ଆକାଶ ଦାଭାଡ଼େ: ଭାରତୀୟ ଅଭିନେତା

ଆକାଶ ଦାଭାଡ଼େ (୮ ମାର୍ଚ୍ଚ ୧୯୮୫, ନାଗପୁର, ମହାରାଷ୍ଟ୍ର) ଜଣେ ଭାରତୀୟ ଅଭିନେତା । ସେ ତାଙ୍କାର ହାସ୍ୟ ଅଭିନୟ, ମୁଖଭଙ୍ଗୀ, ଭାବ, ନୃତ୍ୟ ଶୈଳୀ ଆଦି ଜଣାଶୁଣା । ବିଦୁ ବିନୋଦ ଚୋପ୍ରାଙ୍କଦ୍ୱାରା ନିର୍ମିତ ରାଜେଶ ମହାପୁରଙ୍କ ନିର୍ଦ୍ଦେଶିତ ହିନ୍ଦୀ କଥାଚିତ୍ର ଫରାରୀ କି ସାବାରୀରେ ସେ 'ମୋହନ' ଚରିତ୍ର ପାଇଁ ଲୋକପ୍ରିୟତା ହାସଲ କରିଥିଲେ । ଅକ୍ଷୟ କୁମାରଙ୍କ ସହ ବସ୍, ରାଜକୁମାର ରାଓଙ୍କ ସହିତ ସ୍ତ୍ରୀ, ଆୟୁଷମାନ ଖୁରାନାଙ୍କ ସହିତ ଆର୍ଟିକଲ୍ ୧୫ ଆଦିରେ ସେ କାମ କରିଛନ୍ତି । ଇମ୍ରାନ ଖାନ, ଇରଫାନ ଖାନ, ବିଦ୍ୟା ବଲାନ ଆଦି ଜଣାଶୁଣା ଅଭିନେତାମାନଙ୍କ ସହ ବିଭିନ୍ନ ବିଜ୍ଞାପନରେ ସେ କାମ କରିଛନ୍ତି ।

ଆକାଶ ଦାଭାଡ଼େ
ଜନ୍ମ (1985-03-08) ୮ ମାର୍ଚ୍ଚ ୧୯୮୫ (ବୟସ ୩୯)
ଜାତୀୟତାଭାରତୀୟ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୨୦୦୯–ଏବେଯାଏଁ

ଅଭିନୀତ କଥାଚିତ୍ର

ବର୍ଷ କଥାଚିତ୍ର ଭୂମିକା
୨୦୦୯ ୩ ଇଡିଅଟସ୍ ଇଞ୍ଜିନିୟରିଂ ଛାତ୍ର
୨୦୧୨ ଫରାରୀ କି ସବାରି ମୋହନ
୨୦୧୩ ବସ୍ ବିଶାଲ୍
୨୦୧୫ ବାଙ୍ଗିସ୍ତାନ ସାନିଚାରା
୨୦୧୬ ୭ ଆୱାର୍‌ସ୍ ଟୁ ଗୋ ଇନ୍ସପେକ୍ଟର ଘୋରପଡ଼େ
ଶିବାୟ ଭାରତୀୟ ପାହାଡ଼ ଚଢ଼ାଳୀ
୨୦୧୮ ବା ବା ବ୍ଲାକ୍ ସିପ୍ ଫିକ୍ସର୍
ସ୍ତ୍ରୀ ନରେନ୍ଦ୍ର
୨୦୧୯ ଆର୍ଟିକଲ୍ ୧୫ ସତ୍ୟେନ୍ଦ୍ର
୨୦୨୦ ବାବୁ ବ୍ୟାଚେଲର୍ ଛୋଟେ
୨୦୧୯ ହାଉସଫୁଲ୍ ୪ ହ୍ୟାରିଙ୍କ ବନ୍ଧୁ
ପେନାଲ୍ଟି ଜୁଗାଡ଼ୁ ବା ଚନ୍ଦନ

ୱେବ୍ ସିରିଜ୍

ବର୍ଷ ସିରିଜ୍ ଭୂମିକା ଓଟିଟି
୨୦୨୦ ଶୁକ୍ରାଣୁ ଭାନୁ ଜୀ୫
୨୦୨୦ ମସ୍ତ୍ରାମ୍ ଗୋପାଳ ଏମ୍ ଏକ୍ସ ପ୍ଲେୟାର୍
୨୦୨୦ ଲୁଟ୍ କେସ୍ ଗ୍ରାଜୁଏଟ୍ ଡିଜ୍ନି+ ହଟ୍‌ଷ୍ଟାର୍
୨୦୨୨ ଦ ଗ୍ରେଟ୍ ୱେଡିଂ ଅଫ୍ ମୁନ୍ନେସ୍ ସୁରେଶ ଭୁଟ୍

ଆଧାର

ବାହାର ଲିଙ୍କ୍

  • ଇଣ୍ଟରନେଟ ମୁଭି ଡାଟାବେସରେ Aakash Dabhade

Tags:

ଆକାଶ ଦାଭାଡ଼େ ଅଭିନୀତ କଥାଚିତ୍ରଆକାଶ ଦାଭାଡ଼େ ୱେବ୍ ସିରିଜ୍ଆକାଶ ଦାଭାଡ଼େ ଆଧାରଆକାଶ ଦାଭାଡ଼େ ବାହାର ଲିଙ୍କ୍ଆକାଶ ଦାଭାଡ଼େଇମରାନ ଖାଁଇରଫାନ ଖାନନାଗପୁରବିଦ୍ୟା ବଲାନମହାରାଷ୍ଟ୍ର

🔥 Trending searches on Wiki ଓଡ଼ିଆ:

ଭୌଗଳିକ ଦିଗବାରେଣିମୁମ୍ବାଇକାନାଡ଼ାଶଙ୍ଖଉପେନ୍ଦ୍ର ଭଞ୍ଜଯୁଗ୍ମ ସଂଖ୍ୟାଅଥାନ ଗର୍ଭ୧୦ ଅପ୍ରେଲଭଞ୍ଜକିଶୋର ପଟ୍ଟନାୟକହିମାଳୟଧଣିଆମ୍ୟାଲେରିଆଜଗନ୍ନାଥ ଦାସସ୍ୱର ବର୍ଣ୍ଣମିଳିମିଳାସ୍ତନ କର୍କଟଓଡ଼ିଆ ଭାଷା ଆନ୍ଦୋଳନ୩୦ ଜୁନମୁସଲମାନଓଡ଼ିଆ ଭାଷାଧର୍ମେନ୍ଦ୍ର ପ୍ରଧାନଗୋପବନ୍ଧୁ ଦାସ୨୯୪ଲକ୍ଷ୍ମୀକାନ୍ତ ମହାପାତ୍ରଅର୍ଚ୍ଚନା ନାୟକ (ସାହିତ୍ୟିକ)ଅଞ୍ଜନାଓଡ଼ିଶାର ସଂସ୍କୃତିସ୍ନେହସାରରାଧାମୋହନ ଗଡ଼ନାୟକକେବେ ତମେ ନାହଁ କେବେ ମୁଁ ନାହିଁପର୍ଶୁରାମ (ଓଡ଼ିଆ କଥାଚିତ୍ର)ସମୁଦ୍ରଭାରତ-ଚୀନ ସୀମା ବିବାଦସଫ୍ଟୱେର ଇଞ୍ଜିନିୟରିଂଭାରତ ସରକାରକୃଷ୍ଣଗିଲଟେରିଟିନିବଗୋବିନ୍ଦ ଚନ୍ଦ୍ର ଦାସପୃଥିବୀରୁଦ୍ର ପାଣିଗ୍ରାହୀବୀଣାପାଣି ମହାନ୍ତିପ୍ରଥମ ବିଶ୍ୱଯୁଦ୍ଧରମାକାନ୍ତ ରଥଯୌଥ ପରିବାରଅପ୍ରେଲ୧୯୮୪୨୦ ଫେବୃଆରୀହିଙ୍ଗୁଳା ମନ୍ଦିରବାଦୁଡ଼ିଜୟୀରାମ ସାମଲତପସ୍ୱିନୀମହାବିଦ୍ୟାଚନ୍ଦ୍ରଶେଖର ନନ୍ଦପାଳି ଭାଷାଗୋବିନ୍ଦ ତ୍ରିପାଠୀବି. ଆର. ଆମ୍ବେଦକରବିଲୁଆଭାରତୀୟ ସ୍ଥଳସେନାସଂସ୍କୃତଟାଇଫଏଡବୃହସ୍ପତିବେଦନୋଟା (ଭାରତ)କାଳୀଚରଣ ପଟ୍ଟନାୟକ🡆 More