ଗାଉଟ: ଖାଦ୍ୟ ଓ ଜେନେଟିକ କାରକ ଯୋଗୁ ବାତରକ୍ତ ହୁଏ

ଗାଉଟ୍ (ଅନ୍ୟ ନାମ ପୋଡାଗ୍ରା, କବିରାଜୀ ନାମ ବାତରକ୍ତ) ରୋଗ ଯେତେବେଳେ ପାଦ-ବୃଦ୍ଧାଙ୍ଗୁଳୀର ମୂଳକୁ ଧରେ ପୁନଃ ପୁନଃ ପ୍ରଦାହ ହୋଇ ଗଣ୍ଠି ଲାଲ, ଉଷ୍ମ, ଦରଜ ହୁଏ ଓ ଫୁଲିଯାଏ ।ଗଣ୍ଟି ଯନ୍ତ୍ରଣା ୨୪ ଘଣ୍ଟା ମଧ୍ୟରେ ଶୀଘ୍ର ତୀବ୍ର ହୁଏ । ପାଦକ ଅଙ୍ଗୁଳୀୟ ଗଣ୍ଠି (joint at the base of the big toe) ଅର୍ଦ୍ଧେକ କେଶ୍‌ରେ ପ୍ରଭାବିତ ହୁଏ । ଏହା ସ‌ହିତ ଟୋଫସ୍, ବୃକ୍‌କ ପ୍ରସ୍ତର (ବୃକ୍କାଶ୍ମରୀ) ଓ ୟୁରେଟ ନେଫ୍ରୋପାଥି ହୋଇପାରେ ।

ଗାଉଟ (ବାତରକ୍ତ)
A small creature with sharp teeth is biting into a swollen foot at the base of the big toe
ଗାଉଟ, ସନ ୧୭୯୯ରେ ଜେମ୍‌ସ ଗିଲରେଦ୍ୱାରା କରାଯାଇଥିବା ଏକ ହାସ୍ୟ ଚିତ୍ର
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିrheumatology[*], internal medicine[*]
ଆଇସିଡ଼ି-୧୦M10.
ଆଇସିଡ଼ି-୯-ସିଏମ୍274.00 274.1 274.8 274.9
ଓଏମ୍‌ଆଇଏମ୍138900 300323
ରୋଗ ଡାଟାବେସ29031
ମେଡ଼ିସିନ-ପ୍ଲସ000422
ଇ-ମେଡ଼ିସିନemerg/221 med/924 med/1112 oph/506 orthoped/124 radio/313
Patient UKଗାଉଟ
MeSHD006073

ଖାଦ୍ୟ ଓ ଜେନେଟିକ କାରକ ଯୋଗୁ ଗାଉଟ ହୁଏ । ଅତ୍ୟଧିକ ମାଂସ ଖାଇବା, ଅତ୍ୟଧିକ ମଦ୍ୟପାନ କରିବା ଓ ଓଜନାଧିକ୍ୟ ଥିବା ଲୋକଙ୍କୁ ଏହି ରୋଗ ସାଧାରଣତଃ ହୁଏ । ଅନ୍ତର୍ନିହିତ କ୍ରିୟାବିଧି: ରକ୍ତରେ ୟୁରିକ ଏସିଡ ମାତ୍ରା ଅତ୍ୟଧିକ ହେଲେ ଏ ରୋଗ ହୁଏ । ଗଣ୍ଠି, ପେଶୀରଜ୍ଜୁ ଓ ଚତୁର୍ପାର୍ଶ୍ୱରେ ୟୁରିକ ଏସିଡ ସ୍ଫଟିକ ଜମିଗଲେ ଗାଉଟ ରୋଗ ହୁଏ । ଗଣ୍ଠି ତରଳ ପଦାର୍ଥରେ ୟୁରିକ ଏସିଡ ସ୍ଫଟିକ ଦେଖିଲେ ବା ଟୋଫସ ଦେଖିଲେ ଏହି ରୋଗ ନିର୍ଣ୍ଣୟ ହୁଏ । ରୋଗ ଆକ୍ରମଣ ସମୟରେ ୟୁରିକ ଏସିଡ ସ୍ତର ରକ୍ତରେ ସାଧାରଣ ଥାଇପାରେ ।

ଏନଏସଏଆଇଡି (nonsteroidal anti-inflammatory drugs), ସ୍ଟିରଏଡ ବା କଲଚିସିନ ଔଷଧ ଦେଲେ ଲକ୍ଷଣରେ ଉନ୍ନତି ହୁଏ । ଥରେ ତୀବ୍ର ଆକ୍ରମଣ କମିଗଲେ ଜୀବନ‌ଚର୍ଯ୍ୟା ପରିବର୍ତ୍ତନ ସ‌ହିତ ୟୁରିକ ଏସିଡ ସ୍ତର କମିଯାଏ ଓ ବାରମ୍ବାର ଆକ୍ରମଣ ହେଉଥିଲେ ଆଲୋପ୍ୟୁରିନଲ ବା ପ୍ରୋବେନେସିଡ ଔଷଧ ଦେଇ ଦୀର୍ଘକାଳୀନ ପ୍ରତିଷେଧ କରିବା ସମ୍ଭବ ହୁଏ । ଭିଟାମିନ ସି ଓ ନିମ୍ନ ଚର୍ବି ବିଶିଷ୍ଟ ଖାଦ୍ୟ ଖାଇଲେ ଏହି ରୋଗ ପ୍ରତିରୋଧ ହୋଇପାରେ ।

ପଶ୍ଚିମ ପୃଥିବୀର ମୋଟ ଲୋକସଂଖ୍ୟାର ୧ରୁ ୨% ଲୋକ ଏହି ରୋଗରେ ତାଙ୍କ ଜୀବନର ଯେ କୌଣସି ସମୟରେ ଆକ୍ରାନ୍ତ ହୁଅନ୍ତି । ଏବେକାର ଅନୁଶୀଳନରୁ ଦେଖାଯାଇଛି ଯେ ମେଟାବୋଲିକ ସିଣ୍ଡ୍ରୋମ, ଦୀର୍ଘ ଆୟୁଷ ଓ ଖାଦ୍ୟ ପରିବର୍ତ୍ତନ ଭଳି କାରକମାନଙ୍କର ବୃଦ୍ଧି ହେବାଦ୍ୱାରା ରୋଗୀ ସଂଖ୍ୟା ବୃଦ୍ଧି ହେଉଛି । ବୟସାଧିକ ପୁରୁଷମାନଙ୍କୁ ଅଧିକ ରୋଗ ହୁଏ । ଇତିହାସରେ ଏହି ରୋଗ ରାଜାଙ୍କର ରୋଗ ବା ଧନୀଙ୍କର ରୋଗ ନାମରେ ପରିଚିତ ଥିଲା । ପୁରାତନ ଇଜିପ୍ଟବାସୀଙ୍କ ସମୟରୁ ଏହି ରୋଗର ସ୍ଥିତି ବିଷୟରେ ଜଣାଅଛି ।

ନିଦାନ

ସନ୍ଧି ଶ୍ଲେଷ୍ମା (Joint fluid)ର ଆଚୂଷିତ ତରଳର ରସାୟନିକ ଏବଂ ଅଣୁବୀକ୍ଷଣିକ ପରୀକ୍ଷଣଦ୍ୱାରା ଏହାର ଉପସ୍ଥିତି ନିଶ୍ଚିତ୍ତ କରାଯାଇଥାଏ । ଲକ୍ଷଣ ତୀବ୍ର ସନ୍ଧି ଶୋଥ ଏବଂ ଯନ୍ତ୍ରଣା । ଏହି ଗଣ୍ଠି ଯନ୍ତ୍ରଣା ରାତିରେ ବିଶେଷ କରି ବଢ଼ି ଥାଏ କାରଣ ରାତ୍ରୀ ସମୟରେ ଶରୀର ତାପମାତ୍ରା କିଞ୍ଚିତ ହ୍ରାସ ପାଇଥାଏ । ପାଦବୃଦ୍ଧଙ୍ଗୁଳୀ ସନ୍ଧି ପ୍ରଥମେ ଆକ୍ରାନ୍ତ ହୋଇଥାଏ ଓ ଏହା ତୀବ୍ର ଭାବରେ ଫୁଲିବା ସହିତ ଲୋହିତ ବର୍ଣ୍ଣ ହୋଇ ଯନ୍ତ୍ରଣା ହୋଇଥାଏ। ପରେ ପରେ ମଣିବନ୍ଧ ,ପାଦ ସନ୍ଧି ,ଆଣ୍ଠୁ ,ହସ୍ତାଙ୍ଗୁଳୀ ,କହୁଣୀସନ୍ଧି ଆଦି ଆକ୍ରାନ୍ତ ହୋଇଥାଏ । ଏହାଛଡା ପ୍ରବଳ କ୍ଳାନ୍ତି ,ଦୁର୍ବଳତା ଓ ଜ୍ୱର ମଧ୍ୟ ହୋଇଥାଏ । ଦୀର୍ଘତା ଅନୁଯାୟୀ କାଳକ୍ରମେ ସନ୍ଧି ବା ଗଣ୍ଠିଗୁଡ଼ିକ କଠିନ ,ଚଳତ୍ଶକ୍ତି ବିହୀନ ,ବେଦନାହୀନ ୟୁରିକାମ୍ଳ କଣିକା ଅଥବା ଟଫି(Tophi)ଦ୍ୱାରା ଅବରୋଧିତ ଓ ବିକୃତ ହୋଇପଡ଼ିଥାଏ । ଶରୀର ରକ୍ତରେ ୟୁରିକାମ୍ଳ ସ୍ଥର ବୃଦ୍ଧି(hyperuricemia) ପାଇଥାଏ । କାଳକ୍ରମେ ଏହି ଟଫିଗୁଡ଼ିକ ଅସ୍ଥିକ୍ଷୟର କାରଣ ହୋଇଥାଏ । ଏହି ବର୍ଦ୍ଧିତ ରକ୍ତ ୟୁରିକାମ୍ଳ ବୃକକରେ ମଧ୍ୟ ବସା ବାନ୍ଧିଥାଏ ଓ ବୃକକ ପଥୁରି ସୃଷ୍ଟି ହୋଇଥାଏ ପରେ ପରେ ୟୁରିକାମ୍ଳ ଜନିତ ବୃକକୀୟ(Urate nephropathy) ବିକୃତି ସୃଷ୍ଟି କରିଥାଏ ।

କାରଣ

ରକ୍ତ ୟୁରିକାମ୍ଳ ମାତ୍ରା ଅତ୍ୟଧିକ ହେଉଥିବା ଯୋଗୁଁ ହୋଇଥାଏ । ଏହା ଅନେକ କାରଣ ଯୋଗୁଁ ହୋଇପାରେ ଯଥା ; ଆନୁବାଂଶିକ , ଆହାରଚର୍ଯ୍ୟା , ଦୈନନ୍ଦିନ ଜୀବନ ଶୈଳୀ , ୟୂରେଟ ବା ଉରିକାମ୍ଳ ଲବଣ ସମୂହର କମ ନିଷ୍କାସନ । ବୃକକୀୟ ନିଷ୍କାସନର ହ୍ରାସ ଯୋଗୁଁ ୯୦% କାରଣରେ ରକ୍ତ ୟୁରିକାମ୍ଳ ବୃଦ୍ଧି ପାଇଥାଏ ଏବଂ ୧୦ % କ୍ଷେତ୍ରରେ ଅତ୍ୟଧିକ ୟୁରିକାମ୍ଳ ଉତ୍ପାଦନ ଯୋଗୁଁ ହୋଇଥାଏ । ରକ୍ତ ୟୁରିକାମ୍ଳ ବର୍ଦ୍ଧିତ ପ୍ରାୟକେ ୧୦ % ବ୍ୟକ୍ତି ନିଜ ଜୀବନ କାଳରେ କୌଣସି ନା କୌଣସି ସମୟରେ ବାତରକ୍ତ ଆକ୍ରାନ୍ତ ହୋଇଥାଆନ୍ତି । ରକ୍ତ ୟୁରିକାମ୍ଳ ସ୍ତର ୭ରୁ ୮.୯ Mg/Dl ସାମ୍ଭାବ୍ୟ ପରିମାଣ ୦.୫% ବୃଦ୍ଧି ପାଇଥାଏ କିନ୍ତୁ ବ୍ୟକ୍ତି ବିଶେଷ ଯେଉଁମାନଙ୍କର ରକ୍ତ ୟୁରିକାମ୍ଳ ସ୍ତର ୯ Mg/Dlରୁ ଅତ୍ୟଧିକ ଥାଏ ସେମାନଙ୍କ ଆକ୍ରାନ୍ତ ହେବ ସମ୍ଭାବନା ୪.୫% ବୃଦ୍ଧି ପାଇଥାଏ ।

ଜୀବନଚର୍ଯ୍ୟା

ଆହାର ଶୈଳୀ ପାଖା ପାଖି ୧୨% କ୍ଷେତ୍ରରେ ଦାୟୀ ।ମଦ୍ୟ ପାନ ,ଫୃକ୍ଟୋଜ ଘଟିତ ମିଷ୍ଟ ମୃଦୁ ପାନୀୟ ,ମାଂସ ,ସମୁଦ୍ର ମତ୍ସ୍ୟ ଇତ୍ୟାଦି ବହୁତାୟତେ ଦାୟୀ । ଅନ୍ୟ କାରଣ ମଧ୍ୟରୁ ଶଲ୍ୟ କ୍ରିୟା (surgery) ତୀବ୍ର ଶାରୀରିକ ଆଘାତ (Trauma) ମଧ୍ୟ ବାତରକ୍ତକୁ ତ୍ୱରିତ କରିଥାଏ । ପ୍ୟୁରିନ ଜାତୀୟ ପରିବା ଯଥା ମଟର ଛୁଇଁ ,ଶିମ୍ବ ,ଝୁଡଙ୍ଗ ,ହରଡ ଏବଂ ଅନ୍ୟାନ୍ୟ ପୃଷ୍ଟିସାର(protein) ଜାତୀୟ ଖାଦ୍ୟ । ଜୀବନୀୟ ତତ୍ତ୍ୱ -ସି ,କଫି,ଦୁଗ୍ଧ ଉତ୍ପାଦ ଖାଦ୍ୟ ,ଶାରୀରିକ ଶ୍ରମ ଇତ୍ୟାଦି ବାତରକ୍ତ ସମ୍ଭାବନାକୁ ହ୍ରାସ କରିଥାଏ ।

ଆନୁବାଂଶିକ କାରଣ

ବାତରକ୍ତର ସମ୍ଭାବନା ଆଂଶିକ ଭାବରେ ଆନୁବାଂଶିକ ଯାହା ୬୦% ରକ୍ତ ୟୁରିକାମ୍ଳ ସ୍ତରର ତାରତମ୍ୟ ଯୋଗୁଁ ହୋଇଥାଏ । ଦୁଇଟି ଗୁଣସୁତ୍ର ଯଥା SLC2A9 ଏବଂ ABCG2 ବତାରକ୍ତ ପାଈଁ ଦାୟୀ । କିଛି ବିରଳ ଆନୁବାଂଶିକ ବ୍ୟାଧି ଯଥା familial juvenile hyperuricemic nephropathy(ଫେମିଲିଆଲ ଜୁଭେନାଇଲ ହାଇପର ୟୂରେମିକ ନେଫ୍ରୋପାଥି ), medullary cystic kidney disease ମେଡୁଲାରୀ ସିଷ୍ଟିକ୍ କିଡ୍ନି ଡିଜିଜ୍ , phosphoribosylpyrophosphate synthetase(ଫସ୍ଫୋରାଇବୋଜାଇଲପାଇରୋ ଫୋସ୍ଫେଟ ସିନ୍ଥେଟେଜ ) superactivity, ଏବଂ hypoxanthine-guanine phosphoribosyltransferase(ହାଇପୋ ଜାନ୍ଥାଇନ୍-ଗୁଆନାଇନ୍ ଫୋସ୍ଫୋରାଇବୋଯାଇଲ୍ ଟ୍ରାନ୍ସ୍ଫେରେଜ୍ ) ଅଭାବ ଯେପରିକି (Lesch-Nyhan syndrome) ଲେସ୍କ ନାଇହାନ ସିନ୍ଡ୍ରୋମରେ ଦେଖାଯାଇଥାଏ ।

ଚିକିତ୍ସୀୟ ସମ୍ବନ୍ଧୀୟ କାରଣ

ବାତରକ୍ତ ପ୍ରାୟତଃ ଅନ୍ୟାନ୍ୟ ଚିକିତ୍ସୀୟ ବିକୃତି ସହିତ ଆକ୍ରାନ୍ତ ହୋଇଥାଏ । ଚୟାପଚୟ ବିକୃତି ଯଥା ଚର୍ବିଳ ଉଦର , ଇଂସୁଲିନ ଅସମ୍ବେଦନତା ,ଉଚ୍ଚ ରକ୍ତଚାପ ,ଅସ୍ୱାଭାବିକ ରକ୍ତ ବସା ଇତ୍ୟାଦି କାରଣ ୭୫% ଦାୟି ଅଟେ । ଅନ୍ୟାନ୍ୟ କାରଣଗୁଡ଼ିକ ହେଲା ; ହେମୋ ଲାଇଟିକ ଆନେମିଆ ,ପୋଲିଶିଥେମିଆ , ଲେଡ ପୋଇଜୋନିଙ୍ଗ (ସୀସକ ଧାତୁ ବିଷମୟତା ) ,ସୋରାଇସିସ(Psoriasis) , ବୃକକ ଅକ୍ଷମତା (Renal failure) ,ଅଙ୍ଗ ପ୍ରତିରୋପଣ (Organ transplantation) । ଶରୀର ଭାର ଉଚ୍ଚତା ସୂଚକାଙ୍କ (body mass index) ୩୫ରୁ ଅଧିକ ହେବଦ୍ୱାରା ବାତରକ୍ତରେ ଆକ୍ରାନ୍ତ ହେବା ସମ୍ଭାବନା ତିନିଗୁଣ ବୃଦ୍ଧି ପାଇଥାଏ । ଔଷଧ – କେତେକ ଔଷଧ ବାତରକ୍ତର କାରଣ ପାଲଟିଥାନ୍ତି ଯଥା ; ହାଇଡ୍ରୋକ୍ଲୋରୋଥାୟାଜାଇଡ୍( hydrochlorothiazide) ,ନିଆସିନ୍ ,ଆସ୍ପିରିନ୍ , କେତେକ ଶରୀର ପ୍ରତିରକ୍ଷା ପ୍ରଣାଳୀ ଅବସାଦକ ଔଷଧ ଯଥା ସାଇକ୍ଳୋସ୍ପୋରିନ୍(cyclosporine) , ଟାକ୍ରୋଲିମସ୍(Tachrolimus) ଇତ୍ୟାଦି । ସମ୍ପ୍ରାପ୍ତି –(Pathophysiology)- ବାତରକ୍ତ ପ୍ୟୁରିନ ଚୟାପଚୟ ବିକୃତି ଯୋଗୁଁ ହୋଇଥାଏ ଓ ପ୍ୟୁରିନର ଅନ୍ତିମ ସ୍ଥିତି ଉତ୍ପନ୍ନ ୟୁରିକ ଏସିଡ ଯାହାକି ମନୋସୋଡିୟମ ୟୂରେଟ ରୂପେ ସନ୍ଧି ଜୋଡ ଆଦିରେ ଦାନା ବାନ୍ଧିଥାଏ ଓ ଆଣ୍ଠୁ ,ଗଣ୍ଠି ,ସ୍ନାୟୁ ଆଦିକୁ ରୋଗାନ୍ୱିତ କରିଥାଏ । ଏହି ସ୍ଫଟିକ ଦାନାଗୁଡ଼ିକ କ୍ରମେ ଶରୀରର ପ୍ରତିରୋଧି ତନ୍ତ୍ରକୁ ତଡିତ କରିଥାଏ ଏକ ଶୋଥକାରୀ ପ୍ରତିକ୍ରିୟାକୁ ତ୍ୱରାନ୍ୱିତ କରିବାପାଇଁ । ଏହି ପ୍ରକ୍ରିୟାରେ ଇଣ୍ଟେର୍ଲ୍ୟୁକେଇନ –ବିଟା ନାମକ ଏକ ପ୍ରୋଟିନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ । ବିବର୍ତ୍ତନ ପ୍ରକ୍ରିୟାରେ ୟୁରିକେଜ (Uricase) ନାମକ ଏକ ଉତ୍ପ୍ରେରକ (enzyme)ର କ୍ଷୟ ବା ନାଶ ହୋଇ ପଶୁ ଜଗତର ଉଚ୍ଚ ବର୍ଗ ଯଥା ମଣିଷ ଓ ହନୁ ବର୍ଗରେ ଏହି ରୋଗ ଡଖାଯାଉଛି । ଏହି ୟୁରିକେଜ ଉତ୍ପ୍ରେରକ ୟୁରିକ ଏସିଡ ଭାଙ୍ଗିବାରେ ସାହାଯ୍ୟ କରିଥାଏ । ୟୁରିକ ଏସିଡ ସ୍ଫଟିକଗୁଡ଼ିକ ବସା ବାନ୍ଧିବାର ସଠିକ କାରଣ କିଛି ଜଣା ପଡ଼ି ନ।ହିଁ ଏଯାବତ । ଯଦ୍ୟପି ଏହା ସ୍ୱାଭାବିକ ସ୍ତରରେ ବସା ବାନ୍ଧିଥାଏ ତଥାପି ଏହା ଅସ୍ୱାଭିକ ଭାବେ ହଠାତ ବଢ଼ିଯାଇ ଥାଏ । କାରଣଗୁଡ଼ିକ ମଧ୍ୟରେ ଯଥା ; ଅତ୍ୟଧିକ ଥଣ୍ଡା , ୟୁରିକ ଏସିଡ ସ୍ତରରେ ହଠାତ ବୃଦ୍ଧି ,ଅମ୍ଳୀୟତା(Acidosis) ,ସନ୍ଧିସ୍ଥ ଜଳ ପରିପୂର୍ଣ୍ଣତା (Articular hydration) ,ଅଣକୋଷିୟ ପ୍ରୋଟିନ ଯଥା ପ୍ରୋଟିଓଗ୍ଲାଇକାନ (proteoglycan) , କୋଲାଜେନ(collagen) ,କୋଣ୍ଡ୍ରୋଇଟିନ ସଲ୍ଫେଟ (chondroitin sulfate ) । ନିମ୍ନ ତାପମାତ୍ରାରେ ଏହା ଅତ୍ୟଧିକ ବସା ବାନ୍ଧୁଥିବାରୁ ,ପାଦ ଓ ଆଙ୍ଗୁଳିଗୁଡ଼ିକ ବାତରକ୍ତରେ ଅତ୍ୟଧିକ ପ୍ରଭାବିତ ହୁଅନ୍ତି ବୋଲି ଜଣ। ଯାଏ । ହଠାତ ୟୁରିକ ଏସିଡର ସ୍ତର ପରିବର୍ତ୍ତନର ଅନ୍ୟାନ୍ୟ କାରଣଗୁଡ଼ିକ ହେଲା ଆଘାତଜ, ଶଲ୍ୟକ୍ରିୟା,ମୂତ୍ରଳ ଔଷଧ, ଆଲୋପ୍ୟୁରୀନୋଲ(Allopurinol)ର ସେବନ ଆରମ୍ଭ କିମ୍ବା ବନ୍ଦ । ଉଚ୍ଚ ରକ୍ତଚାପ ଔଷଧୀଗୁଡ଼ିକ ମଧ୍ୟରୁ କାଲ୍ସିଅମ ସ୍ରୋତ ରୋଧୀ ଏବଂ ଲୋସାର୍ଟIନ ଔଷଧଗୁଡ଼ିକ ବାତରକ୍ତର ସମ୍ଭାବନା ହ୍ରାସ କରିଥାନ୍ତି । ନିଦାନ - ରକ୍ତ ୟୁରିକାମ୍ଳ ବର୍ଦ୍ଧିତ ସ୍ତର ଓ ପୋଡଗ୍ରା (Podagra) ,ଶୋଥଯୁକ୍ତ ପାଦ ବୃଦ୍ଧାଙ୍ଗୁଳୀରୁ ହିଁ ବାତରକ୍ତର ଚିହ୍ନଟ ହୀୟଯାଇଥାଏ । ସନ୍ଦେହ ହେଲେ ସାଇନୋଭିଆଲ ଫ୍ଲୁଇଡ ବା ସନ୍ଧିଜ ଶ୍ଲୈଇସ୍ମିକ ତରଳର ପରୀକ୍ଷଣରୁ ଏହି ରୋଗ ନିରୂପିତ କରାଯାଇ ଥାଏ । କ୍ଷ -କିରଣ (ଏକ୍ସ-ରେ) ଯଦ୍ୟପି ସହାୟକ ତେବେ ତୀବ୍ର ଆକ୍ରମଣରେ କୌଣସି କାର୍ଯ୍ୟରେ ନ ଆସିପାରେ ।

ସାଇନୋଭିଆଲ ଫ୍ଲୁଇଡ ବା ସନ୍ଧିଜ ଶ୍ଲୈଇସ୍ମିକ ତରଳର ପରୀକ୍ଷଣ- ମନୋସୋଡିୟାମ ୟୂରେଟର ସ୍ଫଟିକ କଣିକା କିମ୍ବା ଟଫିର ଉପସ୍ଥିତି ଏହି ରୋଗ ଚିହ୍ନଟ କରିଥାଏ । ସମସ୍ତ ଅନିରୂପିତ ସନ୍ଧିଜ ଶ୍ଲୈଇସ୍ମିକ ତରଳର ନମୁନା ଗୁଡିକୁ ଉପରୋକ୍ତ କଣିକା ଗୁଡିକର ଉପସ୍ଥିତି ପାଇଁ ପରୀକ୍ଷଣ କରିବା ଉଚ୍ଚିତ । ପୋଲାରଇଜ୍ଦ ଅଣୁବୀକ୍ଷଣ ଜନ୍ତ୍ରରେ ଏହିସବୁ କଣିକାଗୁଡ଼ିକ ସୂଚୀବତ ଦୃଷ୍ଟ ହୁଅନ୍ତି ଓ ବିଯୁକ୍ତIତ୍ମକ ଆଲୋକ ପ୍ରତିସରଣ ଦେଖାନ୍ତି । ଏହି ଆଚୂଷିତ ତରଳକୁ ଯଥା ଶୀଘ୍ର ଅଣୁବୀକ୍ଷଣ ପରୀକ୍ଷଣ କରିବା ଉଚ୍ଚିତ ନଚେତ ଏହାର ଦ୍ରବଣଶୀଳତା ତାପମାତ୍ରା ଓ ପିଏଚ (pH)ଦ୍ୱାରା ପ୍ରଭାବିତ ହୋଇଥାଏ । ରକ୍ତ ପରୀକ୍ଷଣ - ରକ୍ତରେ ବର୍ଦ୍ଧିତ ୟୁରିକାମ୍ଳ ନିର୍ଣ୍ଣାୟକ ହୋଇଥାଏ କିନ୍ତୁ କେତେକ କ୍ଷେତ୍ରରେ ବର୍ଦ୍ଧିତ ୟୁରିକାମ୍ଳ ବାତରକ୍ତର କୌଣସି ଲକ୍ଷଣ ପାଇଁ ଦାୟୀ ହୋଇନଥାଏ ତେଣୁ ଏହି ପରୀକ୍ଷଣ ଅନେକ କ୍ଷେତ୍ରରେ ଅସହାୟକ ହୋଇଥାଏ । ପୁରୁଷଙ୍କଠାରେ ରକ୍ତ ୟୁରିକାମ୍ଳ ସ୍ତର ୪୨୦ μmol/l (୭.0 mg/dl)ଠାରୁ ଅତ୍ୟଧିକ ଓ ସ୍ତ୍ରୀଲୋକଙ୍କ କ୍ଷେତ୍ରରେ ୩୬୦ μmol/l (୬.୦ mg/dl)ଠାରୁ ଅଧିକ ହେବଦ୍ୱାରା ବାତରକ୍ତ ବୋଲି ନିର୍ଣ୍ଣୟ କରାଯାଇଥାଏ । ଅନ୍ୟାନ୍ୟ ପରୀକ୍ଷଣ ମଧ୍ୟରେ ଶ୍ୱେତ ରକ୍ତ କଣିକା ସ୍ତର (white blood cell count), ଏଲେକ୍ଟ୍ରୋଲାଇଟ ବା ଶରୀର ପୋଷକ ଲବଣ ସ୍ତର ( electrolytes),ବୃକକ୍କୀୟ କାର୍ଯ୍ୟକାରିତା( renal function),ଏବଂ ରକ୍ତକଣିକା ଜମାଟ ହାର ( erythrocyte sedimentation rate (ESR).

ସମ୍ପ୍ରାପ୍ତି –(Pathophysiology)- ବାତରକ୍ତ ପ୍ୟୁରିନ ଚୟାପଚୟ ବିକୃତି ଯୋଗୁଁ ହୋଇଥାଏ ଓ ପ୍ୟୁରିନର ଅନ୍ତିମ ସ୍ଥିତି ଉତ୍ପନ୍ନ ୟୁରିକ ଏସିଡ ଯାହାକି ମନୋସୋଡିୟମ ୟୂରେଟ ରୂପେ ସନ୍ଧି ଜୋଡ ଆଦିରେ ଦାନା ବାନ୍ଧିଥାଏ ଓ ଆଣ୍ଠୁ ,ଗଣ୍ଠି ,ସ୍ନାୟୁ ଆଦିକୁ ରୋଗାନ୍ୱିତ କରିଥାଏ । ଏହି ସ୍ଫଟିକ ଦାନାଗୁଡ଼ିକ କ୍ରମେ ଶରୀରର ପ୍ରତିରୋଧି ତନ୍ତ୍ରକୁ ତଡିତ କରିଥାଏ ଏକ ଶୋଥକାରୀ ପ୍ରତିକ୍ରିୟାକୁ ତ୍ୱରାନ୍ୱିତ କରିବାପାଇଁ । ଏହି ପ୍ରକ୍ରିୟାରେ ଇଣ୍ଟେର୍ଲ୍ୟୁକେଇନ –ବିଟା ନାମକ ଏକ ପ୍ରୋଟିନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ । ବିବର୍ତ୍ତନ ପ୍ରକ୍ରିୟାରେ ୟୁରିକେଜ (Uricase) ନାମକ ଏକ ଉତ୍ପ୍ରେରକ (enzyme)ର କ୍ଷୟ ବା ନାଶ ହୋଇ ପଶୁ ଜଗତର ଉଚ୍ଚ ବର୍ଗ ଯଥା ମଣିଷ ଓ ହନୁ ବର୍ଗରେ ଏହି ରୋଗ ଡଖାଯାଉଛି । ଏହି ୟୁରିକେଜ ଉତ୍ପ୍ରେରକ ୟୁରିକ ଏସିଡ ଭାଙ୍ଗିବାରେ ସାହାଯ୍ୟ କରିଥାଏ । ୟୁରିକ ଏସିଡ ସ୍ଫଟିକଗୁଡ଼ିକ ବସା ବାନ୍ଧିବାର ସଠିକ କାରଣ କିଛି ଜଣା ପଡ଼ି ନ।ହିଁ ଏଯାବତ । ଯଦ୍ୟପି ଏହା ସ୍ୱାଭାବିକ ସ୍ତରରେ ବସା ବାନ୍ଧିଥାଏ ତଥାପି ଏହା ଅସ୍ୱାଭିକ ଭାବେ ହଠାତ ବଢ଼ିଯାଇ ଥାଏ । କାରଣଗୁଡ଼ିକ ମଧ୍ୟରେ ଯଥା ; ଅତ୍ୟଧିକ ଥଣ୍ଡା , ୟୁରିକ ଏସିଡ ସ୍ତରରେ ହଠାତ ବୃଦ୍ଧି ,ଅମ୍ଳୀୟତା(Acidosis) ,ସନ୍ଧିସ୍ଥ ଜଳ ପରିପୂର୍ଣ୍ଣତା (Articular hydration) ,ଅଣକୋଷିୟ ପ୍ରୋଟିନ ଯଥା ପ୍ରୋଟିଓଗ୍ଲାଇକାନ (proteoglycan) , କୋଲାଜେନ(collagen) ,କୋଣ୍ଡ୍ରୋଇଟିନ ସଲ୍ଫେଟ (chondroitin sulfate ) । ନିମ୍ନ ତାପମାତ୍ରାରେ ଏହା ଅତ୍ୟଧିକ ବସା ବାନ୍ଧୁଥିବାରୁ ,ପାଦ ଓ ଆଙ୍ଗୁଳିଗୁଡ଼ିକ ବାତରକ୍ତରେ ଅତ୍ୟଧିକ ପ୍ରଭାବିତ ହୁଅନ୍ତି ବୋଲି ଜଣ। ଯାଏ । ହଠାତ ୟୁରିକ ଏସିଡର ସ୍ତର ପରିବର୍ତ୍ତନର ଅନ୍ୟାନ୍ୟ କାରଣଗୁଡ଼ିକ ହେଲା ଆଘାତଜ, ଶଲ୍ୟକ୍ରିୟା,ମୂତ୍ରଳ ଔଷଧ, ଆଲୋପ୍ୟୁରୀନୋଲ(Allopurinol)ର ସେବନ ଆରମ୍ଭ କିମ୍ବା ବନ୍ଦ । ଉଚ୍ଚ ରକ୍ତଚାପ ଔଷଧୀଗୁଡ଼ିକ ମଧ୍ୟରୁ କାଲ୍ସିଅମ ସ୍ରୋତ ରୋଧୀ ଏବଂ ଲୋସାର୍ଟIନ ଔଷଧଗୁଡ଼ିକ ବାତରକ୍ତର ସମ୍ଭାବନା ହ୍ରାସ କରିଥାନ୍ତି । ନିଦାନ - ରକ୍ତ ୟୁରିକାମ୍ଳ ବର୍ଦ୍ଧିତ ସ୍ତର ଓ ପୋଡଗ୍ରା (Podagra) ,ଶୋଥଯୁକ୍ତ ପାଦ ବୃଦ୍ଧାଙ୍ଗୁଳୀରୁ ହିଁ ବାତରକ୍ତର ଚିହ୍ନଟ ହୀୟଯାଇଥାଏ । ସନ୍ଦେହ ହେଲେ ସାଇନୋଭିଆଲ ଫ୍ଲୁଇଡ ବା ସନ୍ଧିଜ ଶ୍ଲୈଇସ୍ମିକ ତରଳର ପରୀକ୍ଷଣରୁ ଏହି ରୋଗ ନିରୂପିତ କରାଯାଇ ଥାଏ । କ୍ଷ -କିରଣ (ଏକ୍ସ-ରେ) ଯଦ୍ୟପି ସହାୟକ ତେବେ ତୀବ୍ର ଆକ୍ରମଣରେ କୌଣସି କାର୍ଯ୍ୟରେ ନ ଆସିପାରେ ।

ସାଇନୋଭିଆଲ ଫ୍ଲୁଇଡ ବା ସନ୍ଧିଜ ଶ୍ଲୈଇସ୍ମିକ ତରଳର ପରୀକ୍ଷଣ- ମନୋସୋଡିୟାମ ୟୂରେଟର ସ୍ଫଟିକ କଣିକା କିମ୍ବା ଟଫିର ଉପସ୍ଥିତି ଏହି ରୋଗ ଚିହ୍ନଟ କରିଥାଏ । ସମସ୍ତ ଅନିରୂପିତ ସନ୍ଧିଜ ଶ୍ଲୈଇସ୍ମିକ ତରଳର ନମୁନା ଗୁଡିକୁ ଉପରୋକ୍ତ କଣିକା ଗୁଡିକର ଉପସ୍ଥିତି ପାଇଁ ପରୀକ୍ଷଣ କରିବା ଉଚ୍ଚିତ । ପୋଲାରଇଜ୍ଦ ଅଣୁବୀକ୍ଷଣ ଜନ୍ତ୍ରରେ ଏହିସବୁ କଣିକାଗୁଡ଼ିକ ସୂଚୀବତ ଦୃଷ୍ଟ ହୁଅନ୍ତି ଓ ବିଯୁକ୍ତାତ୍ମକ ଆଲୋକ ପ୍ରତିସରଣ ଦେଖାନ୍ତି । ଏହି ଆଚୂଷିତ ତରଳକୁ ଯଥା ଶୀଘ୍ର ଅଣୁବୀକ୍ଷଣ ପରୀକ୍ଷଣ କରିବା ଉଚିତ ନଚେତ ଏହାର ଦ୍ରବଣଶୀଳତା ତାପମାତ୍ରା ଓ ପିଏଚ (pH)ଦ୍ୱାରା ପ୍ରଭାବିତ ହୋଇଥାଏ । ରକ୍ତ ପରୀକ୍ଷଣ - ରକ୍ତରେ ବର୍ଦ୍ଧିତ ୟୁରିକାମ୍ଳ ନିର୍ଣ୍ଣାୟକ ହୋଇଥାଏ କିନ୍ତୁ କେତେକ କ୍ଷେତ୍ରରେ ବର୍ଦ୍ଧିତ ୟୁରିକାମ୍ଳ ବାତରକ୍ତର କୌଣସି ଲକ୍ଷଣ ପାଇଁ ଦାୟୀ ହୋଇନଥାଏ ତେଣୁ ଏହି ପରୀକ୍ଷଣ ଅନେକ କ୍ଷେତ୍ରରେ ଅସହାୟକ ହୋଇଥାଏ । ପୁରୁଷଙ୍କଠାରେ ରକ୍ତ ୟୁରିକାମ୍ଳ ସ୍ତର ୪୨୦ μmol/l (୭.0 mg/dl)ଠାରୁ ଅତ୍ୟଧିକ ଓ ସ୍ତ୍ରୀଲୋକଙ୍କ କ୍ଷେତ୍ରରେ ୩୬୦ μmol/l (୬.୦ mg/dl)ଠାରୁ ଅଧିକ ହେବାଦ୍ୱାରା ବାତରକ୍ତ ବୋଲି ନିର୍ଣ୍ଣୟ କରାଯାଇଥାଏ । ଅନ୍ୟାନ୍ୟ ପରୀକ୍ଷଣ ମଧ୍ୟରେ ଶ୍ୱେତ ରକ୍ତ କଣିକା ସ୍ତର (white blood cell count), ଏଲେକ୍ଟ୍ରୋଲାଇଟ ବା ଶରୀର ପୋଷକ ଲବଣ ସ୍ତର ( electrolytes),ବୃକକ୍କୀୟ କାର୍ଯ୍ୟକାରିତା( renal function),ଏବଂ ରକ୍ତକଣିକା ଜମାଟ ହାର (erythrocyte sedimentation rate (ESR).

ଆଧାର

ଅଧିକ ତଥ୍ୟ

Tags:

ଗାଉଟ ନିଦାନଗାଉଟ କାରଣଗାଉଟ ଜୀବନଚର୍ଯ୍ୟାଗାଉଟ ଆନୁବାଂଶିକ କାରଣଗାଉଟ ଚିକିତ୍ସୀୟ ସମ୍ବନ୍ଧୀୟ କାରଣଗାଉଟ ଆଧାରଗାଉଟ ଅଧିକ ତଥ୍ୟଗାଉଟen:Metatarsophalangeal articulations

🔥 Trending searches on Wiki ଓଡ଼ିଆ:

ଗୋବିନ୍ଦ ତ୍ରିପାଠୀଗୋଦାବରୀଶ ମହାପାତ୍ରଭଦ୍ରକ ଜିଲ୍ଲାହମିଦା ବାନୁ ବେଗମମନୋରଞ୍ଜନ ଦାସପ୍ରତୀକ୍ଷାଓଡ଼ିଶା ସରକାରଓଡ଼ିଆ କବି ମାନଙ୍କର ତାଲିକାଗୁରୁପ୍ରସାଦ ମହାନ୍ତିଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାବ୍ୟାଙ୍କରାସନ କାର୍ଡ଼ (ଭାରତ)ଲକ୍ଷ୍ମୀ ପୁରାଣଅନନ୍ତ ପଟ୍ଟନାୟକବେଲଶ୍ରବଣ ( ରାମାୟଣ ର ଚରିତ୍ର )ଅଲାରନାଥ ମନ୍ଦିରବାମାଚରଣ ମିତ୍ରଯୌନ ଉତ୍ପୀଡ଼ନସୁନାଅକ୍ଷାଂଶଗୌରୀଶଙ୍କର ରାୟଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଅଗ୍ନ୍ୟାଶୟ ଅକ୍ଷମତାଗୁରୁ ପ୍ରସାଦ ମହାନ୍ତିବରଗଛରାଜା ରାମମୋହନ ରାୟଆଶୁତୋଷ ପରିଡ଼ାସମ୍ବଲପୁରନେପଚୁନଅଚ୍ୟୁତ ନାୟକଶିଶୁ ଅନନ୍ତ ଦାସପୁଷ୍ଟିସାରଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଅଷ୍ଟ୍ରିଆଦଣ୍ଡ ନାଟଦଗ୍ଧପିଙ୍କି ପ୍ରଧାନରାବଣଭୂମିକମ୍ପଆଲୋକପ୍ରତିଭା ଶତପଥୀଭାରତ ସରକାରପ୍ରଥମ ବିଶ୍ୱଯୁଦ୍ଧଓଡ଼ିଶୀମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାଚିଲିକା (କବିତା)ଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜଳନବକଳେବରତପନ କୁମାର ପ୍ରଧାନହେମଲତା ମାନସିଂହବୈକୁଣ୍ଠନାଥ ପଟ୍ଟନାୟକସୌରୀନ୍ଦ୍ର ବାରିକଭାରତୀୟ ଡାକ ସେବାଶେୟାର ବଜାରହନୁମାନରାମଚନ୍ଦ୍ର ବେହେରାଭାରତୀୟ ସ୍ୱାଧୀନତା ଆନ୍ଦୋଳନଶ୍ରବଣା (ନକ୍ଷତ୍ର)ସତ୍ୟନାରାୟଣ ରାଜଗୁରୁହାଡ଼ଫୁଟିଅନନ୍ତ ବାସୁଦେବ ମନ୍ଦିରଅଚ୍ୟୁତ ଗୋକୁଳ ନାୟକ୭୦୧ଲୋକ ସଭାମ୍ୟାଲେରିଆତାଳଧ୍ୱଜ୧୬୬୫ଶ୍ରଦ୍ଧାକର ସୂପକାର🡆 More