୭ମ ଲୋକ ସଭା

ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୭ମ ଲୋକ ସଭାକୁ ୧୯୮୦ ମସିହା ସାଧାରଣ ନିର୍ବାଚନରେ ନିର୍ବାଚିତ ସଭ୍ୟମାନେ ଯାଇଥିଲେ । ଏହି ଲୋକ ସଭାର ସମୟସୀମା ଥିଲା ୧୮ ଜାନୁଆରୀ ୧୯୮୦ରୁ ୩୧ ଡିସେମ୍ବର ୧୯୮୪ । ଏହି ଲୋକ ସଭା ସାଧାରଣ ନିର୍ବାଚନ ପରେ ସଂସଦର ରାଜ୍ୟ ସଭାରେ ଥିବା ୯ ଜଣ ସାଂସଦ ଲୋସଭାକୁ ନିର୍ବାଚିତ ହୋଇଥିଲେ ।

ଏହି ନିର୍ବାଚନରେ କଂଗ୍ରେସ ଦଳ ସର୍ବାଧିକ ୩୭୩ଟି ଆସନ ଗ୍ରହଣ କରି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ଏବଂ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଏଥର ଲୋକ ସଭା ନିର୍ବାଚନରେ କଂଗ୍ରେସ ପୂର୍ବ ନିର୍ବାଚନ ତ‌ଥା ୬ଷ୍ଠ ଲୋକ ସଭାରେ ଅଧିଗ୍ରହଣ କରିଥିବା ସଂଖ୍ୟାଠାରୁ ୨୮୬ଟି ଆସନ ଅଧିକ ଥିଲା ।

୩୧ ଅକ୍ଟୋବର ୧୯୮୪ରେ ଇନ୍ଦିରା ଗାନ୍ଧୀଙ୍କର ହତ୍ୟାପରେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିଲେ । ଏହାର ପରବର୍ତ୍ତୀ ଲୋକ ସଭା ତ‌ଥା ୮ମ ଲୋକ ସଭା ୧୯୮୪ ମସିହା ସାଧାରଣ ନିର୍ବାଚନ ପରେ ୩୧ ଡିସେମ୍ବର ୧୯୮୪ରେ ଗଠିତ ହୋଇଥିଲା ।

ଏହି ଲୋକ ସଭାରେ ସମୁଦାୟ ନିର୍ବାଚିତ ସାଂସଦମାନଙ୍କ ମଧ୍ୟରୁ ୯.୩% ମୁସଲମାନ ସଂମ୍ପ୍ରଦାୟର ଥିଲେ, ଯାହାକି ଭାରତୀୟ ଇତିହାସରେ ସର୍ବାଧିକ ସଂଖ୍ୟକ ଥିଲା ।

ବାଚସ୍ପତି

ଡ. ବଳରାମ ଝକାର: ୨୨ ଜାନୁଆରୀ ୧୯୮୦ - ୧୫ ଜାନୁଆରୀ ୧୯୮୫

ଉପ ବାଚସ୍ପତି

ଶ୍ରୀ ଜି. ଲକ୍ଷ୍ମଣ: ୧ ଡିସେମ୍ବର ୧୯୮୦ - ୩୧ ଡିସେମ୍ବର ୧୯୮୪

ମହାସଚିବ

ଶ୍ରୀ ଅବତାର ସିଂହ ରିକି - ୧୦ ଜାନୁଆରୀ ୧୯୮୦ - ୩୧ ଡିସେମ୍ବର ୧୯୮୩ ଡ. ସୁବାସଚନ୍ଦ୍ର କଶ୍ୟପ - ୩୧ ଡିସେମ୍ବର ୧୯୮୩ - ୩୧ ଡିସେମ୍ବର ୧୯୮୪

ରାଜନୈତିକ ଦଳ ଅନୁସାରେ ନିର୍ବାଚିତ ସଦସ୍ୟ

ବିଭିନ୍ନ ରାଜନୈତିକ ଦଳରୁ ୭ମ ଲୋକ ସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କର ତାଲିକା ନିମ୍ନରେ ଦର୍ଶାଯାଇଛି-

କ୍ରମିକ ସଂଖ୍ୟା ରାଜନୈତିକ ଦଳ ସଦସ୍ୟଙ୍କ ସଂଖ୍ୟା
ଭାରତୀୟ ଜାତୀୟ କଂଗ୍ରେସ ୩୭୭
ଜନତା (ଏସ୍) ୪୩
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ୩୯
ଜନତା ଦଳ ୧୭
ଡି.ଏମ୍.କେ ୧୬
ସୋସିଆଲିଷ୍ଟ ଭାରତୀୟ କମୁନିଷ୍ଟ ଦଳ ୧୪
ଭାରତୀୟ ଜନତା ପାର୍ଟି ୧୩
ଭାରତୀୟ ଜାତୀୟ କଂଗ୍ରେସ (ଏସ୍) ୧୦
ନିର୍ଦଳୀୟ
୧୦ ଜେକେଏନ୍
୧୧ ସ୍ୱାଧୀନ
୧୨ ଆର୍.ଏସ୍.ପି
୧୩ ଏ.ଆଇ.ଏ ଡି.ଏମ୍.କେ
୧୪ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଳକ
୧୫ ସର୍ବଭାରତୀୟ ମୁସଲମାନ ଦଳ
୧୬ ନୋମିନେଟେଡ୍
୧୭ ତେଲୁଗୁ ଦେଶମ୍ ପାର୍ଟି
୧୮ ଅଲ୍ ପାର୍ଟି ହିଲ୍ ଲିଡରର୍ସ କନ୍‌ଫରେନ୍ସ
୧୯ ଭାରତୀୟ ଜାତୀୟ କଂଗ୍ରେସ
୨୦ ଜନତା ଦଳ
୨୧ କେରଳ କଂଗ୍ରେସ
୨୨ ଟି.ଏମ୍.ସି

ମନ୍ତ୍ରୀମଣ୍ଡଳ

ଇନ୍ଦିରା ଗାନ୍ଧୀ ସରକାର (୭ମ ଲୋକ ସଭା) ମନ୍ତ୍ରୀ ମଣ୍ଡଳ
କାର୍ଯ୍ୟାଳୟ ନାମ କାର୍ଯ୍ୟକାଳ
ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୮୦–୧୯୮୪
ଉପ ପ୍ରଧାନମନ୍ତ୍ରୀ ଖାଲି
ମନ୍ତ୍ରୀମଣ୍ଡଳ
ବିଭାଗ ନାମ କାର୍ଯ୍ୟକାଳ
କୃଷି ରାଓ ବିରେନ୍ଦ୍ର ସିଂହ ୧୯୮୦–୧୯୮୪
ବୈଦେଶିକ ମନ୍ତ୍ରୀ ପି. ଭି. ନରସିଂହ ରାଓ ୧୯୮୦–୧୯୮୪
ଅର୍ଥ ରାମସ୍ୱାମୀ ଭେଙ୍କଟରମଣ ୧୯୮୦–୧୯୮୪
ଗୃହ ବିଭାଗ ଜୈଲ ସିଂହ ୧୯୮୦–୧୯୮୪
ସୂଚନା ଏବଂ ପ୍ରସାରଣ ବସନ୍ତ ସାଥୀ ୧୯୮୦–୧୯୮୪
ଆଇନ ପି. ଶିବ ଶଙ୍କର ୧୯୮୦–୧୯୮୪
ରେଳ କମଳାପତି ତ୍ରିପାଠୀ ୧୯୮୦–୧୯୮୪
ପରିବ‌ହନ ଏବଂ ଯାତାୟତ ଅନନ୍ତ ପ୍ରସାଦ ଶର୍ମା ୧୯୮୦–୧୯୮୪
ପର୍ଯ୍ୟଟନ ଜାନକୀ ବଲ୍ଲଭ ପଟ୍ଟନାୟକ ୧୯୮୦–୧୯୮୪

ଆଧାର

ବାହାର ଆଧାର

Tags:

୭ମ ଲୋକ ସଭା ବାଚସ୍ପତି୭ମ ଲୋକ ସଭା ଉପ ବାଚସ୍ପତି୭ମ ଲୋକ ସଭା ମହାସଚିବ୭ମ ଲୋକ ସଭା ରାଜନୈତିକ ଦଳ ଅନୁସାରେ ନିର୍ବାଚିତ ସଦସ୍ୟ୭ମ ଲୋକ ସଭା ମନ୍ତ୍ରୀମଣ୍ଡଳ୭ମ ଲୋକ ସଭା ଆଧାର୭ମ ଲୋକ ସଭା ବାହାର ଆଧାର୭ମ ଲୋକ ସଭା

🔥 Trending searches on Wiki ଓଡ଼ିଆ:

ଦଶାବତାରଅଲାରନାଥ ମନ୍ଦିରମକର (ରାଶି)ଜଣ୍ଡିସ୍ସଞ୍ଜୁ ସାମସନସୁବର୍ଣ୍ଣରେଖା ନଦୀପୂର୍ଣ୍ଣାନନ୍ଦ ଦାନୀବନ୍ଦେ ଉତ୍କଳ ଜନନୀଉଇକିମିଡ଼ିଆ ମୁଭମେଣ୍ଟପ୍ରଦ୍ୟୁମ୍ନ ଲେଙ୍କାଚକ୍ରଧର ବେହେରାଏସିଆଓଡ଼ିଆରାମଚନ୍ଦ୍ର ବେହେରାକୁନ୍ତଳା କୁମାରୀ ସାବତଶିମିଳିପାଳ ଜାତୀୟ ଉଦ୍ୟାନରାଶି ଓ ନକ୍ଷତ୍ରଧର୍ମେନ୍ଦ୍ର ପ୍ରଧାନଫକୀର ମୋହନ ସେନାପତିରାସାୟନିକ ମୌଳିକବୌଦ୍ଧ ଧର୍ମସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିବୈକୁଣ୍ଠନାଥ ପଟ୍ଟନାୟକଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାସଚ୍ଚିଦାନନ୍ଦ ରାଉତରାୟବେଣୁଧର ରାଉତମଧୁସୂଦନ ରାଓ୧ ଅପ୍ରେଲଅମର ପ୍ରସାଦ ଶତପଥୀମାୟାଧର ମାନସିଂହଯାଜପୁରବନ୍ଧୁ ମହାନ୍ତିସମ୍ବଲପୁରୀ ଭାଷାଫିଲିପାଇନ୍ସମନୋଜ ଦାସଯୁକ୍ତରାଷ୍ଟ୍ର ଆମେରିକାଦ୍ୱିତୀୟ ବିଶ୍ୱଯୁଦ୍ଧଦୁର୍ଗାଓଡ଼ିଶାର ଲୋକନୃତ୍ୟ୧୫ ଫେବୃଆରୀଫୁଲରାମଚନ୍ଦ୍ର ମିଶ୍ରଦ୍ରାଘିମାସ୍ୱାମୀ ବିବେକାନନ୍ଦଭାରତର ଜାତୀୟ ପତାକାମହା ଶିବରାତ୍ରିବୋବ୍ୱିଲିପ୍ରତିଭା ରାୟ୨୩ ଅପ୍ରେଲ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନବନ୍ଧୁତାମାଟିର ମଣିଷନାରୀବାଦମହାତ୍ମା ଗାନ୍ଧୀଗାଲୁଆକଲମ୍ବିଆଉଇକିମିଡ଼ିଆ ଫାଉଣ୍ଡେସନଗୋଦାବରୀଶ ମିଶ୍ରଓଡ଼ିଶା ସରକାରହନୁମାନଚାଣକ୍ୟଅନୁପମ ଭାରତରାଜକିଶୋର ରାୟତାରିଣୀ ମନ୍ଦିର, ଘଟଗାଁ🡆 More