ରୁଦ୍ର ପାଣିଗ୍ରାହୀ: ଓଡ଼ିଆ ଅଭିନେତା

ରୁଦ୍ର ପାଣିଗ୍ରାହୀ, ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୧ ମସିହାରେ ସେ ନାରାୟଣ ଘଡ଼େଇଙ୍କ ନିର୍ଦ୍ଦେଶିତ ଓଡ଼ିଆ କଥାଚିତ୍ର ମନେ ରହିବ ଏ ପ୍ରେମ କାହାଣୀ ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ରୁଦ୍ର ୨୦୧୭ ମସିହାରେ ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ଜୀନାର ଜୀବନସାଥୀରେ ଭାଗନେଇଥିଲେ ଏବଂ ଜୀନାଙ୍କୁ ବିବାହ କରିଥିଲେ ।

ରୁଦ୍ର ପାଣିଗ୍ରାହୀ
ଜନ୍ମ
ରୁଦ୍ର ପାଣିଗ୍ରାହୀ

ବୃତ୍ତି(ଓଡ଼ିଆ) ଅଭିନେତା
ସକ୍ରିୟ ବର୍ଷ୨୦୧୧ରୁ-ଏବେଯାଏଁ
ବୈବାହିକ-ସାଥୀଜିନା ସାମଲ (୨୦୧୭-ଏବେଯାଏଁ)

ଅଭିନୟ ଜୀବନ

ରୁଦ୍ର ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ମନେ ରହିବ ଏ ପ୍ରେମ କାହାଣୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରଟିରେ ରୁଦ୍ରଙ୍କ ସ‌ହ ନାୟିକା ଭାବରେ ଅଭିନୟ କରିଥିଲେ ରୂପାଲି । ଏହପରେ ସେ ୨୦୧୪ରେ ଗଳ୍ପ ନୁହେଁ ଅଳ୍ପ ଦିନର, ୨୦୧୫ରେ ଆପନା ହାଥ ଜଗନ୍ନାଥ, ୨୦୧୬ରେ ଝିଅଟା ବିଗିଡ଼ିଗଲା ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୮ ମସିହାରେ ତାଙ୍କ ଅଭିନୀତ ପ୍ରେମୀ ଦିୱାନା ମୁକ୍ତିଲାଭ କରିଥିଲା ।

ଅଭିନୀତ କଥାଚିତ୍ର

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୧୧ ମନେ ରହିବ ଏ ପ୍ରେମ କାହାଣୀ ରାଜା ପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୩ ପ୍ରେମିକା
୨୦୧୪ ଆପନା ହାତ ଜଗନ୍ନାଥ ବିଜୟ
୨୦୧୫ ଗଳ୍ପ ନୁହେଁ ଅଳ୍ପ ଦିନର
୨୦୧୬ ଝିଅଟା ବିଗିଡ଼ିଗଲା
୨୦୧୮ ପ୍ରେମୀ ଦିୱାନା

ରାଜନୈତିକ ଜୀବନ

୨୦୨୩ ମସିହାର ମାର୍ଚ୍ଚ ମାସରେ ରୁଦ୍ର ଓ ତାଙ୍କ ପତ୍ନୀ ଜୀନା ସାମଲ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।

ଆଧାର

ବାହାର ଆଧାର

Tags:

ରୁଦ୍ର ପାଣିଗ୍ରାହୀ ଅଭିନୟ ଜୀବନରୁଦ୍ର ପାଣିଗ୍ରାହୀ ଅଭିନୀତ କଥାଚିତ୍ରରୁଦ୍ର ପାଣିଗ୍ରାହୀ ରାଜନୈତିକ ଜୀବନରୁଦ୍ର ପାଣିଗ୍ରାହୀ ଆଧାରରୁଦ୍ର ପାଣିଗ୍ରାହୀ ବାହାର ଆଧାରରୁଦ୍ର ପାଣିଗ୍ରାହୀଓଡ଼ିଆ କଥାଚିତ୍ର ଜଗତଓଡ଼ିଆ ଲୋକଜିନା ସାମଲମନେ ରହିବ ଏ ପ୍ରେମ କାହାଣୀ

🔥 Trending searches on Wiki ଓଡ଼ିଆ:

ରାଜକିଶୋର ରାୟରାଜା ରାମମୋହନ ରାୟଓଡ଼ିଆ କବି ମାନଙ୍କର ତାଲିକାପାପୁଆ ନିଉ ଗିନିଜ୍ଞାନକୋଷଖଞ୍ଜଣିଓଡ଼ିଆ ଉଇକିପିଡ଼ିଆଆଉରଙ୍ଗଜେବଖାରବେଳଉଦ୍ଭିଦଗୋପାଳ କୃଷ୍ଣ ରଥ୨୭ ଜୁନମାର୍ଚ୍ଚଫେବୃଆରୀ ୨୯ଧାତୁଦୀପା ସାହୁ (୧୯୮୫ ଜନ୍ମ)ସ୍ୱର ବର୍ଣ୍ଣଜୟଦେବଲଘିଷ୍ଠ ସାଧାରଣ ଗୁଣିତକସମ୍ବଲପୁରଅଣ୍ଡାକବିସୂର୍ଯ୍ୟ ବଳଦେବ ରଥବିରଳା ମନ୍ଦିର, ହାଇଦ୍ରାବାଦହାଡ଼ଫୁଟିଚୁଡ଼ାଅନନ୍ତ ପଟ୍ଟନାୟକକୁଜିବର ପ‌ତ୍ରବିନ୍ଦୁwiki.phtmlଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଲକ୍ଷ୍ମୀକାନ୍ତ ମହାପାତ୍ରଇଣ୍ଡୋନେସିଆପଖିଆକାଟୁଲୁ ରବି କୁମାରଧର୍ମେନ୍ଦ୍ର ପ୍ରଧାନମୋନିକା ସେଲ୍ସ୩୦ ଅପ୍ରେଲଅଚ୍ୟୁତାନନ୍ଦ ଦାସକାଳୀଚରଣ ପଟ୍ଟନାୟକଜୟ ଜଗନ୍ନାଥହନୁମାନଚିଲିକା (କବିତା)୨୮ ଫେବୃଆରୀବୀଣାପାଣି ମହାନ୍ତିମାଛରତ୍ନାକର ଚଇନି୨୧ଦେବଗଡ଼ ଜିଲ୍ଲାଢଗ ଢମାଳିନେଲସନ ମଣ୍ଡେଲାଚିତ୍ତରଞ୍ଜନ ଦାସଭଗବତୀ ଚରଣ ପାଣିଗ୍ରାହୀମାର୍ଚ୍ଚ ୨୧ଓଡ଼ିଆ କଥାଚିତ୍ର ଜଗତଶ୍ରୀପକ୍ଷ୧୯ ମାର୍ଚ୍ଚଜୀବସାର ଗବ୍ୟାଙ୍କଖିଲିପାନରାସାୟନିକ ମୌଳିକସାରଳା ଦାସ୨୯ ମାର୍ଚ୍ଚମୁକ୍ତିକାନ୍ତ ମଣ୍ଡଳ୦ (ସଂଖ୍ୟା)ଛାନ୍ଦସ୍ତନହୃଷୀକେଶ ପଣ୍ଡାସିନ୍ଧୁ ନଦୀ୧୯୬୧ନଅତୁଣ୍ଡୀ🡆 More