ଜ୍ୟୋତିଷଶାସ୍ତ୍ର

ଜ୍ୟୋତିଷଶାସ୍ତ୍ର ଏକ ଛଦ୍ମ ବିଜ୍ଞାନ ଅଟେ, ଯାହା ଖଗୋଳିୟ ପିଣ୍ଡର ଚଳଣୀ ଏବଂ ସାପେକ୍ଷ ସ୍ଥିତିର ଅଧ୍ୟୟନ କରି ମନୁଷ୍ୟ ସମ୍ବନ୍ଧୀୟ ବିଷୟ ଏବଂ ସାଂସାରିକ ଘଟଣା ସମ୍ବନ୍ଧରେ ଦିବ୍ୟ କଥାବସ୍ତୁର ଦାବି କରିଥାଏ । ଏହି ଶାସ୍ତ୍ରଦ୍ୱାରା ମନୁଷ୍ୟ ତଥା ପୃଥିବୀର ଗ୍ରହ ଏବଂ ତାରାମାନଙ୍କର ଶୁଭ ତଥା ଅଶୁଭ ପ୍ରଭାବର ଅଧ୍ୟୟନ କରାଯାଇ ପାରେ । ଜ୍ୟୋତିଷ ଶବ୍ଦର ଅର୍ଥ ଗ୍ରହ ତଥା ନକ୍ଷତ୍ରଦ୍ୱାରା ସମ୍ବନ୍ଧିତ ରଖୁଥିବା ବିଦ୍ୟା । ଯଦିଓ ଏହି ଶବ୍ଦରୁ ଗଣିତ (ସିଦ୍ଧାନ୍ତ) ଜ୍ୟୋତିଷର ମଧ୍ୟ ବୋଧ ହୋଇଥାଏ, ତଥାପି ସାଧାରଣ ଲୋକ ଜ୍ୟୋତିଷ ବିଦ୍ୟାଦ୍ୱାରା ଫଳିତ ବିଦ୍ୟାର ଅର୍ଥ ବୋଲି ଭାବି ନିଅନ୍ତି।

ଜ୍ୟୋତିଷଶାସ୍ତ୍ର
ଜ୍ୟୋତିଷ ଶାସ୍ତ୍ର ସମ୍ବନ୍ଧୀୟ ଏକ ଚିତ୍ର

ଭାରତୀୟ ଜ୍ୟୋତିଷରେ ସୂର୍ଯ୍ୟ ସିଦ୍ଧାନ୍ତ ଆଦି ଗ୍ରନ୍ଥରୁ ଆସୁଥିବା ବିନ୍ଦୁ ହିଁ ମେଷ ଆଦିର ଗଣନା କରାଯାଏ । ଏହିପ୍ରକାରେ ପାଶ୍ଚାତ୍ୟ ଗଣନା ପ୍ରଣାଳୀ ତଥା ଭାରତୀୟ ଗଣନା ପ୍ରଣାଳୀରେ ପାଖାପାଖି ୨୩ ଅଂଶର ଅନ୍ତର ପଡିଥାଏ। ଭାରତରେ ୧୨ଟି ରାଶିକୁ ୨୭ଟି ବିଭାଗରେ ଭାଗ କରାଯାଇଛି , ଯାହାକୁ ନକ୍ଷତ୍ର କୁହାଯାଏ । ଫଳାଫଳର ବିଚାର ପାଇଁ ଚନ୍ଦ୍ରମା' ନକ୍ଷତ୍ରର ବିଶେଷ ଉପଯୋଗ କରାଯାଏ ।

ପରିଚୟ

ଜ୍ୟୋତିଷ ଶାସ୍ତ୍ର (ପ୍ରାଚୀନ ଗ୍ରୀକ ଭାଷା) ἄστρονର ଶବ୍ଦ "ଏସ୍ଟ୍ରୋନ" (ତାରା ସମୂହ) -λογία ଏବଂ "ଲୋଜି" -logia) (ଅଧ୍ୟୟନରୁ ନିଆ ଯାଇଥିବା ବିଷୟ) । ଏହି ତନ୍ତ୍ର ପରମ୍ପରା ପ୍ରଥା (tradition) ଏବଂ ବିଶ୍ୱାସ (belief)ର ସମୂହ ଅଟେ ଯାହା ଜରିଆରେ ଖଗୋଳିୟ ପିଣ୍ଡ (ଆକାଶୀୟ ପିଣ୍ଡ) (celestial bodies)ର ତୁଳନାତ୍ମକ ସ୍ଥିତି ଏବଂ ଅନ୍ୟ ସମ୍ବନ୍ଧୀୟ ବିବରଣୀର ଆଧାରରେ ବ୍ୟକ୍ତିତ୍ୱ, ମନୁଷ୍ୟର ଜୀବନରେ ଜଡ଼ିତ ମାମଲା ଏବଂ ଅନ୍ୟ ସାଂସାରିକ ବିଷୟକୁ ବୁଝି ତାହାର ବ୍ୟାଖ୍ୟା କରାଯାଏ ଏବଂ ଏହି ସନ୍ଦର୍ଭରେ ସୂଚନା ଗୁଡିକୁ ସଂଗଠିତ କରାଯାଏ ।

ଜ୍ୟୋତିଷର ବିଶ୍ୱାସ ଥାଏ ଯେ, ଖଗୋଳିୟ ପିଣ୍ଡର ଚଳଣୀ ଓ ତାହାର ସ୍ଥିତି ହୁଏତ ପୃଥିବୀକୁ ସିଧା ଉପାୟରେ ପ୍ରସ୍ତାବିତ କରିଥାଏ କିମ୍ବା କୌଣସି ପ୍ରକାରେ ମାନବଦ୍ୱାରା ଅନୁଭବ କରାଯାଉଥିବା ଘଟଣାରେ ସମ୍ଭନ୍ଧ ହୋଇଥାଏ । ଆଧୁନିକ ଜ୍ୟୋତିଷଦ୍ୱାରା ଜ୍ୟୋତିଷକୁ ଏକ ପ୍ରତୀକାତ୍ମକ ଭାଷା (symbolic language), ଏକ କଳା ରୂପେ କିମ୍ବା ଭବିଷ୍ୟ କଥନ, ପୂର୍ବଭାଷ (divination), ରୂପେ ପରିଭାଷିତ କରାଯାଇଛି । ବହୁ ବୈଜ୍ଞାନିକମାନେ ଏହାକୁ ଏକ ଛଦ୍ମ ବିଜ୍ଞାନ (pseudoscience) କିମ୍ବା ଅନ୍ଧବିଶ୍ୱାସ (superstition)ର ନାମ ଦେଇଛନ୍ତି । ପରିଭାଷାରେ ଅନ୍ତର ହେବା ପରେ ମଧ୍ୟ, ଜ୍ୟୋତିଷ ବିଦ୍ୟାର ଏକ ସାମାନ୍ୟ ଧାରଣା ରହିଛି ଯେ, ଖଗୋଳିୟ ପିଣ୍ଡ ନିଜ କ୍ରମ ସ୍ଥାନରୁ ଭୁତ ଏବଂ ବର୍ତ୍ତମାନର ଘଟଣା ଓ ଭବିଷ୍ୟବାଣୀ (prediction)କୁ ବୁଝିବାରେ ସାହାଯ୍ୟ କରିପାରେ । ଏକ ମତଦାନରେ ୩୧% ଆମେରିକୀୟମାନେ ଜ୍ୟୋତିଷ ଉପରେ ନିଜର ବିଶ୍ୱାସ ପ୍ରକଟ କରିଥିଲେ ଏବଂ ଏକ ଅନ୍ୟ ଅଧ୍ୟୟନ ଅନୁସାରେ, ୩୯% ଲୋକ ଏହାକୁ ବିଜ୍ଞାନ ବୋଲି ମାନିଛନ୍ତି ।

କୁଣ୍ଡଳୀ

କୁଣ୍ଡଳୀ ଏପରି ଏକ ଚକ୍ର, ଯାହାଦ୍ୱାରା କୌଣସି ଇଷ୍ଟ କାଳରେ ରାଶି ଚକ୍ର "କ୍ରାନ୍ତି ଚକ୍ର"ଦ୍ୱାରା ସମ୍ବନ୍ଧିତ ହୋଇଥାଏ , ଯାହାର ସ୍ଥିତି ଅକ୍ଷାଂଶର ଭିନ୍ନତା କାରଣରୁ ବିଭିନ୍ନ ଦେଶରେ ଏକାପରି ହୋଇ ନଥାଏ । ଅତଏବ ରାଶି ଚକ୍ରର ସ୍ଥିତି ଜାଣିବା ପାଇଁ ସ୍ଥାନୀୟ ସମୟ ତଥା ନିଜ ସ୍ଥାନରେ ରହିଥିବା ରାଶିମାନଙ୍କର ଉଦୟ ସ୍ଥିତି (ସ୍ୱୋଦୟ) ଜ୍ଞାନ ଆବଶ୍ୟକ ଅଟେ । ରାଶିମାନଙ୍କର ଅଙ୍କଦ୍ୱାରା ବ୍ୟକ୍ତ କରାଯାଏ । ଏହିପ୍ରକାର ରାଶିଚକ୍ରକୁ କୁଣ୍ଡଳୀ କୁହାଯାଏ । ଭାରତୀୟ ପଦ୍ଧତିରେ ୭ଟି ଗ୍ରହ ହେଲେ : ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୃହସ୍ପତି, ଶନି, ରାହୁ ଓ କେତୁ । ପାଶ୍ଚାତ୍ୟ ପ୍ରଣାଳୀରେ (୧) ମେଷ, (୨) ବୃଷ, (୩) ମିଥୁନ, (୪) କର୍କଟ, (୫) ସିଂହ, (୬) କନ୍ୟା, (୭) ତୁଳା, (୮) ବିଛା, (୯) ଧନୁ, (୧୦) ମକର , (୧୧) କୁମ୍ଭ, (୧୨) ମୀନ ରାଶି ମାନଙ୍କ ପାଇଁ କ୍ରମଶଃ ନିମ୍ନ ଲିଖିତ ଚିହ୍ନ ରହିଛି :

1 2 3 4 5 6 7 8 9 10 11. 12

(1) ବୁଧ, (2) ଶୁକ୍ର, (3) ପୃଥିବୀ, (4) ମଙ୍ଗଳ, (5) ଗୁରୁ, (6) ଶନି, (7) ବାରୁଣୀ, (8) ବରୁଣ, ତଥା (9) ଯମ ଗ୍ରହ ମାନଙ୍କ ପାଇଁ କ୍ରମଶଃ ନିମ୍ନ ଲିଖିତ ଚିହ୍ନ ଅଟେ :

1 2 3 4 5 6 7 8 9

ତଥା ସୂର୍ଯ୍ୟ ଏବଂ ଚନ୍ଦ୍ରମା ପାଇଁ ପ୍ରଯୁକ୍ତ ହୋଇଥାଏ।

ଘାତକ

ଗ୍ରହ

ଗୃହ English Nameraju tripati ଲିଙ୍ଗ ବିଂଶୋତରୀ ଦଶା (ବର୍ଷ)21 8 1986
ସିର୍ଯ୍ୟ Sun ପୁଲିଙ୍ଗ 6
ଚନ୍ଦ୍ର Moon ସ୍ତ୍ରୀଲିଙ୍ଗ 10
ମଙ୍ଗଳ Mars ପୁଲିଙ୍ଗ 7
ବୁଧ Mercury ନପୁସଂକ 17
ବୃହସ୍ପତି Jupiter ପୁଲିଙ୍ଗ 16
ଶୁକ୍ର Venus ସ୍ତ୍ରୀଲିଙ୍ଗ 20
ଶନି Saturn ପୁଲିଙ୍ଗ 19
ରାହୁ Dragon’s Head ପୁଲିଙ୍ଗ 18
କେତୁ Dragon’s Tail ପୁଲିଙ୍ଗ 7

ରାହୁ ଏବଂ କେତୁ ବାସ୍ତବିକ ଗୃହ ନୁହନ୍ତି , ଏହାକୁ ଛାୟା ଗ୍ରହ କୁହାଯାଏ ।

ଗ୍ରହ ମାନଙ୍କ ମଧ୍ୟରେ ମିତ୍ରତା-ଶତ୍ରୁତା ଏହି ପ୍ରକାର ହୋଇଥାଏ :

ଗୃହ ମିତ୍ର ଶତ୍ରୁ ସମ
ସୂର୍ଯ୍ୟ ଚନ୍ଦ୍ର, ମଙ୍ଗଳ, ଗୁରୁ ଶୁକ୍ର, ଶନି ବୁଧ
ଚନ୍ଦ୍ର ସୂର୍ଯ୍ୟ, ବୁଧ ମଙ୍ଗଳ, ଗୁରୁ, ଶୁକ୍ର, ଶନି
ମଙ୍ଗଳ ସୂର୍ଯ୍ୟ, ଚନ୍ଦ୍ର, ଗୁରୁ ବୁଧ ଶୁକ୍ର, ଶନି
ବୁଧ ସୂର୍ଯ୍ୟ, ଶୁକ୍ର ଚନ୍ଦ୍ର ମଙ୍ଗଳ, ଗୁରୁ, ଶନି
ଗୁରୁ ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ ବୁଧ, ଶୁକ୍ର ଶନି
ଶୁକ୍ର ବୁଧ, ଶନି ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ ଗୁରୁ
ଶନି ବୁଧ, ଶୁକ୍ର ସୂର୍ଯ୍ୟ, ଚନ୍ଦ୍ର ମଙ୍ଗଳ, ଗୁରୁ

ରାଶି

ରାଶି English Name ସ୍ୱଭାବ ରାଶି ସ୍ୱାମୀ
ମେଷ Aries ଚର ମଙ୍ଗଳ
ବୃଷ Taurus ସ୍ଥିର ଶୁକ୍ର
ମିଥୁନ Gemini ଦୁଇ ସ୍ୱଭାବ ବୁଧ
କର୍କଟ Cancer ଚର ଚନ୍ଦ୍ର
ସିଂହ Leo ସ୍ଥିର ସୂର୍ଯ୍ୟ
କନ୍ୟା Virgo ଦୁଇ ସ୍ୱଭାବ ବୁଧ
ତୁଳ Libra ଚର ଶୁକ୍ର
ବିଛା Scorpio ସ୍ଥିର ମଙ୍ଗଳ
ଧନୁ Sagittarius ଦୁଇ ସ୍ୱଭାବ ଗୁରୁ
ମକର Capricorn ଚର ଶନି
କୁମ୍ଭ Aquarius ସ୍ଥିର ଶନି
ମୀନ Pisces ଦୁଇ ସ୍ୱଭାବ ଗୁରୁ

ଯଦି ୩୬୦°କୁ ୧୨ରେ ବୁଭାଜିତ କରାଯାଏ, ତେବେ ରାଶି ୩୦° ହୋଇଥାଏ ।

ଆଧାର

Tags:

ଜ୍ୟୋତିଷଶାସ୍ତ୍ର ପରିଚୟଜ୍ୟୋତିଷଶାସ୍ତ୍ର କୁଣ୍ଡଳୀଜ୍ୟୋତିଷଶାସ୍ତ୍ର ଘାତକଜ୍ୟୋତିଷଶାସ୍ତ୍ର ଆଧାରଜ୍ୟୋତିଷଶାସ୍ତ୍ର

🔥 Trending searches on Wiki ଓଡ଼ିଆ:

ମଲାଲା ୟୁସୁଫଜାଇ୧୬ଶ ଓଡ଼ିଶା ବିଧାନ ସଭାରାମଶଙ୍କର ରାୟଭଗବତୀ ଚରଣ ପାଣିଗ୍ରାହୀପଣା ସଂକ୍ରାନ୍ତିଭାରତୀୟ ସମ୍ବିଧାନଗୀତଗୋବିନ୍ଦଓଡ଼ିଆ ସାହିତ୍ୟର ଇତିହାସଗୁରୁ ପ୍ରସାଦ ମହାନ୍ତିଅଷ୍ଟ୍ରେଲିଆ ଆଦିମ ଅଧିବାସୀବିନି ଅରୋଡ଼ାଇଂରାଜୀ ଭାଷାowc63ବିଜ୍ଞାନ କାହାଣୀଓ ଅନ୍ଧଗଳିDebapriya Priyadarshi Chakraଏ. ପି. ଜେ. ଅବଦୁଲ କଲାମ୧୪୯୯ଭାରତପ୍ରେମଅଷ୍ଟ୍ରେଲିଆବିବାହରଥଯାତ୍ରାଓଡ଼ିଆ କଥାଚିତ୍ର ଜଗତଗଜପତି ମହାରାଜାଅଂଶୁମାନ ମହାନ୍ତିତନ୍ଦ୍ରାଲୋକର ପ୍ରହରୀଭୌଗଳିକ ଦିଗବାରେଣିକାହ୍ନୁଚରଣ ମହାନ୍ତିଅପରିମେୟ ସଂଖ୍ୟାମକର ସଂକ୍ରାନ୍ତିୟୁ ଟ୍ୟୁବପେଚାକାଳିନ୍ଦୀ ଚରଣ ପାଣିଗ୍ରାହୀନିମୋନିଆପୃଥିବୀର ବାୟୁମଣ୍ଡଳଶାରଳା ପୁରସ୍କାରଷଡ଼ଭୁଜରଶ୍ମି ରାଉଳଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)କୁକୁରକନ୍ଧମାଳ ଜିଲ୍ଲା୧୫୭୬ସାନ୍ତାଳ ବିଦ୍ରୋହଆକବରଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଦ୍ରୌପଦୀଉଇକିଅଭିଧାନଆମ୍ବେଦକର ଜୟନ୍ତୀଇମେଲକମ୍ପ୍ୟୁଟର ବିଜ୍ଞାନବଳଭଦ୍ର ମାଝୀଶୁଚିତ୍ୱଭୂଗୋଳବାଣପୁରରାଷ୍ଟ୍ରୀୟ ପେନସନ ପ୍ରଣାଳୀଜୁନଜଗନ୍ନାଥଙ୍କ ବେଶପଦାର୍ଥ ବିଜ୍ଞାନଆଳୁଓଡ଼ିଆ ଭାଗବତକଳିଙ୍ଗ ଯୁଦ୍ଧନନ୍ଦ କିଶୋର ବଳଖାରବେଳଓଡ଼ିଆ ଭାଷାଇସଲାମ ଧର୍ମ🡆 More