ଖେଚେଡ଼ି: ଭାରତୀୟ ଖାଦ୍ୟ

ଖେଚେଡ଼ି(ବା ଖେଚୁଡ଼ି) ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ, ତେବେ ଭାରତର ବାକି ଜାଗାରେ ମଧ୍ୟ ଏହା ଖିଆଯାଇଥାଏ । ତିଆରି କରିବାର ପ୍ରଣାଳୀ ଅଲଗା ଅଲଗା ଜାଗାରେ ଅଲଗା ପ୍ରକାର ହୋଇଥାଏ ଓ ନାମ ମଧ୍ୟ ଅଲଗା ହୋଇଥାଏ । ଓଡ଼ିଶାରେ ତିଆରି ଖେଚେଡ଼ି ଶୁଖିଲା ହୋଇଥାଏ ଓ ଏଥିରେ ଚିନିର ବ୍ୟବହାର ହୋଇଥାଏ ।

ଖେଚେଡ଼ି
[[File:
ଖେଚେଡ଼ି: ଉପାଦାନ, ପ୍ରଣାଳୀ, ପ୍ରକାର
ଖେଚେଡ଼ି
|frameless|alt=]]
ମୁଗ ଓ ନଡ଼ିଆରେ ପ୍ରସ୍ତୁତ ମିଠା ଖେଚୁଡ଼ି
ଆରମ୍ଭ
ମୂଳ ଜାଗାଭାରତୀୟ ଉପମହାଦେଶ
ଅଞ୍ଚଳଓଡ଼ିଶା, ବିହାର, ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗଳା, ପଞ୍ଜାବ
ଖାଇବାର ସବିଶେଷ
ମୂଳ ଉପାଦାନଚାଉଳ, ଡାଲି, ମସଲା

ଉପାଦାନ

ପ୍ରଣାଳୀ

ପରିବା (ବିନ, ଗାଜର, ବିଟ ଆଦି)କୁ ଧୋଇ ତେଲ/ଘିଅରେ ଭାଜି ଦିଆଯାଏ । ଚାଉଳକୁ ଧୋଇ ଘିଅ/ତେଲରେ ଭାଜି ପରିବା, ଘିଅରେ ମସଲା ଭାଜି ଡାଲି ସହ ମିଶାଇ ପାଣି ଦେଇ ସିଝାଇ ଦିଆଯାଏ । ପରଷିବା ପୂର୍ବରୁ କିଛି ଚିନି ପକାନ୍ତୁ ।

ପ୍ରକାର

ଖେଚେଡ଼ି: ଉପାଦାନ, ପ୍ରଣାଳୀ, ପ୍ରକାର 
ସିମେଇ ଖେଚେଡ଼ି

ଜଗନ୍ନାଥ ମନ୍ଦିରରେ ଭୋଗରେ ଲାଗୁଥିବା ଖେଚେଡ଼ି

ଶ୍ରୀମନ୍ଦିରରେ ସକାଳ ଧୂପରେ, ଷୋଡ଼ଶୋପଚାର ବିଧିରେ ରତ୍ନବେଦିରେ ଅର୍ପଣ କରାଯାଉଥିବା ବିଭିନ୍ନ ପ୍ରକାର ଖେଚେଡ଼ି ହେଲା:

  • ନୁଖୁରା ଖେଚୁଡ଼ି
  • ସାନ ଖେଚୁଡ଼ି
  • ଶ୍ରୀ ବଳଭଦ୍ର ଖେଚୁଡ଼ି
  • ତୈଳ ଖେଚୁଡ଼ି

ଅନ୍ୟାନ୍ୟ

  • ପଞ୍ଚୁବର୍ଣ୍ଣ ଖେଚେଡ଼ି
    ନାନା ପ୍ରକାରର ପରିବାକୁ ଡାଲି ଓ ଚାଉଳ ସହ ମିଶାଇ ଏହା ତିଆରି କରାଯାଏ । ଏହା ଶୁଖିଲା ହୋଇଥାଏ । ପଞ୍ଚୁବର୍ଣ୍ଣ ଖେଚେଡ଼ି ପର୍ବ ପର୍ବାଣିରେ ତିଆରି କରାଯାଇଥାଏ ।
  • କାଦୁଆ ଖେଚେଡ଼ି
    ଏହା ସାଧାରଣତଃ ବହଳିଆ ହୋଇଥାଏ ।
  • ସିମେଇ ଖେଚେଡ଼ି/ପଲଉ: ଏହା ସିମେଇ, ଗାଜର, କ୍ୟାପ୍ସିକମ, ପିଆଜ ଆଦି ପକାଇ ଓଡ଼ିଆ ରାନ୍ଧଣା ପ୍ରଣାଳୀରେ ତିଆରି କରାଯାଇଥାଏ ।
  • ଦଳା ଖେଚୁଡ଼ି ତିଆରି ପାଇଁ ଅରୁଆ ଚାଉଳ ଓ ମୁଗ ଡାଲି ମିଶାଇ ଧୋଇ ଶୁଖାଇ, ତା ସହିତ ହଳଦି ଗୁଣ୍ଡ, ଧନିଆ ଗୁଣ୍ଡ, ନଡିଆ କୋରା ଓ ଘିଅ ଦେଇ ଦଳାଯାଏ । ତା ପରେ ପାଣିରେ ତେଜପତ୍ର ପକାଇ ଫୁଟାଇ ସେଥିରା ଦଳା ଚାଉଳ ଓ ଡାଲି ପକାଯାଏ । ଡାଲି ଓ ଚାଉଳ ଫୁଟି ନରମ ହୋଇଗଲେ ଓହ୍ଲାଇ ଘିଅର ଛୁଙ୍କ ଦିଆଗଲେ ଦଳା ଖେଚୁଡି ତିଆରି ସମ୍ପୂର୍ଣ୍ଣ ହୁଏ ।

ପରଷା

ପଞ୍ଚୁବର୍ଣ ଖେଚେଡ଼ିକୁ ଘୁଗୁନି, ଆଳୁଦମ ଓ ବାକି ଅନେକ ତରକାରି ସହ ପରଷାଯାଇପାରେ ।

ଆଧାର

Tags:

ଖେଚେଡ଼ି ଉପାଦାନଖେଚେଡ଼ି ପ୍ରଣାଳୀଖେଚେଡ଼ି ପ୍ରକାରଖେଚେଡ଼ି ପରଷାଖେଚେଡ଼ି ଆଧାରଖେଚେଡ଼ିଓଡ଼ିଆ ଖାଦ୍ୟଓଡ଼ିଶାଚିନି

🔥 Trending searches on Wiki ଓଡ଼ିଆ:

ଭିଏତନାମଭାରତ ସରକାରଭାରତୀୟ ସ୍ୱାଧୀନତା ଆନ୍ଦୋଳନଅସହଯୋଗ ଆନ୍ଦୋଳନଭୂଗୋଳମାଳିକାଖାଦ୍ୟଭୁବନେଶ୍ୱର ବେହେରାଭାରତ ଛାଡ଼ ଆନ୍ଦୋଳନପ୍ଲାଟିପସକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସଧଣିଆସମ୍ବାଦ (ଖବରକାଗଜ)ମାଟିବିରାଡ଼ି ସାପପୁଷ୍ପେନ୍ଦ୍ର ସିଂହ ଦେଓମଲାଲା ୟୁସୁଫଜାଇସୁରେଶ କୁମାର ରାଉତରାୟଚିତ୍ତରଞ୍ଜନ ଦାସଶାରଳା ପୁରସ୍କାରମଧୁମେହହଜଓଡ଼ିଆ ଭାଗବତଆଲୋକ-ବୈଦୁତିକ ପ୍ରଭାବହନୁମାନଇଣ୍ଟର ମିଲାନ ଫୁଟବଲ କ୍ଲବକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାପାଇକ ବିଦ୍ରୋହଡାରିଫେନାସିନଅଂଶୁପା ହ୍ରଦଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୪ ମାର୍ଚ୍ଚନାଟୋବଳରାମ ଦାସଆଖିରଥଯାତ୍ରାଓଡ଼ିଆ ସାହିତ୍ୟଫାଲଗୁନ୧୬ଶ ଲୋକ ସଭାସଂତୃପ୍ତ ମିଶ୍ରଉତ୍କଳ ବ୍ରାହ୍ମଣଜୋଆନ ଅଫ ଆର୍କଭାରତର ରାଷ୍ଟ୍ରପତିଦଶାବତାରବୁଧବାର୧୦ ନଭେମ୍ବରସାରଳା ମହାଭାରତଉଇକିପୋଥିଖାରବେଳ ସ୍ୱାଇଁବୀଜାଣୁକପିଳେନ୍ଦ୍ର ଦେବକପିଳାସ ଶିବ ମନ୍ଦିରଗଙ୍ଗାଧର ମେହେରସୋନାକ୍ଷୀ ସିହ୍ନାଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାମୁଦ୍ରା (ପୂଜା)ଚାଉଳଖ୍ରୀଷ୍ଟ ଧର୍ମଡାଲଖାଇଉଇକିଅଭିଧାନବୀଣାପାଣି ମହାନ୍ତିବଳଭଦ୍ର ମାଝୀଖାରବେଳରାୟଗଡ଼ା ଜିଲ୍ଲାଅନୁରାଧା କୋଇରାଲାମାଳତୀ ଚୌଧୁରୀ🡆 More