ସୋରଣ

]

ସୋରଣ
ଗ୍ରାମ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଖୋର୍ଦ୍ଧା
ପଞ୍ଚାୟତ ସମିତିସୋରଣ ପଞ୍ଚାୟତ ସମିତି
ଗ୍ରାମ ପଞ୍ଚାୟତସୋରଣ ଗ୍ରାମ ପଞ୍ଚାୟତ
ତହସିଲଟାଙ୍ଗୀ
Time zoneIST (+୫.୩୦)
ଡାକ କୋଡ଼
୭୫୨୦୨୭
Area code+୦୬୭୫୬
ଯାନବାହାନ ପଞ୍ଚୀକରଣOD/୦୨

ସୋରଣ ଗାଁ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଚିଲିକା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ

  • ନିକଟତମ ରେଳ ଷ୍ଟେସନ: କୁହୁରି ଏବଂ କାଳୁପଡା ଘାଟ
  • ନିକଟତମ ବସ ସେବା: କୁହୁରି ଏବଂ ଟାଙ୍ଗୀ

ଶିକ୍ଷା

ଗ୍ରାମରେ ଭଗବତି ବିଦ୍ୟାପୀଠ ନାମରେ ଏକ ସରକାରୀ ଉଚ୍ଚ ବିଦ୍ୟାଳୟ ସମେତ ଦୁଇଟି ପ୍ରାଥମିକ ବିଦ୍ୟାଳୟ ଅଛି । ନିକଟତମ ମହାବିଦ୍ୟାଳୟ ଗ୍ରାମ ଠୁ ୨ କି.ମି ଦୁରେ ଅବସ୍ଥିତ ।ସୋରଣ ଚିଲିକା ବିଦ୍ୟନିକେତନ ନାମକ ଅନ୍ୟ ଏକ ଉଚ୍ଚ ବିଦ୍ୟାଳୟ ବି ଅଛି।

ସଂସ୍କୃତି

ଏହି ଗାଆଁଠାରୁ ଅଳ୍ପ ଦୂରରେ ବ୍ରହ୍ମେଶ୍ୱର ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ରଜ ମେଳା ଅନୁଷ୍ଠିତ ହୋଇଥାଏ ।ଏହି ଗ୍ରାମରେ ବହୁତ ମନ୍ଦିର ଅଛି ଭଗବତୀ ଦେବୀ ମନ୍ଦିର, ସ୍ୟାମେଶ୍ୱରୀ ମନ୍ଦିର, ମଙ୍ଗଳା ମନ୍ଦିର, ଚଣ୍ଡେଶ୍ୱର ଦେବ ମନ୍ଦିର, ମା ଡୋମଣି ମନ୍ଦିର, ବାଲୁଙ୍କେସ୍ୱର ମନ୍ଦିର ଅଛି । ଏହା ବ୍ୟତିତ 2ଟି ମସଜିଦ ଅଛି।ଚିଲିକା କୂଳରେ ମା କାଳିଜାଇ ମନ୍ଦିର ଓ ଯୋଗମାୟା ମନ୍ଦିର ଅଛି।

ଆଧାର

Tags:

ସୋରଣ ଗମନାଗମନସୋରଣ ଶିକ୍ଷାସୋରଣ ସଂସ୍କୃତିସୋରଣ ଆଧାରସୋରଣ

🔥 Trending searches on Wiki ଓଡ଼ିଆ:

ଜମ୍ମୁ ତୱି ରେଳ ଷ୍ଟେସନପ୍ରଥମ ବିଶ୍ୱଯୁଦ୍ଧଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରତାରିଣୀ ମନ୍ଦିର, ଘଟଗାଁରମାକାନ୍ତ ରଥଉପନିଷଦପକୋଡ଼ାଶୈଳବାଳା ଦାସସ୍ତନବର୍ଷାବିରିୟାନୀଟୁକୁନି ସାହୁଏ. ପି. ଜେ. ଅବଦୁଲ କଲାମ୪ ଇଡିଅଟସ୍ଶୀତଳ ଷଷ୍ଠୀ ଯାତ୍ରାତ୍ରିଭୁଜଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଟମ୍ ଖା କାଇଢେଙ୍କାନାଳଉତ୍କଳ ବ୍ରାହ୍ମଣଆଣ୍ଡାମାନ ସାଗରଗ୍ରହଭାରତର ସଂସ୍କୃତିସଂକ୍ରାନ୍ତିଆନ୍ତର୍ଜାତିକ ମହିଳା ଦିବସରାମାବତାରମ୍ଆଲୋକଛାନ୍ଦଓଡ଼ିଶାର କଳାଶ୍ରଦ୍ଧାକର ସୂପକାରଜୀବସାର ଗଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାମଚନ୍ଦ୍ର ମିଶ୍ରହୀରାକୁଦ ବନ୍ଧଦ୍ୱିତୀୟ ଭାସ୍କରବିରଜା ମନ୍ଦିରହେମୋଫିଲିଆଭାରତୀୟ ସ୍ୱାଧୀନତା ଆନ୍ଦୋଳନଜୟୀ ରାଜଗୁରୁମାଣବସା ଗୁରୁବାରଚନ୍ଦ୍ରଶେଖର ନନ୍ଦଶେର ଶାହ ସୁରୀପ୍ରେମବଡ଼ ଏରାଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜୁନଭାରତର ଜାତୀୟ ପତାକାଦ୍ଵାରକାଧୀଶ ମନ୍ଦିରଭକ୍ତ ଚରଣ ଦାସ (ରାଜନେତା)ଆନନ୍ଦ ଶଙ୍କର ଦାସଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଅମାବାସ୍ୟାର ଚନ୍ଦ୍ରସତୀ ଅନୁସୂୟାମାଗୁଣିର ଶଗଡ଼ଗଣ୍ଡାରୋହିତ ଶର୍ମାପଣା ସଂକ୍ରାନ୍ତିଛତୁ ତରକାରୀମନୋଜ କୁମାର ମିଶ୍ରଅସହଯୋଗ ଆନ୍ଦୋଳନଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଲକ୍ଷ୍ମୀପୁଷ୍ଟିସାରଉତ୍କଳ ବିଶ୍ୱବିଦ୍ୟାଳୟ🡆 More