ବାଲୁଗାଁ

]

ବାଲୁଗାଁ
ସହର
ବାଲୁଗାଁର ରେଳଷ୍ଟେସନ
ବାଲୁଗାଁର ରେଳଷ୍ଟେସନ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲାଖୋର୍ଦ୍ଧା
Time zoneIST (+୫.୩୦)
ଯାନବାହାନ ପଞ୍ଚୀକରଣOD/02
ବାଲୁଗାଁ
ବାଲୁଗାଁର ରେଳଷ୍ଟେସନ

ବାଲୁଗାଁ ଓଡ଼ିଶାର ଖୋର୍ଦ୍ଧାରେ ଥିବା ଏକ ସହର । ଏହା ବିଶେଷ ରୂପେ ଚିଲିକା ପରିଭ୍ରମଣ ପାଇଁ ଖ୍ୟାତିସମ୍ପର୍ଣ୍ଣ ।

ଭୂଗୋଳ

ବାଲୁଗାଁ ଓଡ଼ିଶାର ମଧ୍ୟଭାଗରେ ତଥା ଚିଲିକା ହ୍ରଦର ଉତ୍ତର-ପୂର୍ବ ଉପକୁଳରେ ଥିବା ଏକ ସହର । ଏହା 19°44′45.3″N 85°12′28.59″E / 19.745917°N 85.2079417°E / 19.745917; 85.2079417ରେ ଅବସ୍ଥିତ । ଏହା ସମୁଦ୍ର ପତ୍ତନଠାରୁ ୭୬ ମି.  ଉଚ୍ଚତ୍ତାରେ ଅବସ୍ଥିତ । ଏହା ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ୯୯ କି.ମି.  ଦୂରରେ ତଥା ଶାଳିଆ ଡ୍ୟାମ୍ଠାରୁ ୧୯ କି.ମି.  ଦୂରରେ ଅବସ୍ଥିତ ।

ଲୋକଗଣନା

୨୦୧୧ ଜନଗଣନା ଅନୁସାରେ ବାଲୁଗାଁ ସ୍ୱୟଶାସିତ ଅଞ୍ଚଳର ଲୋକସଂଖ୍ୟା ୧୫୮୨୩ । ଘର ସଂଖ୍ୟା ୧,୦୩୧, ଲୋକସଂଖ୍ୟା ୬,୨୦୭, ପୁରୁଷ ୩,୯୩୯ ଓ ନାରୀ ୨,୨୬୮ ।

ଆଧାର

ବାହାର ଲିଙ୍କ

Tags:

ବାଲୁଗାଁ ଭୂଗୋଳବାଲୁଗାଁ ଲୋକଗଣନାବାଲୁଗାଁ ଆଧାରବାଲୁଗାଁ ବାହାର ଲିଙ୍କବାଲୁଗାଁ

🔥 Trending searches on Wiki ଓଡ଼ିଆ:

ସୁକୁମାର ସେନଜର୍ମାନୀସୋମବାରଉପେନ୍ଦ୍ର ଭଞ୍ଜଶିବ୨୫ ନଭେମ୍ବର୧୪ ଅପ୍ରେଲ୧ ଅପ୍ରେଲମନମୋହନ ସାମଲAnifrolumabକୁଞ୍ଜବିହାରୀ ତ୍ରିପାଠୀବେଙ୍ଗମାଳତୀ ଚୌଧୁରୀଗୋପାଳ ଚନ୍ଦ୍ର ପ୍ରହରାଜବିଜୁ ଜନତା ଦଳଓଡ଼ିଶୀଇଷ୍ଟ ଇଣ୍ଡିଆ କମ୍ପାନୀହୃଷୀକେଶ ପଣ୍ଡାବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜିନା ସାମଲମେଟ୍ରୋନିଡାଜୋଲଆନିଫ୍ରୋଲୁମାବସଂକ୍ରାନ୍ତିଦଅଣାସୁରେନ୍ଦ୍ର ମହାନ୍ତିରଜଇଂଲଣ୍ଡଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱର୧୭ ଅପ୍ରେଲପ୍ରାଣକୃଷ୍ଣ ପରିଜାWikisourceରଘୁନାଥ ପରିଚ୍ଛାଦାସକାଠିଆକର୍କଟ ରୋଗବଳଦେବଜୀଉ ମନ୍ଦିରପରିସଂଖ୍ୟାନଶୁକ୍ରଇଟାମାଟି ଗ୍ରାମପରିବେଶପଦାର୍ଥ ବିଜ୍ଞାନକାମିନୋ ମିଚିମନୋଜ ଦାସଙ୍କ କଥା ଓ କାହାଣୀରାମଚନ୍ଦ୍ର ବେହେରାଚନ୍ଦକା ହାତୀ ଅଭୟାରଣ୍ୟଫୁଲଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଭାରତୀୟ ଡାକ ସେବାକବିଲୁଣସାରଳା ମହାଭାରତସରସ୍ୱତୀଓଡ଼ିଶାର ଇତିହାସଶବ୍ଦ (ଧ୍ୱନି)ରିକେଟଓଡ଼ିଆ କାବ୍ୟ କବିତାଉତ୍ତମ ମହାନ୍ତିକୁନ୍ତଳା କୁମାରୀ ସାବତ୬ ଜୁଲାଇ୪ ଅପ୍ରେଲମାସରାଜ୍ୟ ସଭାରାଧାନାଥ ରାୟବ୍ୟଞ୍ଜନ ବର୍ଣ୍ଣମାୟାଧର ମାନସିଂହଭାରତ୧୯ ଫେବୃଆରୀଗଣନ ସଂଖ୍ୟାବୌଦ୍ଧ ଧର୍ମ🡆 More