ସାହିତ୍ୟିକ ଅର୍ଚ୍ଚନା ନାୟକ

ଅର୍ଚ୍ଚନା ନାୟକ (ଜନ୍ମ: ୧୬ ଜୁଲାଇ ୧୯୪୭; ଜନ୍ମସ୍ଥାନ: ବାଲୁଗାଁ), ଜଣେ ଓଡ଼ିଆ କଥାଶିଳ୍ପୀ । ଉପନ୍ୟାସ, ଗଳ୍ପ, ଗୀତିକବିତା, ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ ଆଦି ବିଭିନ୍ନ ବିଭାଗରେ ଅର୍ଚ୍ଚନା ନିଜ ଲେଖନୀ ଚାଳନା କରିଛନ୍ତି ।

ଅର୍ଚ୍ଚନା ନାୟକ
ଜନ୍ମ (1947-07-16) ୧୬ ଜୁଲାଇ ୧୯୪୭ (ବୟସ ୭୬)
ପବନପୁର, ବାଲୁଗାଁ
ଜାତୀୟତାଭାରତୀୟ
ଶିକ୍ଷାପିଏଚଡ଼ି
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ୱେବସାଇଟhttp://www.drarchananayak.com/

ଅର୍ଚ୍ଚନା ଆକାଶବାଣୀ କଟକର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର । ସେ ସାହିତ୍ୟ ପତ୍ରିକା ସାବିତ୍ରୀର ସମ୍ପାଦିକା ଓ ଆଧ୍ୟାତ୍ମିକ ପତ୍ରିକା ଆସ୍ପୃହାର ମୁଖ୍ୟ ସମ୍ପାଦକ ।

ରଚନାବଳୀ

  • ରାଣୀ ଶ୍ୟାମାବତୀ
  • ସାତପଦ୍ମର ଦ୍ୱୀପ
  • ନକ୍ଷତ୍ରର ଭାଷା
  • ଅମ୍ବପଲ୍ଲୀ - ୨୦୧୨ (ଦିବ୍ୟଦୂତ ପ୍ରକାଶନୀ)
  • କୁହୁଡ଼ି ପକ୍ଷୀ ଓ ସ୍ୱପ୍ନ ଗୋଧୂଳି
  • ଜହ୍ନରାତ୍ରି ବର୍ଷାରାତି - ୧୯୯୯ (ଅନନ୍ୟା ପ୍ରକାଶନ)
  • ଓଡ଼ିଆ ଭକ୍ତି ସଙ୍ଗୀତ - ୨୦୦୭ (କେନ୍ଦ୍ର ସାହିତ୍ୟ ଏକାଡେମୀ)
  • ଯକ୍ଷିଣୀ ସମ୍ବାଦ - ୨୦୦୪ (ଶାଶ୍ୱତି ପ୍ରକାଶିନୀ)
  • ଅଚିହ୍ନା ଆକାଶ - ୧୯୮୭ (ନାଳନ୍ଦା ପ୍ରକାଶନ)
  • ରୁରୁ ପ୍ରିୟମ୍ବଦା ଅରବିନ୍ଦ - ୨୦୦୩ (ଗ୍ରନ୍ଥମନ୍ଦିର)
  • ପଣ୍ଡିତ ଗୋପବନ୍ଧୁ ଦାସ
  • ଓଡ଼ିଆ କାବ୍ୟରେ ଶିବ
  • ଶ୍ରୀ ଅରବିନ୍ଦ ଓ ନୂତନ ପୃଥିବୀ - ୨୦୦୭ (କଟକ ଷ୍ଟୁଡେଣ୍ଟସ ଷ୍ଟୋର)
  • କୁନ୍ତଳା କୁମାରୀ ଚୟନିକା

ସମ୍ମାନ ଓ ପୁରସ୍କାର

  • ସାହିତ୍ୟ ଭାରତୀ ସମ୍ମାନ - ୨୦୨୪
  • ଭଞ୍ଜ ଭାରତୀ ସମ୍ମାନ
  • କୁନ୍ତଳା କୁମାରୀ ପୁରସ୍କାର
  • ଜେମା ସାମନ୍ତ ସୃଜନୀ ପୁରସ୍କାର - ୨୦୧୯
  • ସତ୍ୟବାଦୀ ସାରସ୍ୱତ ସମ୍ମାନ - ୨୦୧୯
  • ପ୍ରଜାତନ୍ତ୍ର ପ୍ରଚାର ସମିତି ପୁରସ୍କାର - ୧୯୬୯,୧୯୭୦
  • ଗୋକର୍ଣ୍ଣିକା ପୁରସ୍କାର - ୧୯୮୮
  • ରାଷ୍ଟ୍ରୀୟ ମହିଳା ସଂସ୍ଥାନ - ୧୯୯୬

ଆଧାର

Tags:

ଓଡ଼ିଆ ଲୋକ

🔥 Trending searches on Wiki ଓଡ଼ିଆ:

ମଧ୍ୟ ପ୍ରଦେଶଭୁବନେଶ୍ୱରଆଲବାନିଆଆନ୍ତର୍ଜାତିକ ମହିଳା ଦିବସଜ୍ଞାନପୀଠ ପୁରସ୍କାରକୁଞ୍ଜବିହାରୀ ଦାଶସିଲିକନ୯ ଜୁନଇଲେକ୍‌ଟ୍ରୋନଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାକୁନ୍ତଳା କୁମାରୀ ସାବତକୋଣାର୍କ ସୂର୍ଯ୍ୟ ମନ୍ଦିରକୋଳିକୋଡ଼ଅଷ୍ଟ୍ରେଲିଆ (ମହାଦେଶ)ଅମୃତାୟନବିଲ୍ ଗେଟ୍ସ୍ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର୧୮୦୬ଭାରତର ସଂସ୍କୃତିଥାଲାସେମିଆଦକ୍ଷିଣ ଆଫ୍ରିକାବିଶ୍ୱନାଥ କରଜଗନ୍ନାଥଙ୍କ ବେଶମନୋରଞ୍ଜନ ଦାସସୁଦୀପ ତ୍ୟାଗୀଉମେଶଚନ୍ଦ୍ର ସରକାରଯକ୍ଷ୍ମାଓଡ଼ିଶା ଭାସ୍କରହରେକୃଷ୍ଣ ମହତାବପୁରାଣଇଲନ ମସ୍କପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଶେଷ ବସନ୍ତର ଚିଠିକନଫୁସିଅସବାଦ୧୭ ମାର୍ଚ୍ଚଓଡ଼ିଶୀପଦାର୍ଥ ବିଜ୍ଞାନଆକ୍ରାସାଉଦି ଆରବନହୁଷ୧୪୩୪ମନମୋହନ ସାମଲହନୁମାନ ଚାଳିଶାଖଣ୍ଡପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜେନନବ୍ୟାଙ୍କ ଅଫ ଇଣ୍ଡିଆଜାପାନଭାସ୍କୋ ଡା ଗାମାଜୟୀ ରାଜଗୁରୁରୋହିଙ୍ଗିଆ ଗଣହତ୍ୟାଉଇକିଅଭିଧାନଅନନ୍ତ ପଟ୍ଟନାୟକଆଫ୍ରିକାନୃସିଂହଏସିଆସଚିନ ତେନ୍ଦୁଲକରସଚ୍ଚିଦାନନ୍ଦ ରାଉତରାୟଏଡ୍ ସିରନ୍ମୁକ୍ତେଶ୍ୱର ଦେଉଳମଧୁମେହଭାରତର ନ୍ୟାୟୀକ ବ୍ୟବସ୍ଥାବ୍ୟଞ୍ଜନ ବର୍ଣ୍ଣଶକୁନି (ମହାଭାରତ)୭ ମାର୍ଚ୍ଚବୈକୁଣ୍ଠନାଥ ପଟ୍ଟନାୟକଜଣ୍ଡିସ୍ନାରାୟଣ ସାହୁଧର୍ମଗ୍ରେଟା ଟୁନବର୍ଗନାଉରୁ🡆 More