କୁମାର ସାନୁ: ଭାରତୀୟ ଗାୟକ

କୁମାର ସାନୁ(୨୦ ଅକ୍ଟୋବର ୧୯୫୭)ଙ୍କ ପ୍ରକୃତ ନାମ ହେଉଛି କେଦାରନାଥ ଭଟ୍ଟାଚାର୍ଯ୍ୟ ଜଣେ ଭାରତୀୟ କଣ୍ଠଶିଳ୍ପୀ । ସେ ବଲିଉଡରେ ବେଶ ପରିଚିତ ଓ ପ୍ରସିଦ୍ଧ । ୧୯୯୩ରେ ଏକ ଦିନରେ ୨୮ଟି ଗୀତ ରେକଡିଙ୍ଗ କରି ସେ ଗିନିଜ ବୁକରେ ସ୍ଥାନ ପାଇଥିଲେ । କ୍ରମାଗତ ୫ଥର ସେ ଫିଲ୍ମ ଫେୟାର ଆୱାର୍ଡ(ସବୁଠାରୁ ଭଲ ପୁରୁଷ ଗାୟକ) ପାଇ ରେକର୍ଡ କରିଥିଲେ । ୨୦୦୯ରେ ପଦ୍ମଶ୍ରୀ ଉପାଧି ପାଇଥିଲେ ।

କୁମାର ସାନୁ
କୁମାର ସାନୁ: ଭାରତୀୟ ଗାୟକ
Background information
ମୂଳ ନାମ
কুমার শানু
ଜନ୍ମ ସମୟରେ ନାମକେଦାରନାଥ ଭଟଚାର୍ଜ୍ୟ
ଜନ୍ମ (1957-10-20) ୨୦ ଅକ୍ଟୋବର ୧୯୫୭ (ବୟସ ୬୬)
Kolkata, West Bengal, India
ଶୈଳୀPlayback singing
ପେଷାSinger, Music Director, Lyricist, Actor, Producer
ବାଦ୍ୟଯନ୍ତ୍ରTabla
କାର୍ଯ୍ୟକାଳ1989–present
ଲେବଲYash Raj Films, T-Series, Sony Music, Zee Music Company, Tips, Saregama, Venus Records & Tapes

ବ୍ୟକ୍ତିଗତ ଜୀବନ

କୁମାରଙ୍କ ବାପା ପଶୁପତି ଭଟ୍ଟାଚାର୍ଯ୍ୟ ଜଣେ ଗାୟକ ଓ ପ୍ରଯୋଜକ ଥିଲେ । ସେ ଓ କୁମାରଙ୍କ ବଡ଼ ଭଉଣୀଙ୍କ ସହ ସେ କଲିକତା(ଦମଦମ)ରେ ରହୁଥିଲେ । ସେ କୁମାରଙ୍କୁ ଜଣେ ଗାୟକ ଓ ତବଲା ବାଦକ ହିସାବରେ ଶିକ୍ଷା ଦେଇଥିଲେ । ୧୯୭୯ କଲିକତା ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ହାସଲ ପରେ ସେ ବିଭିନ୍ନ ହୋଟେଲ ଓ ଷ୍ଟେଜରେ ଗୀତ ଗାଇବା ଆରମ୍ଭ କରିଥିଲେ । ପ୍ରସିଦ୍ଧ ବଲିଉଡ ଗାୟକ କିଶୋର କୁମାରଙ୍କ ଠୁ ଅନୁପ୍ରାଣିତ ହୋଇ ସେ ଗୀତ ଗାଇବା ଆରମ୍ଭ କରିଥିଲେ ବୋଲି ସାନୁ କୁହନ୍ତି ।

କ୍ୟାରିୟର

ଏକ ବାଂଲାଦେଶୀ ଚଳଚ୍ଚିତ୍ର ତିନ କନ୍ୟାରୁ ସେ ତାଙ୍କ ଗାଇବା କ୍ୟାରିୟର ଆରମ୍ଭ କରିଥିଲେ । ୧୯୮୭ରେ ପ୍ରଯୋଜକ ଓ ଗାୟକ ଜଗଜୀତ ସିଂ ସାନୁଙ୍କୁ ପ୍ରଥମେ ବଲିଉଡ ଫିଲ୍ମ ଆନ୍ଧିୟାରେ ଗାଇବାର ସୁଯୋଗ ପ୍ରଦାନ କରିଥିଲେ । ପରେ ପରେ ସେ ନଉସଦ,ରାଜଦନ,କଲ୍ୟାଣୀ ଅନ୍ଦାଜି ଓ ଉଷା ଖାନ୍ନା ଭଳି ପ୍ରଯୋଜକମାନଙ୍କ ସହ କାମ କରିଥିଲେ । ୧୯୯୦ରେ ଆଶିକି,୧୯୯୧ରେ ଫିଲ୍ମ ସାଜନ , ୧୯୯୨ରେ ଫିଲ୍ମ ଦିବାନା , ୧୯୯୩ରେ ବାଜିଗର ଓ ୧୯୯୪ରେ ଏ ଲଭ ଷ୍ଟୋରି ପାଇଁ ସେ ଫିଲ୍ମ ଫେୟାର ଆୱାର୍ଡ ପାଇଥିଲେ ।

ସମ୍ମାନ

ବର୍ଷ ଆୱାର୍ଡ ସଂପୃକ୍ତ ଅନୁଷ୍ଠାନ / ବ୍ୟକ୍ତିତ୍ୱ
୨୦୦୧ ୩୧ ମାର୍ଚ - କୁମାର ସାନୁ-ପ୍ରଥମ ଭାରତୀୟ ଗାୟକ ଭାବରେ ଆମେରିକାରେ ସମ୍ମାନିତ । ମାଇକେଲ, ମେୟୋର, ଡେଟୋନ, ଓହାଈଓ, U.S.
୨୦୦୧ doctarte ଆମେରିକା ବିଶ୍ୱବିଦ୍ୟାଳୟ
୨୦୦୯ Padma Shri Government of India
୨୦୧୨ ଆମେଦକର ଆୱାର୍ଡ ପିପୁଲ ଏଜୁକେସନ ଷୋସାଇଟି
୨୦୧୪ ମହାରାଷ୍ଟ୍ର ରତ୍ନ ଆୱାର୍ଡ Government of Maharashtra
୨୦୧୪ ମହାନୟକ ସମ୍ମାନ ଲାଇଫ ଟାଇମ ଆଚିଭମେଣ୍ଟ (ବଙ୍ଗାଳୀ ଗାୟକ ଭାବରେ ) Government of West Bengal

Tags:

🔥 Trending searches on Wiki ଓଡ଼ିଆ:

ମହୁଜାଭା (ପ୍ରୋଗ୍ରାମିଂ ଭାଷା)ସିନ୍ଧୁ ନଦୀଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗବିରିୟାନୀୟୁକ୍ରେନବାଘବିଷମ କଟକଫାଇଲେରିଆଜଗନମୋହ‌ନ ଲାଲକୁଞ୍ଜବିହାରୀ ଦାଶଜିମି ୱେଲ୍ସନିର୍ମଳା (ଉପନ୍ୟାସ)କବାଟରାସେଶ୍ୱରୀ ପାଣିଗ୍ରାହୀଜୁନରାଜେନ୍ଦ୍ର କିଶୋର ପଣ୍ଡାଜନ ଗଣ ମନ୨୦୧୨ଆଲୋକଭଦ୍ରକ ଜିଲ୍ଲାଇଣ୍ଟରନେଟଭକ୍ତ ଚରଣ ଦାସଆଚାର୍ଯ୍ୟ ହରିହରଯକୃତଗୀତଗୋବିନ୍ଦପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ଅଗ୍ନ୍ୟାଶୟ ଅକ୍ଷମତାଶ୍ରାଦ୍ଧତ୍ରିଭୁଜଜମ୍ମୁ ତୱି ରେଳ ଷ୍ଟେସନନେଲସନ ମଣ୍ଡେଲାଭାନୁଜୀ ରାଓଗିରିଧର ଗମାଙ୍ଗଭାଷାନନ୍ଦିନୀ ଶତପଥୀଗୁରୁପ୍ରସାଦ ମହାନ୍ତିଲିଙ୍ଗରାଜ ମନ୍ଦିରଓଡ଼ିଶାର ସଂସ୍କୃତିଯଶୋବନ୍ତ ଦାସମନୋରଞ୍ଜନ ଦାସଜ୍ଞାନପୀଠ ପୁରସ୍କାରଜଗନ୍ନାଥଗିରିଜା କୁମାର ବଳୀୟାରସିଂହ୧୯୬୧ଭାରତୀୟ ସଂଖ୍ୟା ପ୍ରଣାଳିଓପନ-ସୋର୍ସ ସଫ୍ଟୱେରଭୀମ ପୃଷ୍ଟିପାଇକ ଆଖଡ଼ାଗୋଦାବରୀଶ ମିଶ୍ରଟିଣନନ୍ଦିଘୋଷକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚିଲିକା (ବହୁବିକଳ୍ପ)ଗୋପାଳ ଛୋଟରାୟମସ୍କୋୟୁରୋପରତ୍ନାକର ଚଇନିଜୀବସାର ଗପଖାଳଓଡ଼ିଆ ନାଟକଯାଜପୁର ଜିଲ୍ଲାଯୌନ ଉତ୍ପୀଡ଼ନଉତ୍କଳ ଦୀପିକାମହାରାଷ୍ଟ୍ରବିନ୍ଦୁଶ୍ରଦ୍ଧାକର ସୂପକାରଏ. ପି. ଜେ. ଅବଦୁଲ କଲାମନମିତା ଅଗ୍ରୱାଲବିଶ୍ୱ ମ୍ୟାଲେରିଆ ଦିବସରାଜ ଯୋଗଶେୟାର ବଜାରମୋନିକା ସେଲ୍ସସରଳା ଦେବୀବଣ୍ଡ (ଅର୍ଥ)🡆 More