କେଶାପାଲି

]

କେଶାପାଲି
ଗ୍ରାମ
କେଶାପାଲି
ଗୋବର୍ଦ୍ଧନ ପର୍ବତ ଉପରୁ କେଶାପାଲିର ଦ୍ରୁଶ୍ୟ
ଗୋବର୍ଦ୍ଧନ ପର୍ବତ ଉପରୁ କେଶାପାଲିର ଦ୍ରୁଶ୍ୟ
କେଶାପାଲି is located in Odisha
କେଶାପାଲି
କେଶାପାଲି
Location in Odisha, India
Coordinates: 21°12′31″N 84°01′18″E / 21.2084896°N 84.0216448°E / 21.2084896; 84.0216448
ଦେଶକେଶାପାଲି ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାସମ୍ବଲପୁର
ତହସିଲଯୁଯୁମୁରା
Government
 • Typeପଞ୍ଚାୟତିରାଜ
 • Bodyଗ୍ରାମପଞ୍ଚାୟତ
 • ସରପଞ୍ଚରିତାଞ୍ଜଳୀ ନାଏକ
Population
 (୨୦୧୧)
 • Total୮୩୨
ଭାଷା
 • ସରକାରୀଓଡ଼ିଆ
 • ଅନ୍ୟ ଭାଷାସମ୍ବଲପୁରୀ
Time zoneUTC+5:30 (IST)
ଡାକ କୋଡ
୭୬୮୧୦୫
Websiteodisha.gov.in

କେଶାପାଲି ହେଉଛି ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଯୁଯୁମୁରା ବ୍ଲକର ଏକ ଗ୍ରାମ । ଏହା କେଶାପାଲି ଗ୍ରାମପଞ୍ଚାୟତ ଅଧୀନରେ ପରିଚାଳିତ ହୁଏ ଏବଂ ଯୁଯୁମୁରା ତହସିଲ ଅଧିନରେ ଆସିଥାଏ । ଏହା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ଏକ ବୁଥ ଅଟେ । ୨୦୧୧ ଜନଗଣନା ଅନୁସାରେ ଏହି ଗ୍ରାମର ଜନସଂଖ୍ୟା ହେଉଛି ୮୩୨ । ଗୋବର୍ଦ୍ଧନ ପୂଜା ହେଉଛି ଏହି ଗ୍ରାମର ପ୍ରସିଦ୍ଧ ପର୍ବ ।

ସରକାରୀ କାର୍ଯ୍ୟାଳୟ

  1. କେଶାପାଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ
  2. କେଶାପାଲି ଡାକଘର କାର୍ଯ୍ୟାଳୟ
  3. ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ
  4. କେଶାପାଲି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର
  5. ପ୍ରାଥମିକ ପଶୁ ଚିକିତ୍ସାଳୟ

ଶିକ୍ଷା

  1. ଦୁଇଟି ଅଙ୍ଗନୱାଡି କେନ୍ଦ୍ର
  2. ଗୋଟିଏ ପ୍ରାଥମିକ ବିଦ୍ୟାଳୟ
  3. ଗୋଟିଏ ଉଚ୍ଚ ବିଦ୍ୟାଳୟ

ପର୍ବ ପର୍ବାଣି

ଗୋବର୍ଦ୍ଧନ ପୂଜା ହେଉଛି ଗାଁର ମୁଖ୍ୟ ପର୍ବ । ପ୍ରତିବର୍ଷ ଏହି ପୂଜା କରାଯାଏ । ନୂଆଖାଇ ହେଉଛି ଗାଁର ଅନ୍ୟ ଏକ ଗଣପର୍ବ । ନୂଆଖାଇ ଅବସରରେ ଗାଁର ଗିରିଗୋବର୍ଦ୍ଧନ ଯୁବକ ସଂଘ ତରଫରୁ ପ୍ରତିବର୍ଷ ନୂଆଖାଇରେ ନୂଆଖାଇ ଭେଟ୍ ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ଗାଁର ଶିବ ମନ୍ଦିରରେ ପ୍ରତି ମାସ ସଂକ୍ରାନ୍ତିରେ ପୂଜା ହୋଇଥାଏ । ଆଉ ଅନ୍ୟ ପର୍ବ ଗୁଡ଼ିକ ହେଲା କାଦୋପୂଜା, ଜନ୍ମାଷ୍ଟମୀ, ଶିବରାତ୍ରି, ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ, ଇତ୍ୟାଦି ।

ଗ୍ୟାଲେରି

ଆଧାର

Tags:

କେଶାପାଲି ସରକାରୀ କାର୍ଯ୍ୟାଳୟକେଶାପାଲି ଶିକ୍ଷାକେଶାପାଲି ପର୍ବ ପର୍ବାଣିକେଶାପାଲି ଗ୍ୟାଲେରିକେଶାପାଲି ଆଧାରକେଶାପାଲି

🔥 Trending searches on Wiki ଓଡ଼ିଆ:

ହାକିମ ବାବୁଭାରତୀୟ ସମ୍ବିଧାନବିଲ୍ ଗେଟ୍ସ୍ଜନ୍ ଏଫ୍. କେନେଡ଼ିଯକ୍ଷ୍ମାଖୋର୍ଦ୍ଧାପାର୍ବତୀ ଘୋଷପରଝିଅ ଘର ଭାଙ୍ଗେନାରୋମାନିଆବିଶ୍ୱତାପନ୧୪୪୯କୁଏତଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳବୁଏନ୍ସ ଏଆରସ୧୯ ଡିସେମ୍ବରଉମେଶଚନ୍ଦ୍ର ସରକାରମୟୂରଭଞ୍ଜ ଜିଲ୍ଲାଇଟାଲୀଆନ୍ତର୍ଜାତିକ ମହିଳା ଦିବସପ୍ରଣବ ପ୍ରକାଶ ଦାସଓଷାରାଜନୀତି ବିଜ୍ଞାନଖଣ୍ଡାୟତହଳଧର ନାଗ୨୯ ମାର୍ଚ୍ଚବଳରାମ ଦାସଦୁର୍ଗାଜଗନମୋହ‌ନ ଲାଲରଜିୟା ସୁଲତାନଯୁଗଳ କିଶୋର ପଟ୍ଟନାୟକଲୋମୁଷ୍ଟାଇନଓଡ଼ିଶା ଭାସ୍କରଚକ୍ରବର୍ତ୍ତୀ ରାଜଗୋପାଳାଚାରୀଅଚ୍ୟୁତ ସାମନ୍ତଫେସବୁକଖଣ୍ଡପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋପବନ୍ଧୁ ଦାସମିଆଁମାରପଦାର୍ଥ ବିଜ୍ଞାନଧନୁଯାତ୍ରାଇମେଲଚୈତନ୍ୟରମାଦେବୀ ଚୌଧୁରୀଉଇକିଡାଟାଋଷିଆଜାଭାସ୍କ୍ରିପ୍ଟରାମାୟଣକୁମାରିଲ ଭଟ୍ଟପୁରାଣଓଡ଼ିଶାର କଳାଚନ୍ଦ୍ରଶେଖର ରଥଓଡ଼ିଆ ଭାଷାଉଇକିବିଦ୍ୟାଳୟକଟକଭାରତୀୟ ମୁଦ୍ରାନଡ଼ିଆଉତ୍କଳ ବ୍ରାହ୍ମଣଅମୃତାୟନଗୋବିନ୍ଦ ତ୍ରିପାଠୀମାଛଇତିହାସପାଇଥନ୍ (ପ୍ରୋଗ୍ରାମିଂ ଭାଷା)ମାଳତୀ ଚୌଧୁରୀଶ୍ରୀରାମ ପଣ୍ଡାଟୁକୁନି ସାହୁସମାଜ (ଖବରକାଗଜ)ଓଡ଼ିଶାର ପର୍ବପର୍ବାଣିଭାରତର ସଂସ୍କୃତିଓଡ଼ିଶାର ଇତିହାସଦିଲ୍ଲୀ୯ ଜୁନସୁରେନ୍ଦ୍ର ମହାନ୍ତିଭାରତୀୟ ସ୍ୱାଧୀନତା ଆନ୍ଦୋଳନଗୁଗଲ🡆 More