ଆସୁଛି ମୋ କାଳିଆସୁନା: ୧୯୮୯ର ଓଡ଼ିଆ କଥାଚିତ୍ର

ଆସୁଚି ମୋ କାଳିଆ ସୁନା, ୧୯୮୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ର ପ୍ରଯୋଜନା କରିଥିଲେ ଅମିୟ ରଞ୍ଜନ ପଟ୍ଟନାୟକ । ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ରାଜୁ ମିଶ୍ର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଆସୁଛି ମୋ କାଳିଆସୁନା
ନିର୍ଦ୍ଦେଶକରାଜୁ ମିଶ୍ର
ପ୍ରଯୋଜକଅମିୟ ରଞ୍ଜନ ପଟ୍ଟନାୟକ
ସଂଳାପଶିର୍ଷାନନ୍ଦ ଦାସ୍ କାନୁନ୍‌ଗୋ
ଚିତ୍ରନାଟ୍ୟରାଜୁ ମିଶ୍ର
କାହାଣୀରାଜୁ ମିଶ୍ର
କଳାକାରସୁଜାତା ଆନନ୍ଦ, ବିଜୟ ମହାନ୍ତି, ନେତ୍ରାନନ୍ଦ, ଦେବୁ ବୋଷ
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣରାଜୁ ମିଶ୍ର
ସମ୍ପାଦକଦେବେନ୍ ମିଶ୍ର
ମୁକ୍ତିଲାଭ ତାରିଖ
୧୯୮୯
ଦେଶଆସୁଛି ମୋ କାଳିଆସୁନା: ଅଭିନୟ, ସଙ୍ଗୀତ, ଆଧାର ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୧୬ଲକ୍ଷ ୪୫ହଜାର

ସୁଜାତା ଆନନ୍ଦ, ଅଶୃମୋଚନ ମହାନ୍ତି, ବିଜୟ ମହାନ୍ତି, ଦେବୁ ବୋଷ, ମୋହିନି, ପ୍ରେମାଞ୍ଜନ ପରିଡା, ରାଇମୋହନ, ଜୟୀରାମ ସାମଲ, ଦୁଃଖିରାମ ସ୍ୱାଇଁ, ନେତ୍ରାନନ୍ଦ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି

ଆଧାର

ବାହାର ଆଧାର

Tags:

ଆସୁଛି ମୋ କାଳିଆସୁନା ଅଭିନୟଆସୁଛି ମୋ କାଳିଆସୁନା ସଙ୍ଗୀତଆସୁଛି ମୋ କାଳିଆସୁନା ଆଧାରଆସୁଛି ମୋ କାଳିଆସୁନା ବାହାର ଆଧାରଆସୁଛି ମୋ କାଳିଆସୁନା

🔥 Trending searches on Wiki ଓଡ଼ିଆ:

ଜବାହରଲାଲ ନେହେରୁଆଧୁନିକ କଥା ସାହିତ୍ୟ (ଉପନ୍ୟାସ)ସମ୍ବଲପୁରଯାଜପୁର ଜିଲ୍ଲାଓଡ଼ିଶାର ପର୍ବପର୍ବାଣିତାରାତାରିଣୀ ମନ୍ଦିରଦ୍ରୌପଦୀ ମୁର୍ମୁକାତ୍ୟାୟିନୀସଂଯୁକ୍ତା ରାଉତଅଚ୍ୟୁତାନନ୍ଦ ପ‌ତିଲିଓନରାମ ନବମୀମାଳଦ୍ଵୀପକୁମ୍ଭ (ରାଶି)ଅପର୍ଣ୍ଣା ମହାନ୍ତି୧୯୫୧ଗୋପାଳ ଛୋଟରାୟପୋତାଗଡ଼ଯଶୋବନ୍ତ ଦାସJagannathଗଣେଶ ପୂଜାଶ୍ରୀରୂପା ମିତ୍ର ଚୌଧୁରୀନୀଳଶୈଳ (ଉପନ୍ୟାସ)ହରେକୃଷ୍ଣ ବେହେରା୫ ଅକ୍ଟୋବର୧୯୭୭ଗୋପାଳବଲ୍ଲଭ ଦାସବ୍ୟାଙ୍କଯୌନ ସମ୍ଭୋଗକେରଳରୋମାନିଆକଳ୍ପନା କୁମାରୀ ଦେବୀଜୟପୁର, ରାଜସ୍ଥାନwiki.phtmlସାଇକେଲମାସ୨୭ ମାର୍ଚ୍ଚଶର୍ଦ୍ଦିକବିସୂର୍ଯ୍ୟ ବଳଦେବ ରଥକର୍କଟ ରୋଗଜୟ ଜଗନ୍ନାଥଭୁବନେଶ୍ୱର ବେହେରା୮୮୭କୁଲନ ବାଗେ୨୧ ମାର୍ଚ୍ଚଦୂତୀବାହନ ଓଷାବିଜୁ ପଟ୍ଟନାୟକଏଚଆଇଭି/ଏଡସକେନ୍ଦୁଝର ଜିଲ୍ଲାରାଜନୀତି ବିଜ୍ଞାନବିଶ୍ୱନାଥ କରପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟବିଜୟ ମିଶ୍ରମନମୋହନ ସାମଲସୌଭାଗ୍ୟ କୁମାର ମିଶ୍ରଅଶୋକାଷ୍ଟମୀବୁଏନ୍ସ ଏଆରସତମାଖୁର ସ୍ଵାସ୍ଥ୍ୟ ଉପରେ ପ୍ରଭାବଦୀନନାଥ ପାଠୀସମୟ (କାଳ)କିଶୋରୀ ଚରଣ ଦାସପଦାର୍ଥ ବିଜ୍ଞାନକୁପୋଷଣଶାରଳା ପୁରସ୍କାରସୀତାକାନ୍ତ ମହାପାତ୍ରଅନୁରାଧା ବିଶ୍ୱାଳପ୍ରଯୁକ୍ତି ବିଦ୍ୟା🡆 More