ଇତ୍ୟାଦି ରୋଗମାନଙ୍କର ଚିକିତ୍ସା ନିମନ୍ତେ ଦିଆଯାଏ । ଉଚ୍ଚ ରକ୍ତଚାପ ରୋଗ ଚିକିତ୍ସା ନିମନ୍ତେ ବିଶେଷ ପସନ୍ଦ କରାଯାଏ ନାହିଁ । ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।

ଟୋରାସେମାଇଡ
ଟୋରାସେମାଇଡ: ଯୌଗିକ ରାସାୟନିକ ପଦାର୍ଥ
ଟୋରାସେମାଇଡ: ଯୌଗିକ ରାସାୟନିକ ପଦାର୍ଥ
Clinical data
Trade namesDemadex, Tortas, others
SynonymsTorsemide
AHFS/Drugs.commonograph
MedlinePlusa601212
Pregnancy
category
  • US: C (Risk not ruled out)
Routes of
administration
By mouth, IV
Drug classLoop diuretic
ATC code
Legal status
Legal status
  • US: ℞-only
Pharmacokinetic data
Bioavailability80-90%
Protein bindingHighly bound (>99%).
MetabolismHepatic (80%)
Elimination half-life3.5 hours; Cirrhosis: 7-8 hours
Identifiers
IUPAC name
  • N-[(isopropylamino)carbonyl]-4-[(3-methylphenyl)amino]pyridine-3-sulfonamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.164.924 Edit this at Wikidata
Chemical and physical data
FormulaC16H20N4O3S
Molar mass348.421 g/mol
3D model (JSmol)
SMILES
  • CC(C)NC(=O)NS(=O)(=O)c1cnccc1Nc2cc(C)ccc2
InChI
  • InChI=1S/C16H20N4O3S/c1-11(2)18-16(21)20-24(22,23)15-10-17-8-7-14(15)19-13-6-4-5-12(3)9-13/h4-11H,1-3H3,(H,17,19)(H2,18,20,21) checkY
  • Key:NGBFQHCMQULJNZ-UHFFFAOYSA-N checkY
 ☒NcheckY (what is this?)  (verify)

ଟୋରାସେମାଇଡର ସାଧାରଣ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ଅଧିକ ପରସ୍ରା କରିବା, ତରଳ ଝାଡ଼ା, କାଶ ଓ ମୁଣ୍ଡ ଓଜନିଆ ଲାଗିବା ହୋଇପାରେ । ଶ୍ରବଣ ହାନୀ (hearing loss) ଓ ଅଳ୍ପ ପୋଟାସିଅମ low blood potassium ମଧ୍ୟ ହୋଇପାରେ । ଟୋରାସେମାଇଡ ଏକ ପ୍ରକାର ସଲଫୋନାମାଇଡ (sulfonamide) ଓ ଲୁପ ଡାଇୟୁରେଟିକ (loop diuretic) । ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହା ବ୍ୟବ‌ହାର କରିବାକୁ ମନା କରାଯାଏ । ବୃକ୍‌କର ସୋଡ଼ିଅମ ପୁନଃଅବଶୋଷଣ କମେଇ ଏହା କାର୍ଯ୍ୟକ୍ଷମ ହୁଏ ।

ଟୋରାସେମାଇଡ ସନ ୧୯୭୪ରେ ପେଟେଣ୍ଟ ହେବା ପରେ ସନ ୧୯୯୩ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା । ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ । ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୧୦ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ସନ ୨୦୧୬ରେ ଏହାର ୨ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୩୪ ତମ ସ୍ଥାନରେ ଥଲା ।

ଆଧାର

ବାହ୍ୟ ଲିଙ୍କ

Tags:

en:hypervolemiaen:intravenousen:kidney diseaseen:liver diseaseଇଂରାଜୀ ଭାଷାଉଚ୍ଚ ରକ୍ତଚାପହୃଦ୍‌ପାତ

🔥 Trending searches on Wiki ଓଡ଼ିଆ:

ଶେର ଶାହ ସୁରୀ୪ (ସଂଖ୍ୟା)ବିଜୟ ଶଙ୍କର ଦାସମହାବିଦ୍ୟାଶ୍ରୀଲଙ୍କାର ଭୂଗୋଳଉପନିଷଦସତ୍ୟନାରାୟଣ ରାଜଗୁରୁନାରୀବାଦଉତ୍କଳ ବିଶ୍ୱବିଦ୍ୟାଳୟବିଦ୍ୟୁତପ୍ରଭା ଦେବୀମୌଳିକ ସଂଖ୍ୟାଭାରତର ସଂସ୍କୃତିଓଡ଼ିଆ ଭ୍ରମଣ ସାହିତ୍ୟହୃତ୍‌ପିଣ୍ଡ୧ (ସଂଖ୍ୟା)ଚନ୍ଦ୍ରଶେଖର ନନ୍ଦଶଙ୍କରାଚାର୍ଯ୍ୟବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସଂକ୍ରାନ୍ତିମସ୍କୋନୋବେଲ ପୁରସ୍କାରଚାନ୍ଦ୍ରମାସପାରାଦୀପ ବନ୍ଦରହନୁମାନ ଚାଳିଶାସମର ସଲିମ ସାଇମନବର୍ଷାଆଜାଦ ହିନ୍ଦ୍ ଫୌଜଗୌରହରି ଦାସଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଇରା ମହାନ୍ତିଇଣ୍ଡିଆନ ପ୍ରିମିଅର ଲିଗଗୋଦାବରୀଶ ମିଶ୍ରଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଜ୍ଞାନକୋଷପୁଷ୍ଟିସାରସମ୍ବଲପୁର ଜିଲ୍ଲାସମ୍ବଲପୁରଜାହାଙ୍ଗୀରମଇ ଦିବସଗୋଦର ରୋଗଓଡ଼ିଆ ଖାଦ୍ୟନଅତୁଣ୍ଡୀମୁକୁନ୍ଦ ଦେବଇଣ୍ଡୋନେସିଆଫକୀର ମୋହନ ସେନାପତିଜୟୀରାମ ସାମଲ୪ ଇଡିଅଟସ୍ପାରମିତା ଶତପଥୀ୨୦୧୨କାଳୀଚରଣ ପଟ୍ଟନାୟକରାସେଶ୍ୱରୀ ପାଣିଗ୍ରାହୀଫେବୃଆରୀ ୨୮ପଖାଳଜୟଦେବଅମାବାସ୍ୟାର ଚନ୍ଦ୍ରଭକ୍ତ ଚରଣ ଦାସଅସହଯୋଗ ଆନ୍ଦୋଳନସୌରୀନ୍ଦ୍ର ବାରିକବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମଙ୍ଗଳୁ ଚରଣ ବିଶ୍ୱାଳମାଲେସିଆଚିତ୍ତରଞ୍ଜନ ତ୍ରିପାଠୀକାଳିନ୍ଦୀ ଚରଣ ପାଣିଗ୍ରାହୀରାମାବତାରମ୍୧୬୬୫କଳାପାହାଡ଼ଯୁକ୍ତରାଜ୍ୟକୋଣାର୍କମଟର ସାଇକେଲପ୍ରଦୀପ କୁମାର ପାଣିଗ୍ରାହୀ🡆 More