ହାକିମ ବାବୁ: ୧୯୮୫ର ଓଡ଼ିଆ କଥାଚିତ୍ର

ହାକିମ ବାବୁ ୧୯୮୫ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ବିଭୂତି ପଟ୍ଟନାୟକଙ୍କ ଉପନ୍ୟାସକୁ କାହାଣୀରେ ରୂପାନ୍ତର କରିଥିଲେ ପ୍ରଣବ ଦାସ । ଅମିୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଯୋଜିତ ଏହି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ପ୍ରଣବ ଦାସ ।

ହାକିମ୍ ବାବୁ
ନିର୍ଦ୍ଦେଶକପ୍ରଣବ ଦାସ
ପ୍ରଯୋଜକଅମିୟ ରଞ୍ଜନ ପଟ୍ଟନାୟକ
ସଂଳାପବିଜୟ ମିଶ୍ର
ଚିତ୍ରନାଟ୍ୟପ୍ରଣବ ଦାସ
କାହାଣୀବିଭୂତି ପଟ୍ଟନାୟକ
କଳାକାରସୁଜାତା ଆନନ୍ଦ
ଅଜିତ ଦାସ
ବିଜୟ ମହାନ୍ତି
ହେମନ୍ତ ଦାସ
ସଙ୍ଗୀତସରୋଜ ପଟ୍ଟନାୟକ
ଚିତ୍ରଗ୍ରହଣରାଜନ କିନ୍ନାଗୀ
ସମ୍ପାଦକମୁକ୍ତାର ଅହମ୍ମଦ
ମୁକ୍ତିଲାଭ ତାରିଖ
୧୯୮୫
ଦେଶହାକିମ ବାବୁ: ଅଭିନୟ, ଗୀତ ଓ ସଙ୍ଗୀତ, ପୁରସ୍କାର ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର କାହାଣୀ କେନ୍ଦୁଝର ଅଞ୍ଚଳର ହୋଇଥିବାରୁ ଏହାର ୭୫ ଭାଗ ସୁଟିଂ କେଉଁଝର ଅଞ୍ଚଳରେ ହୋଇଥିବା ବେଳେ ବାକି ସୁଟିଂ କଳିଙ୍ଗ ଷ୍ଟୁଡିଓରେ ହୋଇଥିଲା । ଏହି କଥାଚିତ୍ରର କଳା ନିର୍ଦ୍ଦେଶକ ଥିଲେ ନିଖିଲ ବରଣ ସେନ୍‌ଗୁପ୍ତା ।

ସୁଜାତା ଆନନ୍ଦ, ଅଜିତ ଦାସ, ହେମନ୍ତ ଦାସ, ଜୟା ସ୍ୱାମୀ, ବିଜୟା ଜେନା, ବିଜୟ ମାହାନ୍ତି, ଅସିତ ପତି, ଜୟୀରାମ ସାମଲ, ସାମୁଏଲ ସାହୁ, ଦୁଃଖୀରାମ ସ୍ୱାଇଁ, ଚୌଧୁରୀ ବିକାଶ ଦାସ, ପୀତବାସ, ସୁବୋଧ ପଟ୍ଟନାୟକ, ସୁକେଶ, ସୁଚିତ୍ର ପ୍ରମୁଖ କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

ଗୀତ ଓ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସରୋଜ ପଟ୍ଟନାୟକ

ପୁରସ୍କାର

ଏହି ଚଳଚ୍ଚିତ୍ରଟି ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ଏବଂ ଏହି ଚଳଚ୍ଚିତ୍ରର ଅଭିନେତା ଅଜିତ ଦାସଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।

ଆଧାର

Tags:

ହାକିମ ବାବୁ ଅଭିନୟହାକିମ ବାବୁ ଗୀତ ଓ ସଙ୍ଗୀତହାକିମ ବାବୁ ପୁରସ୍କାରହାକିମ ବାବୁ ଆଧାରହାକିମ ବାବୁ ଅଧିକ ତଥ୍ୟହାକିମ ବାବୁଅମିୟ ରଞ୍ଜନ ପଟ୍ଟନାୟକଓଡ଼ିଆ ଭାଷାବିଭୂତି ପଟ୍ଟନାୟକ

🔥 Trending searches on Wiki ଓଡ଼ିଆ:

ବିକ୍ରମ ବାତ୍ରାସାକ୍ଷୀଗୋପାଳ ମନ୍ଦିରପଦାର୍ଥ ବିଜ୍ଞାନଉତ୍ତମ ମହାନ୍ତିଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଅସହଯୋଗ ଆନ୍ଦୋଳନତ୍ରିଭୁଜଶାନ୍ତନୁ କୁମାର ଆଚାର୍ଯ୍ୟସ୍ୱାମୀ ବିବେକାନନ୍ଦନନ୍ଦିନୀ ଶତପଥୀଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରମହା ଶିବରାତ୍ରିଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଖୋର୍ଦ୍ଧାହୃଷୀକେଶ ପଣ୍ଡାଏ. ପି. ଜେ. ଅବଦୁଲ କଲାମଚନ୍ଦ୍ରଶେଖର ନନ୍ଦ୨୯୪ଗୋଦାବରୀଶ ମହାପାତ୍ରଟଙ୍କ ତୋରାଣିଯକୃତବିଦ୍ୟୁତପ୍ରଭା ଦେବୀଶ୍ରୀ ଅରବିନ୍ଦଜୈନ ଧର୍ମକମ୍ପ୍ୟୁଟରବିବାହଶେଷ ତାନ୍ତ୍ରିକର ସନ୍ଧାନରେସମ୍ବାଦଛେନା ଗଜାକ୍ୟୁ. ଆର. କୋଡ଼କେଳୁଚରଣ ମହାପାତ୍ରମଦନମୋହନ ମିଶ୍ରନନ୍ଦିଘୋଷସୁନାଦ୍ୱିତୀୟ ବିଶ୍ୱଯୁଦ୍ଧଓଡ଼ିଶା ବିଧାନ ସଭାଜ୍ୟୋତିଷଶାସ୍ତ୍ରଯୁକ୍ତରାଷ୍ଟ୍ର ଆମେରିକାହନୁମାନ ଚାଳିଶା୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନରାଜକିଶୋର ରାୟକ୍ରିକେଟସାଉଦି ଆରବଦଣ୍ଡ ନାଟ୧୯୪୧ରାବଣରାମଚନ୍ଦ୍ର ମିଶ୍ରତରଳ ଝାଡ଼ାସ୍ୱିଡେନ🡆 More